Advertisment

ନୂଆ ନମ୍ବର ପ୍ଲେଟ୍‌ ଲଗାଇନଥିଲେ ଜୁନ୍‌ ୨୩ରୁ ମୋଟା ଅଙ୍କର ଫାଇନ୍‌

ନୂଆ ନମ୍ବରପ୍ଲେଟ୍‌ ନଲଗାଇଥିଲେ ଜୁନ୍‌ ୨୩ରୁ କଡ଼ା କାର୍ଯ୍ୟାନୁଷ୍ଠାନ। ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର୍ ଏବଂ ଏନଫୋର୍ସମେଣ୍ଟ ଲାଲମୋହନ ସେଠୀ (ସଡକ ସୁରକ୍ଷା) ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ 07.06.23 ସୁଦ୍ଧା ମୋଟ 40,93,608 ଗାଡି ମାଲିକ ସ୍ଲଟ୍ ବୁକ୍ କରିଛନ୍ତି, ସେଥିମଧ୍ୟରୁ 35,87,577 ଗାଡିରେ HSRP ଲଗାଯାଇଛି। ଦଣ୍ଡବିଧାନରୁ ରକ୍ଷା ପାଇବା ପାଇଁ ଯାନବାହାନ ମାଲିକମାନଙ୍କୁ ଶୀଘ୍ର HSRP ଲଗାଇବାକୁ ପରାମର୍ଶ ଦିଆଯାଇଛି।”

author-image
Sarbeswar

HSRP
Advertisment
Advertisment