Advertisment

AIIMS ଭୁବନେଶ୍ୱରରେ ଚାକିରି ସୁଯୋଗ: ଏହିସବୁ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି

ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS),  ଭୁବନେଶ୍ୱରରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ଓ ଆଶାୟୀ ପ୍ରାର୍ଥୀ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
AIIMS Bhubaneswar Recruitment 2022

AIIMS Bhubaneswar announces recruitment

ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS),  ଭୁବନେଶ୍ୱର ରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ଓ ଆଶାୟୀ ପ୍ରାର୍ଥୀ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। 

Advertisment

ଖାଲି ପଡ଼ିଥିବା ଏହିସବୁ ପଦବୀ ପୂରଣ ହେବ...

  • Antenatal Medical Officer(ରେଗୁଲାର୍‌ ବେସିସ୍‌)- ୧ ପଦବୀ

           ବୟସ ସୀମା- ୨୧-୩୫ ବର୍ଷ

           Level-10: ସପ୍ତମ ବେତନ କମିଶନ ଆଧାରରେ ମିଳିବ ଦରମା

  • Blood Transfusion Officer(ରେଗୁଲାର୍‌ ବେସିସ୍‌)- ୧ ପଦବୀ

           ବୟସ ସୀମା- ୩୦ରୁ ଅଧିକ ବୟସ ହୋଇନଥିବା ଆବଶ୍ୟକ

           Level-୧୧: ସପ୍ତମ ବେତନ କମିଶନ ଆଧାରରେ ମିଳିବ ଦରମା

  • Senior Analyst (System Analyst) (ରେଗୁଲାର୍‌ ବେସିସ୍‌)- ୧ ପଦବୀ

           ବୟସ ସୀମା- ୫୦ରୁ ଅଧିକ ବୟସ ହୋଇନଥିବା ଆବଶ୍ୟକ

           Level-୧୨: ସପ୍ତମ ବେତନ କମିଶନ ଆଧାରରେ ମିଳିବ ଦରମା

  • Senior Procurement cum Store Officer(ଡେପୁଟେସନ୍‌ ବେସିସ୍‌)

           ବୟସ ସୀମା- ୫୬ରୁ ଅଧିକ ବୟସ ହୋଇନଥିବା ଆବଶ୍ୟକ

           Level-୧୧: ସପ୍ତମ ବେତନ କମିଶନ ଆଧାରରେ ମିଳିବ ଦରମା

ଅଧିକ ପଢ଼ନ୍ତୁ: ଆପଣ UPSC ପରୀକ୍ଷାରେ ଏକାଥରେ ସଫଳ ହେବାକୁ ଚାହାନ୍ତି କି? ଆପଣଙ୍କ ପାଇଁ ଟିପ୍ସ

ବୟସ ସୀମାରେ କୋହଳ...

ରିଜର୍ଭ ହୋଇନଥିବା ପଦବୀ ପାଇଁ ଆବେଦନ କରିଥିବା SC/ST/OBC ପ୍ରାର୍ଥୀଙ୍କ ବୟସ ସୀମାରେ କୌଣସି କୋହଳ କରାଯିବନି। DoPT ନିର୍ଦ୍ଦେଶ ଅନୁସାରେ, ଅନ୍ୟ କ୍ୟାଟେଗୋରୀରେ ଆସୁଥିବା ପ୍ରାର୍ଥୀଙ୍କ ବୟସ ସୀମାରେ କୋହଳ କରାଯିବ।  

Advertisment

ଆବେଦନ ଫି’...

ଆବେଦନ ଫି’ ବାବଦରେ Unreserved/OBC/EWS ପ୍ରାର୍ଥୀ ୧୦୦୦ ଟଙ୍କା ଦେଇ ଆବେଦନ କରିପାରିବେ। ଅଧିକ ସୂଚନା ପାଇଁ ଏମ୍ସ ଭୁବନେଶ୍ୱରର ଅଫିସିଆଲ୍‌ ୱେବ୍‌ସାଇଟ୍‌କୁ ଯାଇ ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ...

AIIMS Bhubaneswar Recruitment
Advertisment
Advertisment