• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Hindu outfit will give Rs 10 lakh to anyone who slaps bollywood actor Akshay Kumar
କାହିଁକି ଏମିତି ଘୋଷଣା ? ଅଭିନେତା ଅକ୍ଷୟ କୁମାରଙ୍କୁ ଚାପୁଡ଼ା ମାରିଲେ ମିଳିବ ୧୦ ଲକ୍ଷ ଟଙ୍କା !

ବଲିଉଡ୍‌ର ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କୁ ଯଦି କେହି ଚାପୁଡ଼ା ମାରନ୍ତି କିମ୍ବା ତାଙ୍କ ଉପରେ ଛେପ ପକାନ୍ତି, ତା’ହେଲେ ପୁରସ୍କାର ସ୍ୱରୂପ ତାଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ। ଏନେଇ ଆଗ୍ରାର ଏକ ହିନ୍ଦୁ ସଂଗଠନ ଘୋଷଣା କରିଛି।

BMC issues new guidelines for cattle and their owners
ଏଣିକି ଗାଈଗୋରୁଙ୍କୁ ରାସ୍ତା କିମ୍ବା ଏଣେତେଣେ ଛାଡ଼ିପାରିବେନି ମାଲିକ...

ଏଣିକି ଗାଈଗୋରୁଙ୍କୁ ରାସ୍ତା କିମ୍ବା ଏଣେତେଣେ ଛାଡ଼ିପାରିବେନି ମାଲିକ। ଯଦି ଛାଡ଼ିବେ, ତେବେ ବିଏମସି ସେଭଳି ଗାଈଗୋରୁଙ୍କୁ ଗୋଶାଳାକୁ ଉଠାଇ ନେବ।

 Up To 10 Years Jail For Marrying Woman By Concealing Identity
ଆସିବ ନୂଆ ନିୟମ ! ପରିଚୟ ଲୁଚାଇ ଯୁବତୀଙ୍କୁ ବାହା ହେଲେ ୧୦ ବର୍ଷ ଯାଏ ହୋଇପାରେ ଜେଲ୍‌

ପରିଚୟ ଲୁଚାଇ ଯଦି କୌଣସି ଯୁବତୀଙ୍କୁ ବିବାହ କରନ୍ତି କିମ୍ବା ପଦୋନ୍ନତି ଓ ଚାକିରିର ପ୍ରଲୋଭନ ଦେଖାଇ ସମ୍ପୃକ୍ତ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତି, ତା’ହେଲେ ଏଥିପାଇଁ ୧୦ ‍ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡାଦେଶ ମିଳିପାରେ।

Cong and 16 other political parties come together call for protest against state and central govt
ମୋଦି, ନବୀନଙ୍କ ବିରୋଧରେ ୧୭ ରାଜନୈତିକ ଦଳ...ଗାଁ ଗାଁରେ ହେବ ଆନ୍ଦୋଳନ

‘ମୋଦି ହଟାଅ, ଦେଶ ବଞ୍ଚାଅ...ନବୀନ ହଟାଅ, ଓଡ଼ିଶା ବଞ୍ଚାଅ’।  ଏହି ନାରା ଦେଇ ଆନ୍ଦୋଳନ ଡ଼ାକରା ଦେଇ ଓଡ଼ିଶାରେ ଏକାଠି ହୋଇଛନ୍ତି ୧୭ ରାଜନୈତିକ ଦଳ।

IMFA Launched Kanya Express
ଗାଁ ଗାଁ ବୁଲିବା ସହ ଲୋକଙ୍କୁ ସଚେତନ କରିବ ‘କନ୍ୟା ଏକ୍ସପ୍ରେସ୍‌’

ରାୟଗଡ଼ା ଜିଲ୍ଲାରେ ଇମ୍ଫା ଥେରୁବାଲି ପ୍ଲାଣ୍ଟ ପକ୍ଷରୁ ‘କନ୍ୟା ଏକ୍ସପ୍ରେସ୍‌’ ଲଞ୍ଚ୍‌ କରାଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକ୍‌, ଗାଁ ବୁଲିବା ସହ ଲୋକଙ୍କୁ ସଚେତନ କରିବ ‘କନ୍ୟା ଏକ୍ସପ୍ରେସ୍‌’।

Odia CRPF jawan Sushant Khuntia’s mortal remains to reach Keonjhar for last rites
ଆଖିଏ ଲୁହ ନେଇ ଶେଷ ଦର୍ଶନକୁ ଅପେକ୍ଷା...ଜନ୍ମମାଟିକୁ ଫେରିଲା ସହିଦ ଓଡ଼ିଆ ଯବାନ ସୁଶାନ୍ତଙ୍କ ପାର୍ଥିବ ଶରୀର

ଜନ୍ମମାଟିକୁ ଫେରିଛି ସହିଦ ବୀର ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର। ସିଧାସଳଖ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସ୍ଥିତ ଜନ୍ମମାଟିକୁ ନିଆଯାଇଛି ସୁଶାନ୍ତଙ୍କ ପାର୍ଥିବ ଶରୀର।

Financial crunch turns hurdle for meritorious student in Binika
କେମିତି ହେବି ଇଞ୍ଜିନିୟର ?

‘ସ୍ୱାମୀ ଚାଲିଗଲା ପରେ ମୂଲ ଲାଗି ଲାଗି ଝିଅକୁ ମାଟ୍ରିକ୍ ଯାଏ ପଢାଇଲି.. ୭୫ ପ୍ରତିଶତ ରଖି ଝିଅ ମୋର ପାସ୍ ହେଲା.. ଟଙ୍କା ତ ନାହିଁ କେମିତି ତାକୁ କରିବି ଇଞ୍ଜିନିୟର ?’

Education system in a shamble in this Khariar school due to lack of infrastructure
ଏଇ ସ୍କୁଲରେ ପୁଅ, ଝିଅଙ୍କ ପାଇଁ ଗୋଟିଏ ଶୌଚାଳୟ...

୧୪୨ ପିଲାଙ୍କ ଭବିଷ୍ୟତ କେମିତି ଗଢା ଚାଲିଛି ଦେଖନ୍ତୁ.. ପ୍ରାଥମିକ ଶିକ୍ଷାର ଏଭଳି ବିକଳ ଚିତ୍ର ଦେଖି ଆପଣଙ୍କ ମନରେ ପ୍ରଶ୍ନ ଉଠୁନି କି ଓଡ଼ିଶାର ଭବିଷ୍ୟତ କ’ଣ, ଆଉ ଆମ ଶିକ୍ଷାର ଗତି କୁଆଡ଼େ ?

From Anganwadi didi to successful farmer, know her journey
ଅଙ୍ଗନବାଡ଼ି ଦିଦିରୁ ସଫଳ ଛତୁ ଚାଷୀ

ରୋଜଗାର କରି ଘର ଚଳାଇବାର ବୋଝ କେବଳ ପୁରୁଷ କାହିଁକି ନାରୀ ବି ଉଠାଇପାରେ...କିଛି ଏମିତି ଚିନ୍ତା କରି ଅଧିକ ଆୟ କରିବାକୁ ବାଟ ଖୋଜୁଥିଲେ...ଚେଷ୍ଟା କରୁ କରୁ ତାଙ୍କୁ ୟୁଟ୍ୟୁବ୍ ଦେଖାଇଲା ରାହା.. ଆଉ ତାପରେ ସେ ଅଙ୍ଗନବାଡ଼ି କର୍ମୀରୁ ବନିଗଲେ ଜଣେ ସଫଳ ଛତୁଚାଷୀ..

News Fuse
ଫ୍ରେଣ୍ଡ୍‌ସିପ୍ କଥା ଶୁଣିକି ଖାଲି ଖିଲି ଖିଲି ହସିଲେ..

ଫ୍ରେଣ୍ଡ୍‌ସିପ୍ କଥା ଶୁଣିକି ଖାଲି ଖିଲି ଖିଲି ହସିଲେ..ହଇରେ ନାରଣ ଇତନି ଖୁସି ! ବନ୍ଧୁତା ଉପରେ ଆପଣଙ୍କ ମତ କ’ଣ ?

Locals allege massive irregularities in PDS rice distribution in Basudevpur
ତାତିଲେ ଶତାଧିକ ମହିଳା.. ପଚାରିଲେ ଆମ ଚାଉଳ ଖାଇଛି କିଏ ?

ଜୋରଦାର୍ ଆନ୍ଦୋଳନ.. ଏକାଠି ହେଲେ ଶତାଧିକ ମହିଳା.. ଘେରିଗଲେ.. ରାସ୍ତା ବି ଛାଡ଼ିଲେନି.. ଅଫିସରେ ପଶି ପଚାରିଲେ ଆମ ଚାଉଳ ଖାଇଛି କିଏ ?

Poor road community affects normal life in Koida
ଖାଲି ପଚ ପଚ କାଦୁଅ

ଯଦି ସାମାନ୍ୟ ଅନ୍ୟମନସ୍କ ହେବେ ତାହେଲେ ‘ନଜର ହଟି ତୋ ଦୁର୍ଘଟନା ଘଟି’.. ହଁ ଆଜ୍ଞା.. ୟେ ରାସ୍ତା ନୁହେଁ..ଏ ହେଉଛି ମରଣଯନ୍ତା..

Daily Horoscope
Daily Horoscope 11th August 2023: ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ, ବ୍ୟବସାୟୀଙ୍କୁ ଭଲ ସୁଯୋଗ ମିଳିବ...

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ, ଶୁକ୍ରବାର। ଚନ୍ଦ୍ର –ବୃଷ ଅହୋରାତ୍ର ତିଥି - ୧୧ଶୀ ଅହୋରାତ୍ର ଘାତ ଚନ୍ଦ୍ର – ବିଛା ଦିବା ୦୪.୫୮ ଗତେ କନ୍ୟା ଘାତ ବାର – ବିଛା ଧନୁ ଓ ମୀନ ପୁଷ୍କର ଦୋଷ – ନାସ୍ତି

15 kg sized tumour removed from youth stomach
ଯୁବକଙ୍କ ପେଟରୁ ବାହାରିଲା ୧୫ କେଜି ଓଜନର ଟ୍ୟୁମର, ଅପରେସନ୍‌ ପାଇଁ ଲାଗିଥିଲା ୬ ଘଣ୍ଟା...

ପେଟରୁ ବାହାରିଲା ୧୫ କେଜି ଓଜନର ଟ୍ୟୁମର। ୬ ଘଣ୍ଟାର ଅପରେସନ ପରେ ୧୯ ବର୍ଷୀୟ ଯୁବକଙ୍କ ପେଟରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲର ଡାକ୍ତରୀ ଟିମ୍ ଏହି ଟ୍ୟୁମର ବାହାର କରିଛନ୍ତି ।

Cuttack Excise Police Nabs Liquor Mafia
ଫିଲ୍ମ ଷ୍ଟାଇଲରେ ପୋଲିସ-ମଦ ମାଫିଆ ଗୋଡ଼ାଗୋଡ଼ି

ମଦ ମାଫିଆଙ୍କ ଗାଡ଼ି ପଛୁଆ ଚାଲି ଥିବାବେଳେ ଆଗୁଆ ମାଡ଼ି ଚାଲିଥିଲା କଟକ ଅବକାରୀ ବିଭାଗର ଗାଡ଼ି। କୌଣସି ବଲିଉଡ୍ ଫିଲ୍ମ ଦୃଶ୍ୟରୁ ଏହି ସ୍ଥିତି କମ୍‌ ନଥିଲା

 Bhubaneswar girl death case
ଆସିଲା କଲ୍ ଡିଟେଲ୍ସ ରେକର୍ଡ: କିଛି ଲୋକଙ୍କ ସହ ଲଗାତାର କଥା ହେଉଥିଲେ ଶୁଭଲକ୍ଷ୍ମୀ...

୨ଟି ସିମ୍‌ରୁ ଶୁଭଲକ୍ଷ୍ମୀ କିଛି ଲୋକଙ୍କ ସହ ଲଗାତାର କଥା ହେଉଥିଲେ। ଶୁଭଲକ୍ଷ୍ମୀ କଥା ହେଉଥିବା ସେସବୁ ନମ୍ବର ଏବେ ପୋଲିସ ସ୍କାନରରେ ରହିଛି । 

Rajasthan to give women phones with 3 years internet free of cost
ମହିଳାଙ୍କୁ ମାଗଣାରେ ମିଳିବ ଫୋନ୍‌, ୩ ବର୍ଷ ଯାଏ ଫ୍ରି ଇଣ୍ଟରନେଟ୍‌...ଏହି ସରକାର କଲେ ଘୋଷଣା

ମହିଳାଙ୍କୁ ସ୍ମାର୍ଟଫୋନ୍‌ ବାଣ୍ଟିବା ସହ ୩ ବର୍ଷ ଯାଏ ମାଗଣାରେ ଇଣ୍ଟରନେଟ୍‌ ଦେବେ ସରକାର। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି।

ATM cash dispenser error
ATMରୁ ଟଙ୍କା ଉଠାଉଥିଲେ ସାବଧାନ ! ଉଠାଇଲେ ୩ ହଜାର ଆସିଲା ୨୯୦୦...

ATMରୁ ଟଙ୍କା ଉଠାଉଥିଲେ ସାବଧାନ ! ଆପଣ ଯେତିକି ଟଙ୍କା ଉଠାଇବାକୁ ମେସିନରେ ବଟନ୍ ଦବାଉଛନ୍ତି, ତା’ଠାରୁ କମ୍‌ ଟଙ୍କା ଆସୁଥିବା ଅଭିଯୋଗ ଆସିଛି।

Female, single male govt employees eligible for 730 days of child care leave
ମହିଳା ଓ ଏକୁଟିଆ ପୁରୁଷ କର୍ମଚାରୀଙ୍କୁ ପିଲାଙ୍କ ଯତ୍ନ ପାଇଁ ମିଳିବ ୭୩୦ ଦିନ ଛୁଟି

କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ମହିଳା ଓ ଏକୁଟିଆ ଥିବା ପୁରୁଷ ସରକାରୀ କର୍ମଚାରୀଙ୍କୁ ଚାକିରି କାଳ ମଧ୍ୟରେ ପିଲାଙ୍କ ଯତ୍ନ ପାଇଁ(Child Care Leave) ମୋଟ୍‌ ୭୩୦ ଦିନ ଛୁଟି ମିଳିବ।

Mysteries unfold as police retrieves Call Details Record in Bhubaneswar girl death case
ମୃତ୍ୟୁ ଦିନ କାହା ସହ କଥା ହୋଇଥିଲେ ଶୁଭଲକ୍ଷ୍ମୀ ? CDR ଖୋଲିବ ମୃତ୍ୟୁ ରହସ୍ୟ !

ଭୁବନେଶ୍ୱରରେ ବହୁଚର୍ଚ୍ଚିତ ଶୁଭଲକ୍ଷ୍ମୀ ସାହୁଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଖୋଲିବାରେ ଲାଗିଛି ଗୋଟେ ପରେ ଗୋଟେ ଗୁମର। ମୃତ ଶୁଭଲକ୍ଷ୍ମୀଙ୍କ ମିଳିଛି କଲ୍ ଡିଟେଲ୍ ରେକର୍ଡ-CDR।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।