• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

New UGC norms
ନୂଆ ପଲିସି ଆଣିଲା UGC; ଏଣିକି ତିନି ନୁହେଁ ଚାରି ବର୍ଷ ପଢ଼ାଯିବ ସ୍ନାତକ ଶିକ୍ଷା

ଜାତୀୟ ଶିକ୍ଷା ନୀତି ଆଧାରରେ ବଦଳିବ ଯୁକ୍ତ ତିନିର ଢାଞ୍ଚା । ପିଲାଏ ତିନି ବର୍ଷ ବଦଳରେ ୪ ବର୍ଷ ପାଠ ପଢିବେ । ଅଧାରୁ ପାଠ ଛାଡିଲେ ବି ପୁଣି ଥରେ ଛାଡିଥିବା ବର୍ଷରୁ ପାଠ ପଢିପାରିବେ । ଡ୍ରପ୍ ଆଉଟ ହାର କମାଇବା ସହ ପିଲାଙ୍କୁ...

Will there be early elections in Odisha ?
ଓଡ଼ିଶାରେ ହେବ କି ଆଗୁଆ ନିର୍ବାଚନ ? ୨୪ ପୂର୍ବରୁ ଭାଙ୍ଗିବ କି ବିଧାନସଭା?

ଓଡ଼ିଶାରେ ଆଗୁଆ ହେବ କି ବିଧାନସଭା ନିର୍ବାଚନ? ଧାର୍ଯ୍ୟ ସମୟ ପୂର୍ବରୁ ବିଧାନସଭାକୁ ଭାଙ୍ଗି ଦେବେ କି ନବୀନ? ୨୦୧୮ର ତେଲେଙ୍ଗାନା ଫର୍ମୁଲାକୁ ଆପଣାଇବ କି ବିଜେଡି ? ରାଜ୍ୟ ରାଜନୀତିରେ ଆଗୁଆ ନିର୍ବାଚନ ସମ୍ଭାବନାକୁ ନେଇ ଚର୍ଚ୍ଚା ଏ ସଂପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ...

Archana Nag
ନାଗ ଚାଲ୍‌: ମିଡ଼ିଆ ଆଗରେ ଫଁ, ଇଡ଼ି ପାଖରେ ସନିପାତ

ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ୍ ମାମଲାରେ ଡବଲ୍ ଗେମ୍ ଖେଳୁଛିି କି ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ? ୩୦ ମିନିଟ୍‌ର ଏକ୍ସକ୍ଲୁସିଭ୍ ତଥ୍ୟ ଦେଇ ରାଜ୍ୟରେ କମ୍ପନ ସୃଷ୍ଟି କରାଇବାର ଚେତାବନୀ ଶୁଣାଇଥିବା ଲେଡ଼ି ବ୍ଲାକମେଲର୍ ଇଡ଼ି ଆଗରେ ଚୁପ୍ କାହିଁକି ? ୭ ଦିନିଆ ରିମାଣ୍ଡରେ...

Cyclone Mandous
ବାତ୍ୟା ମାଣ୍ଡୋସ୍ ତାଣ୍ଡବ, ରାତିଅଧରେ ଲ୍ୟାଣ୍ଡଫଲ୍ ପରେ ବ୍ୟାପକ କ୍ଷୟକ୍ଷତି

ଘୁଘୁ ପବନ... ତୁହାକୁ ତୁହା ବର୍ଷା। ତାମିଲନାଡୁର ମାମଲାପୁରମ ନିକଟରେ ବାତ୍ୟା ମାଣ୍ଡୋସ ସ୍ଥଳଭାଗ ଛୁଇଁବା ପରେ ଉପୁଡି ପଡିଛି ବର୍ଷ ବର୍ଷ ଧରି ଠିଆ ହୋଇଥିବା ବିରାଟ ଗଛ କେଉଁଠି ଗାଡି ଉପରେ ବିଶାଳ ଗଣ୍ଡି ମାଡି ବସିଛି ତ କେଉଁଠି ଗଛ ପଡି ରାସ୍ତା ବନ୍ଦ...

Padampur bypoll
ପଦ୍ମପୁରରେ ଜିତିବା ପାଇଁ କଂଗ୍ରେସ ସହ ମୂଲଚାଲ କରିଥିଲା ବିଜେଡି: ଜୟନାରାୟଣ

ଡାଇଭର୍ଟ ନୁହେଁ ଡିଲ୍। ଖୋଦ୍ ବିଜେଡି କରିଛି ମୂଲଚାଲ। ଏକ ବଡ଼ ବୁଝାମଣା ପରେ ହିଁ ପଦ୍ମପୁରରେ ବିଜେଡି ଖାତାକୁ ଯାଇଛି କଂଗ୍ରେସ ଭୋଟ୍। ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କର ଏଭଳି ବିସ୍ଫୋରକ ବୟାନକୁ ନେଇ ରାଜ୍ୟ ରାଜନୀତିରେ କଂପନ। ସିଧା ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି। ଜୟନାରାୟଣ କହିଛନ୍ତି...

padmapur bypoll
କିଏ ଜିତିବ ପଦ୍ମପୁର ବାଜି ? କାଲି ଆସିବ ଜନତାଙ୍କ ରାୟ

କିଏ ଜିତିବ ପଦ୍ମପୁର ବାଜି ? କାହାକୁ ନେତା ବାଛିଛନ୍ତି ଜନତା ? କାଲି ଖୋଲିବ ଇଭିଏମ୍‌ରେ କଏଦ୍ ପ୍ରାର୍ଥୀଙ୍କ ଭାଗ୍ୟ... ଜନତାଙ୍କ ରାୟ। ତେଣୁ ମତ ଗଣନା ପାଇଁ ପଦ୍ମପୁର RMRC ମାର୍କେଟ ୟାର୍ଡରେ ବ୍ୟାପକ ବନ୍ଦୋବସ୍ତ କଡ଼ା ସୁରକ୍ଷା ବଳୟରେ ରହିଛି ଇଭିଏମ୍। ୧୪ଟି ଟେବୁଲ୍‌ରେ...

Archana
ବଡ଼ ବଡ଼ିଆଙ୍କ ଛାତି ଧଡ଼ଧଡ଼

ଅର୍ଚ୍ଚନା ନାଗଙ୍କ ବିଶାଳ ଆର୍ଥିକ ସାମ୍ରାଜ୍ୟ ପଛର ରହସ୍ୟ କଣ? କେମିତି ପରିଚାଳିତ ହେଉଥିଲା ତାଙ୍କ ବ୍ଲାକ୍ ସିଣ୍ଡିକେଟ୍?

General Election 2024
ବିଜେଡିକୁ ଘାରିିଲାଣି ୨୪ ନିର୍ବାଚନ ଚିନ୍ତା

ଧାମନଗର ଝଟକା ପରେ ପଦ୍ମପୁର ବାଜି ଜିତିବା ନେଇ ବିଜେଡି ଫୁଲ୍ କନ୍ଫିଡେଣ୍ଟ। ତେବେ ଏ ଦୁଇ ବାଇ-ଇଲେକ୍ସନ ଅପେକ୍ଷା ଅଧିକ ଚିନ୍ତା ଚବିଶ ନିର୍ବାଚନକୁ ନେଇ। ଏବେଠାରୁ ପୁରା ଆଲର୍ଟ ମୋଡ୍‌ରେ ଦଳ। ଦୀର୍ଘ ବର୍ଷ ଧରି କ୍ଷମତାରେ ରହିବା ପରେ ସରକାର ବିରୋଧୀ ମାହୋଲ ଦାନା...

Jana Seva Kendra in jungle
ଜଙ୍ଗଲ ଭିତରେ ଚାଲିଛି ଜନସେବା କେନ୍ଦ୍ର

ଘଞ୍ଚ ଜଙ୍ଗଲ ଭିତରେ ମଞ୍ଚ, ମଞ୍ଚ ଚାରିପଟ ବେଢ଼ିଛନ୍ତି ଗାଁ ଲୋକେ... ଆଉ ତାରି ଭିତରେ ଲାପଟପ୍ ଧରି କାମ କରୁଛନ୍ତି ଦୁଇ ଯୁବକ। ଜଙ୍ଗଲ ଭିତରେ ଚାଲିଛି ଜନସେବା କେନ୍ଦ୍ର। କିଏ କାଳିଆ ଯୋଜନା ଟଙ୍କା ପାଇଁ ଅନେଇ ବସିଛି ତ ଆଉ କିଏ ବ୍ୟାଙ୍କ ଖାତା...

Tanmaya
୬୦ ଫୁଟ ତଳେ ଫସିଛି କୁନି ପୁଅ, ପାଇପ୍ ଯୋଗେ ପଠାଯାଉଛି ଅମ୍ଲଜାନ...

ବୋର୍‌ୱେଲରେ ଫସି ରହିଥିବା ବାଳକ ନିକଟକୁ ପାଇପ୍ ଯୋଗେ ଅମ୍ଲଜାନ ପଠାଯାଉଛି। ୮ ବର୍ଷର ବାଳକ ତନ୍ମୟ ସାହୁ କ୍ଷେତରେ ଖେଳୁଥିଲେ। ଏହି ସମୟରେ କିଛି ଦିନ ପୂର୍ବେ ସେହି କ୍ଷେତରେ ଖୋଳାଯାଇଥିବା ବୋର୍‌ୱେଲ ଭିତରେ ଅଚାନକ ଖସି ପଡିଥିଲେ।

Archana
ଅର୍ଚ୍ଚନାଙ୍କ ଚେତାବନୀ ! ୩୦ ମିନିଟ୍ ଦିଅ ସବୁ ପ୍ରମାଣ ଦେବି, ନେତା କି ମନ୍ତ୍ରୀ ସବୁ କହିବି

ପୁଣି ନାଗର ବିଷୋଦ୍‌ଗାର । ପୁଣି ବୟାନରେ ବିସ୍ଫୋରଣ । ପୋଲିସ୍‌କୁ ଟାର୍ଗେଟ୍ । ସୋ-କଲ୍ଡ ଭିିକ୍ଟିମ୍‌ଙ୍କୁ ବି ନିଶାନା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୭ ଦିନିଆ ରିମାଣ୍ଡରେ ନେବା ପୂର୍ବରୁ ଆଜି କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଆସିଥିବା ବ୍ଲାକମେଲିଂ ଅଭିଯୁକ୍ତ ଅର୍ଚ୍ଚନା ନାଗ...

Archana Nag
ପୋଲିସ୍‌କୁ ଅର୍ଚ୍ଚନାର ନିଶାନା ! ୬୦ ଘଣ୍ଟା ଥାନାରେ ଅଟକ ରଖି ଦେଇଥିଲେ ମାନସିକ ଚାପ

କମିଶନରେଟ୍ ପୋଲିସ ଉପରକୁ ନାଗ ଫଁ । ଇଡିକୁ ରିମାଣ୍ଡରେ ଯିବା ପୂର୍ବରୁ ପୋଲିସ ବିରୋଧରେ ବିଷୋଦ୍‌ଗାର । ସାଙ୍ଘାତିକ ଅଭିଯୋଗ । ଗିରଫଦାରୀକୁ ନେଇ ପ୍ରଶ୍ନବାଣ । ଥାନାରେ ଅଟକ ରଖି ମାନସିକ ଚାପର ଅଭିଯୋଗ ଆଣି କମିଶନରେଟ୍ ପୋଲିସ ବିରୋଧରେ ବର୍ଷିଛି ଅଭିଯୁକ୍ତ ଅର୍ଚ୍ଚନା ।...

5T School
ସ୍ମାର୍ଟ ସ୍କୁଲକୁ ଉପହାସ ! ପରୀକ୍ଷାରେ ପିଲାଙ୍କୁ ମିଳୁନି ପ୍ରଶ୍ନପତ୍ର, କବାଟରେ ଲେଖାଯାଉଛି ପ୍ରଶ୍ନ

ସ୍କୁଲ ସ୍ମାର୍ଟ, ହେଲେ ବ୍ୟବସ୍ଥା ଅତି ଦୟନୀୟ । ବାହାରୁ ଦେଖିଲେ ଯେତିକି ଚକାଚକ୍, ଭିତର ଦେଖିଲେ ସେତିକି ଫମ୍ପା । ଯାଜପୁର ଧର୍ମଶାଳା ବ୍ଲକ୍ ଅଣ୍ଟିଆରେ ଥିବା ପଞ୍ଚାୟତ ହିଙ୍ଗୁଳା ସରକାରୀ ହାଇସ୍କୁଲର ଏମିତି ଅବସ୍ଥା । ମାତ୍ର ବର୍ଷକ ତଳେ ପୁରୁଣା ସ୍କୁଲର ହୁଲିଆ ପରିବର୍ତ୍ତନ...

SpecialStory
ଆତ୍ମବିଶ୍ୱାସ ଦେଲା ସଫଳତା

ଜଣେ ଛୋଟ ବେଳୁ ବାପା ମାଆଙ୍କୁ ହରାଇ ଛେଳି ଚରାଇ ବଡ ହୋଇଛନ୍ତି , ଆଉ ଜଣେ ସାଧାରଣ ପୋଷ୍ଟାଲ୍ କର୍ମଚାରୀଙ୍କ ଝିଅ । ଆଜି ସେମାନେ ଅଗ୍ନିବୀର । ଦେଖନ୍ତୁ ଏମାନଙ୍କର ସଫଳତାର କାହାଣୀ

Padmapur Bypoll
ରେକର୍ଡ ଭୋଟିଂ ! କାହାର ହେବ ପଦ୍ମପୁର ? ବିଜେଡିର ଦାବି ୫ ହଜାରରୁ ଅଧିକ ମାର୍ଜିନରେ ଜିତିବ

କାହାର ହେବ ପଦ୍ମପୁର ? କିଏ ମାରିବ ବାଜି ? ରେକର୍ଡ ମତଦାନ କାହାକୁ ସୁହାଇବ ? ଏସବୁ ପ୍ରଶ୍ନର ଉତ୍ତର ତ ୮ ତାରିଖରେ ମିଳିବ, ହେଲେ ଭୋଟ୍ ସରିବା ପରେ ସବୁ ଦଳ ନିଜ ନିଜ ସ୍ତରରେ ରିପୋର୍ଟ ନେବା ଆରମ୍ଭ କରିଛନ୍ତି । ନିଜର...

PMAY
ରାଜ୍ୟକୁ କେନ୍ଦ୍ରର ଚେତାବନୀ, ଲୋକଙ୍କୁ ଜମି ପଟ୍ଟା ଦିଅ ନହେଲେ ଫେରିଯିବ ଆବାସ

ରାଜ୍ୟ ସରକାରଙ୍କୁ କେନ୍ଦ୍ରର କଡ଼ା ତାଗିଦ୍ । ୧୫ ତାରିଖ ସୁଦ୍ଧା ଦିଅ ଭୂମିହୀନ ଆବାସ ହିତାଧିକାରୀଙ୍କୁ ଜମି । ନଚେତ୍ ପ୍ରତ୍ୟାହାର ହେବ ଆବାସ ଘର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କେନ୍ଦ୍ର-ରାଜ୍ୟ କଳି ଭିତରେ ପୁଣି ନୂଆ କେଁ । ରାଜ୍ୟକୁ ଚିଠି ଲେଖି କଡ଼ା ଚେତାବନୀ...

Archana Nag
ରାଗ ଗରଗର ଅର୍ଚ୍ଚନା, ‘କହିବାକୁ ସୁଯୋଗ ଦେଉନି ପୋଲିସ.. ବନ୍ଦ କରିଦେଉଛି ମୁହଁ’

ଅର୍ଚ୍ଚନା ମୁହଁରେ ଲୁଚିରହିଛି କି ନାଗଫାଶର ସତ କାହାଣୀ ? ବଡ଼ବଡ଼ିଆଙ୍କ ମୁଖା ଖୋଲିବାକୁ ମଉକା ଖୋଜୁଛି କି ଅର୍ଚ୍ଚନା ? କାରଣ ଯେବେ ବି କୋର୍ଟରେ ହାଜର କରାଯାଉଛି, ମାମଲା ପଛର ସତ ବଖାଣିବାକୁ ଚେଷ୍ଟା କରୁଛି ଅର୍ଚ୍ଚନା । ହେଲେ ମିଡ଼ିଆ ଆଗରେ କୁହାଇ ଦେଉନି...

Cyclone
ବଙ୍ଗୋପସାଗରରେ ପିଛା ଛାଡୁନି ପ୍ରକୃତି କୋପ ! ପୁରୀଠୁ ୪୨୧ କିମି ଦୂରରେ ବାତ୍ୟା

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଆସନ୍ତାକାଲି ସୁଦ୍ଧା ଅବପାତ, ୮ରେ ନେବ ବାତ୍ୟା ରୂପ । ଏନେଇ ଆଜି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର- IMD । ବିଭାଗର ସୂଚନା ଅନୁସାରେ, ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି...

Covid-19 was man-made virus in Wuhan, claims researcher
ପୁଣି ବିବାଦରେ କରୋନା, ଜୈବିକ ଅସ୍ତ୍ର ଭାବେ ଉହାନ ଲବ୍ରୋଟୋରୀରୁ ବାହାରିଛି ଭାଇରସ୍

ପୂର୍ବରୁ ବିଭିନ୍ନ ଦେଶ ଓ ଭିନ୍ନ ଭିନ୍ନ ବୈଜ୍ଞାନିକ ବହୁବାର ଏଭଳି ଦାବି କରି ଆସୁଥିବା ବେଳେ ଏ ସନ୍ଦେହକୁ ଏବେ ସତ ବୋଲି କହିଛନ୍ତି ଉହାନ ଗବେଷଣା କେନ୍ଦ୍ରରେ ଗବେଷଣା କରୁଥିବା ଆମେରିକୀୟ ବୈଜ୍ଞାନିକ ଆଣ୍ଡ୍ର୍ୟୁ ହଫ୍‌ସ ।

Nude Call-BlackMailing
PNB ମ୍ୟାନେଜର୍ ମୃତ୍ୟୁ ମାମଲା; ନ୍ୟୁଡକଲ୍-ବ୍ଲାକମେଲିଂରୁ ଆତ୍ମହତ୍ୟା, ୪ ମାସ ପରେ ହଟିଲା ପରଦା

ପ୍ରଥମେ ନ୍ୟୁଡ୍‌କଲ୍‌ । ତାପରେ ବ୍ଲାକମେଲିଂ । ଆଉ ଶେଷରେ ସୁଇସାଇଡ୍ । ବରଗଡ଼ ବରପାଲି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ମ୍ୟାନେଜର୍ ଦିବ୍ୟରଞ୍ଜନ ମିଶ୍ରଙ୍କ ଆତ୍ମହତ୍ୟା ମାମଲାର ୪ ମାସ ପରେ ଖୁଲାସା । ନିତି ଡରି ଡରି ବଞ୍ଚିବା ଅପେକ୍ଷା ଜୀବନକୁ ସାରିଦେବାକୁ ଭାବିଥିଲେ ଦିବ୍ୟରଂଜନ ।...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି