• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

IT Raid
ସରୁନି ମଦ ଟଙ୍କା ଗଣତି, ଆହୁରି ବାକି ଅଛି ୭୦ଟି ବ୍ୟାଗର ଟଙ୍କା

ମଦ ଟଙ୍କା ଗଣି ଗଣି କେବଳ କର୍ମଚାରୀ ନୁହନ୍ତି, ଟଙ୍କା ଗଣତି ମେସିନ ବି ହାଲିଆ। ଗତକାଲି ସୁଦ୍ଧା ୧୦୬ ବ୍ୟାଗର ପ୍ରାୟ ୧୪୦ କୋଟି ଟଙ୍କା ଗଣତି ସରିଛି । ବାକି ଅଛି ଆହୁରି ୭୦ଟି ବ୍ୟାଗ୍ ।

Chhattisgarh CM Name Announce Today
ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ କିଏ ? ରାୟପୁରରେ ଆଜି ବସୁଛି ବିଜେପି ବିଧାୟକ ଦଳ ବୈଠକ

ଛତିଶଗଡ଼ ରାଜ୍ୟ ବିଜେପି ମୁଖ୍ୟ ଅରୁଣ ରାଓଙ୍କ ସମେତ ନବ ନିର୍ବାଚିତ ବିଜେପି ବିଧାୟକଙ୍କ ସହିତ ପର୍ଯ୍ୟବେକ୍ଷକଙ୍କ ବୈଠକ ଚାଲିଛି। ପର୍ଯ୍ୟବେକ୍ଷକ ଟିମ୍ ସମସ୍ତଙ୍କ ମତାମତ ନେବେ। ତା ପରେ ସବୁ ଦିଗରୁ ବିଚାର କରି ନିଷ୍ପତ୍ତି ବିଧାୟକ ଦଳ ନେତା ବଛାଯିବ।

Police return loot bike
ଚୋରି ଜିନିଷ ଫେରାଇଲା କମିଶନରେଟ ପୋଲିସ, ଜିନିଷ ଫେରି ପାଇ ଲୋକେ ଖୁସ୍

ଚୋରି ଜିନିଷ ଲୋକଙ୍କୁ ଫେରାଉଛି ପୋଲିସ। ଆଉ ନିଜ ଜିନିଷ ଫେରି ପାରିବା ପରେ ଖୁସି କହିଲେ ନ ସରେ। କାହାର ୬ ମାସ ପୂର୍ବରୁ ଘରୁ ମୋବାଇଲ ଚୋରି ହୋଇଯାଇଥିଲା ତ ଆଉ କିଏ ଦଶହରା ବୁଲିବାକୁ ଯାଇ ଲୁଟର ଶିକାର ହୋଇଥିଲା।

Tomato found in space
୮ ମାସ ପରେ ମିଳିଲା ମହାକାଶରେ ହଜିଥିବା ଟମାଟୋ

ଏହି ଲାଇଭଷ୍ଟ୍ରିମ୍‌ ISSର ୨୫ ତମ ବାର୍ଷିକୀ ଅବସରରେ ଅନୁଷ୍ଠିତ ହୋଇଥିଲା। ତେବେ ୮ ମାସ ପରେ ମିଳିଥିବା ଏହି ଟମାଟୋ କେଉଁଠାରେ ଏବଂ କେଉଁ ଅବସ୍ଥାରେ ମିଳିଲା ସେ ନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ।

Rats nibble eyes
ଶବଗୃହରୁ ମୂଷା ନେଇ ଯାଉଛି ମୃତଦେହର ଆଖି

ମୃତ ଦେହର ଆଖିକୁ ମୂଷାମାନେ ଖାଇ ଯାଇଥିଲେ। ଶବ ବ୍ୟବଚ୍ଛେଦ ଗୃହର ଝରକାରେ କୌଣସି ଜାଲି ନଥିଲା। ଯେଉଁଥିପାଇଁ ମୂଷାମାନେ ଭିତରକୁ ସହଜରେ ପ୍ରବେଶ କରିଥିଲେ।

Manmohan Samal
‘ଓଡ଼ିଶାରେ ଏତେ ଟଙ୍କା ଧରାପଡ଼ିବା ଲଜ୍ଜାକର, ନବୀନ ଏବେ ନିରବଦ୍ରଷ୍ଟା କାହିଁକି ?’

ଓଡ଼ିଶାରେ ଗଦା ଗଦା ଟଙ୍କା ଠାବକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ମାତ୍ର ନବୀନ ବାବୁ ଚୁପ୍‌ କାହିଁକି। କଳା ଟଙ୍କା ନେଇ କେନ୍ଦ୍ର ସରକାର ଜାଣି ପାରୁଛନ୍ତି କିନ୍ତୁ ରାଜ୍ୟ ସରକାର କେମିତି ଜାଣି ନାହାନ୍ତି।

Tejas MK 1A
ବାୟୁସେନାକୁ ମିଳିବାକୁ ଯାଉଛି ତେଜସ୍‌ର ନୂଆ ଅବତାର, ଜାଣନ୍ତୁ ପ୍ରଥମଠୁ ହେବ କେତେ ଶକ୍ତିଶାଳୀ

HALକୁ ୧୮୦ ଟି ବିମାନ ଅର୍ଡର ମିଳିଛି। ୨୦୨୧ ଫେବ୍ରୁଆରୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ ୮୩ଟି ତେଜସ ମାର୍କ 1A ଅର୍ଡର ଦେଇଥିଲା। ଏହାର ଦୁଇ ବର୍ଷ ପରେ ୩୦ ନଭେମ୍ବର ୨୦୨୩ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅତିରିକ୍ତ ୯୭ଟି ତେଜସ୍ ମାର୍କ 1A ଅର୍ଡର ଦିଆଯାଇଥିଲା।

Ram Mandira
ଏଇଠି ବସିବେ ରାମଲାଲା, ସାମ୍ନାକୁ ଆସିଲା ରାମ ମନ୍ଦିର ଗର୍ଭଗୃହର ପ୍ରଥମ ଫଟୋ

ଆଜି ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି ରାମମନ୍ଦିର ଗର୍ଭଗୃହ ଫଟୋ । ସୋସିଆଲ ମିଡିଆ ‘ଏକ୍ସ’ରେ ଗର୍ଭଗୃହର ୨ଟି ଫଟୋ ଜାରି କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପତ ରାୟ।

Sanjay Bangar
୭ ବର୍ଷ ପରେ ପଞ୍ଜାବ କିଙ୍ଗ୍ସକୁ ଫେରିଲେ ସଞ୍ଜୟ ବାଙ୍ଗର

୨୦୧୫ ଓ ୨୦୧୬ରେ ପଞ୍ଜାବ ଦଳର ମୁଖ୍ୟ କୋଚ୍ ରହିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ଯୋଗ ଦେଇଥିଲେ। ସେ ବ୍ୟାଟିଂ ପ୍ରଶିକ୍ଷକ ଭାବେ ଆରସିବି ସହ ଯୋଡ଼ି ହୋଇଥିଲେ। ଏହା ପରେ ଦୁଇ ବର୍ଷ ପାଇଁ ସେ ଆରସିବିର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ତୁଲାଇଥିଲେ।

JE Bitten by Dogs
ବିଲ୍‌ ମାଗିବା ପଡ଼ିଲା ମହଙ୍ଗା, କୁକୁର ଲଗାଇ ଆକ୍ରମଣ କଲା ମାଲିକ

ଯେତେବେଳେ ବିଦ୍ୟୁତ୍ ବିଭାଗ ଟିମ୍‌ ଉପଭୋକ୍ତାଙ୍କୁ ବକେୟା ବିଲ୍ ଜମା କରିବାକୁ ଅନୁରୋଧ କରିଥିଲେ ସେ ସମୟରେ ବିଲ୍‌ ଜମା କରିବାକୁ ସିଧା ସିଧା ମନା କରିଦେଇଥିଲେ ଉପଭୋକ୍ତାଙ୍କ ପୁଅ । ଏପରିକି ବିଦ୍ୟୁତ୍ ବିଭାଗ ଟିମ୍‌କୁ ଆକ୍ରମଣ ପାଇଁ ତାଙ୍କ ଘରେ ଥିବା ପୋଶା କୁକୁରକୁ ଲଗାଇ...

UP Cop Accidentally Shoots
ବନ୍ଧୁକ ଲୋଡ୍ କରୁଥିଲେ, ଫୁଟିଲା ଗୁଳି, ଗୁରୁତର ଆହତ ହେଲେ ମହିଳା

ଇଶରାତଙ୍କ ଦେହରେ ଗୁଳି ବାଜିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଛି। ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ତେବେ ଏହି ଘଟଣା ପରଠାରୁ ଉକ୍ତ ପୋଲିସ୍ ଅଫିସର ଫେରାର୍ ଅଛନ୍ତି।

Letter to CM
ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ୱର ଏୟାରପୋର୍ଟରୁ ପୁରୀ ଓ କଟକ ଏବଂ କେନ୍ଦୁଝର ଓ ବ୍ରହ୍ମପୁର ରୁଟ୍‌ରେ ବସ ଚଳାଚଳ ଯୋଜନାର ପ୍ରତିବାଦ କରିଛି ସଂଘ । ସଂଘ ଅଭିଯୋଗ କରିଛି, ବିଭିନ୍ନ ରୁଟର ମୋ ବସ୍ ଓ ଲକ୍ଷ୍ମୀ ବସ୍‌ ଚଳାଚଳ ଯୋଗୁ ଘରୋଇ ବସ୍ ମାଲିକଙ୍କୁ କ୍ଷତି ପହଞ୍ଚାଇବ ।

Murder in ganjam
ସଂଘବଦ୍ଧ ଆକ୍ରମଣରେ ଆହତ ଯବାନଙ୍କ ମୃତ୍ୟୁ, ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା

ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଡିଲେଶ୍ୱରଙ୍କ ମୃତ୍ୟୁ ହୋଇଛି। ପୋଲିସ ଦୁଇଟି ଟିମ୍ ଗଠନ କରି ତଦନ୍ତ କରୁଛି। ଘଟଣାରେ ୪ ଅଭିଯୁକ୍ତ ସଂପୃକ୍ତ ଥିବା ଜଣାପଡ଼ିଥିବା ବେଳେ ଜଣକୁ ଅଟକ ରଖିଛି ପୋଲିସ ।

AC tunnel project
ଜଗାଦାଣ୍ତରେ ଆରମ୍ଭ ହେଲା ଟନେଲ୍‌, ପ୍ରଥମରୁ କେଁ

ମରିଚିକୋଟ ଛକର ଏଇ ଧର୍ମଜ୍ୟୋତି ଲଜିଂଠୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଯାଏ ଲମ୍ବିବ ଟନେଲ ସଦୃଶ ଶୀତତାପ ନିୟନ୍ତ୍ରିତ ବ୍ୟାରିକେଡ୍ । ୧୨ ମିଟର ଚୌଡ଼ା, ୮୪ ମିଟର ଲମ୍ବ ।

Tribal Vote
ଆଦିବାସୀଙ୍କୁ ନେଇ ଡବଲ୍ ଷ୍ଟାଣ୍ତାଡ୍‌ ପଲିଟିକ୍ସ କରୁଛି BJD !

ରାଜ୍ୟରେ ଆଦିବାସୀ ବିରୋଧ ନୀତି ! ଦିଲ୍ଲୀରେ କିନ୍ତୁ ଆଦିବାସୀକୁ ଦରଦ । ବିଜେଡିର ଏଭଳି ଡବଲ୍ ଷ୍ଟାଣ୍ଡକୁ ନେଇ ଉଠିଲା ପ୍ରଶ୍ନ । ଛତିଶଗଡ଼ ଓ ମଧ୍ୟପ୍ରଦେଶ ନିର୍ବାଚନ ଫଳାଫଳକୁ ନେଇ ଭୟଭୀତ କି ବିଜେଡି ?

IT Raid
ସକାଳୁ ରାତି ହେଲାଣି ଟଙ୍କା ଗଣା ସରୁନି

ବିଡା ବିଡା ନୋଟ୍ ଥାକ ମାରି ଥୁଆ ହୋଇଛି । ଶହେ, ଦୁଇ ଶହ, ପାଂଚ ଶହ ଟଙ୍କିଆ ନୋଟରେ ଭର୍ତ୍ତି ଆଲମାରି । ଆଲମାରୀ ତ ନୁହେଁ, ଟଙ୍କାର ଭଣ୍ଡାର । ଆଉ ଏହି ଭଣ୍ଡାର ମିଳିଛି ଦେଶୀ ମଦ ଭାଟିରୁ । ବଲାଙ୍ଗୀର ସୁଦପଡା ମଦ ଭାଟିରେ ରେଡ୍ ବେଳେ ଆୟକର...

Farmers affected after heavy rain
ଅଦିନିଆ ବର୍ଷା ଭାଙ୍ଗିଦେଲା ଚାଷୀର ଅଣ୍ଟା

କେଉଁଠି ବର୍ଷା ପବନରେ ଧାନ ଗଛ ଏମିତି ପଡ଼ି ଯାଇଛି, କେମିତି ଧାନ କାଟିବ ଚାଷୀ, ମୁଣ୍ଡକୁ ବୁଦ୍ଧି ଆସୁନି । ବାଧ୍ୟ ହୋଇ ଆଖୁ ଭେଳା ପରି ଧାନ ଭେଳା କରୁଛି ଚାଷୀ। ରାଜ୍ୟର କୌଣସି ଅଞ୍ଚଳ ବାଦ୍ ପଡ଼ିନି।

motor vehicle tax
ବକେୟା ମୋଟରଯାନ ଟିକସ ଛାଡ଼ କରିବେ ସରକାର

ବିଶେଷଜ୍ଞଙ୍କ ମତ ଦୀର୍ଘ ଦିନରୁ ପଡ଼ିରହିଥିବା ଏହି ଟିକସ ଓ ଜରିମାନାର ଆନୁମାନିକ ମୂଲ୍ୟ ୫ ଶହ କୋଟିରୁ ଅଧିକ ହେବ। ଏଭଳି ନିଷ୍ପତ୍ତି ଦ୍ୱାରା ରାଜ୍ୟ ପ୍ରାୟ ୫୦୦ କୋଟିର କ୍ଷତି ସହିବ। ପ୍ରଶ୍ନ ଉଠୁଛି କାହିଁକି ହୋଇପାରୁନାହିଁ ଟିକସ ଆଦାୟ ? ପରିବହନ ଅଧିକାରୀ ଟିକସ...

motor vehicle tax
ବକେୟା ମୋଟରଯାନ ଟିକସ ଛାଡ଼ କରିବେ ସରକାର, ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତିକୁ ନେଇ ଉଠିଲା ପ୍ରଶ୍ନ

ବକେୟା ମୋଟର ଯାନ ଟିକସ ଛାଡ଼ କରିବେ ରାଜ୍ୟ ସରକାର। ଗାଡି ସ୍କ୍ରାପ କଲେ ଟିକସ ପୁରା ଛାଡ଼। ଗାଡି ଚଲାଇଲେ ଟିକସ ରିହାତି ମିଳିବା ସହିତ ଜରିମାନା ଛାଡ଼ ହେବ।

Farmers affected after heavy rain
ଅଦିନିଆ ବର୍ଷା ଭାଙ୍ଗିଦେଲା ଚାଷୀର ଅଣ୍ଟା, ପାଣିରେ ଭାସୁଛି ଅମଳ ଫସଲ

ବାତ୍ୟା ମିଗଜୋମ୍ ତ ଚାଲି ଯାଇଛି, ପାଗ ପୁରାପୁରି ସଫା ହୋଇ ନଥିଲେ ମଧ୍ୟ ବର୍ଷା ପରିମାଣ କମିଯାଇଛି। ଏଇଠୁ ଆରମ୍ଭ ହୋଇଛି ଚାଷୀଙ୍କ ଦୁର୍ଦ୍ଦଶା। କି ଧାନ, କି ପରିବା, ସବୁ କିଛି ବରବାଦ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।