• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

UP man bags mega prize in dubai
ଭଗବାନ ଯେବେ ଦିଅନ୍ତି ଛପର ଫାଡ଼ି...ଫିଟିଲା ଏମିତି ଲଟେରୀ, ୨୫ ବର୍ଷ ଯାଏ ମିଳିବ ମାସକୁ ୫ ଲକ୍ଷ

ଦୁବାଇରେ କାମ କରୁଥିବା ଜଣେ ଭାରତୀୟ ଆର୍କିଟେକ୍ଟ ଏକ ନୂଆ ମେଗା ପ୍ରାଇଜ୍‌ର ପ୍ରଥମ ବିଜେତା ହୋଇଛନ୍ତି। ସବୁଠାରୁ ବଡ଼ କଥା, ଲଟେରୀ ଜିତିବା ପରେ ୨୫ ବର୍ଷ ଯାଏ ତାଙ୍କୁ ପ୍ରତି ମାସରେ ୫.୫ ଲକ୍ଷ ଟଙ୍କା ମିଳିବ।

Man Killed Cousin After She Refused To Marry Him
ଭଉଣୀକୁ ବାହା ହେବା ପାଇଁ ଚାହୁଁଥିଲା ସମ୍ପର୍କୀୟ ଭାଇ, ମନା କରିବାରୁ ଜୀବନ ନେଇଗଲା ଯୁବକ...

ବିବାହ ପ୍ରସ୍ତାବକୁ ରୋକଠୋକ ମନା କରିଦେଲେ ଯୁବତୀ। ହେଲେ ଯୁବତୀଙ୍କ ଏହି ପ୍ରତ୍ୟାଖାନକୁ ସହଜରେ ଗ୍ରହଣ କରିପାରିଲାନି ଯୁବତୀଙ୍କୁ ଭଲ ପାଉଥିବା ଯୁବକ ଜଣକ। ଶେଷରେ ତାଙ୍କ ଜୀବନ ନେବା ପାଇଁ ସେ ଯୋଜନା କରିଥିଲା। 

OSSC issues show cause notices to 55 candidates
OSSC ପ୍ରଶ୍ନପତ୍ର ଲିକ୍: ୫୫ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

ପ୍ରଶ୍ନପତ୍ର ଲିକ୍ ମାମଲାରେ OSSC କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି। ୫୫ ପରୀକ୍ଷାର୍ଥୀଙ୍କୁ OSSCର ସୋ’ କଜ୍‌ ନୋଟିସ୍‌ କରିଛି।

Self styled godman detained for killing another baba in Puri
ଆଶ୍ରମ ଭିତରେ ବାବାଙ୍କୁ ହତ୍ୟା କଲେ ବାବା: ହତ୍ୟା ପରେ ରକ୍ତ ପିଇବା ପାଇଁ ଚେଷ୍ଟା କରୁଥିଲେ ବାବା...

ପୁରୀ ବାସେଲିସାହି ଲୋକନାଥ ରୋଡ୍‌ ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ ଘଟିଛି। ଜଣେ ବାବାଙ୍କ ଆକ୍ରମଣରେ ଆଉ ଜଣେ ବାବାଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ବାବା ଆହତ ହୋଇଛନ୍ତି।

Similipal Tiger Reserve loses 75 tigers in 12 years
International Tiger Day: ୧୨ ବର୍ଷ ମଧ୍ୟରେ ୭୫ ବାଘକୁ ହରାଇଛି ଶିମିଳିପାଳ

ଓଡ଼ିଶାର ଶିମିଳିପାଳ ଅଭୟାରଣ୍ୟ ମହାବଳ ବାଘଙ୍କ ଉତ୍ତମ ପ୍ରଜନନ ସ୍ଥାନ ପାଲଟିଛି। ଏହାସତ୍ତ୍ୱେ ଶିମିଳିପାଳ ଅଭୟାରଣ୍ୟରେ କମି ଚାଲିଛି ବାଘଙ୍କ ସଂଖ୍ୟା।

Woman dies after tubectomy operation in Bhadrak
ଫ୍ୟାମିଲି ପ୍ଲାନିଂ ଅପରେସନ୍‌ ପାଇଁ ଯାଇଥିଲେ ମହିଳା, ହେଲେ ଚାଲିଗଲା ଜୀବନ...

ଜନ୍ମ ନିୟନ୍ତ୍ରଣ ପାଇଁ ଅପରେସନ କରାଇଲେ, ହେଲେ ଚାଲିଗଲା ମହିଳାଙ୍କ ଜୀବନ। ଭଦ୍ରକ ଜିଲ୍ଲାରୁ ଏହି ଅଭିଯୋଗ ଆସିଛି।

Today Very To Very Heavy Rainfall In 3 Districts Of Odisha
ଆଜି ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଆଜି ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ୧୪ଟି ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Dr Vikas Divyakirti who quit IAS to become teacher
ମୋଟା ଅଙ୍କର ଦରମା ପାଉଥିଲେ, କିନ୍ତୁ ମନ ବୁଝିଲାନି...ପିଲାଙ୍କୁ ପଢ଼ାଇବାକୁ IAS ଚାକିରି ଛାଡ଼ିଦେଲେ

ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ଶିକ୍ଷକଙ୍କ ଭୂମିକା ଅତୁଳନୀୟ। ସେମାନଙ୍କ ମଧ୍ୟରୁ ଡଃ ବିକାଶ ଦିବ୍ୟକୀର୍ତ୍ତି ଅନ୍ୟତମ। ଯିଏକି ସରକାରୀ ଚାକିରି କରି ମୋଟା ଅଙ୍କର ଦରମା ପାଉଥିଲେ ବି ତାଙ୍କ ମନ ବୁଝିନଥିଲା। କାରଣ ସେ ଚାହୁଁଥିଲେ ପିଲାଙ୍କୁ ପାଠପଢ଼ାଇବା ପାଇଁ।

Odia actress files complaint against producer boyfriend for circulating intimate videos online
ଅଭିନେତ୍ରୀଙ୍କ ସାଂଘାତିକ ଅଭିଯୋଗ- ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ,ଫଟୋ ଭାଇରାଲ୍‌ କରୁଛନ୍ତି ଏହି ପ୍ରଯୋଜକ...

ପୁରୁଷ ବନ୍ଧୁ ତଥା ପ୍ରଯୋଜକଙ୍କ ନାଁରେ ଅଭିନେତ୍ରୀ ଜଣକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଅଭିନେତ୍ରୀଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ ପ୍ରଯୋଜକ ଭାଇରାଲ୍ କରୁଥିବା ସମ୍ପୃକ୍ତ ଅଭିନେତ୍ରୀ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି।

Goa Express arrives 90 minutes early leaves in 5 minutes without passengers
୯୦ ମିନିଟ୍‌ ପୂର୍ବରୁ ଷ୍ଟେସନରେ ପହଞ୍ଚିଲା,୫ ମିନିଟ୍‌ରେ ଛାଡ଼ିଲା...ଯାତ୍ରୀଙ୍କୁ ନନେଇ ପଳାଇଲା ଟ୍ରେନ୍‌

୯୦ ମିନିଟ୍‌ ପୂର୍ବରୁ ଷ୍ଟେସନରେ ପହଞ୍ଚିଲା ଓ ୫ ମିନିଟ୍‌ ଷ୍ଟେସନରେ ରହି ଛାଡ଼ିଦେଲା ଗୋଆ ଏକ୍ସପ୍ରେସ୍‌। ହେଲେ ଟ୍ରେନ୍‌ ସିଡ୍ୟୁଲରେ ପରିବର୍ତ୍ତନ ସମ୍ପର୍କରେ ଯାତ୍ରୀଙ୍କୁ କିଛିବି ଜଣାନଥିଲା।

Excise team attacked during liquor raid in Khuntuni
ଜଙ୍ଗଲକୁ ଚଢ଼ାଉ ପାଇଁ ଯାଇଥିଲେ, ଖଣ୍ଡାରେ ହାଣି ପକାଇଲେ ମଦ ମାଫିଆ...

ରେଡ୍‌ ବେଳେ ମଦ ମାଫିଆଙ୍କ ଆକ୍ରମଣ। ଖଣ୍ଡାରେ ଆକ୍ରମଣ କରିବା ସହ ସହ ଅବକାରୀ ଗାଡ଼ି ଭାଙ୍ଗି ଦେଲେ ମଦ ମାଫିଆ।

Anju father sent to emotional voice message to her daughter
‘ହ୍ୟାଲୋ, ଥରଟିଏ ମୋ ସହ କଥା ହୁଅ, ଶେଷଥର ପାଇଁ...’ ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କୁ ଭଏସ୍‌ ମେସେଜ ପଠାଇଲେ ବାପା

ରାଜସ୍ଥାନର ଭିୱାଡିରୁ ସିଧା ଯାଇ ପାକିସ୍ତାନରେ ପହଞ୍ଚିଥିବା ଭାରତୀୟ ମହିଳା ଅଞ୍ଜୁ ପ୍ରସାଦ ଏବେ ଫତିମା ହୋଇଯାଇଛନ୍ତି। ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପାଗଳ ହୋଇ ସ୍ୱାମୀ ଓ ଦୁଇ ପିଲାଙ୍କୁ ଛାଡ଼ି ସୀମା ଡେଇଁଛନ୍ତି ଭାରତର ଅଞ୍ଜୁ।

Bhubaneswar people face immense hardship as roads gets badly damaged due to rain
ସ୍ମାର୍ଟ ସିଟିର ସ୍ମାର୍ଟ ରାସ୍ତା: ବିପଦପୂର୍ଣ୍ଣ ଭାବେ ପାଚେରି ଉପରେ ଯା’ଆସ କରୁଛନ୍ତି ଲୋକେ

ଆପଣ କେବେ ଭୁବନେଶ୍ୱରର ସାହି ରାସ୍ତାରେ ଯାଇଛନ୍ତି ? ମୁଖ୍ୟ ରାସ୍ତା ଚକାଚକ୍ କିନ୍ତୁ ଏଠି ସାହି ଭିତରକୁ ପଶିଲେ ଅସଲ ସ୍ମାର୍ଟ ସିଟିର ଚେହେରା ପଦାରେ ପଡ଼ିଯିବ। କେଉଁଠି ଖାଲଖମା ତ ପୁଣି କେଉଁଠି ପାଚେରି ଉପରେ ବିପଦସଙ୍କୁଳ ଅବସ୍ଥାରେ ଯା’ଆସ କରୁଛନ୍ତି ଲୋକେ।

Bomb Attack On Cement Factory In Ganjam
ଖଣ୍ଡା ଦେଖାଇ ଲୁଟିଲେ, ବୋମାମାଡ଼ କଲେ...କଲ୍‌ କରି ଠିକାଦାରଙ୍କୁ ଦାଦାବଟି ମାଗିଲେ

ଠିକାଦାରଙ୍କୁ ଦାଦା ବଟି ମାଗିଲେ ଓ ତା’ପରେ ବୋମାମାଡ଼ କଲେ। ମ୍ୟାନେଜରଙ୍କୁ ଆକ୍ରମଣ କରି ଲୁଟି ନେଲେ।

Mother Sells Infant For Money In Odisha
ଏ କେମିତିକା ମା’ ! ୧୦ ହଜାର ଟଙ୍କା ପାଇଁ ଅଢ଼େଇ ବର୍ଷର ଛୁଆକୁ ବିକ୍ରି କରିଦେଲା

ମାତ୍ର ୧୦ ହଜାର ଟଙ୍କା ପାଇଁ ଅଢ଼େଇ ବର୍ଷର ଶିଶୁପୁତ୍ରକୁ ବିକ୍ରି କରିଦେଲା ଜନ୍ମ କଲା ମା’।

5T secy VK Pandian’s vehicle stuck in mud in Nayagarh
ହଇରେ ନାରଣ ! ୟେ ପାଣ୍ଡିଆନ୍ ଯାତ୍ରା ଭିଡ଼..

ଇଲୋ ବୋଉ ମହୁ ଭାବିକି କଣ ଚିରେଇତା ପାଟିରେ ପୁରେଇଦେଲୁ କି !

Locals suffer due to delay in construction of road in Bhadrak
୧୦ ବର୍ଷ ହେଲାଣି ତିଆରି ହେଉନି ରାସ୍ତା !

ମାସେ କି ବର୍ଷେ ନୁହେଁ ୧୦ ବର୍ଷ ହେଲାଣି ରାସ୍ତା ତିଆରି ପାଇଁ କହୁଛନ୍ତି ଲୋକେ । ପ୍ରଶାସନ ଶୁଣୁନି କି ରାସ୍ତା ତିଆରି ହେଉନି । ଏପଟେ ଲୋକେ କହିଲେଣି ଦାବି ପୂରଣ ନହେଲେ ହେବ ଜୋରଦାର ଆନ୍ଦୋଳନ

Odisha BSE announces Matric 2024 exam dates
ଫେବ୍ରୁଆରୀ ୨୦ରୁ ମାଟ୍ରିକ୍‌ ପରୀକ୍ଷା, ତାରିଖ ଘୋଷଣା କଲା ବୋର୍ଡ

ବୋର୍ଡ ପକ୍ଷରୁ ଆଜି ମାଟ୍ରିକ୍‌ ପରୀକ୍ଷା ହେବା ନେଇ ତାରିଖ ଘୋଷଣା ହୋଇଛି । ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି । ଫେବ୍ରୁଆରୀ ୨୦ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିବ ବୋଲି...

President Draupadi Murmu Odisha Visit
ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି: ମଧ୍ୟାହ୍ନ ଭୋଜନରେ ରାଇସ୍‌, ସଜନା ଶାଗ, ଦହିବରା ସମେତ ଏହିସବୁ ଖାଦ୍ୟ ରହିଛି...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ଓଡ଼ିଶା ଗସ୍ତର ତୃତୀୟ ତଥା ଶେଷ ଦିନ। ବ୍ରହ୍ମାକୁମାରୀ ଆଶ୍ରମରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି।

Commandant Narsigh Nayak narrates his Kargil war experience
ଭାରତୀୟ ଯବାନଙ୍କୁ ଏମିତି ନୃଶଂସ ହତ୍ୟା କରିଥିଲା ପାକିସ୍ତାନ

କାର୍ଗିଲ ଯୁଦ୍ଧବେଳେ ଭାରତୀୟ ଯବାନଙ୍କୁ ବନ୍ଦୀ କରି ନୃଶଂସ ହତ୍ୟା କରିଥିଲା ପାକିସ୍ତାନ... କାନରେ ଷ୍କ୍ରୁ-ଡ୍ରାଇଭର୍ ପଶାଇ, ନାକ କାନ କାଟି ଆମ ଯବାନଙ୍କ ହତ୍ୟା କରିଥିଲା..ଏଭଳି ବର୍ବରକାଣ୍ଡ ପରେ ପାକିସ୍ତାନ ରେଡିଓ ମିଥ୍ୟା ଖବର ପରିବେଷଣ କରିଥିଲା...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।