• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୌର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୭ ତାରିଖ, ବୁଧବାର। ଚନ୍ଦ୍ର  – ବୃଷ ଅହୋରାତ୍ର ତିଥି- ୧୪ଶୀ ଦିବା ୦୮/୦୧ ଗତେ ପୂର୍ଣ୍ଣିମା ଘାତ ଚନ୍ଦ୍ର- ବିଛା ଅହୋରାତ୍ର ଘାତ ବାର – କର୍କଟ ପୁଷ୍କର ଦୋଷ – ୧ ପାଦ କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୧୦/୨୫ ପର୍ଯ୍ୟନ୍ତ। 

ଶୁଭ ସମୟ-     

ପ୍ରାତଃ ୦୬/୧୨ ରୁ ୦୮/୨୨ 

ଦିବା ୧୦/୩୨ ରୁ ୧୧/୩୭

ସନ୍ଧ୍ୟା ୦୫/୫୬ ରୁ ୦୬/୪୮

ରାତ୍ରି ୦୮/୩୪ ରୁ ୦୨/୫୫

ରାତ୍ରି ୦୪/୩୪ ରୁ ୦୬/୧୨

ଅଧିକ ପଢ଼ନ୍ତୁ: କରନ୍ତୁ ଏହି କାର୍ଯ୍ୟ,ସନ୍ତୁଷ୍ଟ ହେବେ ମାଆ ଲକ୍ଷ୍ମୀ

ଅଶୁଭ ସମୟ- 

ରାହୁକାଳ - ଦିବା ୧୧/୩୭ ରୁ ୧୨/୫୯

କାଳବେଳା - ଦିବା ୦୮/୫୫ ରୁ ୧୦/୧୬

ବାରବେଳା – ଦିବା ୧୧/୩୭ ରୁ ୧୨/୫୯

କାଳରାତ୍ରି – ରାତ୍ରି ୦୨/୫୫ ରୁ ୦୪/୩୪