/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686159517.jpg)
Drug mafia critical
କିଛି ଦିନର ନୀରବତା ପରେ ଖୋର୍ଦ୍ଧାରେ ପୁଣି ଫୁଟିଲା ଗୁଳି । ସାମନ୍ତରାପୁରର ଠେଙ୍ଗାହାଟ ଛକରେ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି। ବ୍ରାଉନସୁଗାର ମାଫିଆ ସୋମନାଥ ଭୁଜବଳକୁ ଗୁଳିମାଡ଼ ହୋଇଛି । ପିକ୍ ଅପ୍ ଭ୍ୟାନରେ ଆସି ସଂଘବଦ୍ଧ ଭାବେ ଆସି ଏକାଧିକ ଯୁବକ ସଂପୃକ୍ତ ଡ୍ରଗ୍ସ ମାଫିଆକୁ ଗୁଳି କରିଛନ୍ତି । ପ୍ରାୟ ୫ ରାଉଣ୍ଡ ଗୁଳିମାଡ଼ ହୋଇଥିବା
ସୂଚନା ମିଳିଛି । ଗୁଳିମାଡ଼ରେ ଡ୍ରଗ୍ସ ମାଫିଆ ଗୁରୁତର ଆହତ ହେବା ସହ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି ହୋଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)