ହୋଟେଲ୍ରେ ଚାଲିଥିଲା ସେକ୍ସ ରାକେଟ୍। ରାତି ଅଧରେ ଚଢ଼ାଉ କରି ଗ୍ରାହକଙ୍କୁ ଗିରଫ ସହ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ୍।
୨୫ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ବିଶେଷ କରି ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି।
ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀକୁ ଖସିଲା ବସ୍। ଏଥିରେ ୭ ଜଣ ଶିଶୁଙ୍କ ସମେତ ୧୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।
ଛାତି ଫାଟି ଯାଉଛି...ସ୍ୱାମୀ ରୋଗରେ ପଡିଲା ବୋଲି ପିଲାଙ୍କ ମୁହଁରେ ଆହାର ଦେବା ପାଇଁ ଦାଦନ ଖଟିବାକୁ ଯାଇଥିଲା ମାଆ । ସେଠି ଏମିତି ନିର୍ଯାତନା ପାଇଲା ଯେ ପ୍ରାଣ ହାରିଦେଲା ମାଆ...ଏବେ ଘରେ ଶବ ପହଞ୍ଚିବା ପରେ...
ଥରେ କି ୨ ଥର ନୁହେଁ...୭ ମାସରେ ୭ ଥର ହେଲାଣି ଦୁର୍ଘଟଣା । କେତେବେଳେ ବଗି ପଲଟି ଯାଉଛି ତ ଆଉ କେତେବେଳେ ପଥର ଧସୁଛି । ମାଲବାହୀ ଟ୍ରେନ୍ ବୋଲି ଜୀବନ ଯାଉନି, ଯଦି ଏକ୍ସପ୍ରେସ୍ ଟ୍ରେନ୍ ହୋଇଥାଆନ୍ତା...
ମୋ ବୋଉଲୋ...ଇଏ କ’ଣ ? ନେତାଙ୍କୁ ଫୁଲମାଳ ଦେବାକୁ କ୍ରେନ୍ରେ ଓହଳିବାକୁ ପଡ଼ିବ । ଯଦି କିଛି ଅଘଟଣ ହୁଏ ତାହାଲେ...
ଇଏ କ’ଣ ? ନୂଆ ବାହା ହେବା ପରେ ଧମାକାଦାର୍ ନାଚୁଥିଲେ ବର-କନ୍ୟା । ହେଲେ ହଠାତ୍ ପଡିଗଲେ ବୋହୂ...କିନ୍ତୁ ଏହାପରେ ଯାହା ହେଲା..ଦେଖନ୍ତୁ ଏହି ଭିଡିଓ
ସାମାନ୍ୟ ବର୍ଷାରେ ସ୍ଥିତି ସଙ୍ଗୀନ । ରାସ୍ତାରେ ଜମୁଛି ଆଣ୍ଠୁଏ ଉଚ୍ଚର ପାଣି...ଘରକୁ ଯିବାକୁ ହେଲେ ପାଚେରି ହିଁ ସାହା ଭରସା
5T ସଚିବଙ୍କ ଗସ୍ତ ପାଇଁ ବନ୍ଦ ହୋଇଗଲା ଗାଡ଼ି । ଏତିକିବେଳେ ସାଇରନ୍ ଦେଇ ମାଡି ଆସିଲା ୧୦୮ ଆମ୍ବୁଲାନ୍ସ...ଯେତେ ଚେଷ୍ଟା କଲେ ବି ଆଗକୁ ବଢିପାରୁନଥିଲା ଗାଡ଼ି। ଲୋକେ କହିଲେ, ସଚିବଙ୍କ ଲାଗି କାହିଁକି ବନ୍ଦ ହେବ ଟ୍ରାଫିକ୍ ?
ମଣିପୁର ବର୍ବର କାଣ୍ଡକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ ଜଳୁଛି। ଗୋଟିଏପଟେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏବେ ସରକାରୀ ଏଜେନ୍ସି ଓ ସୁରକ୍ଷା ବାହିନୀ ମଣିପୁରରେ ଘଟିଥିବା ସମସ୍ତ ଘଟଣାକୁ ଯାଞ୍ଚ କରିଛନ୍ତି।
ସୈାର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ, ଶନିବାର, ଚନ୍ଦ୍ର – ସିଂହ ଅହୋରାତ୍ର ତିଥି – ୪ର୍ଥୀ ଦିବା ୦୯.୨୬ ଗତେ ୫ମୀ ଘାତ ଚନ୍ଦ୍ର – କର୍କଟ, ମକର ରାତ୍ରି ୧୧.୪୧ ଗତେ ବୃଷ ଘାତ ବାର –ବୃଷ, ସିଂହ ଓ...
ସୈାର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ, ଶନିବାର, ଚନ୍ଦ୍ର – ସିଂହ ଅହୋରାତ୍ର ତିଥି – ୪ର୍ଥୀ ଦିବା ୦୯.୨୬ ଗତେ ୫ମୀ ଘାତ ଚନ୍ଦ୍ର – କର୍କଟ, ମକର ରାତ୍ରି ୧୧.୪୧ ଗତେ ବୃଷ ଘାତ ବାର –ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ...
ଆଗକୁ ଆହୁରି ବର୍ଷା ହେବାର ସମ୍ଭାବନା ରହିଛି। ଜଳ ସମ୍ପଦ ବିଭାଗର ଗ୍ରାଉଣ୍ଡରେ ଥିବା ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖିବାକୁ କୁହାଯାଇଛି।
କ୍ରାଇମ୍ ଶୋ’ ‘କ୍ରାଇମ୍ ପାଟ୍ରୋଲ’ର ଏପିସୋଡ୍ ଦେଖି ପ୍ରେମିକର ଜୀବନ ନେଲା ପ୍ରେମିକା। ହେଲେ ଘଟଣାର ପର୍ଦ୍ଦାଫାସ ସେତେବେଳେ ହୋଇଥିଲା ଯେତେବେଳେ ଯୁବତୀ ଜଣକ ପ୍ରେମିକର ହତ୍ୟା ପାଇଁ ସାହାଯ୍ୟ ନେଇଥିବା ସାପୁଆ କେଳାକୁ ପୋଲିସ୍ ପଚରାଉଚରା କରିଥିଲା।
5T ସଚିବ ଭିକେ ପାଣ୍ଡିଆନଙ୍କ ନୟାଗଡ଼ ଗସ୍ତ ବେଳେ ଟ୍ରାଫିକ ଜାମ୍ ଦେଖିବାକୁ ମିଳିଥିଲା। ପ୍ରାୟ ଅଧଘଣ୍ଟା ଧରି ଟ୍ରାଫିକ୍ ଜାମ୍ ଯୋଗୁ ଆମ୍ବୁଲାନସ ମଧ୍ୟ ଫସି ରହିଥିଲା।
ଡାକ୍ତରଙ୍କ ବଦଳରେ ରୋଗୀଙ୍କ ବ୍ଲଡ୍ ପ୍ରେସର ମାପୁଛନ୍ତି ସିକ୍ୟୁରିଟି ଗାର୍ଡ। ଆଉ ଦିନ ୧୧ଟାରେ ସ୍ୱାସ୍ଥ୍ୟକେନ୍ଦ୍ର ବନ୍ଦ କରି ପଳାଉଛନ୍ତି ଡାକ୍ତର।
ଗୋଟିଏ ପରେ ଗୋଟିଏ ଲଗାତାର ୩ଥର ଭୂକମ୍ପରେ ଥରିଲା ଜୟପୁର। ଭୋର୍ ୪ଟା ୯ରୁ ସାଢ଼େ ୪ଟା ମଧ୍ୟରେ ୩ଥର ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା।
ସମ୍ବଲପୁରରେ ସମୂହ ଧାର୍ମିକ ଶୋଭାଯାତ୍ରା ଉପରେ କଟକଣା। ଜିଲ୍ଲାରେ ସାମ୍ପ୍ରଦାୟିକ ସଦ୍ଭାବ ରକ୍ଷା ଉଦ୍ଦେଶ୍ୟରେ ବର୍ଷେ ପାଇଁ କୌଣସି ବଡ ଧରଣର ସମୂହ ଧାର୍ମିକ ଶୋଭାଯାତ୍ରା ନକରିବାକୁ ନିଷ୍ପତ୍ତି ନିଆଯାଇଛି
ଲଘୁଚାପ ପ୍ରଭାବରେ ରାଜ୍ୟର ଏକାଧିକ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଆଜି ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।