/odishatv-khabar/media/post_attachments/uploadimage/library/16_9/16_9_0/s_1694063038.jpg)
Free rides on e-vehicles today in bhubaneswar
ଆଜି ହେଉଛି ସ୍ୱଚ୍ଛ ବାୟୁ ଦିବସ। ପରିବେଶକୁ ସ୍ୱଚ୍ଛ ଓ ନିର୍ମଳ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଭୁବନେଶ୍ୱରରେ ଆଜି କ୍ରୁଟ୍ର ସମସ୍ତ ମୋ ଇ-ବସ୍ ଓ ଇ-ରିକ୍ସାରେ ଯାତ୍ରା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଏନେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଘୋଷଣା କରିଛନ୍ତି।
ଯାତ୍ରୀମାନେ ଆଜି ମାଗଣାରେ ଯାତ୍ରା କରିପାରିବେ। ଭୁବନେଶ୍ୱରରେ ୧୦ଟି ରୁଟ୍ରେ ଏବେ ୫୦ଟି ଇ-ବସ୍ ଓ ୫୦ଟି ଇ-ରିକ୍ସା ଚଳାଚଳ କରୁଛି । ...
@CRUT_BBSR & @bmcbbsr come together to celebrate #InternationalDayOfCleanAirForBlueSkies let's embark on a journey to a cleaner, greener future!On 7th September'23, hop on Mo E-Bus & Mo E-Ride & pledge to contribute towards sustainability 🍃 Let's pave the way for a green future. pic.twitter.com/dPsxbKU7Tv
— Capital Region Urban Transport (@CRUT_BBSR) September 6, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)