ବୟସ ୮୦ ପାର୍ । ଅଣ୍ଟାରେ ଆଉ ବଳ ନାହିଁ ହେଲେ ମନୋବଳ ପାଇଁ ଆଜି ବି ସେ ଦୌଡୁଛନ୍ତି । ଚାରି ଚାରୋଟି ପୁଅଙ୍କର ମୃତ୍ୟୁ ପରେ ଏବେ ବଡ଼ କଷ୍ଟରେ କଟୁଛି ଦିନ...
ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୯ ତାରିଖ, ମଙ୍ଗଳବାର। ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..
ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୯ ତାରିଖ, ମଙ୍ଗଳବାର। ଚନ୍ଦ୍ର – ତୁଳା ଅହୋରାତ୍ର ତିଥି- ୪ର୍ଥୀ ଦିବା ୦୧.୪୩ ଗତେ ୫ମୀ ଘାତ ଚନ୍ଦ୍ର - ନାସ୍ତି ଘାତ ବାର – ମକର ପୁଷ୍କର ଦୋଷ – ୧ ପାଦ କୃଷିହାନି ଭୂମିଦାନ ଦିବା...
ବିଶ୍ୱକର୍ମା ପୂଜା ଅବସରରେ ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ। ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି। ଯୋଜନାରୁ କୌଳିକ ବୃତ୍ତିଧାରୀଙ୍କୁ ମିଳିବ ସ୍ୱତନ୍ତ୍ର ପରିଚୟ
ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ୧୧ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ। ଜିଲ୍ଲାରେ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ରହିଛି ।
ଭକ୍ତିର ସ୍ୱରରେ ଭିଜୁଥିବା ଅଭିଲିପ୍ସା କରାଟରେ ପାଇଛନ୍ତି ବ୍ଲାକ ବେଲ୍ଟ
ଓଡ଼ିଶା ମାଟିରେ ପଡ଼ିଶା ରାଜ୍ୟ ମୂର୍ତ୍ତିର ଚାହିଦା। ମାର୍କେଟ୍ ସାରା ଯୁଆଡ଼େ ଦେଖିବେ ସିଆଡ଼େ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ମୂର୍ତ୍ତି। ଛୋଟ ଠାରୁ ବଡ଼ ମୂର୍ତ୍ତି, ଏବେ ପିଓପି ଗଣେଶ ମୂର୍ତ୍ତି ମାକେର୍ଟ ସାରା ଛାଇ ଗଲାଣି।
ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୭ ତାରିଖ, ରବିବାର। ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..
ଆଜି ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଯୋଜନା ମାଧ୍ୟମରେ ଆସନ୍ତା ୫ ବର୍ଷରେ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ।
ଆଜି ମୋଦିଙ୍କ ଜନ୍ମଦିନ ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଜଣେ ଦକ୍ଷ ଓ ବିଚକ୍ଷଣ ରାଜନେତା ଭାବେ ସେ ନିଜକୁ ପରିଚତ କରିଛନ୍ତି।
ଲୋକେ ୫ ଟଙ୍କା ପକାଇ ଉକ୍ତ ଭେଣ୍ଡିଂ ମେସିନ୍ରୁ ପାଇବେ କଟନ ବ୍ୟାଗ୍। ପଲିଥିନ୍ ପରିବର୍ତ୍ତେ କପଡ଼ା ବ୍ୟାଗ ଅଳ୍ପ ଖର୍ଚ୍ଚରେ ନେଇ ବ୍ୟବହାର କରିପାରିବେ।
ଓଟିଭିରେ ଖବର ପ୍ରସାରଣ ପରେ ଚିକିତ୍ସା ପାଇଁ ମିଳିଲା ସହାୟତା। ଦୀର୍ଘଦିନ ହେବ କିଡ଼ନୀ ରୋଗରେ ଆକ୍ରାନ୍ତ ଥିଲେ, ତେବେ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଚିକିତ୍ସାରେ ବାଧା ଉପୁଜିଥିଲା।
ହାତରେ ଦାଶ କାଠିଆ, ଆଉ ତାଳେ ତାଳେ ଗୀତ ବୋଲି ନିଜର ହକ୍ ଦାବି କରୁଛନ୍ତି ଶିକ୍ଷକ। ନିଜର ହକ୍ ପାଇଁ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇ ଥିବାବେଳେ ଦାଶ କାଠିଆ ମାଧ୍ୟମରେ କିଭଳି ଭାବେ ସରକାରଙ୍କୁ ସେମାନଙ୍କର ଦାବି ଜଣାଉଛନ୍ତି ତା’ର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ...
ଦିନଟିଏ ପାଇଁ ବିଧାନସଭା ବାଚସ୍ପତି ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି। ୨୧ ତାରିଖ ପରିବର୍ତ୍ତେ ୨୨ ତାରିଖରେ ବାଚସ୍ପତି ନିର୍ବାଚନ ହେବ।
ଏଣିକି ବାଇକ ଚଳାଇବା ବେଳେ ହେଲ୍ମେଟ୍ ନପିନ୍ଧିଲେ ଆଉ ନିସ୍ତାର ନାହିଁ । କାହିଁକି ନା ଆଉ ପୋଲିସ ନୁହେଁ, ଏଥର ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଜଗିବେ ଜନତା।
ଜମ୍ମୁ ଓ କାଶ୍ମୀରର ବାରାମୂଳା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଆଉ ଜଣେ ଆତଙ୍କବାଦୀ ନିହତ। ଆଜି ସକାଳୁ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇସାରିଲେଣି।
ଭୁବନେଶ୍ୱର ଉପକଣ୍ଠ ଡେରାସ MIP ର କେନାଲ ଖୋଳା ଓ ଏବଂ ବିବାଦୀୟ ଜମିର ଚିହ୍ନଟ ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁଣି ଚିଠି ଲେଖିଛନ୍ତି।
ବିଶାଖାପାଟଣାରୁ ସାଲୁର ଘାଟି ପର୍ଯ୍ୟନ୍ତ ପ୍ରାୟ ୧୫୦ କିଲୋମିଟର ଚାଲି ଚାଲି ଆସିଲେ ନବରଙ୍ଗପୁର ଝରିଗାଁ ବ୍ଲକର ୫ ଜଣ ଶ୍ରମିକ।
ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁ ସମ୍ପର୍କରେ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚରାଯିବାରୁ ଭରା ସଭାରେ ଗଣ୍ଡଗୋଳ। ଆଉ ଏହାରି ଭିତରେ ସଭାସ୍ଥଳ ଛାଡ଼ି ଚାଲି ଯାଇଥିଲେ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ।
ଆଜି ଉଦ୍ଘାଟିତ ହେବ କଟକର ନେତାଜୀ ବସ୍ ଟର୍ମିନାଲ। ୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ରାଜ୍ୟର ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନରେ ଉଦ୍ଘାଟନ କରିବେ।