ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକଘର ସହ ଜିଲ୍ଲାର କୌଣସି ପୋଷ୍ଟ ଅଫିସର ୧୦ ଟଙ୍କିଆ ଆାଇ.ପି.ଓ. ମିଳୁନି। ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା।
ଟ୍ୱିନସିଟିରେ ବି ସମାନ ଅବସ୍ଥା । ଗତ ୪ ଦିନ ହେଲା ଦୁଇ ମହାନଗରର ତାପମାତ୍ରା ଚଳିତ ବର୍ଷର ସର୍ବନିମ୍ନ ରେକର୍ଡ ହୋଇଛି । ୨୪ ଘଣ୍ଟାରେ ଭୁବନେଶ୍ୱରର ସର୍ବନିମ୍ନ ରାତି ତାପମାତ୍ରା ୧୨.୪ ଡିଗ୍ରୀ ଓ କଟକରେ ୧୨.୮ ଡିଗ୍ରୀ ରହିଛି ।
ରିହାତିରେ କାର୍। ଡିସକାଉଣ୍ଟରେ ବ୍ରାଣ୍ଡ୍ ନ୍ୟୁ। ୧୮ ଲକ୍ଷର କାର୍ ମାତ୍ର ୯ ଲକ୍ଷରେ। ବାସ୍ ଏମିତି କିଛି ବିଜ୍ଞାପନ, ଏମିତି କିଛି ପ୍ରଚାର କରି ଏହି ଦମ୍ପତି ଠକି ନେଇଛନ୍ତି ୪୦ କୋଟି।
ଜବତ ଟଙ୍କାରୁ ୩୨୯ କୋଟି ବଲାଙ୍ଗିର ଓ ସମ୍ବଲପୁରରେ ଥିବା ପୁରୁଣା ଘର, ଗୁପ୍ତ ଚାମ୍ବରରେ ଲୁଚା ଯାଇଥିଲା ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି।
ଚଳିତ ଥର ଆଇପିଏଲ ଅକ୍ସନ ପାଇଁ ମୋଟ ୩୩୩ ଜଣ ଖେଳାଳି ସର୍ଟ ଲିଷ୍ଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୧୪ ଖେଳାଳି ଭାରତୀୟ ହୋଇଥିବାବେଳେ ୧୧୯ ଖେଳାଳି ବିଦେଶୀ।
ସବୁଠାରୁ ବଡ଼ କଥା ହେଉଛି ତନ୍ତ୍ର ସାଧନା ପାଇଁ ଏହି ନିରୀହ ଝିଅକୁ ନୃଶଂସ ଭାବେ ହତ୍ୟା କରାଯାଇଥିଲା। ତେବେ ଏହି ମାମଲାରେ ୩ ବର୍ଷ ଧରି ଶୁଣାଣି ଚାଲିବା ପରେ ଶେଷରେ କୋର୍ଟ ଦମ୍ପତି ପର୍ଶୁରାମ ଓ ସୁନୈନା ଓ ତାଙ୍କ ଦୁଇ ସହଯୋଗୀ ଅଙ୍କୁଲ ଓ...
ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ, ଡେଲୋଏଟ୍ LLP ବର୍ତ୍ତମାନ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସ୍କିଲ୍ ମୂଲ୍ୟାଙ୍କନ କରିବା ପାଇଁ AIର ବ୍ୟବହାର କରୁଛି।
ସାକ୍ଲୋନିକ ସାର୍କୁଲେସନ ପ୍ରଭାବରେ ଏହି ବର୍ଷା ହେଉଛି । ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଥିବାରୁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି ।
ଗୋଟେ ସ୍ଥାନରୁ ନୁହେଁ ୧୨ ରୁ ୧୪ ଟି ୱାର୍ଡରୁ ଝାଡ଼ାବାନ୍ତି କେସ୍ ଆସୁଛି । ସେଥିପାଇଁ ୬ ଟି ରାପିଡ୍ ରେସପନ୍ସ ଟିମ୍ ନିୟୋଜିତ ହୋଇଛନ୍ତି ।
ତେବେ କେଉଁ ପରିସ୍ଥିତିରେ ଏହି ସୁଡ଼ଙ୍ଗ ନିର୍ମାଣ କରାଯାଇଥିଲା ? ଏଭଳି ସୁଡ଼ଙ୍ଗ ନିର୍ମାଣରେ ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ ହୋଇଥିବ ବୋଲି ଇସ୍ରାଏଲ ଡିଫେନ୍ସ ଫୋର୍ସ କହିଛି ।
କାରକେଡ୍ ସହ ଦୁର୍ଘଟଣା ଘଟିଥିବା କାର ବାଇଡେନ୍ଙ୍କ ଗାଡ଼ିଠାରୁ ମାତ୍ର ୧୩୦ ମିଟର ଦୂରରେ ଥିଲା । ସୁରକ୍ଷାକର୍ମୀ ତୁରନ୍ତ ବାଇଡେନ୍ ଓ ତାଙ୍କ ପତ୍ନୀଙ୍କୁ ଉଦ୍ଧାର କରି ଘଟଣା ସ୍ଥଳରୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ ।
କାଶୀ ତାମିଲ ସଂଗମମ୍କୁ ନେଇ ମୋଦି କହିଛନ୍ତି ତାମିଲନାଡ଼ୁରୁ କାଶୀ ଆସିବା ଅର୍ଥ ମହାଦେବଙ୍କ ଗୋଟିଏ ଆସ୍ଥାନରୁ ଆଉ ଏକ ଆସ୍ଥାନକୁ ଆସିବା। ତେଣୁ ତାମିଲନାଡ଼ୁ ଓ କାଶୀ ମଧ୍ୟରେ ଏକ ସ୍ୱତନ୍ତ୍ର ସଂପର୍କ ରହିଛି।
ପାକିସ୍ତାନରେ ଦାଉଦ୍ଙ୍କୁ ବିଷ ଦିଆଯାଇଥିବା ଖବର ପ୍ରସାରିତ ହେବା ପରେ ସେଠାରେ ହଲଚଲ୍ ଆରମ୍ଭ ହୋଇଯାଇଛି। ପାକିସ୍ତାନରେ ଇଣ୍ଟରନେଟ୍ ସର୍ଭର ଡାଉନ୍ ଥିବା ଖବର ଆସିଛି।
ଆଜି କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଏବଂ ମୟୂରଭଂଜ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି।
ଓଡ଼ିଶାରୁ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ଧରାପଡ଼ିବା ଘଟଣା। ବୁଖାରୀକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆଜି ଆବେଦନ କରିବ କ୍ରାଇମବ୍ରାଞ୍ଚ STF।
ଉତ୍ତରପ୍ରଦେଶର ବାରଣାସୀରେ ରୋଡ୍ ଶୋ’ କରୁଥିବା ବେଳେ ଏକ ଆମ୍ବୁଲାନ୍ସ ପଛରୁ ଆସିଥିଲା। ଆମ୍ବୁଲାନ୍ସର ସାଇରନ ଶୁଣି ପ୍ରଧାନମନ୍ତ୍ରୀ ତାଙ୍କ ଏସକର୍ଟ ଗାଡ଼ିକୁ ଅଟକାଇବା ସହ ଆମ୍ବୁଲାନ୍ସ ପାଇଁ ବାଟ ଛାଡ଼ି ଦେଇଥିଲେ ।
ସବୁଠୁ ବଡ଼ କଥା ହେଉଛି, ବିଶ୍ୱର ବୃହତ୍ତମ ଅଫିସ୍ ବିଲ୍ଡିଂ ଭାବେ ଏବେ ଯାଏଁ ଆମେରିକାର ସେନା ମୁଖ୍ୟାଳୟ ପେଣ୍ଟାଗନ୍ ପରିଚିତ ଥିବା ବେଳେ, ୬୭ ଲକ୍ଷ ବର୍ଗ ଫୁଟ୍ ଫ୍ଲୋର ସ୍ପେଶ୍ ସହ ଏହି ୮୦ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି ସୁରତ ଡାଇମଣ୍ଡ ବୋର୍ସ।
ଆଗାମୀ ନିର୍ବାଚନରେ ୭ଟି ଯାକ ଲୋକସଭା ଆସନ ଜିତାଇବା ଓ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦିଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିବା ପାଇଁ ଆହ୍ୱାନ ଦେଇଛନ୍ତି ବୈଜୟନ୍ତ ।
ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଜବରଦସ୍ତ ବିଜୟ ପରଠୁ ଉତ୍ସାହିତ ରାଜ୍ୟ ବିଜେପି । ତେଣୁ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଣିବାକୁ ଏବେ ପୂରା ଆଟାକିଂ ମୋଡରେ ଗେରୁଆ କ୍ୟାମ୍ପ ।
ବହୁରୂପୀ ବୁଖାରୀ ୟୁଟ୍ୟୁବ ଦେଖି ଠକେଇ କଳା ଶିଖିଥିଲା। କେଉଁ ରୋଗ ପାଇଁ କେମିତି ଡାକ୍ତରୀ ଚିକିତ୍ସା କରାଯାଏ, ତାହା ବି ଶିଖୁଥିଲା। ଶେଷରେ ୟୁଟ୍ୟୁବରୁ ପ୍ରାପ୍ତ ଜ୍ଞାନକୁ ପ୍ରୟୋଗ କରି ଜଣେ ରୋଗୀଙ୍କ ଜୀବନ ନେଇଥିବା ମଧ୍ୟ କୁହାଯାଉଛି ।