Advertisment

କିଏ ଜିତିବ ପଦ୍ମପୁର ବାଜି ? କାଲି ଆସିବ ଜନତାଙ୍କ ରାୟ

କିଏ ଜିତିବ ପଦ୍ମପୁର ବାଜି ? କାହାକୁ ନେତା ବାଛିଛନ୍ତି ଜନତା ? କାଲି ଖୋଲିବ ଇଭିଏମ୍‌ରେ କଏଦ୍ ପ୍ରାର୍ଥୀଙ୍କ ଭାଗ୍ୟ... ଜନତାଙ୍କ ରାୟ। ତେଣୁ ମତ ଗଣନା ପାଇଁ ପଦ୍ମପୁର RMRC ମାର୍କେଟ ୟାର୍ଡରେ ବ୍ୟାପକ ବନ୍ଦୋବସ୍ତ କଡ଼ା ସୁରକ୍ଷା ବଳୟରେ ରହିଛି ଇଭିଏମ୍। ୧୪ଟି ଟେବୁଲ୍‌ରେ ୨୩ ରାଉଣ୍ଡରେ ଗଣତି ହେବ। ମୋଟ୍ ୩୧୯ଟି ବୁଥ୍‌ର ଭୋଟ୍ ସକାଳ ୮ଟାରୁ ଆରମ୍ଭ ହେବ ଗଣତି। ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣନା ପରେ ସାଢ଼େ ୮ଟାରୁ ଆରମ୍ଭ ହେବ ଇଭିଏମ୍ ଭୋଟ୍‌ କାଉଣ୍ଟିଂ। ସବୁ ବୁଥ୍‌ର ଗଣତି ସରିଲେ ୫ଟି ବୁଥ୍‌ର ଭିଭିପାଟ୍ ଗଣତି କରାଯିବ।

author-image
Sarbeswar

Odisha Politics
Advertisment
Advertisment