ଅନାବଶ୍ୟକ ଗିରଫଦାରି ଓ ଅଟକ ରଖିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁପ୍ରିମକୋର୍ଟ ଜାରି କରିଥିବା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଅନୁପାଳନ ନେଇ ହାଇକୋର୍ଟଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି।
‘୩୦ ବର୍ଷ ଯାଏ ବଞ୍ଚିବାକୁ ଚାହୁଁଥିଲି। ଏଥିପାଇଁ ବହୁ ବର୍ଷ ପୂର୍ବରୁ ଭାବି ମଧ୍ୟ ସାରିଥିଲି।’ ସୁଇସାଇଡ୍ ନୋଟ୍ରେ ଏପରି କିଛି କହି ଜଣେ ହୋଟେଲ୍ ମାଲିକ ଆତ୍ମହତ୍ୟା କରିଛନ୍ତି।
ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ କିଛି ଜିଲ୍ଲାରେ ବର୍ଷା ଲାଗି ରହିଛି। ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳ ଭିତରୁ ଘନ ଘନ ଟାର୍ଗେଟ କରାଯାଉଛି। ଅରୁଣ ସାହୁଙ୍କ ପରେ ଏବେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୌମ୍ୟଙ୍କୁ ଟାର୍ଗେଟ୍ କରିଛନ୍ତି।
କିଏ ପଠାଉଛି ଟଙ୍କା ? କାହା ପାଖକୁ ଆସୁଛି ୧୦ ହଜାର ଟଙ୍କା ତ ଆଉ କାହା ପାଖକୁ ଆସୁଛି ୭୦ ହଜାର ଟଙ୍କା। ଏସମ୍ପର୍କରେ ନା ବ୍ୟାଙ୍କ ଆକାଉଣ୍ଟଧାରୀ ଜାଣିପାରୁଛନ୍ତି ନା ନିଜେ ବ୍ୟାଙ୍କ କର୍ତ୍ତୃପକ୍ଷ କିଛି କହିପାରୁଛନ୍ତି।
5T ସଚିବଙ୍କ ସଭାକୁ ଲୋକ ଆଣିବାକୁ ପିଇଓ ବାଣ୍ଟୁଛନ୍ତି ଟଙ୍କା। ଯାଜପୁର ବିଂଝାରପୁର ଅଞ୍ଚଳରୁ ଏଭଳି ଏକ ଅଭିଯୋଗ ସମ୍ପକିତ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ଭେଇକିଲ୍ ଲୋକେସନ ଟ୍ରାକିଂ ଡିଭାଇସ୍ ଓ ପାନିକ ବଟନ୍ ବାଧ୍ୟତାମୂଳକ ନେଇ STA ପବ୍ଲିକ୍ ନୋଟିସ ଜାରି କରିଛି।
ମାଟି ତଳେ ଦୁଇ ମହଲା ଘର। ଏଥିରେ ୧୧ଟି ବଖରା ଥିବାବେଳେ ରହିବା ଲାଗି ସବୁ ସୁବିଧା ରହିଛି। ଉତ୍ତରପ୍ରଦେଶ ହର୍ଦୋଇର ଇରଫାନ ଅହମ୍ମଦ ଏଭଳି ଏକ ସ୍ଥାପତ୍ୟ କଳା କରି ଦେଖାଇଛନ୍ତି।
ଆମେରିକା ରାଷ୍ଟ୍ରପତିଙ୍କ ବହୁ ଚର୍ଚ୍ଚିତ ଅତି ସୁରକ୍ଷିତ ଏବଂ ଅତ୍ୟାଧୁନିକ କାର୍ 'ଦ ବିଷ୍ଟ୍' । ଏହି ଆକର୍ଷଣୀୟ ଗାଡ଼ି, ଯାହାର ଦାମ୍ ୧୦ କୋଟି ଟଙ୍କା। ଟ୍ରକ୍ର ଚେଚିସ୍ରେ ନିର୍ମିତ ୭ ଟନ୍ ଓଜନର ଏହି ଗାଡ଼ିକୁ କୌଣସି ବି ବୋମା କ୍ଷତି ପହଞ୍ଚାଇ ପାରିବନାହିଁ।
ଆଜି ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ହୋଇଛି। ଏଥିଯୋଗୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ପାଣି ଲହଡ଼ି ମାରୁଛି।
ବାହା ବେଦୀରେ ବସି ଝିଅର ବାହାଘର ଚାଲିଥିବା ବେଳେ, ସେପଟେ ବନ୍ଧୁବାନ୍ଧବଙ୍କୁ ଡାକି ଝିଅର ଶୁଦ୍ଧିକ୍ରିୟା କରିଛନ୍ତି ଯୁବତୀଙ୍କ ପରିବାର ଲୋକ।
କ୍ୟାମ୍ପସର କାନ୍ଥ ବାଡ଼ରେ 5T ପଲିଟିକ୍ସ। ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ୱବିଦ୍ୟାଳୟରେ 5T ଷ୍ଟିକରକୁ ଘୋର ବିରୋଧ କରାଯାଇଛି।
ଦେଶର ପ୍ରଥମ ସୂର୍ଯ୍ୟ ଅଭିଯାନ, ଆଦିତ୍ୟ-L1 ଆଜି ପୃଥିବୀ ଓ ଚନ୍ଦ୍ରର ଫଠୋ ପଠାଇଛି। ଏହାସହ ସେଲ୍ଫି ମଧ୍ୟ ଉଠାଇଛି।
ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଆୟୋଜିତ ଏସିଆନ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ମୋଦି ପହଞ୍ଚିବା ପରେ ତାଙ୍କୁ ଭେଟିବା ପାଇଁ ଶହଶହ ସଂଖ୍ୟାରେ ଭାରତୀୟ ଅନେଇ ବସିଥିଲେ।
ଆଜି କ୍ରୁଟ୍ର ସମସ୍ତ ମୋ ଇ-ବସ୍ ଓ ଇ-ରିକ୍ସାରେ ଯାତ୍ରା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଏନେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଘୋଷଣା କରିଛନ୍ତି।
ଲଘୁଚାପ ପ୍ରଭାବରେ ଗତ କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଆଜି ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।
ଜି-୨୦ ଶିଖର ସମ୍ମିଳନୀ ପାଇଁ ବିଦେଶରୁ ଭାରତ ଆସୁଥିବା ମାନ୍ୟଗନ୍ୟ ଅତିଥିଙ୍କ ନୈଶ୍ୟ ଭୋଜନ ପାଇଁ ରୁପାରେ ତିଆରି ବାସନକୁସନ ତିଆରି କରାଯାଇଛି।
ଅଦମ୍ୟ ସାହସ, ଦୃଢ଼ ଇଚ୍ଛା ଶକ୍ତି ଓ ପରିଶ୍ରମ ପାଇଁ ଅନ୍ୟମାନଙ୍କ ପାଇଁ ସେ ଉଦାହରଣ । ସେ ହେଲେ କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳର ମହିଳା ଅଟୋ ଡ୍ରାଇଭର ଶକୁନ୍ତଳା ପୂର୍ତ୍ତି ଓରଫ ଅଟୋ ଦିଦି । ଅଟୋ ଚଳାଇ ଭଲ ଦି ପଇସା ରୋଜଗାର କରି...
ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଗାଁକୁ ନାହିଁ ଭଲ ରାସ୍ତା । ବର୍ଷା ଛାଡ଼ିଲେ ଖାଲ ସାଙ୍ଗକୁ ପଥୁରିଆ ରାସ୍ତା ଲୋକଙ୍କ ପାଇଁ ପାଲଟି ଯାଏ ମରଣ ଯନ୍ତା । କୋଇଡା ବ୍ଲକ ରକ୍ସି ପଞ୍ଚାୟତର ଲୋକେ ସହନ୍ତି ଅସହ୍ୟ ଯାତ୍ରା ଯନ୍ତ୍ରଣା....