• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Crocodile menace, sans bridge turns double whammy, affects education system in Kendrapara
ଖସି ପଡ଼ିଲେ କଥା ସରିଲା...ତଳେ ପାଣି, ଆଉ ପାଣିରେ କୁମ୍ଭୀର

ଗୋଟିଏପଟେ ଜୀବନ, ଅନ୍ୟପଟେ ଜୀବିକା l ଜୀବନକୁ ବାଜି ଲଗାଇ ପାଠ ପଢିବାକୁ ଆସୁଥିବା କୁନିକୁନି ଛାତ୍ର ଛାତ୍ରୀଙ୍କ ମୌଳିକ ସମସ୍ୟା ଦୂର କରି ତୁରନ୍ତ ପୋଲ ନିର୍ମାଣ ପାଇଁ ଦାବି....

Servitor narrates importance of Janmashtami in Puri Srimandir
ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମତ୍ସୋବ, ଅନ୍ଧାର ହୋଇଯିବ ଶ୍ରୀମନ୍ଦିର...ଏମିତି କରାଯିବ ପୂଜା...

ଆଜି ଜନ୍ମ ନେବେ ଭଗବାନ ଶ୍ରୀକୃଷ୍ଣ । ପୁରୁଷୋତ୍ତମ କ୍ଷେତ୍ରରେ ନିଆରା ପରିବେଶ । ଅନ୍ଧାର ହୋଇଯିବ ଶ୍ରୀମନ୍ଦିର । ବିଶେଷ ଭାବେ ଏମିତି କରାଯିବ ପୂଜା...

Meet Sai Prakash Mohanty, a teacher in Baripada who teaches for free
ମାଗଣାରେ ପାଠ ପଢ଼ାନ୍ତି ସାଇ ସାର୍

ଉଚ୍ଚ ଶିକ୍ଷିତ ହୋଇ ରୋଜଗାର ଆଶା ନ ରଖି ମାଗଣାରେ ପାଠ ପଢ଼ାନ୍ତି ସାଇ ସାର୍...

Locals seek financial assistance for hapless children in Athagarh
କଅଁଳ ବୟସରେ ବଢ଼ିଲା ବୋଝ: ଜୀବନ ଆକାଶରେ କଳା ବାଦଲ

ଦୁନିଆକୁ ଭଲ ଭାବରେ ବୁଝିବା ପୂର୍ବରୁ ଜୀବନ ଆକାଶରେ ମାଡ଼ିଗଲା କଳା ବାଦଲ । ମାତ୍ର ୮ ବର୍ଷ ବୟସରୁ କଅଁଳ କାନ୍ଧରେ ବୋହୁଛି ୬ ମାସର କୁନି ଭଉଣୀ ସହ ୪ ବର୍ଷୀୟ ଭାଇର ବୋଝ । ବାପା ଜେଲରେ, ମା କୋଳରେ ୩ ଭାଇ ଭଉଣୀ...

Today Panchang
Today Panchang 6th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୬ ତାରିଖ, ବୁଧବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

Daily Horoscope
Daily Horoscope 6th September 2023: ଜୀବନରେ ନୂଆ ସଙ୍କେତ ମିଳିପାରେ, ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି

ସୈାର  ସିଂହ  ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୬ ତାରିଖ, ବୁଧବାର। ଚନ୍ଦ୍ର- ବୃଷ ଅହରାତ୍ର ତିଥି – ୭ମୀ ଦିବା ୦୩.୩୮ ଗତେ ୮ମୀ ଘାତ ଚନ୍ଦ୍ର- ବିଛା ରାଶିର ଅହରାତ୍ର ଘାତ ବାର –  କର୍କଟ ପୁଷ୍କର ଦୋଷ –୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ...

Two Odia Tribals To Attend G 20 Summit
G-20 ସମ୍ମିଳନୀ: ସାରା ବିଶ୍ୱ ଜାଣିବ ଓଡ଼ିଆ ଆଦିବାସୀଙ୍କ ଜୀବନଶୈଳୀ

ସାରା ବିଶ୍ୱ ଜାଣିବ ଓଡ଼ିଆ ଆଦିବାସୀଙ୍କ ଜୀବନଶୈଳୀ। ଜି-୨୦ ସମ୍ମିଳନୀରେ ଓଡ଼ିଶାର ଦୁଇ ଜଣ ଯୋଗଦେବେ।

US President  Joe Biden To Visit India
G-20 ସମ୍ମିଳନୀ: କାଲି ଭାରତ ଆସିବେ ଆମେରିକା ରାଷ୍ଟ୍ରପତି, ମୋଦିଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା...

G-20 ଶିଖର ସମ୍ମିଳନୀରେ ଯୋଗଦେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଆସନ୍ତାକାଲି ସେ ଭାରତ ଆସିବେ ବୋଲି ହ୍ୱାଇଟ୍ ହାଉସ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି।

BJP stages protest over hoardings of CM Naveen Patnaik and 5T Secretary VK Pandian in Kendrapara
ବିଜେଡିର ହୋର୍ଡିଂକୁ କେନ୍ଦ୍ରାପଡ଼ାରେ ବିରୋଧ, ହୋର୍ଡିଂରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ସହ 5T ସଚିବଙ୍କ ଫଟୋ

ବିଜେଡିର ହୋର୍ଡିଂକୁ କେନ୍ଦ୍ରାପଡାରେ ବିଜେପି ପକ୍ଷରୁ କଡ଼ା ବିରୋଧ କରାଯାଇଛି। ମାର୍ଶାଘାଇ କ୍ରସିଂ ଠାରେ ମହାକାଳପଡ଼ାରେ ସର୍ବବୃହତ ଇସ୍ପାତ କାରଖାନା ପାଇଁ ହୋର୍ଡିଂ ମରାଯାଇଛି।

 Aditya L1’s second orbit ranging successfully done
ସୂର୍ଯ୍ୟ ଆଡ଼କୁ ଆଉ ପାଦେ ବଢ଼ିଲା ଆଦିତ୍ୟ L1

ପୃଥିବୀର ଦ୍ୱିତୀୟ କକ୍ଷ ପଥକୁ ପରିବର୍ତ୍ତନ ଅର୍ଥାତ ଦ୍ୱିତୀୟ ଅର୍ବିଟ୍ ରେଜିଂ ସଫଳତାର ସହିତ ମିଶନ୍ ଆଦିତ୍ୟ ସମ୍ପୂର୍ଣ୍ଣ କରିଛି। ଏହାପରେ ତୃତୀୟ ଅର୍ବିଟ ରେଜିଂ ଆସନ୍ତା ୧୦ ତାରିଖରେ ହେବ। 

Orissa High Court gets 2 new Judges
ଶପଥ ନେଲେ ଓଡ଼ିଶା ହାଇକୋର୍ଟର ୨ ନୂଆ ବିଚାରପତି

ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ଶିବଶଙ୍କର ମିଶ୍ର ଓ ଆନନ୍ଦ ଚନ୍ଦ୍ର ବେହେରା ଆଜି ଶପଥ ଗ୍ରହଣ କରିଛନ୍ତି।

Tamil Nadu BJP President Criticised Udhayanidhi Stalin
‘ଉତ୍ତର ଭାରତର ପପୁ ରାହୁଲ ଗାନ୍ଧି...ଦକ୍ଷିଣ ଭାରତର ପପୁ ଉଦୟନିଧି’

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଅସନ୍ତୋଷ ଓ ପ୍ରତିବାଦ ତେଜିବାରେ ଲାଗିଛି। ବିଭିନ୍ନ ରାଜନୈତିକ ଦଳର ନେତା ଉଦୟନିଧିଙ୍କୁ ସମାଲୋଚନା କରିଛନ୍ତି। 

Know What Udhayanidhi Stalin Says On Alleged 10 Crore Bounty On Head
‘ମୋ ମୁଣ୍ଡ ପାଇଁ ୧୦ କୋଟି ନୁହେଁ, ୧୦ ଟଙ୍କାର ପାନିଆ ଯଥେଷ୍ଟ’...

ଗୋଟିଏପଟେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଅସନ୍ତୋଷ ଓ ପ୍ରତିବାଦ ତେଜୁ ଥିବାବେଳେ ଅନ୍ୟପକ୍ଷେ ନିଜ ଜୀବନ ପ୍ରତି ଥିବା ବିପଦକୁ ଉଦୟନିଧି ଖଣ୍ଡନ କରିଛନ୍ତି।

2 dead in group clash between two families over past enmity in Ganjam
କାଳ ହେଲା ପରିବାର ମଧ୍ୟରେ ଝଗଡ଼ା: ବହିଲା ରକ୍ତ ନଦୀ, ଗଡ଼ିଲା ମୁଣ୍ଡ...

ଗତକାଲି କବିସୂର୍ଯ୍ୟନଗର ପଙ୍କଳବାଡି ଗାଁରେ ଦୁଇ ପରିବାର ମଧ୍ୟରେ ବିବାଦ ଉଗ୍ରରୂପ ନେଇଥିଲା। ଗୋଷ୍ଠୀ ସଂଘର୍ଷ ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି।

New Rules For SIM Card From October 1
ଅକ୍ଟୋବର ୧ରୁ ସିମ୍‌ କାର୍ଡ ପାଇଁ ନୂଆ ନିୟମ, ଏସବୁ ନମାନିଲେ ଗଣିବେ ୧୦ ଲକ୍ଷ ଟଙ୍କା ଫାଇନ୍‌...

ନୂଆ ସିମ୍‌ କାର୍ଡ ବିକ୍ରି ପାଇଁ ଅକ୍ଟୋବର ୧ରୁ କଟକଣା ଲାଗୁ ହେବ। ଜଣେ ବ୍ୟକ୍ତିଙ୍କ ନାଁରେ ଏକାଧିକ ସିମ୍‌ କାର୍ଡ ବିକ୍ରି ରୋକିବା ଉପରେ ପଦକ୍ଷେପ ନିଆଯିବ।

Heavy rain likely to several districts of Odisha under the influence of low pressure
ଲଘୁଚାପ ପ୍ରଭାବରେ ଆଜି ପ୍ରବଳ ବର୍ଷିବ ! ଏହିସବୁ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ...

ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର ଏକାଧିକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଆଉ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

Commisionerate Police bans movement of goods vehicles during evening hours in twin cities
ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି- ଏହି ସମୟରେ କଟକ, ଭୁବନେଶ୍ୱରରେ ପ୍ରବେଶ କରିପାରିବନି ୬ ଚକିଆ ଯାନ

ସନ୍ଧ୍ୟାରେ କଟକ ଏବଂ ଭୁବନେଶ୍ୱରରେ ଦେଖା ଦେଉଥିବା ଅସମ୍ଭାଳ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।

Locals allege corruption in plantation drive in Odisha’s Niali
ଗଛ ନଲଗାଇ ମିଥ୍ୟା ବିଲ୍ ଅଭିଯୋଗ

ନିଆଳି କୃଷ୍ଣପ୍ରସାଦ ପଞ୍ଚାୟତରେ ବୃକ୍ଷରୋପଣ ନାଁରେ ଘୋଟାଲାକୁ ନେଇ ଅସନ୍ତୋଷ । ବିନା ଫଳକରେ ଗୋଟିଏ ବି ଗଛ ନଲଗାଇ ମିଥ୍ୟା ବିଲ୍ ଅଭିଯୋଗ ।

Weekly Horoscope
Weekly Horoscope 4th Sep To 10th Sept 2023: ଜାଣନ୍ତୁ, ଏହି ସପ୍ତାହରେ ଆପଣଙ୍କ ରାଶିରେ କ’ଣ ରହିଛି...

ବ୍ୟବସାୟୀମାନେ ସେମାନଙ୍କ ପରିବାରର ସଦସ୍ୟଙ୍କଠାରୁ ଦୂରରେ ରହିବେ । କର୍ମକ୍ଷେତ୍ରରେ କିଛି ନୂତନ କାମ ସୃଷ୍ଟି କରିବା ସକଶେ ଚିନ୍ତା କରି ପାରନ୍ତି। ଜାଣନ୍ତୁ, ଏହି ସପ୍ତାହରେ କେଉଁ ରାଶିରେ କ’ଣ ରହିଛି ଓ ଏହାର ପ୍ରତିକାର

Khola Katha with Gopalpur MLA Pradeep Panigrahi
'ସମୟ ନିଷ୍ପତ୍ତି ନେବ ନିର୍ବାଚନ ଲଢ଼ିବି କି ନାହିଁ'

'ଏତେ ବର୍ଷ ଗୋଟିଏ ଜାଗାରେ ବସିବା ଶୋଭା ପାଉଛି କି । ମୋର କିଛି ଆବଶ୍ୟକତା ନାହିଁ ଗର୍ଜିବାର । ସମୟ ନିଷ୍ପତ୍ତି ନେବ ନିର୍ବାଚନ ଲଢ଼ିବି କି ନାହିଁ ।'- ପ୍ରଦୀପ ପାଣିଗ୍ରାହୀ, ଗୋପାଳପୁର ବିଧାୟକ

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।