• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Padmapur Bypoll
ବିଧାୟକ ବାଛିଲା ପଦ୍ମପୁର; ଆଦର୍ଶରୁ ପିଙ୍କ୍ ବୁଥ, ସବୁଠି ଭୋଟରଙ୍କ ଲମ୍ବା ଲାଇନ୍

ଭୋଟ୍ ଦେଲେ । ନେତା ବାଛିଲେ । ପଦ୍ମପୁର ଉପନିର୍ବାଚନରେ ମତଦାନ ପାଇଁ ସତେ ଯେମିତି ପୁରା ଉତ୍କଣ୍ଠାରେ ଥିଲେ ଜନତା ଜନାର୍ଦ୍ଦନ । ଦିବ୍ୟାଙ୍ଗ, ମହିଳା, ବୟସ୍କ ଓ ଯୁବ ଭୋଟର, କେହି ହାତଛଡ଼ା କରିନଥିଲେ ନିଜ ସାମ୍ବିଧାନିକ ଅଧିକାର । କେଉଁଠି ଭୋଟରଙ୍କୁ ସ୍ୱାଗତ ଲାଗି...

ସିଦ୍ଧ ଜଗନ୍ନାଥଙ୍କର ବ୍ୟଞ୍ଜନ ଦ୍ଵାଦଶୀ ପାଳିତ
ଆଜି ବ୍ୟଞ୍ଜନ ଦ୍ୱାଦଶୀ : ଜଗନ୍ନାଥଙ୍କ ପାଖରେ ଲାଗି ହେଲା ୭୫ ପ୍ରକାର ଭୋଗ

କେନ୍ଦୁଝର ପୁରୁଣା ସହରର ସିଦ୍ଧମଠ ସ୍ଥିତ ସିଦ୍ଧ ଜଗନ୍ନାଥଙ୍କର ପବିତ୍ର ବ୍ୟଞ୍ଜନ ଦ୍ଵାଦଶୀ ପାଳନ ହୋଇଛି। ଆଜି ଅତି ଭକ୍ତିପୁତ ପରିବେଶରେ ଓ ମହାଆଡମ୍ବର ସହ ପାଳିତ ହୋଇଯାଇଛି । ସିଦ୍ଧ ଜଗନ୍ନାଥଙ୍କ ନିକଟରେ ଆଜି ୭୫ କିସମର ଶଂଖୁଡି ଓ ଶୁଖିଲା ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଲାଗି...

GST
ବ୍ୟାଙ୍କ ନୋଟିସ୍‌ ଉଡାଇଦେଲା ହୋସ୍‌

ବ୍ୟାଙ୍କ ନୋଟିସ୍‌ ଉଡାଇଦେଲା ହୋସ୍‌। ୬ ବର୍ଷ ହେଲାଣି ଘରେ ପଡିଛନ୍ତି, ହେଲେ ବ୍ୟାଙ୍କରୁ ନୋଟିସ ଆସିଛି ୬୧ ହଜାର ଟଙ୍କାର ଜିଏସଟି ଠକେଇ। ଆଉ ନୋଟିସ୍‌ ପାଇବା ପରେ...

Divyang Man
‘ମୁଁ ହାରିବା ଲୋକ ନୁହେଁ, ଥରେ ମୋ ବରା ଘୁଘୁନି ଖାଇକି ଦେଖ’

ଦିବ୍ୟାଙ୍ଗ ପରେ ବି ହାର ମାନିନାହାନ୍ତି ବାସୁ ମଉସା। ସକାଳୁ ସଞ୍ଜ ସୁଆଦିଆ ବରାକୁ କସମାର୍କା ଘୁଘୁନି..ଖାଇବାକୁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍‌। ୧୦୦ ଟଙ୍କାରେ ଜଳିଖିଆ ଦୋକାନ ଆରମ୍ଭ କରିଥିଲେ, ଏବେ ପହଞ୍ଚିଲେଣି।

Delhi MCD Election
ସକାଳୁ ସଂଜରେ ଭଲ ହେଲା କିନ୍ତୁ ଅପରାହ୍ନରେ କମିଗଲା

ଚର୍ଚ୍ଚାରେ ଥିଲା ଦିଲ୍ଲୀ ପୌର ନିର୍ବାଚନ। ସକାଳ ୮ଟାରୁ ସଂଧ୍ୟା ୫ଟା ଯାଏଁ ପଡିଥିଲା ଭୋଟ୍‌...ସକାଳୁ ସଂଜରେ ଭଲ ହେଲା କିନ୍ତୁ ଅପରାହ୍ନରେ କମିଗଲା

 padmapur bypoll
କାହାର ହେବ ପଦ୍ମପୁର? କିଏ ଜିତିବ ବାଜି?

ଏଥର କାହାର ହେବ ପଦ୍ମପୁର? ଉପନିର୍ବାଚନରେ କିଏ ଜିତିବ ବାଜି, କାହାର ହେବ ହାର? ରାତି ପାହିଲେ ପଦ୍ମପୁରର ନୂଆ ବିଧାୟକ ବାଛିବାକୁ ଭୋଟ୍ ଦେବେ ଜନତା। ତେଣୁ ତୟାର ପ୍ରଶାସନ, ପ୍ରସ୍ତୁତ ବୁଥ୍, ଉତ୍ସାହିତ ଭୋଟର ମାଓ ପ୍ରଭାବିତ ଅଞ୍ଚଳରେ ଥିବା କିଛି ବୁଥ୍‌କୁ ଛାଡ଼ି ବାକି...

Gas Leakage
ଓଲଟିଲା ଗ୍ୟାସ ଟ୍ରକ୍‌; ପେଟରେ ଓଦା କନା ଦେଇ ଭୋକ ଉପାସରେ ଲୋକେ

ପୁଣି ରାଜପଥରେ ଗ୍ୟାସ୍ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ । ପୁଣି ଆତଙ୍କିତ ଆଖପାଖ ଜନତା । ଭୁଷ୍ ଭୁଷ୍ ହୋଇ ଟ୍ୟାଙ୍କରରୁ ବାହାରୁଛି ଗ୍ୟାସ୍ । ମାଡ଼ିଚାଲିଥିବା ଗ୍ୟାସ୍ ଗନ୍ଧ ପରେ ନା କାହା ଘରେ ଚୁଳି ଜଳୁଛି, ନା କେହି ରୋଷେଇ ବାସ କରୁଛନ୍ତି ।

5 Meal
ମାତ୍ର ୫ ପଇସାରେ ଏତେ ସୁଆଦିଆ ଆଇଟମ୍‌

ମାତ୍ର ୫ ପଇସାରେ ଏତେ ସୁଆଦିଆ ଆଇଟମ୍‌...ଅସମ୍ଭବ ଲାଗିଲେ ବି ଏତିକି ଟଙ୍କାରେ ମିଳୁଛି ଖାଇବା

Make In Odisha
ମେକ୍‌ ଇନ୍‌ ଓଡିଶାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ସଜ୍ଜନ ଜିନ୍ଦଲ।

ମେକ୍‌ ଇନ୍‌ ଓଡିଶାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ସଜ୍ଜନ ଜିନ୍ଦଲ। ଏହା ମନର ଶଙ୍କା ଥିଲା ନା ଅସନ୍ତୋଷ? ଦେଖନ୍ତୁ ଏହି ବିଶେଷ ରିପୋର୍ଟ

Biju Setu
ମନ୍ଥର କାମ, ସର୍ଭେରେ ତ୍ରୁଟି ଓ ଟେଣ୍ଡରରେ ବିଳମ୍ବ

ମନ୍ଥର କାମ, ସର୍ଭେରେ ତ୍ରୁଟି ଓ ଟେଣ୍ଡରରେ ବିଳମ୍ବରୁ ସଂପୂର୍ଣ୍ଣ ହୋଇ ପାରିନି ୪୧ ପ୍ରତିଶତ ବିଜୁ ସେତୁ... ସିଏଜି ରିପୋର୍ଟରେ ସରକାରଙ୍କ ଅପାରଗତା ଧରାପଡ଼ିଲା ପରେ ଜୋର୍ ଧରିଲା ରାଜନୀତି...

Disable
"ଆମେ ଦିବ୍ୟାଙ୍ଗ ହେଲେ ବି ସକ୍ଷମ"

ବିଶ୍ୱ ଦିବ୍ୟାଙ୍ଗ ଦିବସରେ ଦିବ୍ୟାଙ୍ଗଙ୍କ ସକ୍ଷମ କାହାଣୀ। ଜୀବନ ଯୁଦ୍ଧରେ ଜିତିଛନ୍ତି ଦୁଇ ଦୁର୍ଜୟ ବୀର । ରେମୁଣାର ପ୍ରଭାତ ଓ ମୋହନାର ବାସୁଦେବ....

Puri
ପୁରୀ ଶ୍ରୀମନ୍ଦିର ଭିଡିଓ ଭାଇରାଲ

ସୋସିଆଲ୍ ମିଡିଆରେ ଘୁରି ବୁଲୁଛି ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ... ସାଢ଼େ ୫ ମିନିଟ୍‌ର ଭିଡିଓରେ ଅଛି ନୀଳଚକ୍ରଠୁ ନେଇ ସିଂହଦ୍ୱାର ପର୍ଯ୍ୟନ୍ତ ଦୃଶ୍ୟ

Union minister dharemendra pradhan
ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ନିଶାନା: ଆପଣ ଥକି ଗଲେଣି, ବୋଧେ କିଛି ବୁଝି ପାରୁନାହାନ୍ତି

ଆପଣ ଥକି ଗଲେଣି, ବୋଧେ କିଛି ବୁଝି ପାରୁନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଆଜି କିଛି ଏମିତି ଢଙ୍ଗରେ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଗତକାଲି ପଦ୍ମପୁରକୁ ରେଳ ଲାଇନ୍ ପ୍ରସଙ୍ଗକୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କୁ ଜବାବ ମାଗିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Padampur
ରାଜଧାନୀରେ ପଦ୍ମପୁର ତାତି

ବର୍ଷାଙ୍କୁ ଅସମ୍ମାନ ନେଇ ବିଜେଡି ଆଣିଲା ଅଭିଯୋଗ। ମହିଳା ଅସୁରକ୍ଷିତ ଆରୋପ ପ୍ରତ୍ୟାରୋପକୁ ନେଇ ମୁହାଁମୁହିଁ । ଭୋଟର ଦିନକ ପୂର୍ବରୁ କାହିଁକି ଏମିତି ମହିଳା କାର୍ଡ ତାକୁ ନେଇ ଚର୍ଚ୍ଚା.....

Bolangir Murder
ପ୍ରେମିକାକୁ କାରରେ ଗୁଳି କରି ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଜାଳି ଦେଇଥିଲା ପ୍ରେମିକ

ବଲାଙ୍ଗିର ତୁରେକେଲା ଜଙ୍ଗଲରୁ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ୍ । ପ୍ରେମିକାକୁ ଗୁଳି କରି ହତ୍ୟା ପରେ ମୃତଦେହ ଜାଳି ଦେଇଥିଲା ପ୍ରେମିକ। ଛତିଶଗଡ଼ ରାୟରପୁର ଅଭିଯୁକ୍ତକୁ ଗିରଫ କଲା ବଲାଙ୍ଗିର ପୋଲିସ....

Aparajita Sarangi
ପଦ୍ମପୁର ଉପନିର୍ବାଚନ: ଅପରାଜିତାଙ୍କ ମାରାଥନ୍ ପ୍ରଚାର, ବର୍ଷାଙ୍କୁ ସତ୍ୟବାଦୀର ବୋହୂ କହି ମାରିଲେ ତେରଛା ବାଣ

ପଦ୍ମପୁରରେ ପଦ୍ମ ଫୁଟାଇ ଉପ ନିର୍ବାଚନ ଜିତିବାକୁ ବିଜେପିର ଜୋରଦାର କସରତ । ପ୍ରଚାରର ଶେଷ ପର୍ଯ୍ୟାୟରେ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ମୈଦାନ୍‌ରେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭେଉଁରିଆ, ପୁରେଣା, ଲୁହାରପାଲି, ବାରିକେଳ ପଦ୍ମପୁର ବ୍ଲକର ଚାରି ଚାରିିଟି ସ୍ଥାନରେ ମାରଥନ ପ୍ରଚାର ଆଉ ସବୁଠି...

OPSC ASO result 2022
ASO ପରୀକ୍ଷା: କୋର୍ଟଙ୍କ ବିନା ଅନୁମତିରେ OPSC ପ୍ରକାଶ କରିପାରିବନି ଚୂଡ଼ାନ୍ତ ତାଲିକା

ଏଏସ୍ଓ ପରୀକ୍ଷାର ପ୍ରତ୍ୟେକ ବିଷୟ ପାଇଁ ଓପିଏସସି କଟ୍ ଅଫ୍ ମାର୍କ ନିର୍ଦ୍ଧାରଣ କରିପାରିବ କି ନାହିଁ। ଏହି ପ୍ରଶ୍ନକୁ ନେଇ ହାଇକୋର୍ଟରେ ମୁହାଁମୁହିଁ ଓପିଏସସି ଓ ପରୀକ୍ଷାର୍ଥୀ। ପରୀକ୍ଷାର୍ଥୀଙ୍କ ଯୁକ୍ତି ହେଲା- ଏଏସ୍ଓ ନିଯୁକ୍ତିର ଲିଖିତ ପରୀକ୍ଷାର ପ୍ରତ୍ୟେକ ବିଷୟ ପାଇଁ ଅଲଗା ଅଲଗା ଭାବେ କଟ୍...

Padmapur Bypoll
ପଦ୍ମପୁର ଉପନିର୍ବାଚନ: ପୁଣି ମିଳିଲା ଜିଲ୍ଲା ପ୍ରତିଶ୍ରୁତି, ପ୍ରଚାରରେ ଜୋରଦାର ଆରୋପ ପ୍ରତ୍ୟାରୋପ

ପଦ୍ମପୁରରେ ନବୀନଙ୍କ ମାରାଥନ୍ ପ୍ରଚାର । ଝାରବନ୍ଧ, ପାଇକମାଳ ଓ ପଦ୍ମପୁରରେ ନବୀନଙ୍କ ନିର୍ବାଚନୀ ସଭା । ନିକଟ ଅତୀତରେ ହୋଇଥିବା ଏକାଧିକ ବାଏ ଲେକସନ୍‌ରେ ନବୀନ ପ୍ରଚାର କରିନଥିଲେ । ତେବେ ପ୍ରାୟ ୩ ବର୍ଷ ପରେ ମଇଦାନକୁ ଓହ୍ଲାଇଥିବା ବେଳେ ପଦ୍ମପୁରରେ ଜୋରଦାର ଢଙ୍ଗରେ ପ୍ରଚାର...

BJP Politics
ଚାଷୀଙ୍କ ପାଇଁ ବିଜେପିର ରଣହୁଙ୍କାର; ଟ୍ରାକ୍ଟର-ଶଗଡ଼ ସାଙ୍ଗକୁ ହଳ ଲଙ୍ଗଳ ଧରି ଘେରିଲେ

ଚାଷୀଙ୍କ ପାଇଁ ବିଜେପିର ରଣହୁଙ୍କାର । ବିଧାନସଭା ବାହାରରେ କାନ୍ଧରେ ହଳ ଲଙ୍ଗଳ, ରାସ୍ତାରେ ଶଗଡ ଆଉ ଟ୍ରାକ୍ଟରରେ ବସି ବିଧାନସଭା ଆଡ଼େ ମୁହାଁଇଥିଲେ ବିଜେପି ନେତା, କର୍ମୀ ଓ ଚାଷୀ । ରାଜ୍ୟ ସରକାରଙ୍କ ନୀତିକୁ ବିରୋଧ କରି ରାଜଧାନୀରେ ବିଜେପି ଆଜି ଚାଷୀ ସମାବେଶ ଆୟୋଜନ...

Odia film actress Jharana Das
କଳାଧଳାରୁ କ୍ୟାରିଅର କରି ଓଡ଼ିଆ ସିନେମାକୁ ଝରଣା ଦେଇଥିଲେ ନୂଆ ଦିଶା

୬୦ ଦଶକର କଳାଧଳା ସିନେମା ଯୁଗରୁ ତାଙ୍କ କ୍ୟାରିଅର ଆରମ୍ଭ। ଝିଅଟିଏ ଘରୁ ଗୋଡ଼ କାଢ଼ିଲେ ଯେଉଁ ସମୟରେ ୧୨ କଥା ଶୁଣିବାକୁ ମିଳୁଥିଲା, ସେଇ ସମୟରୁ କଳା କ୍ଷେତ୍ରକୁ ତାଙ୍କ ପ୍ରବେଶ ଆଜିକୁ ପ୍ରାୟ ୬ ଦଶନ୍ଧି ତଳେ ଯେଉଁ କେତେଜଣେ ହାତ ଗଣତି ଅଭିନେତ୍ରୀ ଅଭିନୟ...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି