• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Camera captures unsmart pictures of Binika’s smart school after rain
ଶ୍ରେଣୀ ଗୃହ ସାରା ପାଣି...ଆଉ ପାଣି ଭିତରେ ଚାଲିଛି ପାଠପଢ଼ା

5T ଜମାନାରେ ଏମିତି ବି ସ୍କୁଲ ନଜର ଆଢୁଆଳରେ ରହିଯାଇଛି ଯେଉଁଠି ପାଣି ଭିତରେ ପିଲା ପଢ଼ନ୍ତି। ସୋନପୁର ବିନିକାରୁ ଆସିଥିବା ଏ ଚିତ୍ର ଶିକ୍ଷା ବ୍ୟବସ୍ଥାର ଧଜିଆ ଉଡ଼ାଇଛି....

Locals suffer due to poor road connectivity in Balasore
ଏ ବାଟରେ ଚାଲୁ ଚାଲୁ...ପାଦ ଖସେ, ଗୋଡ଼ ଭାଙ୍ଗେ

ଓଡ଼ିଶାର କୌଣସି ଦୁର୍ଗମ ଅଞ୍ଚଳ ନୁହେଁ ବରଂ ବାଲେଶ୍ୱର ଭଳି ଏକ ଅଗ୍ରଣୀ ଜିଲ୍ଲାର ସଦର ମହକୁମାଠାରୁ ମାତ୍ର 20 କିଲୋମିଟର ଦୂରରେ ଥିବା ଏହି ଗାଁକୁ ଯିବାକୁ ରାସ୍ତା ନାହିଁ...

Odisha’s mountain man from Rayagada carves canal to bring water to village
ସରକାର ଶୁଣିଲେନି...ପାହାଡ଼ କାଟି କେନାଲ ଖୋଳି ଗାଁକୁ ଆଣିଲେ ପାଣି

ସରକାରଙ୍କୁ ଗୁହାରି ନେହୁରା ହୋଇ ବିଫଳ ହେବା ପରେ ପାହାଡ଼ ଉପରେ ପଥର କାଟି କେନାଲ ଖୋଳି କ୍ଷେତରେ ପାଣି ଚଳାଇଲେ ଗାଁ ଲୋକ ...

Kendrapara collector relishes fried papad
ପାମ୍ପଡ଼ ଖାଇଲେ, ମଉସାଙ୍କ ଦୁଃଖ ବୁଝିଲେ...

ବୁଢ଼ା ମଉସାଙ୍କ ପାଖରୁ ପାମ୍ପଡ଼ ଖାଇଲେ ସାଇକେଲ୍ ଦେବେ କହିଲେ କଲେକ୍ଟର

Gunman kills man in front of fiancee then commits suicide
VIDEO: ଭାବୀ ସ୍ତ୍ରୀ ସାମ୍ନାରେ ଯୁବକଙ୍କୁ ହତ୍ୟା, ପରେ ନିଜେ ଆତ୍ମହତ୍ୟା କଲା ଆକ୍ରମଣକାରୀ...

ଭାବୀ ସ୍ତ୍ରୀ ସାମ୍ନାରେ ଯୁବକଙ୍କୁ ହତ୍ୟା ପରେ ନିଜେ ଆତ୍ମହତ୍ୟା କଲା ଆକ୍ରମଣକାରୀ। ହତ୍ୟା ପରେ ନିଜ ମୁଣ୍ଡରେ ନିଜେ ବନ୍ଧୁକ ଲଗାଇ ଗୁଳି କରି ନିଜର ଜୀବନ ମଧ୍ୟ ନେବାକୁ ପଛାଇଲା ନାହିଁ।

man dials 112 asks police to find his missing footwear
ଅଜବ ! ୧୧୨ ଡାଏଲ୍‌ କରି ପୋଲିସ୍‌କୁ କହିଲେ- ‘ମୋର ଚପଲ ହଜି ଯାଇଛି, ଖୋଜି ଦିଅନ୍ତୁ’

ଚପଲ ହଜି ଯାଇଛି ଓ ଏହାକୁ ଖୋଜି ଆଣିବା ଲାଗି ପୋଲିସ୍‌କୁ କଲ୍‌ କରିବା କଥାଟା, ଯେକେହିବି ଶୁଣିଲେ ତାଙ୍କୁ ଏହା ଅଜବ ଲାଗିବ।

Locals throng Deomali hills to enjoy monsoon
ମେଘ ସୁନ୍ଦରୀ ଦେଓମାଳିକୁ ଦେଉଛି ଚୁମ୍ବନ, ପ୍ରକୃତିର ଅପରୂପ ଶୋଭା

ମେଘ ସୁନ୍ଦରୀ ଦେଓମାଳିକୁ ଦେଉଛି ଚୁମ୍ବନ । ପ୍ରକୃତିର ଅପରୂପ ଶୋଭା ଦେଖି ବିମୋହିତ ପର୍ଯ୍ୟଟକ....

Today Panchang
Today Panchang 19th July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରକୁ ଆଣନ୍ତୁ ଜିନିଷ

ସୈାର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୧୯ ତାରିଖ, ବୁଧବାର। ଚନ୍ଦ୍ର – କର୍କଟ ଅହୋରାତ୍ର, ତିଥି – ୨ୟା ନିଶାନ୍ତ ୦୪.୩୦ ଗତେ ୩ୟା, ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – କର୍କଟ, ପୁଷ୍କର ଦୋଷ – ୧ ପାଦ- ପଶୁସମ୍ପଦ ନାଶ-...

PM Narendra Modi attacks opposition parties over dynastic politics
ବିରୋଧୀ ମେଳିକୁ ମୋଦିଙ୍କ କଡ଼ା ସମାଲୋଚନା- ‘ଦୁର୍ନୀତି ପ୍ରସଙ୍ଗରେ ପଚାରିଲେ ସମସ୍ତେ ଚୁପ୍‌’

ବେଙ୍ଗାଲୁରୁରେ ବିରୋଧୀ ମେଳିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ସମାଲୋଚନା କରିଛନ୍ତି। ବୈଠକରେ ଯୋଗ ଦେଇଥିବା ସମସ୍ତ ନେତାଙ୍କୁ ଦୁର୍ନୀତି ପ୍ରସଙ୍ଗରେ ପଚରାଗଲେ ଚୁପ୍‌ ରହୁଛନ୍ତି। 

Another major train accident in Balasore averted
ପୁଣି ବାଲେଶ୍ୱରରେ ଅଘଟଣ: ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମେମୁ ଟ୍ରେନ୍‌

ବାଲେଶ୍ୱର ଜିଲ୍ଲା ନୀଳଗିରି ରୋଡ୍‌ ଷ୍ଟେସନ ପାଖରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମେମୁ ଟ୍ରେନ୍‌। ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଦୁର୍ଘଟଣା ଟଳି ଯାଇଛି।

Woman threatens female toll plaza employee
ଟୋଲ୍‌ ମାଗିବାରୁ ତୋଡ଼ ଦେଖାଇଲେ ମହିଳା, ବୁଥ୍‌ ଭିତରେ ପଶି କର୍ମଚାରୀଙ୍କ ଚୁଟି ଝିଙ୍କିଲେ...

ଟୋଲ୍‌ ମାଗିବାରୁ ଜଣେ ମହିଳା ଜୋରଜବରଦସ୍ତ ଟୋଲ୍‌ ବୁଥ୍‌ ଭିତରେ ପଶି ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିବା ସହ ତାଙ୍କୁ ମାର୍‌ପିଟ୍‌ କରିଥିବା ଅଭିଯୋଗ ହୋଇଛି। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

Get tomatoes free with shoes, phones
ନିଆରା ଅଫର୍‌ ! ମୋବାଇଲ୍‌, ଜୋତା କିଣ...ମାଗଣାରେ ଟମାଟୋ ନିଅ

ବେଲଗାମ୍‌ ଟମାଟୋ ଦର। ଟମାଟୋ ଦର ଏତେ ଅଧିକ ଯେ, ଅଧିକାଂଶ ଖାଦ୍ୟରେ ଆପଣ ଟମାଟୋ ପାଇବେ ନାହିଁ। ଏଭଳି ସ୍ଥିତିରେ କିଛି ସ୍ଥାନରେ ଟମାଟୋକୁ ନେଇ ଅଜବ ଘଟଣା ଘଟୁଛି।

Odisha Rises In Nationwide Poverty Index
ଦାରିଦ୍ର୍ୟ ତାଲିକାରେ ଓଡ଼ିଶା ସ୍ଥିତି ଆହୁରି ଖରାପ, ମାଲକାନଗିରି ସବୁଠୁ ଗରିବ ଜିଲ୍ଲା

ଦାରିଦ୍ର୍ୟରେ ନବମ ସ୍ଥାନରେ ଥିବା ଓଡ଼ିଶା ଏବେ ଦେଶର ଅଷ୍ଟମ ଗରିବ ରାଜ୍ୟ। ଓଡ଼ିଶାରେ ମାଲକାନଗିରି ଜିଲ୍ଲା ସବୁଠୁ ଗରିବ ଜିଲ୍ଲା ବୋଲି ଜଣାପଡ଼ିଛି। 

Heavy To Very Heavy Rainfall Alert To 4 Districts Of Odisha
ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ ! ୨୪ ଘଣ୍ଟାରେ ୪ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା

ବର୍ତ୍ତମାନର ଲଘୁଚାପ ଦୁର୍ବଳ ହୋଇଥିବା ବେଳେ ଏହାର ଘୂର୍ଣ୍ଣିବଳୟ ସକ୍ରିୟ ଥିବାରୁ ୨୪ ଘଣ୍ଟା ମଧ୍ୟରେ ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

former Kerala chief minister Oommen Chandy passes away
ପରଲୋକରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ୍‌ ଚାଣ୍ଡି

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ୍‌ ଚାଣ୍ଡିଙ୍କ ପରଲୋକ ହୋଇଛି। ବେଙ୍ଗାଲୁରୁରେ ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି।

Bridge on NH-16 collapses in Jajpur
ଯାଜପୁରରେ ବଡ଼ ଅଘଟଣ: NH-୧୬ରେ ଭୁଶୁଡ଼ିଲା ବ୍ରିଜ୍

NH-୧୬ରେ ଭୁଶୁଡ଼ିଲା ବ୍ରିଜ୍। ଯାଜପୁର ଜିଲ୍ଲାରେ ‌ଏହି ଅଘଟଣ ଘଟିଛି। 

Man Books ola cab to dumb body but Driver foiled plan
ମୃତଦେହ ଫିଙ୍ଗବା ପାଇଁ କ୍ୟାବ୍‌ ବୁକ୍‌ କରିଥିଲେ, ହେଲେ ସବୁକିଛି ଓଲଟପାଲଟ କରିଦେଲେ ଡ୍ରାଇଭର...

ମୃତଦେହ ଫିଙ୍ଗିବା ପାଇଁ ଓଲା କ୍ୟାବ୍‌ ବୁକିଂ। ହେଲେ କ୍ୟାବ୍‌ ଡ୍ରାଇଭର ଏସବୁ ଜାଣିବା ପରେ ସବୁକିଛି ପ୍ଲାନ୍‌ ଫେଲ୍‌ ହୋଇଥିଲା ଓ ଶେଷରେ ପୋଲିସ୍‌ ହାତରେ ଧରାପଡ଼ି ଯାଇଥିଲେ ଅଭିଯୁକ୍ତ।

Bhubaneswar Unit 9 Govt Girls High School students protest against school merger
ଆନ୍ଦୋଳନ ବେଳେ ବେହୋସ ହୋଇଗଲେ ଛାତ୍ରୀ, ସ୍କୁଲ୍‌ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ କରୁଥିଲେ...

ସ୍କୁଲ୍‌ ମିଶ୍ରଣ ନିଷ୍ପତ୍ତିକୁ ତୀବ୍ର ବିରୋଧ କରି ଆନ୍ଦୋଳନରେ ବସିଛନ୍ତି ଭୁବନେଶ୍ୱର ୟୁନିଟ୍ ୯ ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀ ଓ ଅଭିଭାବକ।

Goons Chase Car And Threaten Driver In Bengaluru
କାର୍‌ର ପିଛା କଲେ, ଡ୍ରାଇଭରଙ୍କୁ ଧମକ ଦେଲେ...ପୁରା ଏରିଆରେ ଆତଙ୍କ ଖେଳାଇଲେ

କାର୍‌କୁ ପିଛା କରି କେତେବେଳେ କାର୍‌ ଆଗକୁ ଚାଲି ଆସୁଥିଲେ ତ ଆଉ କେତେବେଳେ ସାଇଡ୍‌ରେ ବାଇକ୍‌ ଚଲାଇ ଯାଉଥିଲେ। ଏମିତି କିଛି ସମୟ ପାଇଁ ଦୁର୍ବୃତ୍ତମାନେ ଆତଙ୍କିତ କରି ପୁରା ଅଞ୍ଚଳକୁ ରଖିଥିଲେ।

Fake doctor arrested
ନକଲି ଡାକ୍ତର ଗିରଫ, +୨ ପଢ଼ି ରୋଗୀଙ୍କ ଚିକିତ୍ସା କରୁଥିଲେ...ନେଉଥିଲେ ମୋଟା ଅଙ୍କର ଫିସ୍‌

ରୋଗୀଙ୍କ ଜୀବନ ସହ ଖେଳ। ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡାକୁ ପୋଲିସ ଗିରଫ କରିଛି । ସେ +୨ ପାଠ ପଢ଼ି ମେଡିସିନ୍‌ ରିପ୍ରେଜେଣ୍ଟିଭଙ୍କୁ ନେଇ ଚିକିତ୍ସା କରୁଥିଲେ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।