ଯାତ୍ରା ଦେଖି ଘରକୁ ଫେରୁଥିଲେ, ଅଧା ବାଟରେ ଚାଲିଗଲା ଜୀବନ। କେନାଲ ତଳକୁ ବାଇକ୍ ଖସି ପଡ଼ିବା ଯୋଗୁ ୩ ଜଣଙ୍କ ମୃତ୍ୟୁ ହୋଇଛି।
ପ୍ରଳୟଙ୍କାରୀ ଭୂକମ୍ପରେ ଛାରଖାର ହୋଇଯାଇଛି ତୁର୍କୀ ଓ ସିରିୟା। କେବଳ ତୁର୍କୀରେ ୩୦ ହଜାର ଉପରେ ମୃତ୍ୟୁ ସଂଖ୍ୟା।
ବଲିଉଡ୍ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ପୁଣି ସ୍ୱାମୀ ଆଦିଲ୍ ଦୁରାନୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଆଦିଲ୍ ରାକ୍ଷୀଙ୍କ ନ୍ୟୁଡ୍ ଭିଡିଓ ଉଠାଇବା ସହ ଟଙ୍କା ପାଇଁ ଏହାକୁ ବିକ୍ରି ମଧ୍ୟ କରିଥିବା ଅଭିଯୋଗ ହୋଇଛି।
ବରର ପାଦ ଛୁଇଁବା ପାଇଁ ରୋକ୍ଠୋକ୍ ମନା କରିଦେଲେ କନ୍ୟାର ଭାଇ। କଥା ଏତେ ବଢ଼ି ଯାଇଥିଲା ଯେ, ଶେଷରେ ବାହାଘର ଭାଙ୍ଗି ଯାଇଥିଲା।
ଯୁବକ ଜଣକ ନିଜ ବୟସଠୁ ଅଧିକ ବୟସର ଜଣେ ମହିଳାଙ୍କୁ ପ୍ରପୋଜ କରିଥିଲେ। ଏଥିରେ ରାଗିଯାଇ ସମ୍ପୃକ୍ତ ମହିଳା ବିଚ୍ ରାସ୍ତାରେ ସର୍ବ ସମ୍ମୁଖରେ ଯୁବକଙ୍କୁ ଚପଲରେ ମାଡ଼ ମାରିଥିଲେ।
ମହାକାଶରେ କକ୍ଷପଥରେ ସଫଳତାର ସହ ୩ଟି ସାଟେଲାଇଟ୍କୁ ଅବସ୍ଥାପିତ କରିଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର। ଭୂପୃଷ୍ଠ ଠାରୁ ୪୫୦ କିଲୋମିଟର ଦୂର କକ୍ଷପଥରେ ଏହି ୩ ସାଟେଲାଇଟ୍କୁ ସଫଳତାର ସହ ଅବସ୍ଥାପିତ କରାଯାଇଛି ।
ଯୁବକଙ୍କୁ ଅପହରଣ କରି ଦୁର୍ବୃତ୍ତମାନେ ନେବାବେଳେ, ଚଳନ୍ତା କାର୍ରୁ ଯୁବକ ଜଣକ ଡେଇଁ ପଡ଼ିଥିଲେ। ତେବେ ଥାନାରେ ପହଞ୍ଚିବା ପରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ହୋଇଛି।
ଆମେରିକା ମହାକାଶ ଏଜେନ୍ସି ନାସା ଦୀର୍ଘ ଦିନ ଧରି ଏକ ବିଶାଳକାୟ ପଥର(ଆଷ୍ଟ୍ରଏଡ୍)କୁ ଟ୍ରାକ୍ କରୁଛି। ଏବେ ଜଣାପଡ଼ିଛି ଯେ, ଏହି ପଥର ପୃଥିବୀର କକ୍ଷପଥରେ ପ୍ରବେଶ କରିପାରେ।
ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାର ପୁରା ଛାରଖାର ହୋଇଯାଇଛି। ସ୍ୱାମୀ, ସ୍ତ୍ରୀ ଓ ଝିଅର ମୃତ୍ୟୁ ହୋଇଥିବା ବେଳେ ୧୫ ମାସର ଶିଶୁପୁତ୍ର ହସ୍ପିଟାଲ୍ ବେଡ୍ରେ ଏକାକୀ ଜୀବନ ସହ ସଂଘର୍ଷ କରୁଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ମୋଟ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।
ପରିବାର ଲୋକଙ୍କ ସହମତି ପାଇଁ ସୋନିଆ ଦୀର୍ଘ ୨୨ ବର୍ଷ ଅପେକ୍ଷା କରିଥିଲେ। ଶେଷରେ ପରିବାର ଲୋକ ଅନ୍ୟ ଜାତିରେ ବିବାହ ପାଇଁ ତାଙ୍କୁ ଅନୁମତି ଦେଇଥିଲେ।
୧୬ ବର୍ଷର ଯୁବତୀଙ୍କୁ ଡ୍ରିଙ୍କସ୍ରେ ନିଶାଦ୍ରବ୍ୟ ମିଶାଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।
ସବୁଦିନ ପାଇଁ ନବ ଦାସଙ୍କୁ ହରାଇ ଖାଲି ପରିବାର ଦୁଃଖରେ ଭାଙ୍ଗି ପଡ଼ି ନାହାନ୍ତି ବରଂ ଝାରଗସୁଗୁଡ଼ାବାସୀଙ୍କ ଆଖିରେ ମଧ୍ୟ ଲୁହ ଦେଖିବାକୁ ମିଳିଛି। ଶ୍ରଦ୍ଧାଞ୍ଜଳି ସଭାରେ ନବଙ୍କ ଝିଅ, ପୁଅ, ସ୍ତ୍ରୀ ଓ ପରିବାର ସଦସ୍ୟଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା।
ଏଣିକି ସରକାରୀ ଡ୍ୟୁଟି ସମୟରେ ସୋସିଆଲ୍ ମିଡିଆ ବ୍ୟବହାର କରିପାରିବେନି ପୋଲିସ୍ ବାବୁ। ଉତ୍ତରପ୍ରଦେଶରରେ ପୋଲିସ୍ କର୍ମୀଙ୍କ ପାଇଁ ଏଭଳି କଡ଼ା ନିୟମ ଲାଗୁ ହୋଇଛି।
ପୁଣି ଦାନ ମାଝି ଘଟଣାର ପୁନରାବୃତ୍ତି। ପତ୍ନୀଙ୍କ ଶବକୁ ୩୩ କି.ମି. କାନ୍ଧରେ ବୋହିଲେ ସ୍ୱାମୀ। ଏଭଳି ହୃଦୟ ବିଦାରକ ଦୃଶ୍ୟ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ସୀମାନ୍ତରେ ଦେଖିବାକୁ ମିଳିଛି।
ହାର୍ଡଡଲ୍ କଂପାନୀ ଦ୍ୱାରା ତିଆରି ଏଲ୍ଇଡି ୱାଟରପ୍ରୁଫ୍ ଫେନ୍ସ ସୋଲାର ଲାଇଟ୍ ଲ୍ୟାମ୍ପ। ଏହି ଲ୍ୟାମ୍ପକୁ ଆପଣ ଘରେ ଲଗାଇ ଅଧିକ ବିଦ୍ୟୁତ୍ ବିଲ୍ରୁ ମୁକ୍ତି ପାଇପାରିବେ। ଯାହାକି ବିଦ୍ୟୁତ୍ ବିଲ୍କୁ କମ୍ କରିବାରେ ସହାୟତା ହେବ।
ଆଜି ରାଜ୍ୟର ଏଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦେଖା ଦେଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ କୁହୁଡିର ଘନ ଆସ୍ତରଣ ଦେଖିବାକୁ ମିଳିଛି।
ସ୍ୱାମୀ ଆଦିଲ୍ ଖାନ ଗିରଫ ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ବଲିଉଡ୍ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ବେହୋସ ହୋଇପଡ଼ିଥିଲେ।
ଏମାନଙ୍କୁ ଏସନ ସାହସିକତା ପୁରସ୍କାର ମିଳିବ। ଦେଖୁନୁରେ ନାରଣ, ଟ୍ରେନ କେମିତି ହର୍ଣ୍ଣ ଦେଇ ଆଗକୁ ମାଡିଆସୁଛି...ଏ ଭାଇ ଜଣକ ରେଳ ସାମ୍ନାରେ ଜିନିଷ ଧରି ଧାଉଁଛନ୍ତି। ଏମାନଙ୍କୁ କହିବୁ କଣ?
ବାପା-ମାଆ ଚାଲିଯିବା ପରେ କୁନି ଭାଇର ମାଆ ପରି ଯତ୍ନ ନେଉଛନ୍ତି ଶ୍ରୀୟା। ସକାଳୁ ରାତି ପର୍ଯ୍ୟନ୍ତ ଖୋଇବାଠୁ, ଶୋଇବା...ସବୁ କାମ କରିବା ସହିତ ପିଣ୍ଡାରେ ବସି ପଢାଉଛନ୍ତି ପାଠ। ସାହାଯ୍ୟ ମିଳିଲେ ପାଠ ପଢିବେ ବୋଲି କହୁଛନ୍ତି ଭାଇ-ଭଉଣୀ