• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

NC Collage
ବିନା ଶୌଚାଳୟରେ ଚାଲିଛି କଲେଜ୍‌ !!

ଇଏ କେମିତିକା କଲେଜ୍‌? ଯେଉଁଠି ଛାତ୍ରୀଙ୍କ ପାଇଁ ନାହିଁ ଭଲ ଶୌଚାଳୟ...ସାଇକେଲ ଷ୍ଟାଣ୍ଡ ନାହିଁ କି ଭଲ ରୁମ୍‌ ନାହିଁ। ଅଟୋନମସ୍‌ ମାନ୍ୟତା ବି ହରାଇଲାଣି ଏଇ କଲେଜ୍‌। ସବୁ ଜାଣି ପ୍ରଶାସନ ସାଜିଛି ନିଦାବିଷ୍ଣୁ

Judge
ବାପାଙ୍କୁ ଚାପୁଡାର ପ୍ରତିଶୋଧ ନେଲା ପୁଅ...ଏବେ ଜଜ୍‌ ହୋଇ...

ବାପାଙ୍କୁ ଚାପୁଡା ମାରିଥିଲା ପୋଲିସ୍‌। ଏବେ ଜଜ୍‌ ହେଲା ପୁଅ...ଯେଉଁ ପୋଲିସ ବାପାଙ୍କୁ ଚାପୁଡା ମାରିଥିଲା ତାଙ୍କୁ....

Malkangiri
ଗଛମୂଳେ ଏକାଠି ଚାଲିଛି ସ୍କୁଲ ଓ ମେଡିକାଲ..

ବାଃ ବାଃରେ ସରକାର। ଏଇଠି ଗୋଟିଏ ଗଛ ମୂଳେ ଚାଲିଛି ମେଡିକାଲ ସାଙ୍ଗକୁ ସ୍କୁଲ...ସବୁ ଜାଣି ଚୁପ୍‌ ବସିଛି ପ୍ରଶାସନ...

Padampur
ବିଜେଡିର ପ୍ରତିଶ୍ରୁତି...ନୂଆ ଜିଲ୍ଲା ହେବ ପଦ୍ମପୁର

ପ୍ରତିଶ୍ରୁତି ଦେଲା ବିଜେଡି। ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁର ପାଇବ ଜିଲ୍ଲାର ମାନ୍ୟତା...ହେଲେ...

Teacher
୩୦ ବର୍ଷ ହେଲାଣି ବିନା ଦରମାରେ ଶିକ୍ଷକତା !!

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ। ବରଂ ୩୦ ବର୍ଷ ହେଲାଣି ବିନା ପାରିଶ୍ରମିକରେ ସ୍କୁଲରେ ପାଠ ପଢାଉଛନ୍ତି ଏଇ ଦୁଇ ଶିକ୍ଷକ। ବାରମ୍ବାର ଗୁହାରି ପରେ ବି ଏମାନଙ୍କ ଦୁଃଖ ଶୁଣୁନି ପ୍ରଶାସନ

Ox’s mouth
ମଣିଷ ଭୁଲ ପାଇଁ ଷଣ୍ଢ ପାଟିରେ ପଶିଲା ଟିଣ

ମଣିଷର ମୁର୍ଖାମୀ ପାଇଁ ଷଣ୍ଢ ପାଟିରେ ପଶିଲା ଟିଣ ଡବା। ୪ ଦିନ ହେଲଣି କିଛି ଖାଉନି...ଏ ଗଳିରୁ ସେ ଗଳିକୁ ଦାଣ୍ଡିଆ ମାରୁଛି। ବହୁ କଷ୍ଟରେ ବନ୍ଧା ହେବା ପରେ ପାଟିରୁ ବାହାରିଲା ଡବା...କ୍ଷତ କଷ୍ଟକୁ ନେଇ ବୁଲୁଛି ଷଣ୍ଢ

Hapless woman
ଘରୁ ବାହାର କରିଦେଲା ମାଲିକ, ବୁଢୀ ମାଉସୀ ଯିବ କୁଆଡେ?

ବୁଢୀ କାଳରେ ଘରୁ ବାହାର କରିଦେଲା ମାଲିକ। ଏ ବୟସରେ ସେ ଯିବ କୁଆଡେ? ବୟସ ଥିଲା ବେଳେ ଖୁବ ଖଟୁଥିଲା ଏବେ ବୟସ ହେବା ପରେ ପର ହୋଇଗଲା। ବଳ ସରିବାରୁ ରାସ୍ତା କଡରେ ବସି କଇଁ କଇଁ କାନ୍ଦୁଛି ଏଇ ବୁଢୀ ମାଉସୀ

LED LIGHT
LED ଲାଇଟ୍‌ ପାଇଁ ଧାନଗଛ ଧରୁନି ଥୋଡ !!

ଚାଷୀଙ୍କ ଚିନ୍ତା ବଢାଇଲା ଏଲଇଡି ଲାଇଟ୍‌। ରାସ୍ତା କଡ ବିଲରେ ଧାନ ଗଛରେ ଆସୁଛି କେଣ୍ଡା...ଖୁଣ୍ଟରେ ଲାଗିଛି ଅଖା ଆଉ କପଡା...ଏଇ ଲାଇଟ୍‌ ପାଇଁ ଆମେ ବି ଦିନେ ଉପବାସରେ ରହିବା !!

BJD
ପଦ୍ମପୁର ଉପନିର୍ବାଚନ: ଅନୁକଂପା ସହ ମହିଳା କାର୍ଡ ଖେଳିଲା BJD, ନାମାଙ୍କନ ଭରିଲେନି ପ୍ରଦୀପ

ବହୁ ଚର୍ଚ୍ଚା, ଆଲୋଚନା, ବିଚାର ବିମର୍ଷ ପରେ ଶେଷରେ ବିଜେଡି ଘୋଷଣା କରିଛି ଏହାର ପଦ୍ମପୁର ଉପନିର୍ବାଚନ ପ୍ରାର୍ଥୀ । ଭରସା କରିଛି ବରିହା ପରିବାର ଉପରେ । କୌଣସି ରିସ୍କ ନନେଇ ଦିବଙ୍ଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ବଡ଼ ଝିଅ ବର୍ଷା ସିଂ ବରିହାଙ୍କୁ...

Vigilance raid
ଭିଜିଲାନ୍ସ ପଞ୍ଝାରେ କୋଟିପତି ଯନ୍ତ୍ରୀ: ଇଂଜିନିୟରଙ୍କ ଆଲିସାନ କୋଠା, ଗହଣାଗାଣ୍ଠି ସହ ଅମାପ ସଂପତ୍ତି . . .

ଭିଜିଲାନ୍ସ ଜାଲରେ RWSSର ପୁଣି ଜଣେ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଂଜିନିୟର । ମୟୂରଭଂଜ ଉଦଳାରେ କାର୍ଯ୍ୟରତ ଇଂଜିନିୟର ରବି ନାରାୟଣ ପଣ୍ଡାଙ୍କ ଘରୁ ତ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠାବ ହୋଇଛି । ତେବେ ଚର୍ଚ୍ଚା ରହିଛି ତାଙ୍କ ଘରୁ ମିଳିଛି ଅନେକ ନାମୀ...

Murder
ଜହ୍ଲାଦ ପ୍ରେମିକର ଜଘନ୍ୟ କାଣ୍ଡ, ବିବାହ ପାଇଁ ଜିଦ୍ ଧରିବାରୁ ପ୍ରେମିକାକୁ କଲା ୩୫ ଖଣ୍ଡ !

ଭୟଙ୍କର.. ବୀଭତ୍ସ.. ବର୍ବର । ଯେଉଁ ପ୍ରେମିକାଟି ଜୀବନ ଦେଇ ଭଲ ପାଉଥିଲା, ସେହି ପ୍ରେମିକା ଯେ ପ୍ରେମିକ ହାତରେ ଖଣ୍ଡ ଖଣ୍ଡ ହୋଇଯିବ, କେହି କେବେ କଳନା ହିଁ କରିନଥିବେ । କିନ୍ତୁ ଦୁର୍ଭାଗ୍ୟ, ରାଜଧାନୀ ଦିଲ୍ଲୀର ଛାତି ଉପରେ ପ୍ରେମିକା ହୋଇଛି ୩୫ ଖଣ୍ଡ ।...

Padmapur Bypoll
ପଦ୍ମପୁର ଭୋଟ୍ ବେଳେ ନେତାଙ୍କ ତଣ୍ଟିରେ ଧାରଣା କଣ୍ଟା !

ଭୋଟ୍‌ବେଳରେ ଧାରଣା ଟେନସନ୍ । ଗୋଟେପଟେ ଚାଷୀ ତ ଅନ୍ୟପଟେ କ୍ରିୟାନୁଷ୍ଠାନ କମିଟି । ଚାଷୀଙ୍କ ଦାବି ପଦ୍ମପୁରକୁ ସ୍ୱତନ୍ତ୍ର ପ୍ୟାକେଜ୍ । ବୁଦ୍ଧିଜୀବୀଙ୍କ ଡିମାଣ୍ଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା । ପଦ୍ମପୁର ଉପନିର୍ବାଚନର ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜନୈତିକ ଦଳଙ୍କ ତଣ୍ଟିରେ କଣ୍ଟା ସାଜିଛି ଚାଷୀ ଆନ୍ଦୋଳନ ଓ...

Humanity
ଏବେ କ’ଣ କରିବେ ଏଇ ତିନି ଅନାଥ ଛୁଆ ! ୨ ଭଉଣୀ ଜଣେ ଭାଇ ରହିବେ କାହା ଭରସାରେ ?

ଆଗେ ଆଗେ ମାଆ, ପରେ ବାପା ଆଉ ଶେଷରେ ଶେଷ ଆଶ୍ରା ପାଲଟି ଥିବା ଆଇମା । ଜଣକ ପରେ ଜଣେ ତିନିହେଁ ଚାଲିଯିବା ପରେ ଏବେ ସମ୍ପୂର୍ଣ୍ଣ ଅସହାୟ ଆଉ ବେସାହାରା ତିନି ଛୁଆ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଖସାପଡ଼ିଆ ଗାଁର ବାପା-ମାଆ ଛେଉଣ୍ଡ...

Special food in Balijatra 2022
ବାଲିଯାତ୍ରାରେ ଜମୁଛି ଭିଡ...ଭଳିକି ଭଳି ଖାଦ୍ୟ ପାଇଁ ଲାଗୁଛି ଲମ୍ବା ଲାଇନ୍‌

ବାଲିଯାତ୍ରା କାହା ପାଇଁ ବୁଲାବୁଲି ମଜା, ତ ଆଉ କାହାପାଇଁ କିଣାକିଣି। ହେଲେ ସମସ୍ତଙ୍କ ମନ ଟାଣେ ଖାଦ୍ୟର ପସରା ଆଡ଼କୁ। ଏ ବର୍ଷ ବାଲିଯାତ୍ରାରେ ତଳ ଓ ଉପର ପଡିଆକୁ ମିଶାଇ ପ୍ରାୟ ୬ ଶହରୁ ଅଧିକ ଫୁଡ୍ ଷ୍ଟଲ୍ ଖୋଲିଥିବା ବେଳେ, ସେଠି ମିଳୁଛି ଆମିଷ...

Before going to high school, students will have an aptitude test
ହାଇସ୍କୁଲ ଯିବା ପୂର୍ବରୁ ଦକ୍ଷତା ଯାଂଚ୍‌

କରୋନା ସମୟରେ ପ୍ରଭାବିତ ହୋଇଥିବା ପାଠପଢାକୁ କେତେ ଭରଣା କରିଛନ୍ତି ସ୍କୁଲ୍? ପ୍ରାଥମିକ ସ୍ତରରେ ପିଲାଙ୍କ ଦକ୍ଷତା କେତେ ବଢିଛି? ଏହା ଜାଣିବାକୁ ଗଣଶିକ୍ଷା ବିଭାଗ ପରୀକ୍ଷା ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି

Balasore man runs sex racket
ଦିନରେ ବସନ୍ତ, ରାତିରେ ବାସନ୍ତି

ଚିରଞ୍ଜିତ ଖିଲାର, ଘର ସୋର ଥାନା ଅନ୍ତର୍ଗତ ମୂଳିସିଂ ଗାଁ । ରହୁଥିଲେ ଗୁଜରାଟର ସୁରତ ସହରରେ । ପତ୍ନୀ ଆଗରେ ନିଜକୁ ଦର୍ଶାଇଥିଲେ ଇଞ୍ଜିନିୟର ବୋଲି । ସୁରତରେ କିନ୍ତୁ ରାତି ହେଲେ ନିଜକୁ ସଜାଉଥିଲେ ଦେହଜୀବୀ ଆଉ ପୁରୁଷଙ୍କ ବନୁଥିଲେ ଶଯ୍ୟା ସଙ୍ଗିନୀ, ଦେଖନ୍ତୁ ରିପୋର୍ଟ...

President Of India
'ସର୍ବସାଧାରଣରେ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ'

ରାଷ୍ଟ୍ରମୁଖ୍ୟଙ୍କୁ ତାଚ୍ଛଲ୍ୟ। ମହାମହିମଙ୍କୁ ଅପମାନ। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଏଭଳି ଅପମାନ ସୂଚକ ମନ୍ତବ୍ୟ ଦେଉଛନ୍ତି ପଶ୍ଚିମବଙ୍ଗର ମତ୍ସ୍ୟ ବିଭାଗ ମନ୍ତ୍ରୀ ଅଖିଳ ଗିରି। ନନ୍ଦିଗ୍ରାମରେ ଗତକାଲି ଅପରାହ୍ନରେ ଏକ ଜନସଭାରେ ଅଖିଳ କହିଥିଲେ-ରାଷ୍ଟ୍ରପତିଙ୍କ ଚେୟାରକୁ ସମ୍ମାନ ଦେଉଛୁ, ହେଲେ...

Padmpur
ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେରୁ ସତ୍ୟଭୂଷଣ ସାହୁ ହେଲେ ପଦ୍ମପୁର ଯୋଦ୍ଧା

ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେରୁ ସତ୍ୟଭୂଷଣ ସାହୁ ହେଲେ ପଦ୍ମପୁର ଯୋଦ୍ଧା । ବିଜେଡିରେ ଏଯାଏଁ କିନ୍ତୁ କିଏ ହେବ ପ୍ରାର୍ଥୀ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି

Draupadi Murmu
ସ୍କୁଲ ବେଳର ସାଙ୍ଗଙ୍କୁ ଭେଟି ସୁଖଦୁଃଖ ହେଲେ ମହାମହିମ, କହିଲେ ଚୁନି କାହିଁ ?

ଅବର୍ଣ୍ଣନୀୟ ଖୁସି ସାଙ୍ଗକୁ ଅତୁଳନୀୟ ସେ ଆନନ୍ଦ । କିଏ ରାଷ୍ଟ୍ରପତିଙ୍କ ସାନିଧ୍ୟ ପାଇବାର ଖୁସିରେ ବିଭୋର ତ ଆଉ କିଏ ନିଜ ରାଷ୍ଟ୍ରପତି ବାନ୍ଧବୀଙ୍କୁ ଭେଟିବା ଖୁସିରେ ଗଦ୍‌ଗଦ । ଦିନେ ଯେଉଁ ସ୍କୁଲରେ ପଢ଼ିଥିଲେ, ବଢ଼ିଥିଲେ, ଖେଳକୁଦରେ ଅୟୁତ ଅୟୁତ ଘଣ୍ଟାର ସମୟ ବିତେଇଥିଲେ ।...

Archana Nag
ଇଡି ପରେ ଏବେ ଏସ୍‌ଆଇଟି; ଖୋଲିବ କି ଅର୍ଚ୍ଚନା ସହ ପାୱାର କରିଡର୍ ଲିଙ୍କର ମହାଗୁମର ?

ଚାନ୍ଦ ସାମ୍ରାଜ୍ୟ ଭିତରେ ପଶି ଘାଣ୍ଟୁଛି ଆକ୍ସନ ମୋଡ୍‌ରେ ଥିବା ଇଡ଼ି । ଗତକାଲି ଛଅ ଛଅଟି ସ୍ଥାନରେ ମାରାଥନ୍ ରେଡ୍ ଆଉ ଆଜି ବିଜନେସ୍ ପାର୍ଟନର୍ ଖଗେଶ୍ୱର ପାତ୍ରକୁ ଗିରଫ । ବିଜନେସ୍ ପାର୍ଟନରଙ୍କ ବିରୋଧରେ ଲାଗିଛି ସମାନ ୧୬ଟି ଦଫା । ଯାହା ଅର୍ଚ୍ଚନା ଆଉ...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି