• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS),  ଭୁବନେଶ୍ୱର ରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ଓ ଆଶାୟୀ ପ୍ରାର୍ଥୀ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। 

ଖାଲି ପଡ଼ିଥିବା ଏହିସବୁ ପଦବୀ ପୂରଣ ହେବ...

  • Antenatal Medical Officer(ରେଗୁଲାର୍‌ ବେସିସ୍‌)- ୧ ପଦବୀ

           ବୟସ ସୀମା- ୨୧-୩୫ ବର୍ଷ

           Level-10: ସପ୍ତମ ବେତନ କମିଶନ ଆଧାରରେ ମିଳିବ ଦରମା

  • Blood Transfusion Officer(ରେଗୁଲାର୍‌ ବେସିସ୍‌)- ୧ ପଦବୀ

           ବୟସ ସୀମା- ୩୦ରୁ ଅଧିକ ବୟସ ହୋଇନଥିବା ଆବଶ୍ୟକ

           Level-୧୧: ସପ୍ତମ ବେତନ କମିଶନ ଆଧାରରେ ମିଳିବ ଦରମା

  • Senior Analyst (System Analyst) (ରେଗୁଲାର୍‌ ବେସିସ୍‌)- ୧ ପଦବୀ

           ବୟସ ସୀମା- ୫୦ରୁ ଅଧିକ ବୟସ ହୋଇନଥିବା ଆବଶ୍ୟକ

           Level-୧୨: ସପ୍ତମ ବେତନ କମିଶନ ଆଧାରରେ ମିଳିବ ଦରମା

  • Senior Procurement cum Store Officer(ଡେପୁଟେସନ୍‌ ବେସିସ୍‌)

           ବୟସ ସୀମା- ୫୬ରୁ ଅଧିକ ବୟସ ହୋଇନଥିବା ଆବଶ୍ୟକ

           Level-୧୧: ସପ୍ତମ ବେତନ କମିଶନ ଆଧାରରେ ମିଳିବ ଦରମା

ଅଧିକ ପଢ଼ନ୍ତୁ: ଆପଣ UPSC ପରୀକ୍ଷାରେ ଏକାଥରେ ସଫଳ ହେବାକୁ ଚାହାନ୍ତି କି? ଆପଣଙ୍କ ପାଇଁ ଟିପ୍ସ

ବୟସ ସୀମାରେ କୋହଳ...

ରିଜର୍ଭ ହୋଇନଥିବା ପଦବୀ ପାଇଁ ଆବେଦନ କରିଥିବା SC/ST/OBC ପ୍ରାର୍ଥୀଙ୍କ ବୟସ ସୀମାରେ କୌଣସି କୋହଳ କରାଯିବନି। DoPT ନିର୍ଦ୍ଦେଶ ଅନୁସାରେ, ଅନ୍ୟ କ୍ୟାଟେଗୋରୀରେ ଆସୁଥିବା ପ୍ରାର୍ଥୀଙ୍କ ବୟସ ସୀମାରେ କୋହଳ କରାଯିବ।  

ଆବେଦନ ଫି’...

ଆବେଦନ ଫି’ ବାବଦରେ Unreserved/OBC/EWS ପ୍ରାର୍ଥୀ ୧୦୦୦ ଟଙ୍କା ଦେଇ ଆବେଦନ କରିପାରିବେ। ଅଧିକ ସୂଚନା ପାଇଁ ଏମ୍ସ ଭୁବନେଶ୍ୱରର ଅଫିସିଆଲ୍‌ ୱେବ୍‌ସାଇଟ୍‌କୁ ଯାଇ ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ...

Other Stories