ଦୀର୍ଘ ଦିନ ଧରି ଗୋଟିଏ ପଦବିରେ ଥିବା ଅଫିସରଙ୍କ ପୋଷ୍ଟିଂକୁ ନେଇ ତେଜିଛି ରାଜନୀତି। ବିରୋଧୀ ବିଜେପି ଓ କଂଗ୍ରେସର ଅଭିଯୋଗ, ସରକାରୀ ଦଳ ଅଫିସରଙ୍କୁ ହାତବାରିସି କରି ଭୋଟ୍ ପାଇବାକୁ ଏଭଳି ପ୍ରୟାସ କରିଛି। ଶାସକ ଦଳର ଯୁକ୍ତି ଏହା ଗତାନୁଗତିକ ପ୍ରକ୍ରିୟା ।
ଚଳିତ ବର୍ଷ ଭାରତରେ କ୍ରିକେଟ ବିଶ୍ୱକପ୍ଠୁ ଆରମ୍ଭ କରି ହକି ବିଶ୍ୱକପ୍ ପର୍ଯ୍ୟନ୍ତ ସବୁ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏହି ଦୁଇ ବଡ଼ ଟୁର୍ଣ୍ଣାମେଣ୍ଟରେ ଭାରତ ହାତରେ ଲାଗିଥିଲା କେବଳ ନିରାଶା।
ଲୋକଙ୍କ ଅଭିଯୋଗ ଶୁଣିଲେ ମନରେ ପ୍ରଶ୍ନ ଆସୁଛି, ପାଇପ ଜଳ ନାଁରେ ଏମାନଙ୍କ ବିଶ୍ୱାସରେ ବିଷ ଦେଇନାହାନ୍ତି ତ ସରକାର ? ଯେଉଁ ଜଳକୁ ବିଶୁଦ୍ଧ କୁହାଯାଉଛି, ତାହା ହିଁ ବେମାରୀ ଡାକୁନି ତ?
ଗୋଚରରେ ହେଉ କି ଅଗୋଚରରେ। ଆପଣଙ୍କ ନାଁରେ ଇସ୍ୟୁ ହୋଇଛି କି କୌଣସି କ୍ରେଡିଟ୍ କାର୍ଡ ? ସେହି କ୍ରେଡିଟ୍ କାର୍ଡରେ ହୋଇଛି କି କୌଣସି ଟ୍ରାଞ୍ଜାକ୍ସନ୍ ? ଯଦି ହଁ, ତେବେ ଆପଣଙ୍କ ଜାଣତରେ ନା ଅଜାଣତରେ ?
ମହାପ୍ରଭୁ ଜଗନ୍ନାଥଙ୍କ ବିସର୍ଜନକୁ ନେଇ ଉଠିଥିଲା ପ୍ରଶ୍ନ। ଜଗନ୍ନାଥ ଦାରୁ ଦିଅଁ ହେଇଥିବାରୁ ତାଙ୍କ ମାଟି ପ୍ରତିମା ହୋଇନଥାଏ କି ବିସର୍ଜନ କରାଯାଇନଥାଏ ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ କହିଛନ୍ତି ।
ଠକ ଦମ୍ପତ୍ତିଙ୍କୁ ଦିନିକିଆ ରିମାଣ୍ଡରେ ନେଇ ଜେରା କରୁଛି ନୟାପଲ୍ଲୀ ପୋଲିସ। ଜେରା ବେଳେ ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବି ମିଳିଛି। ଠକେଇ ଟଙ୍କାରେ ଅଭିଯୁକ୍ତ ଅକ୍ଷୟ ବହୁ ମୂଲ୍ୟବାନ ଜମି କିଣିଥିବା ଜଣାପଡ଼ିଛି।
ଗତ କିଛିଦିନ ହେଲା, ଓଡ଼ିଶା ସୀମାନ୍ତ ରାଜ୍ୟ ଗୁଡ଼ିକରେ ହିଂସା ଭିଆଇ ନିଜର ଉପସ୍ଥିତି ଜାହିର କରିଆସୁଛନ୍ତି ମାଓବାଦୀ। ଛତିଶଗଡ଼ ସୁକମା ଅଞ୍ଚଳର ଚିତ୍ର ହିଁ ବୟାନ କରୁଛି ଓଡ଼ିଶା ସୀମାନ୍ତରେ କେତେ ସକ୍ରିୟ ମାଓବାଦୀ।
ତେବେ ଏଠି ପ୍ରଶ୍ନ ବିନା ଗାଇଡ୍ ଲାଇନ କିମ୍ବା କମିଟି ବିନା ଜିଲ୍ଲା ଗଠନ ସମ୍ଭବ ନୁହେଁ ବୋଲି ଅବଗତ ନ ଥିଲେ କି ସରକାର ? ନା ସବୁ ଜାଣି କେବଳ ଭୋଟ୍ ଭେଳିକି ପାଇଁ ତରବରିଆ ଘୋଷଣା ହୋଇଥିଲା।
ଆବର୍ଜନାରେ ଭର୍ତ୍ତି ଜଳାଶୟ । ପୋଖରୀରେ କେଉଁଠି ଦଳ ଭର୍ତ୍ତି ତ କେଉଁଠି ଗଛଲତା । ଅପରିଷ୍କାର ପାଣି, ପୁତ୍ତି ଗନ୍ଧମୟ ପରିବେଶ । ସବୁଠି ଅଧପନ୍ତରିଆ କାମ, ଦରଖଣ୍ଡିଆ ସୌନ୍ଦର୍ଯ୍ୟକରଣ ।
ଆଧାର ଛଡ଼ା ଅନ୍ୟ କୌଣସି ଡକ୍ୟୁମେଣ୍ଟରେ ବାୟୋମେଟ୍ରିକ୍ ହେଉନାହିଁ। ତେଣୁ ଯେଉଁ ବ୍ୟକ୍ତିମାନଙ୍କ ଆଧାର କାର୍ଡ ନ ଥିବ ସେମାନେ ନୂତନ ସିମ୍ କାର୍ଡ କିଣିପାରିବେ ନାହିଁ ବୋଲି ଅନୁମାନ କରାଯାଉଛି ।
ଏହି ପଦବୀ ପାଇଁ ଡିସେମ୍ବର ୨୭ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ଏବଂ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ହେଉଛି ଜାନୁଆରୀ ୨୬ ।
ଜଣେ କଏଦୀଙ୍କ ବୟସ ୨୩ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କ ବୟସ ୪୦ ବର୍ଷ । ଜେଲ୍ର ଜଣେ କର୍ମଚାରୀ ସୂଚନା ପାଇବା ପରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ।
ବୈଜ୍ଞାନିକମାନେ କହିଛନ୍ତି ଯେଉଁ ପ୍ରାଣୀମାନଙ୍କୁ ଆମେ ଏହି ଟିକା ଦେଇଥିଲୁ। ସେମାନଙ୍କ ପାଖରେ କୋଲେଷ୍ଟ୍ରୋଲ ସ୍ତରରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିବାର ଦେଖିବାକୁ ମିଳିଥିଲା। ସବୁଠୁ ବଡ଼ କଥା ହେଉଛି ଏହା ହୃଦଘାତର ଆଶଙ୍କା ମଧ୍ୟ ହ୍ରାସ କରିପାରେ।
ସୂଚନା ଅନୁସାରେ ୨୦୨୨ ମସିହାରେ ୭୯୬ଟି ASO ପଦବୀ ପାଇଁ OPSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ ଆବେଦନ କରିଥିବା ୧ ଲକ୍ଷ ୪୮ ହଜାର ୮୮୮ ଆବେଦନକାରୀଙ୍କ ମଧ୍ୟରୁ ୧୧୦୪ ଜଣ କୃତକାର୍ଯ୍ୟ ହୋଇଥିଲେ ।
ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ସୂଚନା ମିଳିଥିଲା। କିନ୍ତୁ ଜାନୁଆରୀ ମାସରେ ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ଯୋଗୁ ବାଇଡେନ୍ ଭାରତ ଆସିପାରିବେ ନାହିଁ ।
ଗତକାଲି ମାଲକାନଗିରି ଜିଲ୍ଲାର ମାଥିଲି ମେଡିକାଲରେ ରୋଗୀଙ୍କୁ ଭେଟି ସମସ୍ୟା ବୁଝିଥିଲେ ରାଜ୍ୟପାଳ । ପାଙ୍ଗାମ ଗାଁରେ ଅଙ୍ଗନବାଡି ନଥିବା ଜାଣିବା ପରେ କ୍ଷୋଭ ପ୍ରକାଶ କରିଥିଲେ ।
ବିଜେପି ଅଭିଯୋଗ କରିଛି, କାମିୟା ଜାନି ଖୁଲ୍ଲମଖୁଲ୍ଲା ଗୋମାଂସ ଖାଇଥିବା ନିଜ ସୋସିଆଲ ମିଡିଆ ସାଇଡରେ ରହିଛି । ତେଣୁ ଶ୍ରୀମନ୍ଦିର ନିୟମ ଅନୁସାରେ ଗୋମାଂସ ଭକ୍ଷଣ କରିଥିବା ମହିଳାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରାଇ ଅପରାଧ କରିଛନ୍ତି ପାଣ୍ଡିଆନ ।
‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍‘ ପାଣି ଏତେ ବିଶୁଦ୍ଧ ଯେ ସିଧା ପାଇପରୁ ନିଅ କିମ୍ବା ମୁହଁ ଲଗେଇ ପିଅ । ହଇଜା ବ୍ୟାପିଥିବା ଷ୍ଟିଲସିଟି ରାଉରକେଲାର ପ୍ରାୟ ସବୁ ୱାର୍ଡ ଆଉ କଲୋନିରେ ବର୍ଷକ ତଳୁ ଆରମ୍ଭ ହୋଇଯାଇଛି, କାନକୁ ଶୁଣିବାକୁ ଓ ଆଖିକୁ ଦେଖିବାକୁ ରାଜ୍ୟ ସରକାରଙ୍କ ଏ ସୁନ୍ଦର ଯୋଜନା ।
ଉପକୂଳଠୁ ଉପାନ୍ତ, ରାଜ୍ୟର ସବୁଠି ରାଜୁତି କରୁଛି ଜାଡ଼। ସପ୍ତାହେ ହେଲା ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରେକର୍ଡ ହେଉଥିବା ବେଳେ କନ୍ଧମାଳ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀକୁ ଖସି ଆସିଛି।
ଧରାପଡ଼ିଲେ କାର୍ ସ୍ମାମର ମାଷ୍ଟରମାଇଣ୍ଡ୍ ବଣ୍ଟି ଔର୍ ବବଲି ଯୋଡ଼ି। ଶତାଧିକ ଲୋକଙ୍କୁ ଚୂନ ଲଗାଇ ୪୦ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି ଏହି ଦଂପତି ।