• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Super Blue Moon on August 30
ଆଜି ଆକାଶରେ ଦେଖିବେ ‘ସୁପର ବ୍ଲୁ ମୁନ୍’, ୨୦୦୯ ପରଠୁ ଏଭଳି ନିଆରା ଘଟଣା ଦୃଶ୍ୟମାନ ହୋଇନି...

ଅଗଷ୍ଟ ୩୦ ଅର୍ଥାତ୍‌ ଆଜି ରାତିରେ ଆକାଶରେ ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ପାଇବେ। ଏହାସହ ଚଳିତ ପୂର୍ଣ୍ଣିମା ମଧ୍ୟ ବେଶ୍‌ ଖାସ୍‌ ହେବାକୁ ଯାଉଛି। 

5T Goondagiri By Youths In Jajpur
5T ଟି-ସାର୍ଟ ପିନ୍ଧି ଯୁବକଙ୍କ ଗୁଣ୍ଡାଗର୍ଦ୍ଦି: ‘ପ୍ରତିବାଦକୁ ଚାପି ଦେବା ପାଇଁ ଭୟ ସୃଷ୍ଟି କରାଯାଉଛି’

5T ସଚିବଙ୍କ ଯାଜପୁର ଗସ୍ତ ବେଳେ ବିରୋଧ କରୁଥିବା କଂଗ୍ରେସ କର୍ମୀଙ୍କୁ 5T ବାହିନୀ ଆକ୍ରମଣ କରିବା ଘଟଣାକୁ ବିଜେପି କଠୋର ଭାବେ ନିନ୍ଦା କରିଛି।

7 Killed In Road Accident In Bihar
ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଭୟଙ୍କର ଦୁର୍ଘଟଣା, ଗୋଟିଏ ପରିବାରର ଚାଲିଗଲା ୭ ଜୀବନ

ଭାରସାମ୍ୟ ହରାଇ କଣ୍ଟେନର ସହ ଧକ୍କା ହୋଇ ଗାଡ଼ି ତଳେ ଚାପି ହୋଇଗଲା ସ୍କର୍ପିଓ। ଫଳରେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି।

Raksha Bandhan 2023
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା: ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମନାସୁଛି ଭଉଣୀ

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ଆଜି ଦିନରେ ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମନାସିଥାଏ। ଆଉ ଭାଇ ନିଜ ଭଉଣୀର ସୁରକ୍ଷା ପାଇଁ ଦିଏ ପ୍ରତିଶ୍ରୁତି।

More trouble for singer Sourin Bhatt
ଗିରଫ ହୋଇପାରନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ

ଗିରଫ ହୋଇପାରନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ। ଜଣେ ଯୁବତୀଙ୍କୁ ଧମକ ଚମକ ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇପାରେ।

Brother Kills Brother
ଜମି ପାଇଁ ଭାଇର ଜୀବନ ନେଲା ଭାଇ, ୧୧ ଦିନ ପରେ ମାଟି ଖୋଳି ମୃତଦେହ ଉଦ୍ଧାର

ଜମି ପାଇଁ ପଡ଼ୋଶୀଙ୍କ ସହ ମିଶି ଭାଇକୁ ହତ୍ୟା କଲା ଭାଇ। ହତ୍ୟା ପରେ ଶବକୁ ପୋତି ଦେଇଥିବା ବେଳେ ୧୧ ଦିନ ପରେ ମାଟି ଖୋଳି ପୋଲିସ୍‌ ମୃତଦେହ ଉଦ୍ଧାର କରିଛି।

LPG Gas Cylinder Prices Slashed By Rs 200
ଜନତାଙ୍କୁ ବଡ଼ ଆଶ୍ୱସ୍ତି: ୨୦୦ ଟଙ୍କା ଶସ୍ତା ହେଲା LPG ସିଲିଣ୍ଡର ଦର, ଆଜିଠୁ ନୂଆ ଦର ଲାଗୁ...

ଘରୋଇ LPG ଗ୍ୟାସ୍‌ ସିଲିଣ୍ଡର ଦର ୨୦୦ ଟଙ୍କା ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ଆଜିଠାରୁ ଏହି ନୂତନ ପରିବର୍ତ୍ତିତ ଦର ଲାଗୁ ହେବ।

Tribal Woman Questions During Public Hearing In Kendrapara
ଅଫିସରଙ୍କୁ ବୃଦ୍ଧାଙ୍କ ପ୍ରଶ୍ନ- ବାବୁ ଆମ ଗାଁକୁ ରାସ୍ତା କେବେ ଦେବୁ ? କାହିଁକି ଏତେ ଦିନ ହେଲା ରାସ୍ତା ହେଉନି ?

ବାବୁ ଆମ ଗାଁକୁ ରାସ୍ତା କେବେ ଦେବୁ ? କାହିଁକି ଏତେ ଦିନ ହେଲା ଆମ ଗାଁକୁ ରାସ୍ତା ହେଉନି ? ଜନଶୁଣାଣି ଶିବିରରେ ପ୍ରଶାସନିକ ଅଧିକାରୀଙ୍କ ଆଗରେ ଏଭଳି ପ୍ରଶ୍ନ କରିଛନ୍ତି ଜଣେ ଅନୁସୂଚିତ ଜନଜାତି ବୃଦ୍ଧା। 

Jio AirFiber To Launch On Ganesh Chaturthi
ଗଣେଶ ପୂଜାରେ ଲଞ୍ଚ୍‌ ହେବ ଜିଓ ଏୟାରଫାଇବର

ସେପ୍ଟମ୍ବର ୧୯ ତାରିଖ ଅର୍ଥାତ୍‌ ଗଣେଶ ପୂଜା ଦିନ ଜିଓ ଏୟାରଫାଇବର ଲଞ୍ଚ୍‌ ହେବ। ଏନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି ଘୋଷଣା କରିଛନ୍ତି।

This school has 13 toilets for 23 students, but no boundary wall in Odisha’s Mohana
ପିଲାଙ୍କ ସୁରକ୍ଷା ପାଇଁ ସ୍କୁଲ୍‌ରେ ପାଚେରି ନାହିଁ...ହେଲେ ୨୩ ପିଲାଙ୍କୁ ୧୩ ଶୌଚାଳୟ

ସ୍କୁଲ୍‌ରେ ପିଲା ପଢୁଛନ୍ତି ମାତ୍ର ୨୩ ଜଣ, ହେଲେ ଶୌଚାଳୟ ଅଛି ୧୩ଟି। ହେଲେ ୧୦ ବର୍ଷ ହେଲାଣି ପିଲାଙ୍କ ସୁରକ୍ଷା ପାଇଁ ପାଚେରି ନିର୍ମାଣ ହୋଇପାରିନି, କିନ୍ତୁ ବାରମ୍ବାର ତିଆରି ଚାଲିଛି ଏକାଧିକ ଶୌଚାଳୟ।

Congress workers stage protest ahead of 5T Secretary jajpur visit
ପାଣ୍ଡିଆନଙ୍କ ସଭା ପଡ଼ିଆରେ ଗୁଣ୍ଡାଗିରି: ହାତରେ ଠେଙ୍ଗା ଧରି ଘେରିଲେ 5T ଟି-ସାର୍ଟ ପିନ୍ଧିଥିବା ଯୁବକ...

5T ସଚିବଙ୍କ ଯାଜପୁର ଟାଉନ୍ ଗସ୍ତକୁ ଜିଲ୍ଲା କଂଗ୍ରେସର ସଦସ୍ୟ ବିରୋଧ କରିଛନ୍ତି। ପାଣ୍ଡିଆନ ଗୋ ବ୍ୟାକ୍ ନାରା ଦେବା ସହ ରେଡକ୍ରସ୍‌ ଛକରୁ ରାଲି କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

Visually impaired international footballer now battles for acute poverty in Koraput
ଦିନେ ଥିଲେ ପୋଖତ ଖେଳାଳି, ହେଲେ ଆଜି ଅବହେଳିତ...ନା ତାଙ୍କୁ କେହି ଚିହ୍ନନ୍ତି ନା କେହି ଜାଣନ୍ତି

ଗୋଟିଏପଟେ ଆଜି ସାରା ଦେଶ ଜାତୀୟ କ୍ରୀଡ଼ା ଦିବସ ପାଳୁଥିବା ବେଳେ ଅନ୍ୟପକ୍ଷେ, ପୋଖତ୍ ଖେଳାଳି କିନ୍ତୁ ଅବହେଳିତ। କୋରାପୁଟ ଜିଲ୍ଲା ପଦ୍ମପୁର ପଞ୍ଚାୟତ ବଡ଼ଦେଉଳାନୂଆ ଗାଁର ଦୃଷ୍ଟିବାଧିତ ଜାତୀୟ ଫୁଟବଲ୍ ଖେଳାଳି ସମରା ନନ୍ଦୀବାଡିଙ୍କ ଜୀବନ ଏବେ ଦୁର୍ବିସହ ହୋଇପଡିଛି।

Odia Javelin thrower Kishore Jena shines in World Athletics Championship
‘ଯୋଗ୍ୟତା ପର୍ଯ୍ୟାୟରେ ଚାପ ଥିଲା, ହେଲେ ଫାଇନାଲ୍‌ରେ ଚାପ ନ ଥିଲା’...ବିଶ୍ୱ ଆଥଲେଟିକ୍ସରେ ଚମକିଲେ ଓଡ଼ିଆ ପୁଅ

ଏସିଆଡ୍‌ରେ ଭଲ ପ୍ରଦର୍ଶନ କରି ଅଲିମ୍ପିକ୍ସ ଯୋଗ୍ୟତା ଲକ୍ଷ୍ୟ ରଖିଛି। ଏହାସହ ଚଳିତ ବର୍ଷ ୮୭ ମିଟର ପର୍ଯ୍ୟନ୍ତ ଜାଭଲିନ୍‌ ଫିଙ୍ଗିବାକୁ ଆଶାବାଦୀ ଥିବା ବିଶ୍ୱ ଆଥଲେଟିକ୍ସରେ ଦମ୍‌ଦାର ପ୍ରଦର୍ଶନ କରିଥିବା ଓଡ଼ିଆ ପୁଅ କିଶୋର ଜେନା କହିଛନ୍ତି।

Elderly woman sends rakhi made out of waste materials to PM Modi in Kendrapara
କମଳା ମାଉସୀଙ୍କ ହାତ ତିଆରି ଜରି ରାକ୍ଷୀ ପିନ୍ଧିବେ ମୋଦି

ଅଳିଆ ଆବର୍ଜନାରୁ ଜରି ସାଉଁଟି ସ୍ୱଚ୍ଛ ଭାରତ ପାଇଁ ଉଦାହରଣ ପାଲଟିଥିବା କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ ହାତ ତିଆରି ଜରି ରାକ୍ଷୀ ପିନ୍ଧିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Exclusive Photo Of Inside Konark Sun Temple
ଆସିଲା କୋଣାର୍କ ସୂର୍ଯ୍ୟମନ୍ଦିର ଭିତରର EXCLUSIVE ଫଟୋ

ଆସିଲା ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଭିତରର ଏକ୍ସକ୍ଲୁସିଭ ଫଟୋ। ପଥର ଓ ବାଲି ପ୍ୟାକିଂ ହୋଇଥିବା ମୁଖଶାଳା ଭିତର ପାର୍ଶ୍ୱ ଦେଖିବାକୁ ମିଳିଛି।

India celebrates birth anniversary of Major Dhyan Chand
National Sports Day: ମନେ ପଡ଼ନ୍ତି କିମ୍ବଦନ୍ତୀ ହକି ତାରକା ମେଜର ଧ୍ୟାନଚାନ୍ଦ

କିମ୍ବଦନ୍ତୀ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଆଜି ଜନ୍ମଦିନ। ୨୦୧୨ ମସିହାରୁ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ କ୍ରୀଡା ଦିବସ ବା ନ୍ୟାସନାଲ୍ ସ୍ପୋର୍ଟର୍ସ ଡେ’ ଭାବେ ପାଳନ କରାଯାଉଛି।

Earthquake strikes in Bali Sea Indonesia
ସକାଳୁ ସକାଳୁ ସମୁଦ୍ର ଭିତରେ ଶକ୍ତିଶାଳୀ ଭୂକମ୍ପ

ସମୁଦ୍ର ଭିତରେ ଶକ୍ତିଶାଳୀ ଭୂକମ୍ପ। ଆଜି ଭୋର ୪ଟା ସମୟରେ ଭୂକମ୍ପ ହୋଇଥିବା ବେଳେ ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୦ ଥିଲା। ଇଣ୍ଡୋନେସିଆର ବାଲି ଏବଂ ଲମ୍ବୋକ୍ ଦ୍ୱୀପପୁଞ୍ଜର ଉତ୍ତରରେ ଥିବା ସମୁଦ୍ରରେ ଶକ୍ତିଶାଳୀ ଭୂକମ୍ପ ହୋଇଥିବା ସୂଚନା ମିଳିଛି।

Female sub inspector Kajal Bag is at her ancestral home
ମିଳିଲା ମହିଳା SIଙ୍କ ପତ୍ତା, ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ...

ଘରେ ଅଛନ୍ତି ମହିଳା ପୋଲିସ ସବଇନ୍ସପେକ୍ଟର। ନିଜ ପୈତୃକ ଘର କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ସଇଁତଳାରେ ମହିଳା SI କାଜଲ ବାଗ୍ ଅଛନ୍ତି।

Pandian forcing political leaders to give in to his slavery says mla pradeep panigrahi
‘ଓଡ଼ିଶା ରାଜନୀତିରେ କ୍ରୀତଦାସ ପ୍ରଥା ଗ୍ରହଣ କରିବାକୁ ବାଧ୍ୟ କରାଯାଉଛି’

ନବୀନଙ୍କ ଶାସନ ବ୍ୟବସ୍ଥାରେ କ୍ରୀତଦାସ ବ୍ୟବସ୍ଥାକୁ ଗ୍ରହଣ କରିବା ପାଇଁ ବାଧ୍ୟ କରାଯାଉଛି। ଯାହାକି ସ୍ୱାଭିମାନୀ ଓଡ଼ିଶାବାସୀଙ୍କ ପାଇଁ ଅଭିଶାପ ବୋଲି ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି।

Jhulan Jatra Of Lord Jagannath At Puri Srimandir
ଆଜିଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ଝୁଲଣ କୁଞ୍ଜରେ ଝୁଲିବେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି

ଆଜିଠାରୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା ଆରମ୍ଭ ହୋଇଛି। ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ପରେ ଶ୍ରୀଜିଉଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ପ୍ରଭୁ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରର ବିଭିନ୍ନ ମଠ ମନ୍ଦିରକୁ ବିଜେ କରିବେ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।