ଟ୍ରେନ ଦୁର୍ଘଟଣା ପରେ ୧୯ ଟ୍ରେନ୍ ବାତିଲ। ଦେଖନ୍ତୁ ଏଇ ଲିଷ୍ଟ୍
କୋରେଇ ଷ୍ଟେସନରେ ଥିବା ଯାତ୍ରୀ ବିଶ୍ରାମଗାରରେ ଟ୍ରେନ୍କୁ ଅପେକ୍ଷା କରିଥିଲେ ମାଆ ପାର୍ବତୀ ଓ ଝିଅ କଣ୍ଢେଇ । ପାଖରେ ଥିଲା ଅଢେଇ ମାସର ନାତି । ଟିକେଟ୍ କାଟି ତିନି ଜଣଙ୍କୁ ୱେଟିଂ ହଲରେ ବସାଇ ଚା ପିଇବାକୁ ଯାଇଥିଲେ ବଳରାମ । ଆଉ ୨୦-୨୫ ମିନିଟ୍...
ଥମୁନି ପଦ୍ମପୁର ଭୋଟ୍ ରାଜନୀତି। ଫସଲ ବୀମା, ଇନପୁଟ୍ ସବସିଡି, ଜିଲ୍ଲା ଗଠନ ପରେ ଏବେ ରେଳ ପ୍ରକଳ୍ପ। ବରଗଡ଼- ନୂଆପଡ଼ା ରେଳ ପ୍ରକଳ୍ପକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି। ପଦ୍ମପୁର ଦେଇ ଯିବାକୁ ଥିବାରୁ ଏବେ ପଲିଟିକ୍ସ ଫୋକସରେ ଏହି ପ୍ରକଳ୍ପ। ଭୋଟରଙ୍କୁ ନିଜ ଆଡକୁ ଟାଣିବାକୁ ଏହାକୁ...
ଅଶୁଭ ସୋମବାର। ଭୟଙ୍କର ଦୁର୍ଘଟଣା, ଛାତିଥରା ଦୃଶ୍ୟ...ଚାହୁଁ ଚାହୁଁ ଚାଲିଗଲା ୩ ଜୀବନ
ରାଜଧାନୀ ଛାତି ଉପରୁ ଗର୍ଜନ। ସରକାରଙ୍କୁ ସିଧାସଳଖ ଚେତାବନୀ। ସରକାରୀ କର୍ମଚାରୀର ମାନ୍ୟତା, ମାସକୁ ୫ହଜାର ପେନସନ୍, ମୃତ୍ୟୁ ଘଟିଲେ ପରିବାରର ଜଣଙ୍କୁ ଚାକିରି ସହ ୫ଲକ୍ଷ କ୍ଷତିପୂରଣ ୮ଦଫା ଦାବିରେ ଆଜି ଭୁବନେଶ୍ବର ଲୋୟର ପିଏମଜିରେ ଗର୍ଜନ କରିଛନ୍ତି ହଜାର ହଜାର ଅଙ୍ଗନଓ୍ୱାଡ଼ି କର୍ମୀ। ପାଖାପାଖି ୫୦ହଜାରରୁ...
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନାଗ-ଚାନ୍ଦ ଦମ୍ପତିିଙ୍କ ସହ ବ୍ୟୁରୋକ୍ରାଟ୍ ଲିଙ୍କ୍ କଥା ଉଠାଇଛନ୍ତି । କହିଛନ୍ତି, ବଡ଼ ବଡ଼ ନେତାଙ୍କ ସହ IAS ଏବଂ IPSଙ୍କ ନାଁ ମୁଁ ଜାଣିଛି । କିନ୍ତୁ କହି ହେବନି ।
ନାଗ-ଚାନ୍ଦ ଦମ୍ପତିଙ୍କ ସହ ପ୍ରଭାବଶାଳୀଙ୍କ ଭାବ-ପୀରତିର ଭଣ୍ଡାଫୋଡ୍ କରିବ ଏଣ୍ଡେଭର୍ । ଏହି କାର୍ ଖୋଲିବ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ୍ର କଳାଚିଠା ।
ଆଦିବାସୀ ଭୋଟ୍ ହାତେଇବାକୁ ଜୋରଦାର କସରତ । ପଦ୍ମପୁର ଉପନିର୍ବାଚନରେ ଏହି ଭୋଟ୍ ନିର୍ଣ୍ଣାୟକ ହେଉଥିବାରୁ ସବୁ ଦଳ ଏଥିପାଇଁ ଆରମ୍ଭ କରିଛନ୍ତି ନିଜର ନିଜର ଗ୍ରାଉଣ୍ଡ ୱାର୍କ ।
ଦୁହେଁ ଗୋଟିଏ ଗାଡ଼ିରେ ସାଥି ହୋଇ ସ୍କୁଲ୍ ଯାଆନ୍ତି। ସାଥୀ ହୋଇ ଘରକୁ ଫେରନ୍ତି। ବିଣ୍ଠୁ ଘର ଆଗରେ ହର୍ଣ୍ଣ ବଜାଇଲେ ସନାତନ ସଜବାଜ ହୋଇ ବାହାରି ଆସନ୍ତି ଦୁଇ ବନ୍ଧୁଙ୍କ ବନ୍ଧୁତ୍ୱ। ଏମିତି ଏମିତିରେ ବର୍ଷ ବର୍ଷ ବିତିଗଲାଣି। ସୋଲେ ସିନେମାର ବିରୁ ଆଉ ଜୟଙ୍କ ପରି।...
ଟାଟା ପାୱାର ଦାୟିତ୍ୱ ନେବା ପରେ ଚିନ୍ତାରେ ଖାଉଟି। ମିଳୁନି ଉନ୍ନତମାନର ସେବା, ହେଲେ ବିଲ୍ ଆସୁଛି ମୋଟା ଅଙ୍କର ଟଙ୍କା...
ରାଜ୍ୟରେ ଫାଇଭ୍ ଟି ସରକାର, ହେଲେ ସ୍କୁଲରେ ଟିମ୍ ରହିଲାନି। କନିଷ୍ଠ ବରିଷ୍ଠ ହେଲେ, ବରିଷ୍ଠ କନିଷ୍ଠ ହେଲେ
ବିଜେପିର ରାଲିରେ କମ୍ପିଲା ଦିଲ୍ଲୀ। ଏକା ସାଙ୍ଗରେ ୧୪ ରାଲି !! କେଉଁଠି କେନ୍ଦ୍ରମନ୍ତ୍ରୀ ତ କେଉଁଠି ଖୋଦ୍ ଜେପି ନଡ୍ଡା
ଖାଲି ଏତିକି ନୁହେଁ ବରଂ ପାଖପାଖି ୪ ବର୍ଷ ହେଲାଣି ଷ୍ଟୁଡେଣ୍ଟ ଇଲେକ୍ସନ ହେଉନଥିବା କାରଣରୁ ଆଜି ଛାତ୍ର ନେତାଟିଏ ସିଧା ଛିଡ଼ା ହୋଇ ୨ ପଦ କହିବାକୁ ସମର୍ଥ ହୋଇପାରୁ ନାହିଁ। ଏମିତି କାହିଁକି ହେଉଛି?
ଜେଲ୍ ଭିତରେ ମସାଜ୍ ମଜା । ଆମ୍ ଆଦମୀ ପାର୍ଟିର କଏଦୀ ମନ୍ତ୍ରୀଙ୍କୁ ଦିଆଯାଉଛି ଗୋଡ଼ଠୁ ମୁଣ୍ଡ ପର୍ଯ୍ୟନ୍ତ ସେବା । କିଏ ଗୋଡ଼ ମୋଡୁଛି ତ କିଏ ହାତ ଆଉ ମୁଣ୍ଡକୁ ମସାଜ କରୁଛି । ଜେଲ୍ ଚିନ୍ତା ଭୁଲାଇ ଅୟସ ଆରାମରେ...
ପଦ୍ମପୁର ପ୍ରଚାରରେ ବିଜେଡିର ମଙ୍ଗ ଧରିବେ ବିବାଦୀୟ ନେତା । ବାଦ୍ ପଡିଲେ କୋଟେରି ଗ୍ରୁପ, ଶାସକ ଦଳର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ରହିଛି ଅନେକ ବିବାଦୀୟ ନେତାଙ୍କ ନାଁ । ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ ବର୍ଷାଙ୍କ ପାଇଁ ଭୋଟ ମାଗିବେ । ଅନ୍ୟପଟେ...
ପଦ୍ମପୁର ଉପଖଣ୍ଡକୁ ନୂତନ ଜିଲ୍ଲାର ମାନ୍ୟତା ନେଇ ଉପନିର୍ବାଚନୀ କାର୍ଡ ଖେଳିଥିବା ନବୀନ ସରକାରଙ୍କ ବଢୁଛି ଟେନସନ । ଧର୍ମଗଡ଼ରୁ ଟିଟିଲାଗଡ଼, ରାଇରଙ୍ଗପୁରରୁ ଭୁବନେଶ୍ୱର । ନୂତନ ଜିଲ୍ଲା ଗଠନ ଦାବିରେ ରାଜ୍ୟର ଏଭଳି ୧୦ରୁ ଅଧିକ ସ୍ଥାନରେ ଦାବି ଉଠିଛି, ମୁଣ୍ଡ ଟେକିଛି ଆନ୍ଦୋଳନ...
ଶ୍ରୀମନ୍ଦିରରେ ଅନ୍ୟତମ ଆସ୍ଥାର ସ୍ତମ୍ଭ ଗରୁଡ଼ ସ୍ତମ୍ଭର ସ୍ଥାୟିତ୍ୱକୁ ନେଇ ଚିନ୍ତା । ବାରମ୍ବାର ଭକ୍ତଙ୍କ ସ୍ପର୍ଶ ଯୋଗୁଁ ଏହା ପତଳା ହୋଇଯାଉଥିବା ଦର୍ଶାଯାଇ ଏହାକୁ ରୂପା ଛାଉଣୀ କରିବାକୁ ଆସିଛି ପ୍ରସ୍ତାବ..
ଇଚ୍ଛାଧୀନ କୋଟା କେଳେଙ୍କାରୀକୁ ନେଇ ରାଜ୍ୟ ସରକାରଙ୍କ ୟୁଟର୍ଣ୍ଣ । ୮ ବର୍ଷ ପୂର୍ବରୁ କ୍ୟାବନେଟ୍ ନିଷ୍ପତ୍ତିକୁ ପୁଣି ଥରେ ବଦଳାଇଦେଲେ.
ଏଇ ଛତୁଆ ଫିମ୍ପି ମାରିଗଲାଣି, ବାଦାମ ଲଡୁରୁ ଗନ୍ଧ ବାହାରୁଛି। ୟାକୁ ପିଲାମାନେ ଖାଇବେ କେମିତି? ସେମାନଙ୍କ କଥା ଛାଡ ନିଜେ ଆଗେ ଖାଅ...ସଭା ମଝିରେ ବଡବାବୁଙ୍କୁ ଏମିତି ଛତୁଆ ଖୁଆଇଲେ ସମିତିସଭ୍ୟ
ପିଲାଙ୍କୁ ଭଲରେ ରଖିବେ ବୋଲି ଦାଦନ ଯାଇଥିଲେ, ଟ୍ରେନ୍ରେ କଟିଗଲେ। ଏବେ ବିନା ଆଶାବାଡି ସହାୟତାରେ ପାଦେ ଚାଲିବା କଷ୍ଟ...ସବୁ ସ୍ନପ୍ନ ଚୁରମାର ହୋଇଗଲା। ସ୍ୱାମୀଙ୍କ ଯନ୍ତ୍ରଣା ଦେଖି ଭୋ ଭୋ କାନ୍ଦୁଛି ସ୍ତ୍ରୀ