୨୬ରେ ମୁହାଁମୁହିଁ ହେବେ ବିଜେଡି-ବିଜେପି। ବିଜେଡିର ପ୍ରତିଷ୍ଠା ଦିବସ ବନାମ୍ ବିଜେପିର ସତ୍ୟାଗ୍ରହ। କେନ୍ଦ୍ର ଅବହେଳା ବନାମ ବିଜେଡିର ଅପରାଧୀକରଣ! ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି-ବିଜେଡିର ଟକ୍କର। ଟକ୍କରି ସ୍ଥିତିକୁ ନେଇ ସରଗରମ ରାଜ୍ୟ ରାଜନୀତି। ଦିନକ ପରେ ଦେଖିବାକୁ ମିଳିବ ରାଜନୈତିକ ଛକାପଞ୍ଝା। ପୁରୀରେ ବିଜେଡି...
କରୋନାର ନୂଆ ଭ୍ୟାରିଆଣ୍ଟର ସଂକ୍ରମଣକୁ ନଜରରେ ରଖି ମେଡିକାଲ ଅକ୍ସିଜେନ୍ ଓ ଭେଣ୍ଟିଲେଟର ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଅତିରିକ୍ତ ସଚିବ । ଏବେ ଦେଶରେ କୋଭିଡ଼ ସଂକ୍ରମଣ କମ୍ ଥିଲେ ବି ପ୍ରସ୍ତୁତ...
ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରରେ ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ରାଜଧାନୀ ରାସ୍ତାକଡ଼ରୁ ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ କରୁଛି ବିଏମ୍ସି। ବିନା ଥଇଥାନ ଓ କ୍ଷତିପୂରଣରେ ବିଏମ୍ସି ଉଚ୍ଛେଦ କରୁଥିବାରୁ ଉଠା ଦୋକାନୀମାନେ ଏହାକୁ ବିରୋଧ କରିଛନ୍ତି। ସେଥିପାଇଁ ଆଜି ବିଏମ୍ସିର ନର୍ଥ ଜୋନ୍ ଅଫିସକୁ...
ଗୋବିନ୍ଦଙ୍କ ଜ୍ୟାକେଟର ଭିତର ପଟ ପକେଟରୁ ଏକ ମାଟିଆ ରଂଗର ଏନଭଲପ୍ ମିଳିଥିଲା । ଏନଭଲପ୍ ଭିତରେ ୨ଟି ପୃଷ୍ଠା ସମ୍ବଳିତ ଚିଠି ଥିବା କୁହାଯାଉଥିଲା । ଏନଭଲପ୍ ଉପରେ ଲିପିକା ସାହୁ ମାର୍ଫତ ସୁଷମା ସାହୁ ଲେଖାଯାଇଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ଗୋବିନ୍ଦଙ୍କ ବଡ଼...
ସିକିମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୬ ସେନା ଯବାନ ସହିଦ୍ ହୋଇଛନ୍ତି । ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଗଭୀର ଖାତକୁ ଖସିପଡ଼ି ଏହି ଦୁର୍ଘଟଣା ଘଟିଛି । ଏଥିରେ ୧୬ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଥିବା ସୂଚନା...
ଡମଣା ଓ ପଟିଆ ଅଞ୍ଚଳରେ BMC ର ଉଚ୍ଛେଦ ବିରୋଧରେ ଶହ ଶହ ଉଠା ଦୋକାନୀ ରାସ୍ତାକୁ ଓହ୍ଲାଇ ଆସିଛନ୍ତି । ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ରାସ୍ତାକଡ଼ରୁ ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ କରାଯାଇଛି । ବିନା ଥଇଥାନ ଓ କ୍ଷତିପୂରଣରେ...
କରୋନାର ନୂଆ ଭ୍ୟାରିଆଣ୍ଟକୁ ପ୍ରତିହତ କରିପାରିବ ବୁଷ୍ଟର ଡୋଜ୍। ୨୮ ନଭେମ୍ବରରୁ ରାଜ୍ୟରେ ସରକାରୀ ଟୀକାକାରଣ ବନ୍ଦ ଥିବାବେଳେ ଟିକା ଯୋଗାଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ। ତାସହ କହିଛନ୍ତି ବର୍ତ୍ତମାନ ସୁଦ୍ଧା...
ଚୀନ୍ରେ କରୋନାର ବିସ୍ଫୋରଣ ପରେ ସଜାଗ ଭାରତ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ବରିଷ୍ଠ ଅଧିକାରୀଙ୍କ ସହ ଦେଶର କରୋନା ମହାମାରୀ ସ୍ଥିତିର ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ସମୀକ୍ଷା ପରେ ମାଣ୍ଡଭିୟ କହିଛନ୍ତି,...
କାହିଁକି ଅସହଜ ଲାଗୁଛି ଗୋବିନ୍ଦ ସାହୁର ଆତ୍ମହତ୍ୟା ? ଜେଲ୍ ପରିସରରେ ସୁଇସାଇଡ୍କୁ କାହିଁକି ସହଜରେ ଗ୍ରହଣ କରିପାରୁ ନାହାନ୍ତି ଆତ୍ମୀୟ କି ଗୋବିନ୍ଦଙ୍କ ଓକିଲ ? ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲ୍ରେ ସୁଇସାଇଡ୍ କରିବା ଘଟଣାକୁ ୩୬ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିବା ବେଳେ ସନ୍ଦେହର ସୀମା...
ଖୋଲା ଆକାଶ ତଳେ ଗଦା ହୋଇଛି ବହୁ ମୂଲ୍ୟବାନ ଗଛର କାଠ ଗଣ୍ଡି । ମୋଟେଇ ଯେମିତି ଲମ୍ବା ବି ସେମିତି । ବାହାରେ ପଡ଼ିଛି, ଯେତିକି ଏ ଘର ଭିତରେ ରହିଛି ତାଠାରୁ ଢେର୍ ବେଶି । ଏ କାଠ ଗଣ୍ଡି ଏମିତି ସେମିତି ଗଛର ନୁହେଁ...
ରାଜଧାନୀରେ ହାଇଡ୍ରାମା । ନବୀନ ନିବାସଠୁ ମାତ୍ର ୫ ଶହ ମିଟର ଦୂର ଶିଶୁଭବନ ଛକରେ ବିଚଳିତ କଲାଭଳି ଦୃଶ୍ୟ । ସୁଉଚ୍ଚ ହୋର୍ଡିଂ ଉପରେ ଚଢ଼ି, ଜାତୀୟ ପତାକାକୁ ପାଖରେ ବାନ୍ଧି ଜଣେ ଯୁବକଙ୍କ ଚରମ ପ୍ରତିବାଦ । ପୁଣି ହାତରେ ଲାଇଟର, ପେଟ୍ରୋଲ ଭର୍ତ୍ତି ବୋତଲ...
ଆଜିକୁ ବର୍ଷେ ତଳେ ନିଜର ବଢ଼ିଲା ଝିଅ ମମିତାଙ୍କୁ ହରାଇଥିବା ଶୋକସନ୍ତପ୍ତ ବାପା ସୁଚନ୍ଦ୍ର ମେହେରଙ୍କ ରହିଛି ଏଭଳି ମନ୍ତବ୍ୟ । ବାପା ସୁଚନ୍ଦ୍ର ଏବଂ ମା ତୁଳସୀ ଚାହିଁଥିଲେ ଗୋବିନ୍ଦକୁ ଫାଶିଦଣ୍ଡ ମିଳୁ । କିନ୍ତୁ ଝିଅ ମମିିତାର ଜନ୍ମଦିନର ଦିନକ ଆଗରୁ ନିଜେ ଜୀବନ ହାରିଦେଲା...
ଇଡିକୁ ମିଳିଛି ଅର୍ଚ୍ଚନା ନାଗ ମାମଲାର ଡିଜିଟାଲ ଫରେନସିକ୍ ରିପୋର୍ଟ । ପ୍ରଥମ ପର୍ଯ୍ୟାୟରେ ୧୨ଟି ସାମ୍ପଲ ରିପୋର୍ଟ ଦିଆଯାଇଥିବା ଜଣାପଡିଛି । ଏହା ମଧ୍ୟରେ ରହିଛି ଅର୍ଚ୍ଚନାର ମୋବାଇଲ, ଲାପଟପ୍, ପେନଡ୍ରାଇଭ ଓ ଟାବ୍ । ପଚରାଉଚରା ବେଳେ ଅର୍ଚ୍ଚନା ସହଯୋଗ କରୁନଥିବାରୁ ଡିଜିଟାଲ ଏଭିଡେନ୍ସ ତଥ୍ୟ...
ସାରା ରାଜ୍ୟରେ ପନିପରିବାର ଅଭାବୀ ବିକ୍ରି । ଖର୍ଚ୍ଚ ଅଧିକ ଲାଭ ଶୂନ । ଦୁଃସ୍ଥିତିରେ ରାଜ୍ୟରେ ପରିବା ଚାଷୀ । ବର୍ଷକର ହାଡ଼ଭଙ୍ଗା ପରିଶ୍ରମ ପରେ ଆଖି ଆଗରେ ଛନ୍ ଛନକା ତଟକା କୋବି । ହେଲେ ଏବେ ତାକୁ ଅମଳ କରିବ କଣ ହାତ ମାରିବାକୁ...
ଗୋବିନ୍ଦ ସାହୁର ସୁଇସାଇଡ୍ । କଣ୍ଟାବାଞ୍ଜି ଜେଲ୍ ପରିସରରେ ଆତ୍ମହତ୍ୟା । ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ । ଇଏ ସେହି ଗୋବିନ୍ଦ ସାହୁ, ଯିଏ ଆଜି କଣ୍ଟାବାଞ୍ଜି ଜେଲ୍ ପରିସରରେ ଥିବା ଏକ ଗଛରେ ଗାମୁଛା ଲଗାଇ ଜୀବନ ହାରିଛି । ସମୟ...
ରାଜ୍ୟ ରାଜନୀତିରେ ଗୋବିନ୍ଦ ଭୂକମ୍ପ । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସନ୍ଦେହଜକ ମୃତ୍ୟୁ ପରେ ଅକଳରେ ବିଜେଡି । ମମିତା ମାମଲାରେ ବିବାଦୀୟ ହୋଇ ପଡ଼ିଥିବା ପୂର୍ବତନ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଖାସ୍ ଥିବା ଗୋବିନ୍ଦ ସାହୁଙ୍କ ମୃତ୍ୟୁ...
ସାରା ରାଜ୍ୟରେ ଧିରେ ଧିରେ ଚଢୁଛି ହକି ଫିଭର୍ । ସଜେଇ ହେଉଛି ରାଜଧାନୀ । ଗାଁ ଗାଁରେ ଲାଗିଲାଣି ବିଶ୍ୱକପ୍ ହକି ପୋଷ୍ଟର ଆଉ ପୋଷ୍ଟରରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ । ନବୀନଙ୍କ ଫଟୋ ସହ ଟ୍ରଫି ଓ ମାସ୍କଟ ଓଲିର ଫଟୋ ବି...
୫ଦିନର ଅପରେସନ୍ । ୧୨୦ ଘଣ୍ଟା ଧରି ବଛା ବଛା ୧୨ ପୋଲିସ କର୍ମଚାରୀଙ୍କ ଦ୍ୱାରା ଛାନ୍ଭିନ୍ । ପ୍ରାୟ ୫ଶହ କିଲୋମିଟର ବ୍ୟାପି ସର୍ଚ୍ଚ ଅପରେସନ୍ । ଖୋଜିଥିଲା ଡଗ୍ ସ୍କ୍ୱାର୍ଡ । ହେଲେ ନା କେହି ପତ୍ତା ପାଇଥିଲେ ନା କାହା ହାତରେ ଲାଗିଥିଲା ସୁରାଗୟ...
ସମ୍ବଲପୁର କୋର୍ଟକୁ ଆସୁ ନାହାନ୍ତି ଓକିଲ, ନ୍ୟାୟିକ ସେବା ପାଇବାରୁ ବଞ୍ଚିତ ସାଧାରଣ ଜନତା । ଜାମିନ ନପାଇ ଜେଲ ଭିତରେ ଏକାଧିକ ଆଇନଜୀବୀ, ଏପଟେ ମାମଲା ପରିଚାଳନା ପାଇଁ ଓକିଲ ପାଉ ନାହାନ୍ତି ମହକିଲ । ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଗତ ୧୨ ତାରିଖରେ...
ଧାମନଗରରେ ବିଜେପି ମାରିଲା ବାଜି । ପଦ୍ମପୁରରେ ବିଜେଡିର ବୃହତ ବିଜୟ । ଦୁଇ ଉପନିର୍ବାଚନର ଫିବର୍ କିନ୍ତୁ ଏଯାଏ ଯାଇ ନାହିଁ । ହାର ଜିତ୍ର ଅଙ୍କକଷା ଭିତରେ ଜୋର୍ ଧରିବାରେ ଲାଗିଛି ମଡେଲ୍ ପଲିଟିକ୍ସ । ବିଜେପିର ଧାମନଗର ବନାମ ବିଜେଡିର ପଦ୍ମପୁର ମଡେଲ୍କୁ ନେଇ...