• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Chandrayaan-3: ISRO awaits Vikram lander and Pragyan rover revival after two weeks of sleep mode
ଚନ୍ଦ୍ରୟାନ-୩ ପାଇଁ ଆଜି ସବୁଠୁ ବଡ଼ ଦିନ: ଚେଇଁବେ କି ପ୍ରଜ୍ଞାନ ଓ ବିକ୍ରମ ? ନା ଶୋଇଯିବେ ଚିରନିଦ୍ରାରେ ?

ଚେଇଁବେ କି ପ୍ରଜ୍ଞାନ ଓ ବିକ୍ରମ ? ନା ଶୋଇଯିବେ ଚିରନିଦ୍ରାରେ ? ଚନ୍ଦ୍ରୟାନ-୩ ପାଇଁ ଆଜି ସବୁଠୁ ବଡ଼ ଦିନ।

Daily Horoscope
Daily Horoscope 22nd September 2023: କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ, ଯାତ୍ରା କଲା ବେଳେ ସତର୍କ ରୁହନ୍ତୁ...

ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୨ ତାରିଖ, ଶୁକ୍ରବାର। ଚନ୍ଦ୍ର – ବିଛା ଦିବା ୦୩.୩୩ ଗତେ ଧନୁ ତିଥି- ୭ମୀ  ଦିବା ୦୧.୩୫ ଗତେ ୮ମୀ ଘାତ ଚନ୍ଦ୍ର - ଦିବା ୦୩.୩୩ ଗତେ ତୁଳା ଓ କୁମ୍ଭ ଘାତ ବାର – ବିଛା, ଧନୁ ଓ...

Pramila Mallik First Woman Speaker Of Odisha Assembly
ଓଡ଼ିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି, ପ୍ରମିଳା ମଲ୍ଲିକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ...

ଓଡ଼ିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି। ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

Members of Mo Dal stage demonstration in front of Odisha Assembly
‘ଯଦି ସଚିବ ସବୁ କରିବେ, ତା’ହେଲେ ବିଧାନସଭା କାହିଁକି ଚାଲିବ ?’

ରାଜ୍ୟରେ ଶାସନ ବ୍ୟବସ୍ଥାକୁ ବିରୋଧ କରି ‘ମୋ ଦଳ’ ବିଧାନସଭା ଘେରାଉ କରିଛି। ଦଳର ନେତା ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଦଳୀୟ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Possibility Of Cyclone Before Durga Puja
ଦୁର୍ଗାପୂଜା ପୂର୍ବରୁ ବାତ୍ୟା ଆଶଙ୍କା !

ଆସିବ କି ଆଉ ଏକ ବାତ୍ୟା ? ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ଆଶଙ୍କା ରହିଛି।

Women MPs Celebrate With PM Modi At Parliament
ଉଭୟ ଗୃହରେ ମହିଳା ସଂରକ୍ଷଣ ବିଲ୍ ପାସ୍, ମିଠା ଖୁଆଇ ମହିଳା ସାଂସଦଙ୍କ ସେଲିବ୍ରେସନ...

ଲୋକସଭା ଏବଂ ରାଜ୍ୟସଭା ଉଭୟ ଗୃହରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ପରେ ମହିଳା ସାଂସଦମାନେ ପରସ୍ପରକୁ ମିଠା ଖୁଆଇ ସେଲିବ୍ରେସନ କରିଛନ୍ତି।

Watch CCTV footage of Talasil officer caught taking bribe in Talcher
ଗୁମର ଖୋଲିଲେ ନେତା: ‘ବିନା ଲାଂଚରେ ପତ୍ର ହଲୁନି’

ବିରୋଧୀ ନୁହେଁ ଶାସକ ଦଳ ନେତା ଖୋଲିଦେଲେ ତହସିଲ ଅଫିସ୍‌ର ଗୁମର । ସିଧାସିଧା କହିଲେ ତଳିଆଠୁ ଉପର...ବିନା ଲାଞ୍ଚରେ ଅଫିସ୍‌ରେ ହଲୁନି ପତ୍ର । ଆଉ ତହସିଲଦାର କହୁଛନ୍ତି ତୁମ କ୍ୟାମେରାକୁ ମୋର ବିଶ୍ୱାସ ନାହିଁ, ସିସିଟିଭି ଦେଖି...

BJD expels two MLAs including Soumya Ranjan Patnaik
ଦୁଇ ବିଧାୟକଙ୍କୁ ବିଜେଡିରୁ ବହିଷ୍କାର

ଫାଇଭ୍-ଟି ସଚିବ ଓ ନବୀନଙ୍କୁ ଟାର୍ଗେଟ କରିବା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମହଙ୍ଗା ପଡ଼ିଛି । ପ୍ରଥମେ ଦଳର ଉପସଭାପତି ପଦରୁ ହଟାଇବା ପରେ ଏବେ ଦଳରୁ ବିଦା କରାଯାଇଛି । ଏନେଇ ଘୋଷଣା କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Pramila Mallik files nomination set to become Odisha's first woman Speaker
ଆସନ୍ତାକାଲି ବାଚସ୍ପତି ନିର୍ବାଚନ, ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ପ୍ରମିଳା ମଲ୍ଲିକ

ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବିଜେଡି ପ୍ରାର୍ଥୀ ଭାବେ ସେ ନାମାଙ୍କନ ଭରିଛନ୍ତି । ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି ।

School and Mass Education Minister Sudam Marndi gets additional charge of revenue department
ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ତିଙ୍କୁ ରାଜସ୍ୱ ବିଭାଗ ଦାୟିତ୍ୱ

ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ତିଙ୍କୁ ରାଜସ୍ୱ ବିଭାଗ ଦାୟିତ୍ୱ । ପ୍ରମିଳା ମଲ୍ଲିକଙ୍କ ଇସ୍ତଫା ପରେ ସୁଦାମଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ଦାୟିତ୍ୱ ମିଳିଛି ।

This government’s Dakabangala in Narasinghpur is now is den of alcoholics
ଡାକବଙ୍ଗଳାରେ ରହୁଛି ଭୂତ !

ଦିନେ ଏଇ ଡାକ ବଙ୍ଗଳାରେ ରହିବା ବାବୁଙ୍କ ସ୍ନପ୍ନ ଥିଲା । ଛୁଟି ହେବା ମାତ୍ରେ ପୁରା ପରିବାର ସହ ଦୌଡୁଥିଲେ ଏଠାରେ ରହିବାକୁ । ହେଲେ ଏବେ ଏଠାକୁ ଆସିବାକୁ କେହି ରାଜି ହେଉ ନାହାନ୍ତି । ମଦୁଆ ଘର କଲେଣି ଡାକ ବଙ୍ଗଳାରେ...

Fans express happiness after watching Tarang Cine Productions film Pushkara
ସିନ୍‌ରେ ପ୍ରବଳ ସସ୍‌ପେନ୍ସ

ଫିଲ୍ମ ଦେଖିବା ପରେ ଖୁସି ହେଲେ ଦର୍ଶକ । ସିନ୍‌ ଦେଖି ଦର୍ଶକ କହିଲେ ଓଡ଼ିଆ ଫିଲ୍ମ ନେଲା ନୂଆ ମୋଡ...ଫିଲ୍ମ ପୂରା ଜବରଦସ୍ତ ହେବ

Situation remains stagnant as this medical road is frequently occupied by cows in Dhenkanal
ଗାଈ ଘଉଡାଇଲେ ରାସ୍ତାରେ ଯିବ

ରାସ୍ତା ନୁହେଁ ତ ଗୋ-ଶାଳା । ସକାଳୁ ସଞ୍ଜ ବୁଲା ଗାଈଙ୍କ କବଜାରେ ଢେଙ୍କାନାଳ ମେଡିକାଲ ରାସ୍ତା । ସ୍ଥିତି ଏମିତି ହେଲାଣି ଯେ ଆମ୍ବୁଲାନ୍ସରୁ ହେଲ୍‌ପର୍‌ ବାହାରି ଗାଈଙ୍କୁ ସାଇଡ୍‌ କଲେ ଗାଡି ଆଗକୁ ବଢୁଛି...

Daily Horoscope
Daily Horoscope 21st September 2023: ଧନ ପ୍ରାପ୍ତି ସହ ଶୁଭ ଖବର ମିଳିପାରେ, ଅଧୁରା କାର୍ଯ୍ୟ ପୂରଣ ହେବ...

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୧ ତାରିଖ, ଗୁରୁବାର। ଚନ୍ଦ୍ର – ବିଛା ଅହୋରାତ୍ର ତିଥି- ୬ଷ୍ଠୀ ଦିବା ୦୨.୧୪ ଗତେ ୭ମୀ ଘାତ ଚନ୍ଦ୍ର - ନାସ୍ତି ଘାତ ବାର – ତୁଳା ଓ କୁମ୍ଭ ପୁଷ୍କର ଦୋଷ –ଦିବା ୦୨.୧୪ ଗତେ ୧-ପାଦ...

US President Joe Biden May Chief Guest For Republic Day 2024
ଆସନ୍ତା ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଆମେରିକା ରାଷ୍ଟ୍ରପତି !

ଆସନ୍ତା ସାଧାରଣତନ୍ତ୍ର ଦିବସରେ ଭାରତର ମୁଖ୍ୟ ଅତିଥି ହୋଇପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍।

Vande Bharat Express
ଆସନ୍ତା ୨୪ରୁ ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍

ଆସନ୍ତା ୨୪ ତାରିଖରୁ ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀରୁ ରାଉଲକେଲା ମଧ୍ୟରେ ଗଡ଼ିବ ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌।

Aditya L1 spacecraft starts journey towards Sun-Earth L1 point
ସୂର୍ଯ୍ୟ ମିଶନକୁ ଆଉ ପାଦେ ଆଗକୁ ବଢ଼ିଲା ଭାରତ

ସୂର୍ଯ୍ୟ ମିଶନକୁ ଆଉ ପାଦେ ଆଗକୁ ବଢ଼ିଲା ଭାରତ । ପୃଥିବୀର କକ୍ଷପଥ ଛାଡି L1 ପଏଣ୍ଟ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ମିଶନ୍ ଆଦିତ୍ୟ । ଗତ ରାତି ପ୍ରାୟ ୨ଟା ବେଳେ ଇସ୍ରୋ ପକ୍ଷରୁ ସଫଳତାର ସହ ଆଦିତ୍ୟ L 1 କୁ ପୃଥିବୀର କକ୍ଷପଥରୁ...

1 classroom, 1 black board for four classes in this Odisha school
ଗୋଟିଏ ଘରେ ୪ ଶ୍ରେଣୀ ! ପିଲା ପଢିବେ କେମିତି ?

ଏଇଟା ସ୍କୁଲ ତ ! ଗୋଟିଏ ଗୃହରେ ଚାରି ଚାରୋଟି ଶ୍ରେଣୀର ପିଲା ପଢୁଛନ୍ତି ପାଠ । ଏକା ସାଙ୍ଗରେ ପିଲାଙ୍କୁ ପଢାଯାଉଥିବାରୁ କେହି କିଛି ବୁଝୁନଥିବା ଅଭିଯୋଗ । ଚେଇଁ ଶୋଇଛି ପ୍ରଶାସନ, ମୁର୍ଖ ହେବେ ପିଲା...

Ganesh Puja celebration in different schools of Odisha’s Balasore
ଗଣପତିଙ୍କ ଆରାଧନା ବ୍ୟାପକ ପ୍ରସ୍ତୁତି

ଆଜି ଗଣେଶ ପୂଜା । ଅଗ୍ରପୂଜ୍ୟ, ଗଜାନନ, ପାର୍ବତୀ ନନ୍ଦନ...ନାଁ ଅନେକ କିନ୍ତୁ ରୂପ ଏକ । ଗଣପତିଙ୍କ ଆରାଧନା ପାଇଁ ସାରା ଦେଶରେ ବ୍ୟାପକ ପ୍ରସ୍ତୁତି । ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ପୂଜା ମଣ୍ଡପ ଗୁଡିକୁ ଏଥିପାଇଁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି।

Unconditional Love! Woman battles all odds to save cancer-stricken husband, seeks financial aid
କ୍ୟାନସରରେ ସ୍ୱାମୀ ପଡିଛି...ନଳି ଲଗାଇ ସ୍ତ୍ରୀ ସେବା କରୁଛି

ଏମିତି ସ୍ତ୍ରୀ ଭାଗ୍ୟରେ ଥିଲେ ମିଳେ । କ୍ୟାନସର ରୋଗରେ ଘାଣ୍ଟି ହେଉଛନ୍ତି ସ୍ୱାମୀ । ନାକରେ ନଳି ଲଗାଇ ଖାଇବାକୁ ଦେବା ସହିତ ଦିନରାତି ସେବା କରୁଛି ସ୍ତ୍ରୀ । ଚିକିତ୍ସା ପାଇଁ କାନ୍ଦି କାନ୍ଦି ମାଗୁଛି ସାହାଯ୍ୟ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।