#ରାଜାଙ୍କ_ରାଜକୀୟ_ସଉକ୍...#ଫାର୍ମ_ହାଉସ_ଦେଖି_ଆଖି_ଟେରା ଆଖି ତରାଟିଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ରାଜାଙ୍କ ଥିଲା ବହୁମୂଲ୍ୟ କାର୍ ଓ ବାଇକ୍। ଚଢ଼ୁଥିଲେ ଦାମୀ ଫର୍ଚ୍ୟୁନର୍ କାର୍ ଓ ପାଖରେ ଥିଲା ୨୫ ଲକ୍ଷ ଟଙ୍କାର ବାଇକ୍।କେନ୍ଦୁଝରରେ ରେଡ୍ ବେଳେ EOW ହାତରେ ଲାଗିଛି ୨୫ ଲକ୍ଷର Harley Davidson ବାଇକ୍ । ଫାର୍ମ...
#ମୋ_ସ୍ୱାମୀଙ୍କୁ_ଖଣ୍ଡାରେ_ହାଣିଦେଲେ ଆମେ ଭୋଜି ଖାଇବା ପାଇଁ ରାତିରେ ଆସିଥିଲୁ। ସେମାନେ ଜଗିଥିଲେ। ସକାଳେ ଆମେ ଗଲାବେଳେ ଆଗେ ବୋମା ଫୁଟେଇଦେଲେ। ତା ପରେ ଖଣ୍ଡାରେ ହାଣି ମୋ ସ୍ୱାମୀଙ୍କୁ ମାରିଦେଲେ।
ବାପା ପୋଲିସ୍, ଝିଅ ସୁନା ସ୍ମଗଲର। ପୋଲିସ୍ ବି ଏମିତି ସେମିତି ନୁହେଁ, ଡିଜିପି। କର୍ଣ୍ଣାଟକ ପୋଲିସ୍ ହାଉସ କର୍ପୋରେସନ୍ ଡିଜି କେ.ରାମଚନ୍ଦ୍ର ରାଓଙ୍କ ଝିଅ ରାନ୍ୟା ରାଓ ୧୪ କେଜି ସୁନା ସହ ଧରାପଡ଼ିଛନ୍ତି।
ବାପା-ମାଆ ଓ ଭଉଣୀକୁ ହେମଦସ୍ତାରେ ଛେଚି ହତ୍ୟା କଲା ପୁଅ। ଏଭଳି ଏକ ଲୋମଟାଙ୍କୁରା ତଥା ଚାଞ୍ଚଲ୍ୟକର ଗଣ ହତ୍ୟାକାଣ୍ଡ ଘଟିଯାଇଛି ଜଗତସିଂହପୁର ଜିଲ୍ଲାରେ। ଅଭିଯୁକ୍ତ ପୁଅ କିଛି ଦିନ ହେଲା ଅନଲାଇନ ଗେମ୍ ଖେଳୁଥିବା ବେଳେ ମାନସିକ ଭାରସାମ୍ୟ ହରାଇ ଏହି ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି।
ଗହୀରମଥାରୁ ମୁହଁ ମୋଡ଼ିଲେଣି କି ଅଲିଭରିଡଲେ? ଅଣ୍ଡାଦାନ ସମୟ ଗଡ଼ି ଯାଉଥିବା ବେଳେ ଅଲିଭରିଡଲେ ଚଳିତ ସିଜିନରେ କାହିଁକି ଗହୀରମଥା ଆସୁନାହାନ୍ତି? ଖାଁ ଖାଁ ଏବେ ବିରଳ କଇଁଛଙ୍କ ଅନ୍ତୁଡ଼ିଶାଳ। କାହିଁକି ସୃଷ୍ଟି ହେଲା ଏଭଳି ସ୍ଥିତି ? ଅଲିଭ ରିଡଲେଙ୍କ ଅନୁପସ୍ଥିତିକୁ ନେଇ ପରିବେଶବିତ୍ ଚିନ୍ତା ପ୍ରକଟ...
ରାଜଧାନୀରେ ନିଦ ହଜାଇଥିବା ଏଟିଏମ ଲୁଟେରା ଗ୍ୟାଙ୍ଗକୁ କାବୁ କଲା କମିଶନରେଟ ପୋଲିସ। ଦୀର୍ଘ ଦେଢମାସର କସରତ ପରେ ଧରାପଡ଼ିଲେ ସମସ୍ତ ୮ ଅପରାଧୀ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଗ୍ୟାଙ୍ଗକୁ ଚଳାଉଥିବା ୨ ମାଷ୍ଟରମାଇଣ୍ଡଙ୍କୁ ବି ରାଜ୍ୟ ବାହାରୁ ଆରେଷ୍ଟ କରିଛି ପୋଲିସ।
ହାଇଭୋଲଟେଜ୍ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୪୯.୩ ଓଭରରେ ୨୬୪ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ଅଧିନାୟକ ଷ୍ଟିଭ ସ୍ମିଥ ୭୩ ରନର ଇନିଂସ ଖେଳିଥିବା ବେଳେ ଆଲେକ୍ସ କେରି ୬୧ ରନ ଯୋଗଦାନ କରିଛନ୍ତି। ଫାଇନାଲରେ ପହଞ୍ଚିବା ପାଇଁ ଭାରତ ସମ୍ମୁଖରେ...
ଭାରତୀୟ ଦଳ ପାଇଁ ହେଡଙ୍କୁ ସବୁଠୁ ବିପଦଜ୍ଜନକ ଖେଳାଳି କୁହାଯାଏ। ଆଉ ତାଙ୍କ ଆଉଟ୍ ପରେ ବିରାଟ କୋହଲି ନିଜର ଖୁସି ଲୁଚାଇ ପାରି ନ ଥିଲେ। ଉତ୍ସବ ପାଳନ କରିବାକୁ ଯାଇ ପଡ଼ିଆରେ କୋହଲି ଭାଙ୍ଗଡ଼ା ନାଚିବାରେ ଲାଗିଥିଲେ।
ବିଶ୍ବର ସବୁଠାରୁ ଧନୀ ସହରର ତାଲିକା ପ୍ରକାଶ ପାଇଛି। ହେନଲି ଆଣ୍ଡ ପାର୍ଟନର୍ସ ପକ୍ଷରୁ ପ୍ରକାଶିତ ତାଲିକା ଅନୁସାରେ ଆମେରିକୀୟ ସହର ନ୍ୟୁୟର୍କ ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛି। ହେନଲି ଆଣ୍ଡ ପାର୍ଟନର୍ସ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ନ୍ୟୁୟର୍କ ସହରରେ ୩ ଲକ୍ଷ ୪୯ ହଜାର...
କିଟ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକ୍ରିତି ଲାମସାଲ ହତ୍ୟା ମାମଲାରେ ମଙ୍ଗଳବାର ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ଲାଠି ଚାଳନା କରିଛି ପୋଲିସ। ଆତ୍ମହତ୍ୟା ଘଟଣାକୁ ୧୫ରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଉ ନଥିଲା। ମାମଲା ଶିଥିଳ ପଡି ଯାଇଥିବା ବେଳେ ମଙ୍ଗଳବାର କଂଗ୍ରେସ...
ଏକଦା ତାଙ୍କ ପରିବାର ସମଗ୍ର ଦେଶ ଉପରେ ରାଜ କରୁଥିଲା। ହେଲେ ଆଜି ସେମାନଙ୍କ ବଂଶଧର ଦୁଇ ଓଳି ଖାଇବାକୁ ପାଉ ନ ଥିବା ବେଳେ ଝୁମ୍ପୁଡି ଘରେ କାଳ କାଟୁଛନ୍ତି।
ହିମାନୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ତାଙ୍କୁ ଟ୍ରଲି ବ୍ୟାଗରେ ଭର୍ତ୍ତି କରି ନେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏକ ମୋବାଇଲ ଚାର୍ଜର ତାରରେ ହିମାନୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ଅଭିଯୁକ୍ତ। ଫେବୃଆରୀ ୨୭ ତାରିଖରେ ହିମାନୀଙ୍କ ଘରେ ତାଙ୍କୁ ହତ୍ୟା କରିଥିଲା।...
ସାଧାରଣତଃ ଆଇସିସି ଇଭେଣ୍ଟ ଗୁଡିକରେ ଟ୍ରାଭିସ ହେଡ ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥାନ୍ତି। ତେବେ ସେମି ଫାଇନାଲ ମ୍ୟାଚ ପୂର୍ବରୁ ପିଚ ଭାରତୀୟ ମ୍ୟାନେଜମେଣ୍ଟର ମୁଣ୍ଡବିନ୍ଧା ବଢାଇଛି।
ପୁରୁଷ ଏବଂ ମହିଳାଙ୍କୁ ସନ୍ତାନ ଜନ୍ମ କରିବା ଏବଂ ଏକ ପରିବାର ଗଠନ କରିବାକୁ ଅନୁମତି ଦିଏ ବିବାହ। ତେବେ ଅନେକ ସମୟରେ ବିବାହ ପରେ ପତି ପତ୍ନୀଙ୍କ ମଧ୍ୟରେ ଝଗଡା ଦେଖିବାକୁ ମିଳିଥାଏ। ତେବେ ଝଗଡାରୁ ଦୂରେଇ ରହିବା ସହିତ ବିବାହକୁ ଦୀର୍ଘସ୍ଥାୟୀ କରିବା ପାଇଁ କିଛି...
ପିଲାମାନଙ୍କ ଠାରୁ ମୋବାଇଲ କିପରି ଦୂରେଇବେ ଏହାକୁ ନେଇ ଚିନ୍ତାରେ ଦୁନିଆର ସବୁ ବାପା, ମା’ । ଆଜିର ଦିନରେ ମୋବାଇଲ ନହେଲେ ପିଲା ପାଠ ପଢୁନାହାନ୍ତି। ଖାଉନାହାନ୍ତି କିମ୍ୱା କୌଣସି ଆକ୍ଟିଭିଟି କରୁନାହାନ୍ତି।
ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ଶ୍ରେୟସ ଆୟର ଚମତ୍କାର ବ୍ୟାଟିଂ କରିବା ସହିତ ଅର୍ଦ୍ଧଶତକ ହାସଲ କରିଥିଲେ। ଆୟର ୭୯ ରନ କରିଥିବା ବେଳେ ଭାରତ ୯ ଉଇକେଟ ହରାଇ ୨୪୯ କରିଛି। ଭାରତ ଏହି ମ୍ୟାଚରେ ୪ ସ୍ପିନରଙ୍କ ସହ ଓହ୍ଲାଇଥିଲା।...
ଭାରତ ବର୍ତ୍ତମାନ ବିଶ୍ବର ପଞ୍ଚମ ବୃହତ ଅର୍ଥନୀତି। ଆଗାମୀ ଦିନରେ ଭାରତ ତୃତୀୟ ସ୍ଥାନକୁ ଉନ୍ନୀତ ହେବାର ଲକ୍ଷ୍ୟ ରଖିଛି। ବିଶ୍ବ ବ୍ୟାଙ୍କର ଆକଳନ ଅନୁଯାୟୀ ସମଗ୍ର ବିଶ୍ବରେ ବର୍ତ୍ତମାନ ଭାରତର ଜିଡିପି ସବୁଠାରୁ ଅଧିକ ରହିଛି। ନିକଟରେ ଭାରତ ବିଶ୍ବର ବୃହତ ଅର୍ଥନୀତି ତାଲିକାରେ ଇଂଲଣ୍ଡକୁ ଅତିକ୍ରମ...
ଡ୍ରଗ୍ସ ବେପାର ଓ ମୁମ୍ବାଇର ଡବା ବାଲାଙ୍କ କାହାଣୀକୁ ନେଇ ନିର୍ମାଣ ହୋଇଛି ନେଟଫ୍ଲିକ୍ସର ସିରିଜ ଡବା କାର୍ଟେଲ। ଶବାନା ଆଜମୀ, ଜ୍ୟୋତିକା, ନିମିଶା ସାଜାୟନ ଓ ସାଇ ଥମନକର ଏହି ସିରିଜରେ ନଜର ଆସିବାକୁ ଯାଉଛନ୍ତି।
ସାରା ଦେଶରେ ବଦଳିବ ପେନସନ ଢାଞ୍ଚା। ଆଉ ରହିବନି UPS, NPS ଏବଂ OPS ସିଷ୍ଟମ। ସମସ୍ତଙ୍କୁ ମିଳିବ ସୁବିଧା, ପେନସନ ପାଇବେ ସବୁ କର୍ମଚାରୀ l ସରକାରୀଠୁ ଆରମ୍ଭ କରି ବେସରକାରୀ ଯାଏ ସଭିଏଁ ଉଠାଇପାରିବେ ଲାଭ l
ସ୍କୁଲ ଫି ବୃଦ୍ଧିକୁ ନେଇ ତାତିଲେ ଅଭିଭାବକ, ଖୋଲାଖୋଲି ମ୍ୟାନେଜମେଣ୍ଟକୁ ଦେଲେ ଧମକ