• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Padampur Bypoll
‘ମାଛ ତେଲରେ ମାଛ ଭାଜି ବାହାବା ନେଉଛନ୍ତି’ ! ନବୀନ ସରକାର ଉପରେ ପୁଣି ବର୍ଷିଲେ ଧର୍ମେନ୍ଦ୍ର

୨୨ ବର୍ଷ ଶାସନରେ ରହି ଦେବାଳିଆ ହୋଇଗଲାଣି ବିଜେଡି ସରକାର । ଏ ଅପାରଗ ସରକାର ମୁଣ୍ଡରେ ଆଉ କିଛି ନୂଆ ବୁଦ୍ଧି ଜୁଟୁନଥିବାରୁ କେନ୍ଦ୍ରର ଯୋଜନାକୁ ନିଜର କରି ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ନବୀନ ପଟ୍ଟନାୟକ । ମାଛ ତେଲରେ ମାଛ ଭାଜି ବାହାବା ନେଉଛନ୍ତି ।...

Teacher Strike
ସ୍ଥଗିତ ହେଲା ଶିକ୍ଷକ ଆନ୍ଦୋଳନ; ଫିଟିବ କି ସମାଧାନର ବାଟ ?

ତେବେ ଚତୁର୍ଥ ଦିନରେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ । ଆଜି ବି ରାଜରାସ୍ତାରେ ବସି ରହିଥିଲେ ହଜାର ହଜାର ଶିକ୍ଷକ । ଆନ୍ଦୋଳନ ସ୍ଥଗିତ ରଖିବାକୁ ପ୍ରାଥମିକ ଶିକ୍ଷକ ସଂଘ ନିଷ୍ପତ୍ତି ନେଇଛି ।

Lawyers & Police
ସୁପ୍ରିମକୋର୍ଟଙ୍କ ତାଗିଦ୍ ପରେ ବି ଜିଦ୍‌ରେ ଅଟଳ ଓକିଲ

ସମୟ ସକାଳ ପ୍ରାୟ ୧୦ଟା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ସୁରକ୍ଷା ବଳରେ କୋର୍ଟକୁ ଆସୁଥିଲେ ବିଚାରପତି । କିନ୍ତୁ ଓକିଲଙ୍କ ସମେତ ବିଭିନ୍ନ ସଂଗଠନ ସଦସ୍ୟ ସାଜିଥିଲେ ପ୍ରତିବନ୍ଧକ । ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ ଅତିରିକ୍ତ ଏସପି ଓ ଏସ୍‌ଡିପିଓ ।

Padampur Bypoll
ପଦ୍ମପୁରରେ ନିର୍ଣ୍ଣାୟକ ହେବ କି କଂଗ୍ରେସ ଭୋଟ୍ ?

ବିଜେଡି ନା ବିଜେପି, କାହାକୁ ମିଳିବ ଫାଇଦା? ନିଜ ପଟକୁ ନେବା ଲାଗି ଉଭୟ ଦଳର ସ୍ୱତନ୍ତ୍ର ଷ୍ଟ୍ରାଟେଜି

ଦୁନିଆ ଦେଖିଲା ଓଡିଆ ପରମ୍ପରା
ଆରମ୍ଭ ହେଲା ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌-୨୦୨୨ : ନୃତ୍ୟ ଶିଳ୍ପୀଙ୍କ ନାଚରେ ଝଲସିଲା ଜନତା ମୈଦାନ

ଆରମ୍ଭ ହେଲା ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌-୨୦୨୨ : ନୃତ୍ୟ ଶିଳ୍ପୀଙ୍କ ନାଚରେ ଝଲସିଲା ଜନତା ମୈଦାନ

Sibling sisters
ତିନି ଭଉଣୀଙ୍କ ସଂଘର୍ଷ...କାମ କରି ପଢୁଛନ୍ତି, ଘର ଚଳାଉଛନ୍ତି

ଏ ତିନି ଭଉଣୀଙ୍କ ସଂଘର୍ଷ ଦେଖିଲେ ଆପଣ ବି ତୁନି ହୋଇପଡ଼ିବେ। ଦିନରେ ବିଲରେ କାମ କରୁଛନ୍ତି...ସଂଧ୍ୟା ହେଲେ ଘରେ ବହି ଧରି ବସୁଛନ୍ତି। ବାପା ଚାଲିଯିବା ପରେ ଅସହାୟ ହୋଇପଡ଼ିଛନ୍ତି ତିନି ଭଉଣୀ, ହେଲେ ହାର ମାନିନାହାନ୍ତି...ନିଜ ରୋଜଗାର ଟଙ୍କାରେ ପାଠ ପଢିବା ସହ ବୁଢୀ ମାଆ...

Winter
ଶୀତ...କାହା ପାଇଁ ଶତ୍ରୁ,କାହା ପାଇଁ ମିତ୍ର !!

ଶୀତ କାହା ପାଇଁ କେମିତି? ଗରୀବ କୁହେ ଏ ଶୀତ ତୁ ଆଉ ଫେରେନା, ଧନୀ କୁହେ ରେ ଶୀତ ତୁ ଆଉ ଯାଆନା...ଏ ଋତୁ କାହା ପାଇଁ ମିତ୍ର ତ ଆଉ କାହା ପାଇଁ ଶତ୍ରୁ...ଦେଖନ୍ତୁ ଶୀତକୁ ନେଇ ଆମର ବିଶେଷ ରିପୋର୍ଟ

Special Story | Shraddha Murder Mystery | Accused Aaftab’s cell to be changed in Tihar jail
ସେଲ୍‌ ନମ୍ବର ୪...ଅଫତାବ୍‌ର ନୂଆ ଠିକଣା

ବଦଳିଲା ଅଫତାବ୍‌ର ଠିକଣା। ଏଣିକି ତିହାର ଜେଲର୍‌ ସେଲ୍‌ ନମ୍ବର-୪ରେ ରହିବ ଅଫତାବ୍‌..କେହି ଭେଟିବେନି କି କେହି କଥା ହେବେନି...ଏକା ଏକା ରହିବ ଅଫତାବ୍‌...

Abandoned siblings struggle to stay alive after mother passes away and father leaves in Basudevpur
ଭାଗ୍ୟ ହେଲା ନିର୍ଦ୍ଦୟ, ଜଶମୁଦ୍ଦିନ ଉପରେ ଦୁଇ ଭଉଣୀଙ୍କ ଭାର

ଯେବେ ଭାଗ୍ୟ ଖେଳେ ଖେଳ …ମାଆ ଚାଲିଗଲେ, ବାପା ଘର ଛାଡି ପଳାଇଲେ। ଏକା ଏକା ବଞ୍ଚୁଛନ୍ତି ତିନି ଭାଇଭଉଣୀ। ପେଟକୁ ଗଣ୍ଡେ ଆହାର ଦେବା ପାଇଁ ପର ଦୁଆରେ ଇଟା ବୋହୁଛି ନାବାଳକ ଭାଇ...କାନ୍ଦିଲେ ବି ଏମାନଙ୍କ ଆଖିର ଲୁହ ପୋଛିବାକୁ କେହି ନାହିଁ

Son harasses father
ପାଇଖାନା ପାଇଁ ବାପ-ପୁଅ ଠେଲାପେଲା....

ଘର ନୁହେଁ ପାଇଖାନା ପାଇଁ ବାପ-ପୁଅଙ୍କ ଭିତରେ ଲାଗିଛି କଳି। ବୁଢା ବାପାଙ୍କୁ ପାଇଖାନା କରାଇ ଦେଉନି ପୁଅ...ମିସ୍ତ୍ରୀ ଆସିଲେ ନାଲିଆଖି ଦେଖାଉଛି, କେତେବେଳେ ପୁଣି ଗୋଡାଉଛି। ପାଇଖାନା ପାଇଁ ଥାନାରେ ପହଞ୍ଚିଲେ ବାପା

Union Railway Minister Ashwini Vaishnaw announces launch of Jagannath Express
'ଜଗନ୍ନାଥ ଏକ୍ସପ୍ରେସ୍‌ରୁ ଦେଶ ଜାଣିବ ମହାପ୍ରଭୁଙ୍କ ଗାଥା'

ରାମାୟଣ ପରେ ଜଗନ୍ନାଥ। ଭାରତ ଜାଣିବ ମହାପ୍ରଭୁ ଜଗନ୍ନାଥଙ୍କ ଗାଥା। ରଥଯାତ୍ରା ପୂର୍ବରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ। ଆଜି ନିଜେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଇଛନ୍ତି ଏହି ଅତି ଗୁରୁତ୍ୱପୂର୍ଣ୍ଣ ସୂଚନା। ରେଳମନ୍ତ୍ରୀ କହିଛନ୍ତି- ଭାରତ ଗୌରବ ପ୍ରକଳ୍ପ ଅନ୍ତର୍ଗତ ଚାଲିବ ଜଗନ୍ନାଥ ଏକ୍ସପ୍ରେସ। ଭାରତୀୟ ସଂସ୍କୃତିର ପ୍ରଚାର...

Archana Nag Case
କାହା ଅନୁକମ୍ପାରେ ନାଗ ସାମ୍ରାଜ୍ୟ ? ବଡ଼ବଡ଼ିଆଙ୍କ ଗୁମର ଖୋଲିବାକୁ ଦିଲ୍ଲୀରେ ହେବ ଚୂଡ଼ାନ୍ତ ପ୍ଲାନ୍

ଫିଟିବ ନାଗଫାଶରେ ପଡ଼ିଥିବା ପ୍ରଭାବଶାଳୀଙ୍କ ଚିତ୍ର ଓ ଚରିତ୍ର। ଖୋଲିବ ନାଗ ସାମ୍ରାଜ୍ୟକୁ ଅହେତୁକ ଅନୁକମ୍ପା ଦେଖାଇଥିବା ବାବୁ ଭାୟାଙ୍କ ଅସଲ ରୂପ। ଆସନ୍ତା ସପ୍ତାହରେ ସାରା ଓଡ଼ିଶା ଦେଖିବ ହନିଟ୍ରାପ୍ ମାମଲାର ନୂଆ ଚେହେରା। କାରଣ ଲେଡ଼ି ବ୍ଲାକମେଲର୍ ଅର୍ଚ୍ଚନାର ଆର୍ଥିକ ସାମ୍ରାଜ୍ୟର ଗୁମର ଖୋଲୁଥିବା ଇଡ଼ି...

Political heavy weights campaign for Padampur Bypolls
'ଓଡ଼ିଶାର ବିକାଶ ପାଇଁ ବି ଦରକାର ଡବଲ ଇଂଜିନ ସରକାର'

ମୈଦାନରେ ମାଳ ମାଳ ହେଭିେଓ୍ୱଟ୍। ଚାଲିଛି ଘମାଘୋଟ ପ୍ରଚାର। ପଦ୍ମପୁର ଭୋଟ୍ ଯେତିକି ପାଖଉଛି, କ୍ୟାଂପେନ୍ ସେତିକି ଜମୁଛି..। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଆଜି ପ୍ରଚାର ମଙ୍ଗ ଧରିଥିଲେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଏହି ଦୁଇ...

Patients carried on shoulders in SCB medical in Cuttack
କାନ୍ଧରେ ରୋଗୀ, ଷ୍ଟ୍ରେଚରରେ ଯାଉଛି ଗ୍ୟାସ ସିଲିଣ୍ଡର

ଯାହା ପାଇଁ ବ୍ୟବସ୍ଥା, ତା ପାଇଁ ସୁବିଧା ନାହିଁ। ଯେଉଥି ପାଇଁ ନୁହେଁ, ସେଇ କାମରେ ଲାଗୁଛି ସରଂଜାମ। ରୋଗୀ ବୁହା ହେବାକୁ ଥିବା ଷ୍ଟ୍ରେଚରରେ ଯାଉଛି ଅକ୍ସିଜେନ୍ ସିଲିଣ୍ଡର ଆଉ ସମ୍ପର୍କୀୟଙ୍କ କାନ୍ଧରେ ବୁହା ହେଉଛନ୍ତି ଗୁରୁତର ରୋଗୀ। ରାଜ୍ୟର ସବୁଠୁ ବଡ଼ ଆଉ ନିର୍ଭରଯୋଗ୍ୟ ସ୍ୱାସ୍ଥ୍ୟ...

Jungle
ବଣରେ ୧୫ ବର୍ଷ

ଦିନେ ନୁହେଁ କି ଦୁଇବର୍ଷ ନୁହେଁ ବରଂ ୧୫ ବର୍ଷ ହେଲାଣି ବଣରେ ରହୁଛନ୍ତି ୬ ଜଣଙ୍କୁ ନେଇ ଫଗୁଣଙ୍କ ପରିବାର

Lady Blackmailer
ପ୍ରଭାବଶାଳୀଙ୍କ ଛାତି ଧଡ଼ଧଡ଼: ଅର୍ଚ୍ଚନା ମାମଲାରେ ସମନ ପାଇଥିବା ବଡ଼ବଡ଼ିଆଙ୍କ ହାଜିରା ପ୍ରକ୍ରିୟା ଆରମ୍ଭ

ପଡ଼ିଥିଲେ ଅର୍ଚ୍ଚନାର ନାଗଫାଶରେ । ଇଡ଼ି ଖୁଆଡ଼କୁ ଟଣାହେଲେ ବାବୁ ଭାୟା । ସମନ ପାଇଥିବା ୧୫ ଜଣିଆ ଟିମର ପ୍ରଥମ ପାଳିରେ ୨ ଜଣଙ୍କ ହାଜିରା । କୋଟିପତି ବିଜନେ୍ସମ୍ୟାନ୍ ଅମୀୟକାନ୍ତ ଦାସ ଏ.କେ.ଆସୋସିଏସଟ୍ସର ମାଲିକ ଆଜି ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି । ପୂର୍ବରୁ ସମନ...

Demolition drive at Joranda Gadi in Dhenkanal
କୋହ ସମ୍ଭାଳି ପାରିଲେନି କୌପିନଧାରୀ ଅଲେଖ ସନ୍ୟାସୀ

ଖଣ୍ଡ ଖଣ୍ଡ ହୋଇ ମାଟିରେ ମିଶୁଛି ଅଖଣ୍ଡ ବତୀ ମନ୍ଦିର। ବୁଲଡୋଜର ଆଞ୍ଚୁଡ଼ାରେ ଧୂଳିସାତ୍ ହେଉଛି ଧୂନି ଘର। ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଜିଲ୍ଲା ର ଯୋରନ୍ଦା ଆଶ୍ରମରେ ଧରାଶାୟୀ ହୋଇଛି କୌପିନଧାରୀ ମହିମା ସନ୍ୟାସୀଙ୍କ ତପସ୍ୟାର ସ୍ଥଳୀ

How the tragic incident could have been averted
ଟ୍ରେନ ଦୁର୍ଘଟଣାର ଚାଲିଛି କାରଣ ଖୋଜା

ରେଳ ମନ୍ତ୍ରଣାଳୟ ପାଇଁ ନୂଆ ଶିକ୍ଷା କୋରେଇ ଟ୍ରାଜେଡି: ଆଶ୍ଚର୍ଯ୍ୟ କରିଛି ଡବା ଉପରେ ଡବା ଚଢ଼ି ଫୁଟ୍ ଓଭରବ୍ରିଜକୁ ମାଡ଼ିଯିବା

Jajpur train mishap
ମୁଣ୍ଡ ଓ ମୁହଁ ସାରା କ୍ଷତ ! ରହି ରହି କି ମାଆକୁ ଖୋଜୁଛି କଅଁଳ ଶିଶୁ . ହେଲେ ସେ . . .

ରଖେ ହରି ତ ମାରେ କିଏ ! କୋରେଇ ଟ୍ରେନ୍ ଟ୍ରାଜେଡିରେ ନିଶ୍ଚିତ ମୃତ୍ୟୁରୁ ରକ୍ଷା ପାଇଥିବା ତିନି ମାସର ଶିଶୁକୁ ନେଇ ଚାରିଆଡ଼େ ଚର୍ଚ୍ଚା., ଏଣେ ଆତ୍ମୀୟଙ୍କୁ ହରାଇ ମ୍ରିୟମାଣ ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାର ।

Padmpur
ସବୁ ଥର ଡିସେମ୍ବରରେ ଖୋଲେ, ଏଥର କାହିଁକି ନଭେମ୍ବରରୁ ଖୋଲିଲା ମଣ୍ଡି?

ସବୁ ଥର ଡିସେମ୍ବରରେ ଖୋଲେ, ଏଥର କାହିଁକି ନଭେମ୍ବରରୁ ଖୋଲିଲା ମଣ୍ଡି?

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି