ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି। ସେ ତିନିଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ ।
ସ୍ତ୍ରୀର ପ୍ରେମିକକୁ ଗୁଳି କଲା ସ୍ୱାମୀ। ମହିଳା ଜଣକ ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ସହ ରହୁଥିଲେ।
ମହିଳାଙ୍କୁ ଖାଇଦେଲା କୁମ୍ଭୀର। ମହିଳା ଜଣକ ବିରୁପା ନଦୀରେ ଲୁଗା ଧୋଉଥିବା ବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଥିବା ଜଣାପଡ଼ିଛି।
ହିମାଚଳ ପ୍ରଦେଶରେ ଥମୁନି ଭୂସ୍ଖଳନ ବିପର୍ଯ୍ୟୟ। ଗତକାଲି ଅପରାହ୍ନରେ ପ୍ରଳୟର ଆଉ ଏକ ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଦେଶର ୭୭ ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ତା’ପରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି।
ସ୍ୱାଧୀନତା ଦିବସରେ ମନେ ପଡନ୍ତି ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତ। ୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ଅନ୍ଧାରିଆ ରାତିରେ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ ବାଳକ ବାଜି ରାଉତ...
ଭାରତ ସ୍ୱାଧୀନତା ସଂଗ୍ରାମର ମେରୁଦଣ୍ଡ ଓ ମୁକସାକ୍ଷୀ ହୋଇ ଛିଡ଼ା ହୋଇଛି ବାଲେଶ୍ୱର ଜିଲ୍ଲାର ଲବଣ ସତ୍ୟାଗ୍ରହ ପୀଠ....
ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ। ଯେଉଁମାନଙ୍କ ବଳିଦାନ ପାଇଁ ଆମେ ଆଜି ସ୍ୱାଧୀନ ସେମାନଙ୍କ ସ୍ମୃତି ସ୍ତମ୍ବ ଆଜି ଅବହେଳିତ ....
ଦିନ ବିତିଯାଇଛି ହେଲେ ଆଜି ବି ସ୍ମୃତି ସବୁ ଆଖି ସାମ୍ନାରେ ନାଚି ଉଠୁଛି। ଓଡ଼ିଶାରେ ପଦଯାତ୍ରା ବେଳେ ସାଲେପୁର ବହୁଗ୍ରାମ ବଜାରରେ ବିଶ୍ରାମ ନେଇଥିଲେ ଗାନ୍ଧିଜୀ...
ଦରମା ଟଙ୍କା ଏବଂ ଧାର କରଜ କରି ପକ୍କା ଘରଟିଏ କରିଥିଲେ । ହେଲେ ପରିବାର ଲୋକ ଆର୍ଥିକ ସହଯୋଗ କରିବେ କ’ଣ ବରଂ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି...
ସୌର କର୍କଟ ମାସ ଶ୍ରାବଣ (ମଳ)କୃଷ୍ଣପକ୍ଷ। ଇଂରାଜୀରେ ୧୫ ତାରିଖ ମଙ୍ଗଳବାର, ଚନ୍ଦ୍ର- କର୍କଟ ଅହୋରାତ୍ରି ତିଥି – ୧୪ଶୀ ଦିବା ୧୨.୪୩ ଗତେ ଅମାବାସ୍ୟା ଘାତ ଚନ୍ଦ୍ର –ନାସ୍ତି ଘାତ ବାର – ମକର ପୁଷ୍କର ଦୋଷ – ୧ ପାଦ କୃଷିହାନି ଭୂମିଦାନ
୪୦ ଲକ୍ଷ ଟଙ୍କା ଖର୍ଚ୍ଚରେ ମାର୍କେଟ କମ୍ପ୍ଲେକ୍ସ ହେଲା। ହେଲେ ନିର୍ମାଣର ଦୁଇ ବର୍ଷ ପରେ ବି କାମରେ ଲାଗି ପାରିଲାନି। ସବୁ କିଛି ଠିକ୍ ହେଲେ ସଟର୍ ପଡ଼ିଛି, ସବୁ ଦୋକାନ ଘରେ ତାଲା ଝୁଲୁଛି ?
ଏଣିକି ସୀମାରେ ପହରା ଦେବ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ‘ହେରୋନ ମାର୍କ-୨’ ଡ୍ରୋନ୍। ପ୍ରଥମ ଥର ଲାଗି ଭାରତ ସୀମାରେ ଏଭଳି ଡ୍ରୋନ୍ ନିୟୋଜିତ ହେବ।
ସ୍ୱାଧୀନତା ଦିବସରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ଓ ଜୈଶ-ଏ-ମହମ୍ମଦ ଭାରତରେ ଆକ୍ରମଣ ପାଇଁ ଯୋଜନା କରିଛନ୍ତି।
ଜଣେ ଭାରତୀୟ ନାଗରିକ ଭାବେ ଆଇନଗତ ଅଧିକାର ସମ୍ପର୍କରେ ଅବଗତ ହେବା ଅତ୍ୟନ୍ତ ଜରୁରୀ। ଯାହାକି ଆପଣଙ୍କ ଆତ୍ମବିଶ୍ୱାସକୁ ସୁଦୃଢ଼ କରିବା ସହ ବିଭିନ୍ନ ପରିସ୍ଥିତିକୁ ସାମ୍ନା କରିବାରେ ସହାୟକ ହୋଇଥାଏ।
ହିମାଚଳପ୍ରଦେଶର ସୋଲାନ ଜିଲ୍ଲାରେ ବାଦଲଫଟା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ କନ୍ଦାଘାଟ ସବ୍ଡିଭିଜନ ଜାଡୋନ ଗାଁର ବୋଲି ସୂଚନା ମିଳିଛି।
ଉଦ୍ଘାଟନୀ ଫଳକକୁ ନେଇ ବିବାଦ ଘେରରେ ମିଶନ ଶକ୍ତି କାଫେ। ମଧ୍ୟାହ୍ନରେ ଉଦ୍ଘାଟନ କଲେ ବିଧାୟିକା, ଆଉ ସନ୍ଧ୍ୟା ବେଳେ ତାଲା ପକାଇଦେଲେ ମହିଳା ସରପଞ୍ଚ।
ଡିଜିଟାଲ୍ ଡାଟା ପ୍ରୋଟେକ୍ସନ ଆଇନ୍ ଦ୍ୱାରା ଲୋକଙ୍କ ତଥ୍ୟ ଅଧିକ ସୁରକ୍ଷିତ ରହିବା ନୂଆ ଡାଟା ପ୍ରୋଟେକ୍ସନ ଆଇନ୍ ସୋସିଆଲ ମିଡିଆ କମ୍ପାନୀଙ୍କ ମନମାନୀ ଉପରେ ଲଗାମ ଲଗାଇବ।
ଡ୍ୟାନ୍ସ ବାର୍ରେ ନାବାଳିକା ନିୟୋଜିତ ଥିଲେ ଫସିବେ ବାର୍ ମାଲିକ ! ୨୧ ବର୍ଷରୁ କମ୍ ବୟସର ମହିଳା କର୍ମଚାରୀ ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।