ଚାଷ ଜମିକୁ ଜଳଯୋଗାଣ ନାଁରେ ମରଣର ଜାଲ ବିଛାଇଛନ୍ତି କି ରାଜ୍ୟ ସରକାର ? ନଳକୂଅ ଖନନ ବ୍ୟବସ୍ଥା ସାଜିଛି କି ମୃତ୍ୟୁର କୂଅ ? ତଥ୍ୟ କହୁଛି, ବିଜୁ କୃଷକ ବିକାଶ ଯୋଜନାରେ ଏଭଳି ପ୍ରାୟ ଦେଢ଼ ଲକ୍ଷ ବୋରୱେଲ ଖୋଳାଯାଇଥିବା ବେଳେ ପ୍ରାୟ ୪୫ ହଜାର...
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆହତ ପରେ ଚୂଡାନ୍ତ ଏକାଦଶରେ ସାମିଲ ହୋଇଥିବା ଶାମି ପୁରା ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ୬ଟି ମ୍ୟାଚରେ ତିନି ତିନି ଥର ୫ ୱିକେଟ୍ ସଫଳତା ପାଇଛନ୍ତି । ଆଉ ୨୩ଟି ୱିକେଟ ସହ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ୱିକେଟ ହାସଲକାରୀ ହୋଇଛନ୍ତି...
ଆଜି ଧାରଣରତ କର୍ପୋରେଟରଙ୍କୁ ଭେଟି ଆଲୋଚନା କରିଛନ୍ତି ବିଧାୟକ ମହମ୍ମଦ ମୋକିମ। ଏ ବିବାଦର ଶୀଘ୍ର ସମାଧାନ ନ ହେଲେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଆଜି ସିଏମସି ଅଫିସକୁ ଯାଇ କର୍ପୋରେଟରଙ୍କୁ ଭେଟିଛନ୍ତି ।
ଟଙ୍କା ଫେରାଇବାକୁ କହିବାରୁ ମାତ୍ର ୪ଲକ୍ଷ ଟଙ୍କା ଦେଇଥିବା ବେଳେ, ବଳକା ଟଙ୍କା ଦେଇ ନ ଥିଲା । ଏପରକି ଅଭିଯୋଗକାରୀ ଡାକ୍ତରଙ୍କ ଅନ୍ୟ ସାଙ୍ଗମାନଙ୍କ ଠାରୁ ମଧ୍ୟ ସେ ଠକେଇ କରିଥିବା ଅଭିଯୋଗ ହୋଇଛି ।
ବିଜେପିର ପ୍ରତିବାଦକୁ ସମାଲୋଚନା କରିଛନ୍ତି, ବିଏମସି ମେୟର । ସେ କହିଛନ୍ତି, ବିଜେପି ପାଖରେ କୌଣସି ପ୍ରସଙ୍ଗ ନାହିଁ, ଏଣୁ ତାଙ୍କ ନେତୃମଣ୍ଡଳୀ ଲୋକଙ୍କ ନିକଟତର ହେବାକୁ ଏସବୁ ବାହାନା କରୁଛନ୍ତି ।
ଗୋକୁଳଙ୍କ ଅନ୍ତିମ ସଂସ୍କାର ପରେ ସ୍ତ୍ରୀ ଅନନ୍ଦିତା ସୁବୁଦ୍ଧି ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ସ୍ୱାମୀ ମୃତ୍ୟୁରେ ମ୍ରିୟମାଣ ହୋଇ ଅନନ୍ଦିତା ଏଭଳି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି । ଏହାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଚୋରି ବେଳର ଚିତ୍ର ସିସିଟିଭିରେ କଏଦ ହୋଇଛି । ଏକାଧିକ ଦୁର୍ବୃତ୍ତ ଏହି ଲୁଟ୍ରେ ସାମିଲ ଥିବା ସିସିଟିଭିରେ କଏଦ ହୋଇଛି । ଏନେଇ ଭରତପୁର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ ଜାରି ରଖିଛି।
ଟିକେଟ୍ ବ୍ଲାକ୍ ହେଉଥିବା ଜାଣି ମୁମ୍ବାଇ ପୋଲିସ ଚଢ଼ାଉ କରି ବ୍ଲାକ୍ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୨ଟି ଟିକେଟ ଜବତ କରିଛି । ଏହି ସୂଚନା ଦେଇଛନ୍ତି ମୁମ୍ବାଇ ଜୋନ୍-୧ର ଡିସିପି ପ୍ରବୀଣ ମୁଣ୍ଡେ ।
ଖୁବଶୀଘ୍ର AIIMS ଟ୍ରାଭେଲ ହେଲ୍ଥ କ୍ଲିନିକ୍ ଅନଲାଇନ ଜରିଆରେ ମଧ୍ୟ ସ୍ୱାସ୍ଥ୍ୟ ପରାମର୍ଶ ପ୍ରଦାନ କରିବ। ଏମିତିକି ଆଗକୁ ଏନେଇ ଟ୍ରାଭେଲ୍ ହେଲ୍ଥ ଆପ୍ ମଧ୍ୟ ପ୍ରଚଳନ କରିବ AIIMS ଭୁବନେଶ୍ୱର।
ଉତ୍ତରକାଶୀର ଯମୁନେତ୍ରୀ ଜାତୀୟ ରାଜପଥର ଇଏ ହେଉଛି ସେଇ ନିର୍ମାଣାଧୀନ ଟନେଲ୍ ଯେଉଁଠି ଘଟିଛି ବଡ଼ ଅଘଟଣ। ହଠାତ୍ ମାଟି ଧସିବାରୁ ପାଖାପାଖି ୩୬ ଘଣ୍ଟା ଧରି ଫସିଛନ୍ତି ୪୦ ଶ୍ରମିକ।
ବିଜେଡିରେ ଥିବା ନେତା ଓ ମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଥିଲେ ବି କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ ଉଠାଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ଏସବୁ ଅଭିଯୋଗର ଜବାବ ରଖିଛି ବିଜେଡି।
ରାଜଧାନୀର ଯୁବ ଲେଖିକା ବନସ୍ମିତା ପତିଙ୍କ ସହ ଆର୍ଥିକ କାରବାରକୁ ନେଇ ଉପୁଜିଥିବା ବିବାଦରେ ଗିରଫ ହୋଇଛନ୍ତି ମୌସୁମୀ। IPC ଧାରା ୩୮୫-ଦାଦାବଟି ଆଦାୟ କରିବା, ୨୯୪-ଗାଳିଗୁଲଜ କରିବା, ୫୦୬-ଅପରାଧିକ ଧମକ ଏବଂ ୫୦୭- ଧମକ ଚମକ ଭଳି ସଂଗୀନ ଦଫା ଲଗାଇ ମୌସୁମୀଙ୍କୁ ଗିରଫ ପରେ...
ଦୀପାବଳି ରାତି ଗୋଟାଏରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ PM10 ମାତ୍ରା ୯୯୯ ଛୁଇଁଥିବା ବେଳେ ପଟିଆରେ ୬୭୬ ଓ କଟକରେ ୮୮୨ ରହିଥିଲା। ଏମିତିକି ଆଜି ବି ରାଜ୍ୟର ଅନେକ ସହରରେ ବାୟୁ ପ୍ରଦୂଷଣ ମାତ୍ରା ଅତି ଖରାପ ବା ଖରାପ ସ୍ତରରେ ରହିଛି।
ସିନେମା ଚାଲିଥିବା ବେଳେ ହଲ୍ ଭିତରେ ଭାଇଜାନ୍ ଫ୍ୟାନଙ୍କ ବାଚାଳାମୀ। ମହାରାଷ୍ଟ୍ର ମାଲେଗାଁଓରେ ଟାଇଗର ଥ୍ରୀ ଫିଲ୍ମର ନାଇଟ୍ ସୋ ହଠାତ୍ ନନଷ୍ଟପ୍ ବାଣ ଫୁଟାଇଥିଲେ ଫ୍ୟାନ୍। ଅବଶ୍ୟ ଏଭଳି ନକରିବାକୁ ସଲମାନ୍ ନିଜେ ଅପିଲ୍ କରିଛନ୍ତି।
ବିଜେପି କର୍ପୋରେଟର ସିଏମସିରେ ହୋଇଥିବା ଜମି ଜାଲିଆତି ପ୍ରସଙ୍ଗ ଉଠାଇ ମେୟରଙ୍କୁ ଜବାବ ମାଗିଥିଲେ। ସେହିପରି ବାଲିଯାତ୍ରାରେ ପ୍ରତିବର୍ଷ ଅସ୍ଥାୟୀ ଶୌଚାଳୟ ସ୍ଥାପନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପୁଣି ଚଳିତବର୍ଷ ୨୪ ଲକ୍ଷ ଟଙ୍କା ଖର୍ଚ୍ଚକରି ହେଉଥିବା ଶୌଚାଳୟ ସ୍ଥାପନକୁ ବିରୋଧ କରି ପ୍ରବଳ...
ରାଜଧାନୀରେ ଅଭାବନୀୟ ଘଟଣା। ପୟାଶ୍ରାଦ୍ଧ ପାଇଁ ଗଂଜାମରୁ ଲିଙ୍ଗରାଜ ମନ୍ଦିର ଆସିଥିବା ବେଳେ ଗତକାଲି ସନ୍ଧ୍ୟାରେ ଦମ୍ପତ୍ତିଙ୍କୁ ଧକ୍କା ଦେଇଥିଲା କାର୍। ଏଥିରେ ପତ୍ନୀ ପ୍ରାଣ ହରାଇଛନ୍ତି ଏବଂ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି।
ସିନେମା ଚାଲିଥିବା ବେଳେ ହଲ୍ ଭିତରେ ଭାଇଜାନ୍ ଫ୍ୟାନଙ୍କ ବାଚାଳାମୀ। ମହାରାଷ୍ଟ୍ର ମାଲେଗାଁଓରେ ଟାଇଗର ଥ୍ରୀ ଫିଲ୍ମର ନାଇଟ୍ ସୋ ହଠାତ୍ ନନଷ୍ଟପ୍ ବାଣ ଫୁଟାଇଥିଲେ ଫ୍ୟାନ୍। ଅବଶ୍ୟ ଏଭଳି ନକରିବାକୁ ସଲମାନ୍ ନିଜେ ଅପିଲ୍ କରିଛନ୍ତି।
ଟନେଲ୍ ଭିତରେ ଫସିଥିବା ୪୦ ଜଣଙ୍କ ଭିତରେ ଅଛନ୍ତି ୫ ଓଡ଼ିଆ। ସେମାନେ ହେଲେ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷିର ଧିରେନ୍ ନାୟକ ଓ ବିଶ୍ୱେଶ୍ୱର ନାୟକ, ବହଳଦାର ରାଜୁ ନାୟକ, ନବରଙ୍ଗପୁରର ଭଗବାନ ଭତ୍ରା ଓ ଶଙ୍କର୍ଷଣପୁରର ତପନ ମଣ୍ଡଳ।
ଏହାସତ୍ତ୍ୱେ ରାଜ୍ୟ ସରକାର ଶ୍ରୀମନ୍ଦିର ଚାରିଦ୍ୱାର ଏବଂ ରତ୍ନଭଣ୍ଡାର ଖୋଲିବା ନେଇ ଯଦି କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ। ସେପଟେ ବିଜେଡି ଏହାର ଜବାବ ରଖିଛି।
ଅକ୍ଟୋବର ୧୬ ଇନଫୋସିଟି ଥାନା ନିକଟ ରାଜବାଟିକା ଆପାର୍ଟମେଣ୍ଟରେ ବଡ଼ ଧରଣର ଚୋରି। ଆପାର୍ଟମେଣ୍ଟର ୪ଟି ଫ୍ଲାଟରୁ ପାଖାପାଖି କୋଟିଏରୁ ଅଧିକ ଟଙ୍କାର ସୁନା ଗହଣା ଓ ଟଙ୍କା ନେଇ ଚଂପଟ୍ ମାରିଲେ ଚୋର।