ରତ୍ନଭଣ୍ଡାର ସ୍ଥିତି ପରଖିବା ପାଇଁ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ୨୮ ତାରିଖରେ ଲେଜର ସ୍କାନିଂ କରାଯିବ । ଟେକ୍ନିକାଲ କମିଟି ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ।
ଏ ଛାତିଥରା ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଅନ୍ୟମାନଙ୍କର ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ପୂରା ଘଟଣା ସିସିଟିଭିରେ କଏଦ୍ ହୋଇଛି।
ମହିଳା ସାମ୍ବାଦିକାଙ୍କୁ ଅଶାଳୀନ ବ୍ୟବହାର ଦେଖାଇଥିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକ ଗିରଫ ହୋଇଛନ୍ତି । ପ୍ରଯୋଜକ ଟୁଟୁ ନାୟକଙ୍କୁ ପୋଲିସ ଗିରଫ କରିଥିବା ଜୋନ୍ -୧ ଏସିପି ମାନସ ଗଡ଼ନାୟକ ସୂଚନା ଦେଇଛନ୍ତି।
ସାପ ବିଷରେ ନିଶା। ଏ ପ୍ରଶ୍ନ ଆଉ ପ୍ରସଙ୍ଗ ଉଭୟ ଚକିତ କଲା ଭଳିଆ। ଆପଣ ଭାବୁଥାଇ ପାରନ୍ତି ଯେ, ଯଦି ସାପ କାମୁଡିଲେ ମଣିଷ ମରିଯାଉଛି ତ ରେଭ୍ ପାର୍ଟିରେ ସାପର ବିଷ କ’ଣ କରୁଛି ?
ଓଡ଼ିଶା ଷ୍ଟେଟ୍ ବାର୍ କାଉନସିଲ ସଦସ୍ୟ ପ୍ରତିନିଧି ନିର୍ବାଚନ ସ୍ଥଗିତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଷ୍ଟେଟ୍ ବାର୍ କାଉନସିଲ୍ ନିର୍ବାଚିତ ସଦସ୍ୟ। ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ନିଷ୍ପତ୍ତିକୁ ନିନ୍ଦା କରୁଛୁ।
ଆସନ୍ତା ଜାନୁଆରୀରୁ ଶ୍ରୀକ୍ଷେତ୍ରରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରକୁ ପ୍ରବେଶ ପାଇଁ ଏକ ସ୍ବତନ୍ତ୍ର ଡ୍ରେସ୍ କୋଡ୍ ପ୍ରଚଳନ ପାଇଁ ନିୟମ ଜାରି କରାଯାଇଛି। ତେବେ ପୁରୀ ପରେ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର ପାଇଁ ଏହି ନିୟମ ଲଗାଇବାକୁ ଏବେ ଦାବି ଆରମ୍ଭ ହୋଇଛି ।
ଆଜି ଅନୁଷ୍ଠିତ ହୋଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଏହି ବୈଠକରେ ରତ୍ନ ଭଣ୍ଡାରର ଲେଜର ସ୍କାନିଂକୁ ଅନୁମତି ଦିଆଯାଇଛି। ଲେଜର ସ୍କାନିଂ କରିବାକୁ ASIକୁ ଅନୁମତି ଦିଆଯାଇଛି ।
ଲୋନ୍ ଲୋଭ ଦେଖାଇ ଲଗାଇଲେ ଚୂନ। ପ୍ରଥମେ ପ୍ରତିଶ୍ରୁତି ଦେଲେ ପରେ ପ୍ରତାରଣା କଲେ। ଆଧାର କାର୍ଡ ଓ ପାନ୍ କାର୍ଡ ନେଇ ଲୁଟିନେଲେ ୩୦ ହଜାର ଟଙ୍କା। ଲୋନ୍ କରାଇଦେବା ପାଇଁ ଆପଣଙ୍କୁ କିଏ ଆଧାର କାର୍ଡ ଓ ପାନ୍ କାର୍ଡ ମାଗୁଛନ୍ତି କି? ଏହି ଡିଟେଲ୍ସ...
ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ଦୃଷ୍ଟିରୁ ନଭେମ୍ବର ୧ରୁ ମେ ୩୧ ଯାଏ ମାଛଧରା ଉପରେ କଟକଣା ଲାଗିଛି । ଧାମରା, ଦେବୀ ଏବଂ ରୁଷିକୁଲ୍ୟା ନଦୀ ମୁହାଣ ଅଂଚଳ ସମେତ ସମୁଦ୍ର କୂଳରୁ ଭିତରକୁ ୨୦ କିଲୋମିଟର ଯାଏ ମାଛଧରିବାରେ କଟକଣା ଲଗାଇଛନ୍ତି ସରକାର।
ଭୁବନେଶ୍ୱର RBI ଆଗରେ ଦୁଇ ଦିନ ତଳେ ଇଓଡବ୍ଲୁ ଟିମ୍ ପହଞ୍ଚି ତନାଘନା କରିଥିଲା । ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ବହୁ ସଂଖ୍ୟାରେ ଲୋକେ ଲାଇନରେ ରହୁଥିବାରୁ ଏହାକୁ ନେଇ ସନ୍ଦେହ ଦେଖାଦେଇଥିଲା ।
ମହିଳା ସାମ୍ବାଦିକ ଅଭିଯୋଗ କରିଛନ୍ତି ଯେ, ଏକ ଖବର ସଂଗ୍ରହ ପାଇଁ ସେ ଯାଇଥିବା ବେଳେ ଟୁଟୁ ନାୟକ ହଠାତ୍ ତାଙ୍କୁ ମାଡ଼ ମାରିଥିଲେ। କେବଳ ଏତିକି ନୁହେଁ ସାମ୍ବାଦିକାଙ୍କୁ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହୋଇଛି ।
ଓଡ଼ିଶା ବନ ବିଭାଗ ପୂରା ଫେଲ୍ , କିଛି କରୁନି । ନା ହାତୀ ପାଇଁ ନା ସାପ ପାଇଁ, ବନ ବିଭାଗ କିଛି କରୁନି ବୋଲି ସେ ଅଭିଯୋଗ ଆଣିଛନ୍ତି । ତେବେ ମେନକାଙ୍କ ଅଭିଯୋଗ ଉପରେ ବନ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ ।
କଥାରେ ଅଛି ସ୍ୱଚ୍ଛ ଏବଂ ସୁନ୍ଦର ପରିବେଶ ଜଣେ ବ୍ୟକ୍ତିର ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ସହାୟକ ହୋଇଥାଏ । ସୁନ୍ଦର ପରିବେଶ ଭିତରେ ରହିଲେ ମଣିଷ ମନରେ ସକରାତ୍ମକ ଭାବନା ଆସିଥାଏ।
ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ ଯବାନଙ୍କ ଚିକିତ୍ସା ଭୁବନେଶ୍ୱର ଓ ଯୁବତୀଙ୍କ ଚିକିତ୍ସା କଟକରେ ଚାଲିଥିଲା। ଦାମୀ ରେଂଜରୋଭର ଗାଡ଼ିକୁ ନେଇ ମଧ୍ୟ ପ୍ରଶ୍ନବାଚୀ ଉଠିଥିଲା।
ମେନକା ଗାନ୍ଧୀଙ୍କ ସହ ଜଡିତ ଏକ ସଂଗଠନ PFA (ପିପୁଲ୍ ଫର୍ ଆନିମଲ୍) ସୂଚନା ପାଇଥିଲା ଯେ ଏଲ୍ଭିସ୍ ଯାଦବ NCRରେ ଥିବା ଫାର୍ମ ହାଉସର ରେଭ୍ ପାର୍ଟିରେ ଜୀବନ୍ତ ସାପଙ୍କ ସହ ଭିଡିଓ ସୁଟିଂ କରୁଛନ୍ତି । ଏହା ପରେ ସେ ପୋଲିସକୁ ସୂଚନା ଦେଇଥିଲେ ଏବଂ...
ମୃତ ଛାତ୍ର ଜଣଙ୍କ ଗଜପତି ଜିଲ୍ଲାର ଦଶମ ଶ୍ରେଣୀର ଛାତ୍ର। ଷଷ୍ଠ ଶ୍ରେଣୀରୁ ଗଜପତିରୁ ଆସି ହଷ୍ଟେଲରେ ରହି ପାଠ ପଢୁଥିଲେ। ତେବେ ଗତକାଲି ରାତିରେ ସେହି ଛାତ୍ର ଜଣଙ୍କ ମୋବାଇଲକୁ ପ୍ରିନ୍ସିପାଲ ନେଇଯାଇଥିଲେ। ଯାହାପରେ ଛାତ୍ର ଜଣଙ୍କ ସ୍କୁଲ ପରିସରରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ହେବା ପୂର୍ବରୁ ଆଜି ପରିକ୍ରମା ପ୍ରକଳ୍ପ, ଜଗନ୍ନାଥ ବଲ୍ଲଭ ଓ ଶ୍ରୀସେତୁର ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ ।
ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୦୩ ତାରିଖ ଶୁକ୍ରବାର ଚନ୍ଦ୍ର- ମିଥୁନ ରାତ୍ରି ୦୧. ୨୪ ଗତେ କର୍କଟ ତିଥି- ୬ଷ୍ଠୀ ରାତ୍ରି ୧୧.୦୭ ଗତେ ୭ମୀ ଘାତ ଚନ୍ଦ୍ର- କନ୍ୟା ରାଶିର ରାତ୍ରି ୦୧.୨୪ ପର୍ଯ୍ୟନ୍ତ ଘାତ ବାର। ଜାଣନ୍ତୁ ଆଜି କେଉଁ...
ପିଆଜ ଦରକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। କମ୍ ଦରରେ ଲୋକଙ୍କୁ ପିଆଜ ବିକ୍ରି କଲେଣି ରାଜନେତା। ଏ ଦୃଶ୍ୟ ହେଉଛି ଜୟପୁରର। ଯେଉଁଛି କଂଗ୍ରେସ ନେତ୍ରୀ ମୀନାକ୍ଷୀ ବାହିନୀପତି ଜିଲା କଂଗ୍ରେସ କାର୍ଯ୍ୟାଳୟ ଆଗରେ ୩୦ ଟଙ୍କା ଦରରେ ଲୋକଙ୍କୁ ପିଆଜ ବିକ୍ରି କରୁଛନ୍ତି।
ସଂଗଠନକୁ ସଞ୍ଜୟ ଇନ୍ । ଭଦ୍ରକ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଲା ଦଳ। ସେପଟେ ବିବାଦୀୟ ନେତା ପ୍ରତାପ ଜେନାଙ୍କୁ ଭଦ୍ରକରୁ କାଢି କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ଦାୟିତ୍ୱ। ଦୀର୍ଘଦିନ ପରେ ସଞ୍ଜୟ ଦାସବର୍ମା ପୁଣି ଦଳୀୟ ଦାୟିତ୍ୱ ନେଇଥିବାରୁ ଏବେ ଚର୍ଚ୍ଚା ଜୋର।