• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Hockey World Cup
ମିଳୁନି ଟିକେଟ୍‌...ହକି ବିଶ୍ୱକପ୍‌ କେମିତି ଦେଖିବେ ଦର୍ଶକ?

ୱାଲ୍ଡକପ୍‌ ହକିର ଇଏ କେମିତିକା ବ୍ୟବସ୍ଥା? ଗୁପଚୁପ ଭଳି ଏମାନେ ଟିକେଟ୍‌ କରୁଛନ୍ତି...ହକି ଟିକେଟ୍‌ କିଣାକୁ ନେଇ ଏମିତି ଅସନ୍ତୋଷ ଝାଡିଲେ ଖେଳପ୍ରେମୀ

Lionel Messi
ପଞ୍ଚମ ପ୍ରୟାସରେ ପୁରା ହେଲା ମ୍ୟାଜିସିଆନ୍ ମେସିଙ୍କ ସ୍ୱପ୍ନ

ଫ୍ୟାନ୍ସଙ୍କ ଠାରୁ ନେଇ ଫୁଟବଲ୍ କିମ୍ବଦନ୍ତୀଙ୍କ ଯାଏଁ, ଗତକାଲି ଫିଫା ଫିନାଲେକୁ ଫୁଟବଲ ଇତିହାସର ସର୍ବଶ୍ରେଷ୍ଠ ମ୍ୟାଚ୍ ବୋଲି କହୁଛନ୍ତି । କାରଣ କାଲିର ମ୍ୟାଚ୍ କେତେବେଳେ କନ୍ଦାଉଥିଲା ତ କେବେ କରୁଥିଲା ଖୁସି । ପ୍ରତି ମୁହୂର୍ତ୍ତରେ ବଦଳୁଥିଲା ସ୍ଥିତି ।

Farming
ଅଭାବୀ ବିକ୍ରିର ଅଭାବନୀୟ ଚିତ୍ର ! ନିଜ କୋବି କିଆରିକୁ ଟ୍ରାକ୍ଟର ଚଢ଼ାଇ ନଷ୍ଟ କରିଦେଲା ଚାଷୀ

ଟ୍ରାକ୍ଟର ବିଦାରୁଛି ଫଳନ୍ତି କୋବି କିଆରିକୁ । ଟ୍ରାକ୍ଟର ବିଦାରୁଛି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଆମ ବ୍ୟବସ୍ଥାକୁ । ଛନଛନିଆ ବନ୍ଧା କୋବି କ୍ଷେତକୁ ନୁହେଁ ବରଂ ଟ୍ରାକ୍ଟର ଦଳି ମକଚୁଛି ନିରୀହ ଚାଷୀର ହାଡ଼ଭଙ୍ଗା ପରିଶ୍ରମକୁ ଓ ବର୍ଷକର ଦାନାପାଣିକୁ । ଏଭଳି କିଛି ବୁକୁ ଫଟା...

FIFA WorldCup2022- ରଙ୍ଗାରଙ୍ଗ କାର୍ଯ୍ୟକ୍ରମ
ଫୁଟବଲ ବିଶ୍ୱକପ୍‌ ଫାଇନାଲ ମ୍ୟାଚ : ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମତୁଆଲା ହେଲେ ଦର୍ଶକ

ଫୁଟବଲ ବିଶ୍ୱକପ୍‌ ଫାଇନାଲ ମ୍ୟାଚ : ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମତୁଆଲା ହେଲେ ଦର୍ଶକ। ଲକ୍ଷଲକ୍ଷ ଟଙ୍କାର ବାଣ ଫୁଟିଲା ...ଖୁସି ମନାଇଲେ ପ୍ରଶଂସକ

Bar Council of India regularizes suspended advocates in Sambalpur court
କେବେ ସ୍ୱାଭାବିକ ହେବ ସମ୍ବଲପୁର କୋର୍ଟ କାର୍ଯ୍ୟ ?

ସମ୍ବଲପୁର କୋର୍ଟରେ ନ୍ୟାୟିକ ଅଚଳାବସ୍ଥା ଦୂର ପାଇଁ ପ୍ରୟାସ। ୫୪ ଜଣଙ୍କୁ ଛାଡ଼ି ଅନ୍ୟ ଓକିଲଙ୍କ ଉପରୁ ପ୍ରତ୍ୟାହୃତ ହେଲା ଲାଇସେନ୍ସ। ନିଲମ୍ବନ କଟକଣା ବାର୍ କାଇନ୍ସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ଜାରି ସାନି ନିର୍ଦ୍ଦେଶନାମା। ଯେଉଁଥିରେ ଦର୍ଶାଯାଇଛି ଯେ ୧୨ ତାରିଖରେ ସମ୍ବଲପୁର ବାର୍ ଆସୋସିଏସନ୍‌ର ସବୁ ସଦସ୍ୟଙ୍କ...

bjp, bjd,
ବିଜେଡି ସରକାରକୁ ଗାଦିଚ୍ୟୁତ କରିବାକୁ ବିଜେପିର ନନଷ୍ଟପ୍ ଲଢ଼େଇ : ୨୪ ଭୋଟ୍ ପୂର୍ବରୁ ଷ୍ଟ୍ରାଟେଜି ପ୍ରସ୍ତୁତ

୨୪ ନିର୍ବାଚନ ପୂର୍ବରୁ ହେବ ନିର୍ଣ୍ଣାୟକ ଆନ୍ଦୋଳନ । ବିଜେଡି ସରକାରକୁ କ୍ଷମତାରୁ ହଟାଇବା ଲାଗି ହେବ ବଡ଼ ଲଢ଼େଇ । ଆଉ ଏ ଲକ୍ଷ୍ୟରେ ଆଜି ରାଜ୍ୟ ବିଜେପିରେ ହୋଇଛି ବଡ଼ ଧରଣର କସରତ । ଧାମନଗର ଓ ପଦ୍ମପୁର ଉପନିର୍ବାଚନର ଅଭିଜ୍ଞତା ଆଧାରରେ କ୍ଷମତା ଦଖଲ...

Archana
ଇଡି ଖୁଆଡରେ ଶ୍ରଦ୍ଧାଞ୍ଜଳି

ଇଡି ଖୁଆଡରେ ଶ୍ରଦ୍ଧାଞ୍ଜଳି। ହେଲେ ଅର୍ଚ୍ଚନା ତଦନ୍ତରେ କରୁନି ସହଯୋଗ...ସତ ସାମ୍ନାକୁ ଆସିବ କେମିତି?

Javelin
ଛାତ୍ରଙ୍କ ଅସାବଧାନତା ନା ଶିକ୍ଷକଙ୍କ ଅବହେଳା?

ଛାତ୍ରଙ୍କ ଅସାବଧାନତା ନା ଶିକ୍ଷକଙ୍କ ଅବହେଳା? ଗମାତ କରୁ କରୁ ବେକରେ କେମିତି ଗଳିଗଲା ଜାଭେଲିନ୍‌?

cm
କଳାକାରଙ୍କୁ ଏ କି ପ୍ରକାର ସମ୍ମାନ ? ଭତ୍ତା ପାଇଁ ପରିଣତ ବୟସରେ ଦେବାକୁ ପଡ଼ୁଛି ପ୍ରମାଣ

କଳାକାରଙ୍କ ଭିତରେ ହେଉଛି ପ୍ରତିଯୋଗିତା । ସବୁ ଜିଲ୍ଲାର ସବୁ ବ୍ଲକରେ ପ୍ରତିଯୋଗିତା ଚାଲିଛି । ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ଯୋଜନାରେ ମାସିକ ୧୨ ଶହ ଟଙ୍କା ପାଇବା ପାଇଁ ରାଜ୍ୟରେ ମୋଟ୍ ୫୦ ହଜାର କଳାକାର ଏହି ଭତ୍ତା ପାଇବାକୁ ଥିବା ବେଳେ ଚୟନ ପ୍ରକ୍ରିୟାକୁ ନେଇ...

Bali Jatra
ବାଲିଯାତ୍ରାରେ ହୋଇଛି ସାଙ୍ଘାତିକ ଦୁର୍ନୀତି

ବାଲିଯାତ୍ରାରେ ହୋଇଛି ସାଙ୍ଘାତିକ ଦୁର୍ନୀତି। ବିନା ଟେଣ୍ଡରରେ ବିଜେଡି କର୍ପୋରେଟରଙ୍କ ସଂପର୍କୀୟଙ୍କୁ ଲକ୍ଷଲକ୍ଷ ଟଙ୍କାର କାମ

Mosquito menace
ଓଃ କି ମଶା? ଯୋଉଠି ବସିଲେ ବି ରଖେଇ ଦେଉନାହାନ୍ତି

ଓଃ କି ମଶା? ଯୋଉଠି ବସିଲେ ବି ରଖେଇ ଦେଉନାହାନ୍ତି...ଗୋଡେଇ ଗୋଡେଇ ଦଂଶୁଛନ୍ତି

woman beggar donates all her life savings to lord jagannath
ଜଗନ୍ନାଥଙ୍କ ପ୍ରେମରେ ବୃଦ୍ଧା ଭିକ୍ଷୁକ

ଜଗନ୍ନାଥଙ୍କ ପ୍ରେମରେ ବୃଦ୍ଧା ଭିକ୍ଷୁକ: ମନ୍ଦିରକୁ ଦାନ କଲେ ଜୀବନଯାକର ସଞ୍ଚିତ ଧନ

Hockey fever grips
ହକି ବିଶ୍ୱକପ୍‌ ପାଇଁ ଧକଧକ କଲାଣି ରାଉରକେଲାର ଛାତି

ହକି ବିଶ୍ୱକପ୍‌ ପାଇଁ ଧକଧକ କଲାଣି ରାଉରକେଲାର ଛାତି। ସମସ୍ତଙ୍କୁ ସ୍ୱାଗତ କରିବାକୁ ପୂରା ପ୍ରସ୍ତୁତ ହେଲାଣି ହକିର ଏନ୍ତୁଡିଶାଳ

State government responsible for what happened in Sambalpur : BJP
ମହରଗକୁ ଯାଇ କାନ୍ତାରରେ ପଡ଼ିଲେ ମହକିଲ: ଓକିଲ ନଥିବାରୁ ହୋଇପାରୁନି କୋର୍ଟ କାମ

ସମ୍ବଲପୁର କୋର୍ଟ ଚାରିପଟେ ପୋଲିସ୍ ଛାଉଁଣୀ। ତାରି ଭିତରେ କୋର୍ଟକୁ ବିଚାରପତି ଯାଉଛନ୍ତି। ଦୂରଦୂରାନ୍ତରୁ ମହକିଲ ଆସୁଛନ୍ତି। ହେଲେ ନିଜ ନିଜ ଓକିଲଙ୍କୁ ଭେଟି ନପାରି କେବଳ କୋର୍ଟ ପରିସରରେ ଥିବା ହେଲ୍ପ ଡେସ୍କରୁ ତାରିଖ ନେଇ ଫେରୁଛନ୍ତି। ଏଇ ଯେମିତି ସମ୍ବଲପୁର କତରବଗା ତରୁଣ୍ଡି ମହୁଲର କେଶବ...

Mission 2024- BJP & Congress chalking out strategy
ଓଡ଼ିଶା ଆସୁଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ: ମିଶନ୍ ୨୪ ପାଇଁ ହେବ ରୋଡ୍‌ମ୍ୟାପ୍‌

ଶନି ୨୪ ପାଇଁ ବିଜେପିର ପାଗଭିଡ଼ା। ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ। ୨୦୨୪ ପାଇଁ କେତେ ଆଗେଇଛି ପ୍ରସ୍ତୁତି, ରାଜ୍ୟ ନେତାଙ୍କଠୁ ହିସାବ ନେବେ, ଦଳକୁ କିଭଳି ଆହୁରି ମଜଭୁତ କରିହେବ ସେନେଇ ମନ୍ତ୍ର ଦେବେ ବଂଶଲ। ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା...

Odisha Politics
ଆଗୁଆ ହେବ ନିର୍ବାଚନ ! ବିଜେଡିରେ ପଦ୍ମପୁର ମଡେଲ୍ ମାନିଆ, ପ୍ରତି ଭୋଟରକୁ ଭେଟିବେ ନେତା

ଆଗୁଆ ସାଧାରଣ ନିର୍ବାଚନ ଚର୍ଚ୍ଚା ଭିତରେ ଦଳ, ସମସ୍ତ ନିର୍ବାଚନ ମଣ୍ଡଳୀରେ ଏହି ଫର୍ମୁଲାରେ ମୈଦାନକୁ ଓହ୍ଲାଇବ ବୋଲି କୁହାଯାଉଛି । ଅର୍ଥାତ ନେତାମାନଙ୍କୁ ପ୍ରତି ଘର ଓ ପ୍ରତି ଭୋଟରଙ୍କୁ ଛୁଇଁବା ପାଇଁ ଦିଆଯିବ ଦାୟିତ୍ୱ । ଆଜି ପଦ୍ମପୁର ଉପନିର୍ବାଚନ ସମୀକ୍ଷା ବେଳେ ଏହି ମଡେଲ୍...

Mosquito Drone
ରାଜଧାନୀରେ ମଶା ମାରିବ ଡ୍ରୋନ୍ ! BMC ପ୍ରସ୍ତୁତ୍ କରୁଛି ମାଷ୍ଟର୍ ପ୍ଲାନ୍

ରାଜଧାନୀରେ ମଶା ମାରିବ ଡ୍ରୋନ୍ । ମଶାଙ୍କ ବଂଶବୃଦ୍ଧି ସ୍ଥାନକୁ ଚିହ୍ନଟ କରିବା ସହ ସେମାନଙ୍କୁ ଡ୍ରୋନ୍ ସାହାଯ୍ୟରେ ନିପାତ କରାଯିବ । ମଶା ଦାଉରୁ ମୁକ୍ତି ପାଇବା ପାଇଁ ବିଏମ୍‌ସି ପ୍ରସ୍ତୁତ କରୁଛି ମାଷ୍ଟର୍ ପ୍ଲାନ୍ । ପରୀକ୍ଷାମୂଳକ ଭାବରେ କିଛି ସ୍ଥାନରୁ ଏହାକୁ ଆରମ୍ଭ କରାଯିବ...

Fear grips villagers of Borigumma
ବୋରିଗୁମ୍ମାରେ ଶିଶୁ ମଡକ। ୧୫ ଦିନରେ ଗଲାଣି ୮ ନବଜାତଙ୍କ ଜୀବନ

ବୋରିଗୁମ୍ମାରେ ଶିଶୁ ମଡକ। ୧୫ ଦିନରେ ଗଲାଣି ୮ ନବଜାତଙ୍କ ଜୀବନ

Vigilance Raid
ଭିଜିଲାନ୍ସ ଜାଲରେ କୁବେର SI ! ରାଜଧାନୀରେ ୪ ମହଲା କୋଠା, ୮ ପ୍ଲଟ୍

କୁହାଯାଏ, ମାଛ ଖାଇବ ଇଲିସି, ଚାକିରି କରିବ ପୁଲିସି । ପୋଲିସ ଚାକିରିରେ ଉପୁରିକୁ ଦେଖି ଏମିତି କଟାକ୍ଷ କରାଯାଇଥିବା ବେଳେ କିଛି ପୋଲିସ ଅଧିକାରୀ ବୋଧହୁଏ ଏହାକୁ ଠିକ୍ ପ୍ରମାଣିତ କରିଛନ୍ତି । ଆୟବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗତ ୬ ବର୍ଷରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି...

Odisha government playing double standard game on Ayushmaan Bharat Scheme
ଆୟୁଷ୍ମାନ ଭାରତ ଆକାଉଣ୍ଟକୁ ହଁ କିନ୍ତୁ ଇନ୍ସ୍ୟୁରାନ୍ସକୁ କାହିଁକି ଅମଙ୍ଗ ରାଜ୍ୟ ସରକାର ?

ଆୟୁଷ୍ମାନ ଭାରତ ଆକାଉଣ୍ଟକୁ ହଁ, ଇନ୍ସୁରାନ୍ସକୁ ନା। BSKYକୁ ପ୍ରୋତ୍ସାହନ, ଭାରତ ଜନ ଆରୋଗ୍ୟ ଯୋଜନା ବେଳକୁ ଚୁପ୍। ଲୋକଙ୍କ ସ୍ବାସ୍ଥ୍ୟକୁ ନେଇ ଡବଲ୍ ଷ୍ଟାଣ୍ଡାର୍ଡ ଖେଳୁଛନ୍ତି କି ରାଜ୍ୟ ସରକାର? ପ୍ରଧାନମନ୍ତ୍ରୀଙ୍କଠୁ ନେଇ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଅନ୍ୟନ୍ୟ ମନ୍ତ୍ରୀଙ୍କ ବହୁବାର ଅନୁରୋଧ ସତ୍ତ୍ୱେ, ୪ ବର୍ଷ...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି