• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

Scam at 5T School
ସ୍କୁଲ ରୂପାନ୍ତରୀକରଣ ନାଁରେ 'ଷ୍ଟିକର୍' ସ୍କାମ୍ ! ବିନା ଟେଣ୍ଡରରେ କାମ ଦେଇ ୮ କୋଟି ହରିଲୁଟ୍ !

ସ୍କୁଲ ରୂପାନ୍ତରୀକରଣ ନାଁରେ ସାଂଘାତିକ 'ଷ୍ଟିକର୍' ସ୍କାମ୍ ! ବିନା ଟେଣ୍ଡରରେ କାମ ଦେଇ ୮ କୋଟି ଟଙ୍କା ହରିଲୁଟ୍ ! କେନ୍ଦୁଝର ଜିଲ୍ଲାରେ DMF କେଳେଙ୍କାରୀର କଳା ଫର୍ଦ୍ଦ !

Hockey India League
ପୁଣି ଫେରିବ ହକି ଇଣ୍ଡିଆ ଲିଗ୍‌, ଡିସେମ୍ବର ୨୭ରେ ଖେଳାଯିବ ପ୍ରଥମ ମ୍ୟାଚ୍‌

୨୦୧୭ ପରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍‌ । ଡିସେମ୍ବର ୨୭ରୁ ଫେବ୍ରୁଆରୀ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ ।

Samvidhaan Hatya Diwas
କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଜୁନ୍‌ ୨୫ରେ ପାଳନ ହେବ ‘ସମ୍ବିଧାନ ହତ୍ୟା ଦିବସ’

ଜୁନ୍‌ ୨୫କୁ ଦେଶର ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

OCA President
‘OCA ସଭାପତି ପଦରୁ ବବି ଦାସ୍ ଇସ୍ତଫା ଦେବା ଉଚିତ୍‌’

ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ପଦରୁ ବବି ଦାସ ଇସ୍ତଫା ଦେବା ଉଚିତ୍‌ । ଯେମିତି ଦେବାଶିଷ ସାମନ୍ତରାୟ ସ୍ୱେଚ୍ଛାକୃତ ଇସ୍ତଫା ଦେଲେ ସେହିପରି ବବି ଦାସ ମଧ୍ୟ ଇସ୍ତଫା ଦେଇଦେବା ଉଚିତ୍ ।

FAO President
ଦେବାଶିଷ ଆଉଟ୍‌, ଫୁଟବଲ ସଂଘର ସଭାପତି ହେଲେ ସମୀର ଦେ

ଦୀର୍ଘ ବର୍ଷ ଧରି ‘ଫାଓ’ ସଭାପତି ଥିବା ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ସ୍ଥାନରେ ସଭାପତି ହୋଇଛନ୍ତି ସମୀର ।

pre-budget consultation
‘ବଜେଟ୍‌ ପାଇଁ ୧୨ ହଜାର ଲୋକ ଦେଇଛନ୍ତି ମତାମତ’

ମୋହନ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ପୂର୍ବରୁ ଆଜି ବସିଥିଲା ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଛି ।

'Dakshina Moda'
ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ, ଆଜ୍ଞାମାଳ ବିଜେ ପରେ ତିନି ରଥର ଦକ୍ଷିଣ ମୋଡ଼

ଆଜି ତିନି ରଥର ଦକ୍ଷିଣ ମୋଡ଼ କରାଯାଉଛି । ଆଜ୍ଞାମାଳ ବିଜେ ପରେ ରଥର ଦକ୍ଷିଣ ମୋଡ଼ କରାଯାଉଛି ।

Narendra Modi
ବଜେଟ୍‌ ପୂର୍ବରୁ ମୋଦିଙ୍କ ବଡ଼ ବୈଠକ, ଅର୍ଥନୀତି ବିଶାରଦଙ୍କ ସହ କଲେ ଆଲୋଚନା

ବିଦେଶ ଗସ୍ତରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀରେ ବଜେଟ ପ୍ରସଙ୍ଗରେ ବୈଠକ କରିଛନ୍ତି । ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ ।

Gajapati ADM
ଏମିତି ବି ଆସେ ମୃତ୍ୟୁ, ଗୀତ ଗାଉ ଗାଉ ଟଳି ପଡ଼ିଲେ ଗଜପତି ADM

ଚଳଚଞ୍ଚଳ ଥିଲେ...ସମସ୍ତଙ୍କୁ ଆପଣାର କରି ବାଟ ଚାଲୁଥିଲେ... ଈଶ୍ବର ଭକ୍ତି ସହ ମଣିଷ ପଣିଆର ଭିନ୍ନ ଏକ ଭାବ ବନ୍ଧନରେ ବାନ୍ଧି ହୋଇଥିଲେ । କିଏ ଜାଣିଥିଲା ଏହି ସମୟରେ ସେ ଫେରିଯିବେ ଅଫେରା ରାଇଜକୁ !

State Budget
୨୫ରେ ଆସିବ ରାଜ୍ୟ ବଜେଟ୍‌, ଆଜି ଲୋକସଭା ଭବନରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ପରେ ୨୫ ତାରିଖରେ ଉପସ୍ଥାପନ ହେବ ୨୦୨୪-୨୦୨୫ ମସିହା ପାଇଁ ରାଜ୍ୟ ବଜେଟ୍ । ତା’ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି ।

RERA Notice
ବିଲଡରଙ୍କୁ ‘ରେରା’ ଛାଟ; କ୍ରେତା ଖୁସ୍, ଚିନ୍ତାରେ ବିକ୍ରେତା

ବିଲଡରଙ୍କୁ ରେରା ଛାଟ । ପ୍ରକଳ୍ପ ପାଇଁ ସବୁ ସର୍ତ୍ତ ନ ମାନିଲେ ଫେରସ୍ତ ପାଇବେନି ସିକ୍ୟୁରିଟି ଡିପୋଜିଟ୍ । ତେବେ ରିଅଲ୍ ଇଷ୍ଟେଟ କାରବାର କ୍ଷେତ୍ରରେ କ୍ରେତାଙ୍କୁ ମିଳିବ ଫାଇଦା ।

SJTA Chief
ଆଡ଼ପ ପହଣ୍ଡି ବେଳେ ଅଘଟଣ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନାଁରେ ଏତଲା

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଲା ଭୁବନେଶ୍ୱର ବାର ଆସୋସିଏସନ ।

Traffic Checking
ଅମାନିଆ ସାବଧାନ୍‌, ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଚକାରୁ ହାୱା ଖୋଲିଦେବ ପୋଲିସ୍‌

ରାଜଧାନୀ ଭୁବନେଶ୍ୱରରେ ଜୋରଦାର ହୋଇଛି ଗାଡି ଚେକିଂ । ଗତକାଲି ରାତିରେ ୧୪ଟି ଗାଡିକୁ ସ୍ପାଇକ ବ୍ୟାରିୟର ଜରିଆରେ ଲିକ୍ କରାଯାଇଛି ।

Pooja Khedkar
ଜଏନିଂ ପୂର୍ବରୁ ଟ୍ରେନି IAS ଅଫିସରଙ୍କ ଭିଆଇପି ଡିମାଣ୍ଡ, ସାମ୍ନାକୁ ଆସିଲା ହ୍ୱାଟ୍ସଆପ୍‌ ଚାଟ୍‌....

ସାମ୍ନାକୁ ଆସିଥିବା ହ୍ୱାଟ୍ସଆପ୍‌ ଚାଟ୍‌ରେ ସେ ଅଧିକାରୀ ଜଣଙ୍କୁ କହୁଛନ୍ତି ଯେ, ‘ମୁଁ ଜୁନ୍‌ ୩ରେ ଯୋଗଦେବା ପୂର୍ବରୁ ଦୟାକରି କ୍ୟାବିନ୍‌ ଓ ଗାଡ଼ି ବ୍ୟବସ୍ଥା କର । ପରେ ସମୟ ମିଳିବ ନାହିଁ ।

Woman Jumps off Bridge
ପ୍ରେମିକର ମୃତ୍ୟୁ ଖବର ଶୁଣି ନଦୀକୁ ଡେଇଁପଡିଲେ ଯୁବତୀ !

ତାରତୋଲ ଗାଁ ଆମ୍ବତୋଟାରୁ ଆଜି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ଏହି ଖବର ପାଇବା ପରେ ସଂପୃକ୍ତ ଯୁବତୀ ନଦୀକୁ ଡେଇଁପଡିଥିବା ସୂଚନା ମିଳିଛି ।

Drought situation in Balangir
ଆଷାଢ଼ରେ ନାହିଁ ବର୍ଷା, ଗଜା ମରୁଡ଼ିରୁ ବଞ୍ଚିବା ପାଇଁ ସାହା ପାଣି ଟ୍ୟାଙ୍କର

ଅଭାବୀ ବର୍ଷା ଯୋଗୁଁ ଫସଲ ବଞ୍ଚାଇବା ପାଇଁ ଚାଷୀର ସଂଘର୍ଷ । ଗଜା ମରୁଡ଼ିରୁ ବଞ୍ଚିବା ପାଇଁ ଜମି ଭିତରେ ପିଇବା ପାଣିର ଟ୍ୟାଙ୍କର । କିନ୍ତୁ ପିଇବା ପାଇଁ ଏହି ପାଣି ଆସିନାହିଁ । ପହ୍ଳା ବଂଚାଇବା ପାଇଁ ଟ୍ୟାଙ୍କରରେ ଆସିଛି ପାଣି ।

unique Marriage
ଭଦ୍ରକରେ ନିଆରା ବାହାଘର, ସାତ ଜନ୍ମର ସାଥୀ ହେଲେ ଦୁଇ ଦିବ୍ୟାଙ୍ଗ

ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଜୀବନରେ ସ୍ୱପ୍ନ ଓ ବାସ୍ତବତାକୁ ସାଙ୍ଗରେ ଧରି ଆଗକୁ ଯିବାକୁ ସଂକଳ୍ପ କରିଛନ୍ତି ଭଦ୍ରକର ଦିବ୍ୟାଙ୍ଗ ନବଦମ୍ପତି ।

Cyber Loot
ରାଜଧାନୀରେ ମାତିଛନ୍ତି ସାଇବର ଲୁଟେରା, ୬ ମାସରେ ଲୁଟିଲେଣି ୩୬ କୋଟି

୨୦୨୪ ଜାନୁଆରୀରୁ ଜୁନ୍, ଗତ ୬ ମାସ ମଧ୍ୟରେ ଭୁବନେଶ୍ୱରରେ ସାଇବର ଅପରାଧ ଜନିତ ୨ ହଜାର ୩୯୪ଟି ରିପୋର୍ଟ ଥାନାକୁ ଆସିଛି । ଏଥିମଧ୍ୟରୁ ୧୧୦ଟି ମାମଲା ପଞ୍ଜୀକୃତ ହୋଇଛି ।

AI Anchor Lisa
ଆଜି ଓଟିଭି AI ଆଙ୍କର ‘ଲିସା’ର ଜନ୍ମଦିନ, ଜାଣନ୍ତୁ କେମିତି ଥିଲା ବର୍ଷକର ଯାତ୍ରା...

ଆଜି ହେଉଛି ଓଟିଭିର AI ଆଙ୍କର ‘ଲିସା’ର ଜନ୍ମଦିନ । ୨୦୨୩ ମସିହା ଜୁଲାଇ ୯ ତାରିଖରେ ଓଡ଼ିଆ ଟେଲିଭିଜନ୍‌ ସାମ୍ବାଦିକତାକୁ ‘ଓଟିଭି’ ଭେଟି ଦେଇଥିଲା ପ୍ରଥମ ଓଡ଼ିଆ AI ନ୍ୟୁଜ୍‌ ଆଙ୍କର ‘ଲିସା’ ।

Women Flocking to Gym
ଜିମ୍‌ ଯାଉଛନ୍ତି ହାଉସ୍‌ୱାଇଫ୍‌

ବଦଳୁଛି ସମୟ... ବଦଳୁଛି ଲୋକଙ୍କ ଜୀବନଶୈଳୀ । ଶାରୀରିକ ଓ ମାନସିକ ରୋଗରୁ ମୁକ୍ତି ପାଇଁ ଏଣିକି ସମସ୍ତେ ଜିମ ଯିବାକୁ ପସନ୍ଦ କରୁଛନ୍ତି । ବାଲେଶ୍ୱରର ଜିମ୍ ସେଣ୍ଟର୍ ଗୁଡ଼ିକରେ ପୁରୁଷଙ୍କଠୁ ଅଧିକ ଜମୁଛି ମହିଳାଙ୍କ ଭିଡ଼ ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।