ଓଲିଉଡର ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ମରଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ସତ୍ୟନଗର ଶ୍ମଶାନରେ ପୁଅ ବାବୁଶାନ ମହାନ୍ତି ତାଙ୍କୁ ମୁଖାଗ୍ନି ଦେଇଥିଲେ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାର୍ଡ ଅଫ ଅନର ଦିଆଯାଇ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।
ପାକିସ୍ତାନର ପୂର୍ବତନ କିମ୍ବଦନ୍ତୀ ଫାଷ୍ଟ ବୋଲର ୱାସିମ ଆକ୍ରମ ଓ ୱାକାର ୟୁନିସଙ୍କୁ ମାନହାନି ମୋକଦ୍ଦମାର ଧମକ ଦେଇଛନ୍ତି ପୂର୍ବତନ ସାଥୀ କ୍ରିକେଟର ମୁସ୍ତାକ ଅହମଦ। ଉଭୟ ଖେଳାଳି ତାଙ୍କର ସମ୍ମାନହାନି କରିଥିବା ଅଭିଯୋଗ କରିବା ସହ ବର୍ତ୍ତମାନ ବାଂଲାଦେଶ ଦଳର ସ୍ପିନ ବୋଲିଂ କୋଚ ରହିଥିବା ମୁସ୍ତାକ...
ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ଦଳ ଗୋଟିଏ ବି ବିଜୟ ହାସଲ କରି ନଥିବା ବେଳେ ବିଦାୟ ନେଇଛି। ନ୍ୟୁଜିଲାଣ୍ଡ ଓ ଭାରତ ନିକଟରୁ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟର ପ୍ରଥମରୁ ବିଦାୟ ନେଇ ସାରିଥିଲା।
ଆଫଗାନିସ୍ତାନକୁ ଏକ ଦୁର୍ବଳ ଦଳ ଭାବରେ ଗଣାଯାଏ। ତେବେ ନିକଟ ଅତୀତରେ ଏହି ଦଳର ପ୍ରଦର୍ଶନକୁ ଦେଖିଲେ ଏହାକୁ ଡାର୍କ ହର୍ସ ବା ଅଣ୍ଡରଡଗ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଚଳିତ ଚାମ୍ପିୟନ୍ସ ଟ୍ରଫିରେ ଇଂଲଣ୍ଡକୁ ପରାସ୍ତ କରି ବିଦା କରି ସାରିଥିବା ବେଳେ ଶେଷ ମ୍ୟାଚ...
ମୋନାଲିସା ନାଚିବା ପୂର୍ବରୁ ପ୍ରଥମ ଦର୍ଶକ ମାନଙ୍କୁ ଆଇ ଲଭ ୟୁ ବୋଲି କହିଥିଲେ। ଏହି ଭିଡିଓଟିକୁ ମୋନାଲିସା ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର ମଧ୍ୟ କରିଥିଲେ।
ୱାଟର ଫ୍ଲାଏ ଟେକ୍ନୋଲୋଜି ନାମକ ଏକ ନୂତନ ବୈଷୟିକ କୌଶଳ ଉପରେ କାର୍ଯ୍ୟ ଚାଲିଛି। ଏହି ପ୍ରକଳ୍ପ ସଫଳ ହେଲେ ଏହି ସ୍ବପ୍ନ ବାସ୍ତବତାର ରୂପ ନେଇପାରେ। ଆଇଆଇଟି ମାଡ୍ରାସ ପକ୍ଷରୁ ଏକ ଷ୍ଟାର୍ଟଅପ ସ୍ଥାପନ କରାଯାଇଛି।
ମହାଦୀପ ଉଠିବା ବେଳେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଘଟିଥିବା ବଡ଼ ଅଘଟଣରେ ସେବାୟତ ଯୋଗେନ୍ଦ୍ର ସମର୍ଥା ଗୁରୁତର ହୋଇଛନ୍ତି। ମହାଦୀପ ଧରି ଲୁହା ଶିକୁଳିରେ ମନ୍ଦିର ଉପରକୁ ଯିବା ବେଳେ ସେ ଖସି ପଡ଼ିଥିଲେ। ତେବେ ଅଧିକ ଘିଅ ପାଇଁ ତାଙ୍କ ହାତ ଖସିଲା ବୋଲି କୁହାଯାଉଛି !
ମହାଦୀପ ଉଠାଇବା ବେଳେ ଖସିପଡ଼ିଲେ ସେବାୟତ ଯୋଗେନ୍ଦ୍ର ସମର୍ଥା। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ତେବେ ଏହାକୁ ନେଇ ଉଠିଛି ଅନେକ ପ୍ରଶ୍ନ !
ଇତି ମଧ୍ୟରେ ଆଉ ଜଣେ ପ୍ରକ୍ରିତିଙ୍କୁ ନେଇ ସମଗ୍ର ବିଶ୍ବରେ ଚର୍ଚ୍ଚା ସୃଷ୍ଟି ହୋଇଛି। ନିଜର ହାତଲେଖା ବା ହ୍ୟାଣ୍ଡରାଇଟିଙ୍ଗ ପାଇଁ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ବର୍ଷକୁ ଦୁଇଥର ସିବିଏସ୍ଇ ଦଶମ ପରୀକ୍ଷା ଆସନ୍ତାବର୍ଷଠୁ ଗୋଟିଏ ଶିକ୍ଷା ବର୍ଷରେ ଦୁଇଟି ବୋର୍ଡ ପରୀକ୍ଷା ଦେଇପାରିବେ ସିବିଏସଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ଜାତୀୟ ଶିକ୍ଷାନୀତି ଅନୁଯାୟୀ ବୋର୍ଡ ଏହି ନିଷ୍ପତ୍ତି ନେଇଥିବାବେଳେ ସବୁ ମହଲରୁ ଏହାକୁ ସ୍ୱାଗତ କରାଯାଇଛି । ତେବେ ଏଭଳି ଦୁଇଟି ବୋର୍ଡ ପରୀକ୍ଷା...
#ସରିଲା_ମହାକୁମ୍ଭ ମହାଶିବରାତ୍ରିରେ ଅନ୍ତିମ ସ୍ନାନ ଯୋଗ ସହ ୪୫ ଦିନର ସବୁଠୁ ବଡ଼ ଧାର୍ମିକ ସଙ୍ଗମର ହୋଇଛି ସମାପନ । ତ୍ରିବେଣୀ ସଂଗମରେ ସ୍ନାନ କରି ପୁଣ୍ୟ ଲଭିଛନ୍ତି ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ । ଆଜି ଅନ୍ତିମ ଦିନରେ ଆସ୍ଥା ଓ ବିଶ୍ୱାସର ବୁଡ଼ ପକାଇଛନ୍ତି ଦେଢ କୋଟିରୁ...
ଖୋଲିବ ରାଜ୍ୟର ସର୍ବବୃହତ୍ ଟନେଲ୍ ଖୁବଶୀଘ୍ର ଫିଟିବାକୁ ଯାଉଛି ବହୁଚର୍ଚ୍ଚିତ ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ନିର୍ମାଣାଧିନ ସୁଡ଼ଙ୍ଗର ବାଟ । ଏହି ରୁଟରେ ସଫଳ ହେବାକୁ ଯାଉଛି ବୌଦ୍ଧ-ଦଶପଲ୍ଲାବାସୀଙ୍କ ଟ୍ରେନ୍ ସ୍ୱପ୍ନ । ଉଭୟ ଜିଲ୍ଲାରେ ମୋଟ୍ ୭ଟି ଟନେଲରୁ ୬ଟିର ବାଟ ଫିଟିସାରିଛି । ବୌଦ୍ଧ ଜିଲ୍ଳାର ଆଡ଼େଣିଗଡ଼ରେ କେବଳ...
କିସ୍ ରୁ କେମିତି ଗାଏବ ହୁଅନ୍ତି ଛାତ୍ରଛାତ୍ରୀ? ଅଚ୍ୟୁତ ସାମନ୍ତଙ୍କ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନସେସ୍ ବା କିସ୍ ରୁ ଗାଏବ ହୁଅନ୍ତି ଛାତ୍ରଛାତ୍ରୀ । କିନ୍ତୁ ହୁଏନି ଏଫ୍ଆଇଆର୍ । ଖୋଦ୍ ଖୋର୍ଦ୍ଧା CWC ୨୦୧୭ରେ ନିଜ ଯାଞ୍ଚ ରିପୋର୍ଟରେ ଏକଥା ଉଲ୍ଲେଖ କରିଥିଲେ। ଏପରିକି କିସ୍...
କେଉଁ ନେତାଙ୍କୁ ମିଳିବ କେଉଁ ନିଗମ? ୮ ମାସ ହେଲା ନୂଆ ସରକାରରେ ଖାଲି ପଡିଛି ବୋର୍ଡ ନିଗମ । ପ୍ରଥମଥର ପାଇଁ ଏକାକୀ ସରକାର ଆସିଥିବାରୁ ଆଶାୟୀଙ୍କ ଲମ୍ବା ତାଲିକା। କାହାକୁ କେଉଁଠି ଥଇଥାନ କରାଯିବ, କେଉଁ ନେତାଙ୍କୁ ଗୁରୁତ୍ୱ ଦିଆଯିବ, ତାକୁ ନେଇ ଆଜି ପୁଣି...
ଇଶା ଫାଉଣ୍ଡେସନରେ ଅମିତ୍ ଶାହ କୋଏମ୍ୱାଟୁରର ଇଶା ଫାଉଣ୍ଡେସନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ।
ପୋଲାଭରମକୁ ନେଇ ଆସନ୍ତା ୨୮ରେ ବିଜେଡିର ବଡ଼ ପ୍ରତିବାଦ ସଭା। ଯୋଗ ଦେଇପାରନ୍ତି ନବୀନ। ଶାସନ କ୍ଷମତାରେ ଥିବାବେଳେ ପୋଲାଭରମକୁ ନେଇ ଆଗ୍ରେସିଭ ଗେମ୍ ଖେଳୁନଥିବା ନବୀନ ଏବେ କାହିଁକି ଆଟାକିଂ ମୁଡ୍ ରେ? ବିଜେପି ଏହାକୁ ଡ୍ରାମା କହିଥିବାବେଳେ କଂଗ୍ରେସ ବି ତାଚ୍ଛଲ୍ୟ କରିଛି।
ଗଞ୍ଜାମ ଋଷିକୂଲ୍ୟା ମୁହାଣରେ ଏଥର ରେକର୍ଡ କରିଛନ୍ତି ବିଦେଶୀ ଅତିଥି ଅଲିଭ୍ ରିଡଲେ। ସପ୍ତାହକରେ ଆସିଛନ୍ତି ୭ ଲକ୍ଷ କଇଁଛ। ଅନୁକୂଳ ପରିବେଶ, ନରମ ମାଟି ଏବଂ ବନ ବିଭାଗର ପ୍ରସ୍ତୁତି ଲକ୍ଷ ଲକ୍ଷ ସଂଖ୍ୟାରେ କଇଁଛଙ୍କ ଓଡ଼ିଶା ଆଗମନ ସହ ଅଣ୍ଡାଦାନକୁ ବେଶ୍ ସୁହାଇଛି।
କିଟ୍ କାଣ୍ଡକୁ ସପ୍ତାହେ ବିତିଲାଣି, ହେଲେ ଏଠାରେ ପଢ଼ୁଥିବା ନେପାଳୀ ଛାତ୍ରଛାତ୍ରୀ ଆଉ ଫେରିବାକୁ ଚାହୁଁନାହାନ୍ତି। ସେମାନଙ୍କୁ ବୁଝେଇ ସୁଝେଇ ଫେରାଇ ଆଣିବା ପାଇଁ KIIT କର୍ତ୍ତୃପକ୍ଷ ବିକଳ ହେଉଛନ୍ତି, ସରକାର ବି ଅପିଲ୍ କରୁଛନ୍ତି। କିନ୍ତୁ ତିକ୍ତ ଅନୁଭୂତି ନେଇ ସ୍ବଦେଶ ଫେରିଥିବା ଛାତ୍ରଛାତ୍ରୀ ଆଉ ଫେରିବା...
କାଲି ମହାଶିବରାତ୍ରୀରେ ଅନ୍ତିମ ସ୍ନାନ ଯୋଗ, ସରିଯିବ ମହାକୁମ୍ଭ। ଦୀର୍ଘ ୪୫ ଦିନର ପ୍ରୟାଗରାଜ ମହାକୁମ୍ଭ ମେଳାରେ ପଡ଼ିବ ଯବନିକା। ୧୪୪ବର୍ଷର ବିରଳ ସଂଯୋଗରେ ପ୍ରାୟ ୬୪କୋଟିରୁ ଅଧିକ ଲୋକ ତ୍ରିବେଣୀ ସଂଗମ ଘାଟରେ ବୁଡ଼ ପକାଇ ସୃଷ୍ଟି କରିଛନ୍ତି ବିରଳ ରେକର୍ଡ।