ଛୁଆ ଜନ୍ମ ଦେଇନି କି ଗର୍ଭବତୀ ହୋଇନି । ହେଲେ ୧୩ ମାସର ବାଛୁରୀ ଦେଉଛି କ୍ଷୀର । ସକାଳେ ଓ ସନ୍ଧ୍ୟାରେ ଦେଢ ଲିଟର ଲେଖାଏ ୩ ଲିଟର କ୍ଷୀର ଦେଉଛି । ଅନ୍ୟପଟେ ବାଛୁରୀ କ୍ଷୀର ଦେଉଥିବାରୁ କାମଧେନୁ କହି ଦେଖିବାକୁ ଆଖପାଖ ଅଞ୍ଚଳର ବହୁ...
ନଦୀକୂଳିଆ ଲୋକଙ୍କୁ କୁମ୍ଭୀର ଭୟ। ଚାନ୍ଦବାଲି ଦେଇ ବହିଥିବା ଏକାଧିକ ନଦୀରେ ଏବେ କୁମ୍ଭୀର ଆତଙ୍କ। ବୈତରଣୀ, ସାଳନ୍ଦୀ ଏବଂ ମନ୍ତେଇ ନଦୀରେ କୁମ୍ଭୀରଙ୍କ ଡରରେ ଲୋକେ ଆତଙ୍କିତ।
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ମାଳ ମାଳ କୁମ୍ଭୀର । ବୈତରଣୀ, ସାଳନ୍ଦୀ ଓ ମନ୍ତେଇ ନଦୀ ସହିତ ୧୫ରୁ ଉର୍ଦ୍ଧ୍ୱ ଶାଖା ନଦୀରେ କୁମ୍ଭୀର ଆତଙ୍କ । ନଦୀ କୂଳରେ ବସବାସ କରୁଥିବା ଗାଁ ଗୁଡ଼ିକରେ ପ୍ରତିବର୍ଷ କୁମ୍ଭୀର ଆକ୍ରମଣରେ ଯାଉଛି ଜୀବନ ।
ହଜି ଯାଉଥିବା କଳାକୁ ବଞ୍ଚାଇ ରଖିବା ସହ ହୋଇପାରିଛନ୍ତି ଜଣେ ସଫଳ କାରିଗର। କାଠ ମୂର୍ତ୍ତି ତିଆରି କରୁଥିଲେ ହେଁ ସରକାରୀ ସୁବିଧାରୁ ବଞ୍ଚିତ ଶିଳ୍ପୀ ପରିବାର ।
ଆଜି ଶ୍ରୀବିଗ୍ରହମାନଙ୍କର ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ। ତେଣୁ ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ଦୁର୍ଘଟଣା ପରେ କାହାର ଗୋଡ଼ କଟିଯାଇଛି ତ କିଏ ଜନ୍ମରୁ ଦିବ୍ୟାଙ୍ଗ । ତଥାପି ଏଠାରେ ଗୋମାତାଙ୍କୁ ଶ୍ରଦ୍ଧା ପୂର୍ବକ କରାଯାଉଛି ରକ୍ଷାବନ୍ଧନ । ଆଉ ଗୋଶାଳାରେ ଥିବା ଜୀବଙ୍କୁ ଦିଆଯାଉଛି ଖାଦ୍ୟ ।
ସୌର ସିଂହମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୪ ତାରିଖ, ସୋମବାର, ଚନ୍ଦ୍ର – ମେଷ ଅହୋରାତ୍ର ତିଥି- ୫ମୀ ଦିବା ୦୪.୪୨ଗତେ ୬ଷ୍ଠୀ ଘାତ ଚନ୍ଦ୍ର - ମେଷ ରାଶିର ଅହୋରାତ୍ର ଘାତ ବାର – ମିଥୁନ ପୁଷ୍କର ଦୋଷ –ନାସ୍ତି
ଭୁବନେଶ୍ୱର-ନୂଆଦିଲ୍ଲୀ ଇଣ୍ଡିଗୋ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଛି। ଉଡ଼ାଣର ଅଳ୍ପ କିଛି ସମୟ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା।
ଆଜି ୩୦ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଆସନ୍ତା ୭ ତାରିଖ ଯାଏ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
ଗାଁରେ ସଭା ଚାଲିଥିବା ବେଳେ ସର୍ବସମ୍ମୁଖରେ ମହିଳାଙ୍କୁ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏନେଇ ବିଧାୟକଙ୍କ ବିରୋଧରେ କୁଜଙ୍ଗ ଥାନାରେ ୨ଟି ଏତଲା ଦିଆଯାଇଛି।
ଇଏ ସାଧାରଣ ନିମ ଗଛ ନୁହେଁ । ଦୈବଶକ୍ତି ଅଛି ଏହି ଗଛରେ । ପତ୍ର ସବୁ ମିଠା ଲାଗୁଛି...ପାଖଆଖ ଗାଁରୁ ଲୋକଙ୍କ ସୁଅ ଛୁଟିଛି । ଗଛକୁ ଦେଖି ଯିଏ ଯୁଆଡେ ଗଲା, ତାଙ୍କର ମନସ୍କାମନା ପୂର୍ଣ୍ଣ ହେଲା ।
ପରିବାର ମୁହଁରେ ଆହାର ଦେବାକୁ ଦାଦନ ଖଟିବାକୁ ଯାଇଥିଲା ଭେଣ୍ଡିଆ ପୁଅ । ଗାଁକୁ ଆମ୍ବୁଲାନ୍ସ ପଶିଲା, କାନ୍ଦବୋବାଳିରେ ପରିବେଶ କମ୍ପିଲା । କିଏ ଧନ ଲୋ...କିଏ ବାପାଲୋ କହି ରାହା ଛାଡି କାନ୍ଦୁଥିଲେ । ଯବାନ ପୁଅର ମୃତ୍ୟୁକୁ ଦେଖି କେଉଁ ମାଆ ବା ସମ୍ଭାଳିବ?
ଓଃ କି ଦୁଃଖ ! ମାଆ ଚାଲିଗଲା, ବାପା ଦାଦନ ଗଲେ । ଘର ନାହିଁ କି ରାସନ ନାହିଁ । ଦୁଇ କୁନି ଭାଇ-ଭଉଣୀଙ୍କୁ ମଣିଷ କରିବାକୁ ଜୀବନକୁ ବାଜିରେ ଲଗାଇ ଦେଇଛି ବଡ ଭଉଣୀ ଜେମତି । ସ୍ୱପ୍ନ ଦେଖିବା ବୟସରେ ପରିବାରର ମୁଣ୍ଡାଇଛି ବୋଝ...
ୟାଙ୍କ ବୁଦ୍ଧିକୁ ମାନିବାକୁ ପଡିବ । ବାଇକ୍ରେ ଲଗାଇ ଦେଲେ ୪ ଚକା । ୨ ଫୁଟ୍ ପାଣି ଭିତରେ ପଶି ଗଲେ ବି ଗୋଡରେ ପାଣି ଛିଟିକିବାର ଚାନ୍ସ ନାହିଁ । ହେଲେ ଓହ୍ଲାଇବେ କେମିତି ?
ଦେଶର ପ୍ରଥମ ସୂର୍ଯ୍ୟ ଅଭିଯାନ। ଆଜି ଦିନ ୧୧ଟା ୫୦ରେ ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରରୁ ଉତ୍କ୍ଷେପଣ ହେଲା ‘ଆଦିତ୍ୟ L1’। PSLV-C57ରେ ‘ଆଦିତ୍ୟ L1’ର କରାଗଲା ଉତ୍କ୍ଷେପଣ। ‘ଆଦିତ୍ୟ L1’କୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଲାଗିବ ୪ ମାସ ସମୟ...
ସୌର ସିଂହମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୨ ତାରିଖ ଶନିବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..
କଲେଜରେ ସେ ପ୍ରିନ୍ସିପାଲ । ଇତିହାସ ବିଭାଗରେ ପିଲାଙ୍କୁ ପଢାଉଛନ୍ତି ପାଠ...ପଢା ସାରିବା କ୍ଷଣି ସମାଜସେବା ସହ ପରିବେଶକୁ ସୁସ୍ଥ ରଖିବାକୁ ଛାତ୍ରଛାତ୍ରୀଙ୍କୁ ଦେଉଛନ୍ତି ତାଲିମ । ଭୂରି ଭୂରି ପ୍ରଶଂସା କଲେ ଜିଲ୍ଲାପାଳ...
ଇସ୍ରୋର ସୌର ମିଶନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଆଜି ଦିନ ୧୧ଟା ୫୦ରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଆଦିତ୍ୟ L1 ଉତ୍କ୍ଷେପଣ ହେବ।
କେନ୍ଦ୍ରମନ୍ତ୍ରୀ କୌଶଲ କିଶୋରଙ୍କ ବାସଭବନରେ ଶୁକ୍ରବାର ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଘଟଣାସ୍ଥଳରୁ ମନ୍ତ୍ରୀଙ୍କ ପୁଅଙ୍କ ନାଁରେ ଥିବା ଲାଇସେନ୍ସପ୍ରାପ୍ତ ବନ୍ଧୁକକୁ ପୋଲିସ୍ ଜବତ କରିଛି।
ବିଚ୍ ରାସ୍ତାରେ ଖଣ୍ଡା ବୁଲାଇ ଆତଙ୍କ ଖେଳାଇଲେ ଅବସରପ୍ରାପ୍ତ ଯବାନ। ହାତରେ ଖଣ୍ଡା ଓ ମାର୍ତୁଲ ଧରି ମାର୍କେଟରେ ଆତଙ୍କ ଖେଳାଇଥିବା ଅଭିଯୋଗ ହୋଇଛି।