Cyclone Mandous
ଘୁଘୁ ପବନ... ତୁହାକୁ ତୁହା ବର୍ଷା। ତାମିଲନାଡୁର ମାମଲାପୁରମ ନିକଟରେ ବାତ୍ୟା ମାଣ୍ଡୋସ ସ୍ଥଳଭାଗ ଛୁଇଁବା ପରେ ଉପୁଡି ପଡିଛି ବର୍ଷ ବର୍ଷ ଧରି ଠିଆ ହୋଇଥିବା ବିରାଟ ଗଛ କେଉଁଠି ଗାଡି ଉପରେ ବିଶାଳ ଗଣ୍ଡି ମାଡି ବସିଛି ତ କେଉଁଠି ଗଛ ପଡି ରାସ୍ତା ବନ୍ଦ ଗାଡିମୋଟର। କାନ୍ଥ ଭୁଶୁଡି ମାଟି ତଳେ ଚାପି ହୋଇରହିଛି ଏକାଧିକ ଗାଡି ମୋଟର ପବନ ମାଡରେ ଉଡିଯାଇଛି। ପେଟ୍ରୋଲ ପମ୍ପର ଛାତ ବଡ ବଡ ବିଲଡିଂ ବି କ୍ଷତିଗ୍ରସ୍ତ ହୋଇଛି
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)