/odishatv-khabar/media/post_attachments/uploadimage/library/16_9/16_9_0/IT_Raid_1703169209.jpg)
IT Raid
ମଦ ବ୍ୟବସାୟୀଙ୍କ ବିଭିନ୍ନ ଘର ଓ ଫ୍ୟାକ୍ଟ୍ରିରେ ଆଇଟି ରେଡ୍ ଘଟଣାରେ ୩୫୧ କୋଟିରୁ ଅଧିକ ଟଙ୍କା ମିଳିଛି। ପ୍ରେସ୍ ରିଲିଜ୍ ଜରିଆରେ ଆୟକର ବିଭାଗ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି । ଏହା ବାଦ୍ ୨ କୋଟି ୮୦ ଲକ୍ଷ ଟଙ୍କାର ଗହଣା ଜବତ୍ ହୋଇଥିବା ପ୍ରେସ୍ ରିଲିଜରେ ଦର୍ଶାଯାଇଛି । ଜବତ ଟଙ୍କାରୁ ୩୨୯ କୋଟି ବଲାଙ୍ଗିର ଓ ସମ୍ବଲପୁରରେ ଥିବା ପୁରୁଣା ଘର, ଗୁପ୍ତ ଚାମ୍ବରରେ ଲୁଚା ଯାଇଥିଲା ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି।
Advertisment
#ମଦ_ଟଙ୍କା_ମିଳିଲା_୩୫୧_କୋଟି
-ମଦ ବ୍ୟବସାୟୀଙ୍କ ବିଭିନ୍ନ ଘର ଓ ଫ୍ୟାକ୍ଟ୍ରିରେ ଆଇଟି ରେଡ୍ ଘଟଣା
-ମୋଟ ୩୫୧ କୋଟିରୁ ଅଧିକ ଟଙ୍କା ମିଳିଥିବା କହିଲା ଆୟକର ବିଭାଗ
-ପ୍ରେସ୍ ରିଲିଜ୍ ଜରିଆରେ ଟଙ୍କା ପରିମାଣ ନେଇ ବିଭାଗୀୟ ସୂଚନା
-‘ମୋଟ ୩୫୧ କୋଟି କ୍ୟାସ୍ ଓ ୨.୮୦ କୋଟିର ଗହଣା ମିଳିଛି’#ITRaid#Bolangir#OTVpic.twitter.com/2ZjmWnklcR— ଓଟିଭି (@otvkhabar) December 21, 2023
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)