ପଦ୍ମପୁର ଉପନିର୍ବାଚନ ଲାଗି ସବୁ ଦଳର ପାଗ ଭିଡ଼ା। ଧାମନଗର ବିପର୍ଯ୍ୟୟ ପରେ ବିଜେଡି ଏଥର ଢିଲା ଦେବା ମୁଡ୍ରେ ନାହିଁ। ନିଜ ଗଡ଼କୁ ବଞ୍ଚାଇବାକୁ ନେତା, ମନ୍ତ୍ରୀ, ବିଧାୟକ ଆଜିଠାରୁ ପଦ୍ମପୁରରେ ଡେରା ପକାଇ ପ୍ରସ୍ତୁତ କଲେଣି ରଣନୀତି।
ସୁପ୍ରିମକୋର୍ଟଙ୍କ ବଡ଼ ରାୟ : ଜେଲରୁ ମୁକୁଳିବେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ
ସ୍ୱପ୍ନ ପାଇଁ ଅଧରାତିରୁ ଆରମ୍ଭ ହେଲାଣି ସଂଘର୍ଷ...କଅଁଳ କାନ୍ଧରେ ଲଦି ହୋଇଗଲା ପରିବାର ବୋଝ
ଜାତିର ଦେବତା...ମାଟିର ରାଷ୍ଟ୍ରପତି ...ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ବସିବା ପରେ ପ୍ରଥମ ଥର ନିଜ ଜନ୍ମମାଟି ଓଡ଼ିଶା ପହଞ୍ଚି ଆଗ ଜାତିର ଆରାଧ୍ୟ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...ତ ବଡ଼ଦାଣ୍ଡ ଛୁଉଁ ଛୁଇଁ ପଛ ହୋଇଯାଇଥିଲା ପ୍ରୋଟୋକଲ୍...ବଳଗଣ୍ଡି ଛକର ସାଲବେଗ ପୀଠ ଠାରୁ...
ବଢୁଛି ASO ରେଜଲ୍ଟ ବିଭ୍ରାଟ ଅସନ୍ତୋଷ : ଓପିଏସସି ଅଧ୍ୟକ୍ଷଙ୍କ ଅଫିସ୍ ଆଗରେ ଆଶାୟୀଙ୍କ ଧାରଣା
ବହୁଚର୍ଚ୍ଚିତ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ୍ଙ୍କ ଆର୍ଥିକ ସାମ୍ରାଜ୍ୟରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ହନିଟ୍ରାପ୍ ଓ ବ୍ଲାକ୍ମେଲିଂ କରି କାହାଠୁ କେଉଁ ଉପାୟରେ ବହୁ କୋଟିର ଧନସଂପତ୍ତି ହାସଲ କରିଥିଲେ ନାଗ-ଚାନ୍ଦ ଦମ୍ପତ୍ତି ? ତାର ଖୋଳତାଡ଼ ଆରମ୍ଭ କରିଛି ଇଡି । ଅର୍ଚ୍ଚନାଙ୍କ ବାପ ଘରଠୁ...
କଟାଳ ହସ, ବିଦ୍ରୁପ ସଂଳାପ । କଂସ ମହାରାଜଙ୍କ ଡାଇଲଗରେ କମ୍ପୁଛି ବରଗଡ଼ । ବିଜୁ ପଟ୍ଟନାୟକ ଟାଉନ ହଲ ପରିସର ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଲାଗି ଆଜି ଶେଷ ହେଉଛି, ଯାତ୍ରାର ମୁଖ୍ୟର ଆକର୍ଷଣ କଂସ ମହାରାଜ ଚରିତ୍ର ପାଇଁ କଳାକାର ଚୟନ ପ୍ରକ୍ରିୟା ।...
ପଦ୍ମପୁର ରାଜନୀତିରେ ଏବେ ବଡ଼ ପ୍ରସଙ୍ଗ ଚାଷ ଓ ଚାଷୀ ସମସ୍ୟା । ଚାଷୀମାନେ ହିଁ ନିର୍ଣ୍ଣାୟକ ଭୂମିକାରେ ଥିବାରୁ ସବୁ ଦଳର ଫୋକସ୍ରେ ଅନ୍ନଦାତା । ବିଭିନ୍ନ ଚାଷୀ ସଂଗଠନ ଫସଲ ବୀମା ପ୍ରସଙ୍ଗରେ ଆନ୍ଦୋଳନ ଜାରି ରଖିଥିବା ବେଳେ ଗତକାଲି ବିଜେପି ନେତା ପ୍ରଦୀପ ପୁରୋହିତ...
ରାତାରାତି ଧନୀ ହେବାକୁ ଯାଇ ଅଧିକ ଗରିବ ହେଉଛନ୍ତି ଲୋକ। ଜାଣନ୍ତୁ କେମିତି?
ନବୀନଙ୍କୁ ପୁଣି ଟାର୍ଗେଟ୍ କଲେ ପ୍ରଦୀପ। କହିଲେ, ଦଳ ପାଇଁ ଯିଏ କାମ କରେ ତାଙ୍କୁ ଗୁରୁତ୍ୱ ଦିଅନ୍ତି ନାହିଁ ନବୀନ ବାବୁ। ଏପର୍ଯ୍ୟନ୍ତ ଏୟାରପୋର୍ଟ ହେଲାନି କି ରେଲୱେର ବିକାଶ ବି ହେଲାନି। ହେଲେ ଚ୍ୟାଉ ପଟ୍ଟନାୟକଙ୍କୁ ଭୂରି ଭୂରି କଲେ ପ୍ରଶଂସା। ସେପଟେ ଚ୍ୟାଉ କହିଲେ...
ସ୍କୁଲ ପରିଚାଳନା ବୈଠକରେ ଶିକ୍ଷକ-ସଦସ୍ୟଙ୍କ ମଧ୍ୟରେ ତୁ ତୁ ମେଁ ମେଁ। ଗାଁରେ ବସିଲା ବୈଠକ, ଶିକ୍ଷକଙ୍କୁ କରିଦେଲେ ସାମାଜିକ ବାସନ୍ଦ। ନିଆଁପାଣି ସହ କଥାବାର୍ତ୍ତା ବନ୍ଦ କରିଦେଲେ ଗାଁ ଲୋକେ। ଯଦି କିଏ କଥାବାର୍ତ୍ତା କଲା ସିଏ ଦେବ ୧୦ ହଜାର ଫାଇନ୍...
ଠକଙ୍କୁ ଧରିବା ପାଇଁ ବେଶ ବଦଳାଇ ବୁଲୁଛନ୍ତି ଲେଡି IPS ଅଫିସର୍। ଥାନାକୁ ଫୋନ୍ କରୁଛନ୍ତି, ପୋଲିସ କେତେ ତତ୍ପରତା ତାହାକୁ ଦେଖୁଛନ୍ତି। କାର୍ଯ୍ୟରେ ଅବହେଳାର ସୁରାକ୍ ପାଇବା ମାତ୍ରେ କରୁଛନ୍ତି ସସ୍ପେଣ୍ଡ
ପ୍ରେମରେ ଉବୁଟୁବୁ ହେଲେ ଖେଳ ଶିକ୍ଷୟିତ୍ରୀ। ଛାତ୍ରୀଙ୍କୁ ବାହା ହେବା ପାଇଁ ବଦଳାଇଲେ ନିଜର ଲିଙ୍ଗ….
ପଦ୍ମପୁର ପାଇଁ ଆରମ୍ଭ ହେଲାଣି କସରତ । ନେତାଙ୍କୁ ବଣ୍ଟାଗଲାଣି ଦାୟିତ୍ୱ । ଧାମନଗର ଜୋସ୍ରେ ପଦ୍ମପୁରରେ ବି ପଦ୍ମ ଫୁଟାଇବା ପାଇଁ ବିଜେପିର ଲକ୍ଷ୍ୟ । ଏପଟେ ଧାମନଗର ଧକ୍କାର ବଦଲା ପଦ୍ମପୁରରେ ନେବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେଡି ।
ଆଗରୁ କ୍ୟାମେରା ଆଗରେ ତୁ ତୁ ମେଁ ମେଁ ହେଉଥିଲେ, ହେଲେ ଆଜି ସିଧା ଖଣ୍ଡଯୁଦ୍ଧକୁ ଓହ୍ଲାଇଲେ । ଘଣ୍ଟ ପିଟା- ଗୋବର ମାଡ଼- ବିଧା ଗୋଇଠା- ଲାଠି ପାହାର । ସୂର୍ଯ୍ୟୋପରାଗକୁ ବଳିଗଲା ଚନ୍ଦ୍ରଗ୍ରହଣ । ପାକତ୍ୟାଗ ବେଳେ ଖାଦ୍ୟ ଭକ୍ଷଣକୁ ନେଇ ଭୁବନେଶ୍ୱର ଓ ବ୍ରହ୍ମପୁରରେ...
କାଳିଆ ଭାବରେ ଗୋଟିଏ ମାସ ବନ୍ଧା ପଡ଼ିବା ପରେ ଆଉ ଶ୍ରୀକ୍ଷେତ୍ର ଛାଡ଼ିବାକୁ ଚାହୁଁନି ମନ । ଜଗା ସହ ବନ୍ଧନର ସେ ମୋହ ତୁଟାଇବାକୁ ଟିକିଏ ବି ଇଛା ନାହିଁ । ହେଲେ ଚାହୁଁ ଚାହୁଁ କାର୍ତ୍ତିକ ଶେଷ ହେବା ପରେ ଏବେ ଘର ବାହୁଡ଼ା ସମୟ...
ବିଜେଡିରେ ବିଦ୍ରୋହର ନିଆଁ । ଧାମନଗରରେ ରାଜୁ ଦାସ ପୋତିଲେ ମଞ୍ଜି । ଆଗକୁ ଅନେକ ରାଜୁ ସୃଷ୍ଟି ହେବା ଆଶଙ୍କା । ବିଦ୍ରୋହର ବାରୁଦ ଗଦା ଉପରେ ବସିଥିବା ବିଜେଡିକୁ ଘାରଛି ଗୋଷ୍ଠୀ କନ୍ଦଳର ଭୟ । ପ୍ରଥମ ଥର ପାଇଁ ଧାମନଗର ଉପନିର୍ବାଚନରେ ବଡ଼ ଝଟ୍କା...
ରାଜଧାନୀର ବିନ୍ଦୁସାଗର ହେଉ କି କଟକ ଗଡ଼ଗଡ଼ିଆ ଘାଟ, ପୁରୀ ମହୋଦଧି ହେଉ କିମ୍ବା ରାଉରକେଲା । ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ତିଥିରେ ସବୁଠି ଦେଖିବାକୁ ମିଳିଥିଲା ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରାର ସ୍ମୃତି ବହନ କରିଥିବା ଚିତ୍ର । ଓଡିଆ ସାଧବ ପୁଅଙ୍କ ଗୌରବମୟ ଅତୀତର ସ୍ମୃତିକୁ...
ରାତି ପାହିଲେ ଧାମନଗର ଉପନିର୍ବାଚନ ଭୋଟ । କାଲି ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ହେବ ମତଦାନ । ସେଥିପାଇଁ ଚୂଡ଼ାନ୍ତ ହୋଇଛି ପ୍ରସ୍ତୁତି । ପୋଲିଂ ପାର୍ଟିଂ ବୁଥ୍ରେ ପହଞ୍ଚି ମତଦାନର ରିହର୍ସସଲ୍ କରିଛନ୍ତି । ମୁକ୍ତ ଓ ଅବାଧ ଭୋଟ୍ ଗ୍ରହଣ ପାଇଁ ନିର୍ବାଚନ...
ରାତି ଅଧରେ ରାଜଧାନୀର ଜନବସତିକୁ ପଶି ଆସି ଦନ୍ତା ହାତୀ ଆକ୍ତାମାକ୍ତା । ହାତୀକୁ ଘଉଡ଼ାଇବାକୁ ନାକେଦମ୍ ବନ ବିଭାଗ । ଆଉ ହାତୀକୁ ଟ୍ରାଙ୍କୁଲାଇଜ୍ କରି କାବୁ ପରେ ଏବେ କେଉଁଠି ଛାଡ଼ିବ, ତାକୁ ନେଇ ହଟହଟା । ଗତକାଲି ବିଳମ୍ବିତ ରାତିରେ ରାଜଧାନୀରେ ଏକ ଦନ୍ତାହାତୀ...