• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Elephant poaching accused dies in custody
କାଲି ଉଠାଇ ନେଇଥିଲେ, ଆଜି ଆସିଲା ମୃତ୍ୟୁ ଖବର...

ହାତୀ ଶିକାର ଅଭିଯୋଗରେ ବନ ବିଭାଗ ଦ୍ୱାରା ଅଟକ ବ୍ୟକ୍ତିଙ୍କ ହେପାଜତ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାକୁ ନେଇ ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକୋ କରାଯାଇଛି।

Bride faints on wedding stage after seeing groom
ବିବାହ ମଣ୍ଡପରେ ବରକୁ ଦେଖି କନ୍ୟା ବେହୋସ, ଭାଙ୍ଗିଲା ବାହାଘର...

ଜଣେ କନ୍ୟାଙ୍କ ସହ ଏମିତି କିଛି ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିବାହ ମଣ୍ଡପରେ ବରକୁ ଦେଖି କନ୍ୟା ବେହୋସ ହୋଇଯାଇଛି। ଏପରିକି ଯୁବତୀ ଜଣକ ନିଜ ବାହାଘର ମଧ୍ୟ ଭାଙ୍ଗି ଦେଇଛନ୍ତି।

Strong Earthquake Hits In Turkey
ସକାଳୁ ସକାଳୁ ଭୟଙ୍କର ଭୂକମ୍ପ: ୧୦୦ରୁ ଅଧିକ ମୃତ, ଭୁଶୁଡ଼ିଲା ଘର

ଆଜି ସକାଳୁ ସକାଳୁ ଦକ୍ଷିଣ-ପୂର୍ବ ତୁର୍କୀରେ ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଫଳରେ ଓସ୍‌ମାନିଆ ପ୍ରଦେଶର ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୪ ବିଲ୍ଡିଂ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି। 

Bombing in Baramunda
ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡରେ ବୋମାମାଡ଼

ଭୁବନେଶ୍ୱର ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡରେ ବୋମାମାଡ଼ ହୋଇଛି। ହୋଟେଲ୍ ଉପରକୁ ଦୁଇଟି ବୋମାମାଡ଼ ହୋଇଥିବା ଜଣାପଡ଼ିଛି।

Cricketer Shikhar Dhawan's estranged wife not to post anything defamatory on social media
‘ବଦ୍‌ନାମ କଲା ଭଳି ମନ୍ତବ୍ୟ ଦିଅନ୍ତୁ ନାହିଁ...’ କ୍ରିକେଟର ଶିଖର ଧୱନ୍ତଙ୍କ ପତ୍ନୀଙ୍କୁ କୋର୍ଟଙ୍କ ଚେତାବନୀ

ଭାରତୀୟ କ୍ରିକେଟର ଶିଖର ଧୱନଙ୍କ ପତ୍ନୀ ଆୟଶା ମୁଖାର୍ଜୀଙ୍କୁ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ଚେତାବନୀ ଦେଇଛନ୍ତି। ଧୱନଙ୍କ ବିରୋଧରେ କେଉଁଠି ବି କେବେ ବି ବଦ୍‌ନାମ କଲା ଭଳି ମନ୍ତବ୍ୟ ନଦେବା ପାଇଁ ଆୟଶାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Agniveer Recruitment 2023
ବଦଳିଲା ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା, ଏଣିକି ପରୀକ୍ଷା ଦେବେ ଇଚ୍ଛୁକ ପ୍ରାର୍ଥୀ

ବଦଳିଲା ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା । ଏଣିକି ସେନାରେ ଯୋଗ ଦେବାକୁ ହେଲେ ମିଳିତ ପ୍ର‍ବେଶିକା ପରୀକ୍ଷା ଦେବାକୁ ହେବ ।

Mysterious Naga Cave In Thailand
ରହସ୍ୟମୟ ନାଗ ଗୁମ୍ଫା: ହଠାତ୍‌ ଦେଖିଲେ ଆପଣ ବି ହୋଇଯିବେ କନ୍‌ଫ୍ୟୁଜ୍‌, ପୂଜା କରନ୍ତି ଲୋକେ...

ନାଗ ଗୁମ୍ଫାରେ ଥିବା ବିଶାଳକାୟ ପଥର ପୁରାପୂରି ଏକ ବଡ଼ ସାପ ଅର୍ଥାତ୍‌ ଆନାକୋଣ୍ଡା ଭଳି ଦେଖା ଯାଉଛି। ଯେ କେହିବି ହଠାତ୍‌ ଏହାକୁ ଦେଖିବେ ପ୍ରଥମେ ଦ୍ୱନ୍ଦ୍ୱରେ ପଡ଼ିଯିବେ।

Former Pakistan President Pervez Musharraf Dies
ପରଲୋକରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫ୍‌

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫ୍‌ଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। 

Union Minister Dharmendra Pradhan Targets Odisha CM
ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଧର୍ମେନ୍ଦ୍ର କହିଲେ- ‘ମହାପ୍ରଭୁଙ୍କ ନାଁରେ ଖସି ଯିବାକୁ ଚେଷ୍ଟା କରୁଛନ୍ତି ଡିଜିପି’

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଏବଂ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ପ୍ରଶାସନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାର୍ଗେଟ କରିଛନ୍ତି।

Today Panchang
Today Panchang 5th Feb 2023: ଶୁଭ ମୁହୂର୍ତ୍ତ ଦେଖି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ

ସୌର ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୫ ତାରିଖ, ରବିବାର ଚନ୍ଦ୍ର – କର୍କଟ ଅହୋରାତ୍ର ତିଥି – ପୂର୍ଣ୍ଣିମା ରାତ୍ରି ୧୧.୫୮ ଗତେ ପ୍ରତିପଦ ଘାତ ଚନ୍ଦ୍ର – ନାସ୍ତି ଘାତ ବାର- ମେଷ ପୁଷ୍କର ଦୋଷ – ୧ ପାଦ-...

US shoots down suspected Chinese spy balloon
ଆମେରିକା ଗୁଳିରେ ଖସିଲା ଚୀନ୍‌ ସ୍ପାଏ ବେଲୁନ୍‌

ଚୀନ୍‌ର ସ୍ପାଏ ବେଲୁନ୍‌କୁ ଗୁଳି କରି ଖସାଇଲା ଆମେରିକା। ଆମେରିକାର ପୂର୍ବ ଉପକୂଳ ଅଞ୍ଚଳରେ ଉଡୁଥିବା ଚୀନ୍‌ର ଏକ ସନ୍ଦିଗ୍ଧ ବେଲୁନ୍‌କୁ ଗୁଳି କରି ଖସାଇ ଦିଆଯାଇଥିବା ନେଇ ପେଣ୍ଟାଗନ୍ ପକ୍ଷରୁ ସୂଚନା ଦିଆଯାଇଛି।

Techie poses as woman online, traps woman in sex-for-job scam
‘ମୁଁ ମୋନିକା କହୁଛି... ହୋଟେଲକୁ ଆସ’, ବାସ୍‌ ୟା ପରେ ଆରମ୍ଭ ହେଉଥିଲା ରେକର୍ଡିଂ...

ପରିଚୟ ବଦଳାଇ ଯୁବତୀଙ୍କ ସହ କଥା ହୋଇ ବନ୍ଧୁତା ସ୍ଥାପନ କରୁଥିଲେ। ପରେ ସେମାନଙ୍କୁ ହୋଟେଲ ଡକାଇ ଭେଟିବା ସହ ଆଇଟି ସେକ୍ଟରରେ ଚାକିରି ଦେବାର ଲୋଭ ଦେଖାଇ ମହିଳାଙ୍କୁ ଯୌନ ଶୋଷଣ କରୁଥିଲେ।

3-Month-Old Baby Poked 51 Times With Hot Rod
୩ ମାସ ଶିଶୁର ଜୀବନ ସହ ଖେଳ: ନିମୋନିଆରୁ ସୁସ୍ଥ ପାଇଁ ୫୧ ଥର ଗରମ ଲୁହା ଚେଙ୍କ ଦେଲେ, ଶେଷରେ...

ନିମୋନିଆରେ ଆକ୍ରାନ୍ତ ୩ ମାସର ଶିଶୁକୁ ସୁସ୍ଥ ଲାଗି ଚିକିତ୍ସା ପରିବର୍ତ୍ତେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଶିଶୁର ପେଟରେ ଥରେ କି୨ ଥର ନୁହେଁ ୫୧ ଥର ଗରମ ଲୁହା ଚେଙ୍କ ଦିଆଯାଇଥିଲା।

Man Bites Off Pet Snake's Head
ମହିଳାଙ୍କ ସହ ଝଗଡ଼ା କରି ଅଜଗର ମୁଣ୍ଡକୁ କାମୁଡ଼ିଦେଲା ଯୁବକ

ସାପକୁ ନିର୍ଯାତନା ଦେବା ଅଭିଯୋଗରେ ବ୍ୟକ୍ତି ଜଣଙ୍କୁ ଗିରଫ କରିଛି ପୋଲିସ । ବ୍ୟକ୍ତି ଜଣକ ଘରେ ପାଳନ କରିଥିବା ଏକ ଅଜଗର ସାପର ମୁଣ୍ଡକୁ କାମୁଡ଼ି ଦେଇଥିଲେ । 

I fear my bodyguard might turn into Gopal Das : Soumya Ranjan on Naba Das' murder
‘ମୋତେ ଡର ଲାଗୁଛି, ମୋ PSO ଆଉ ଗୋପାଳ ଦାସ ହୋଇଯିବନି ତ ? ’

ମଝିରେ ମଝିରେ ସରକାର ଓ ପ୍ରଶାସନ ଉପରେ ରୋଚକ ମନ୍ତବ୍ୟ ଦେଇ ସରକାରଙ୍କୁ ଅଡୁଆରେ ପକାଉଥିବା ସୌମ୍ୟଙ୍କ ଆଜିର ଗୁଗଲି ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

 Hand grenade blast at fashion show venue
ଫ୍ୟାଶନ ଶୋ’ ଭେନ୍ୟୁରେ ଭୟଙ୍କର ବିସ୍ଫୋରଣ, କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତେ ଅଭିନେତ୍ରୀ ସନ୍ନି ଲିଓନୀ

ଫ୍ୟାଶନ ଶୋ’ ଭେନ୍ୟୁରେ ଭୟଙ୍କର ବିସ୍ଫୋରଣ। ଏହି ଫ୍ୟାଶନ ଶୋ’ରେ ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନୀ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା ବୋଲି ଜଣାପଡ଼ିଛି।

Today World Cancer Day 2023
ଆଜି ବିଶ୍ୱ କର୍କଟ ଦିବସ: କର୍କଟ ରୋଗୀଙ୍କ ପ୍ରତି ଅଧିକ ଯତ୍ନଶୀଳ ହେବା ଜରୁରୀ

ଆଜି ବିଶ୍ୱ କର୍କଟ ଦିବସ । ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ । କର୍କଟ ରୋଗର ଭୟାବହତା ଓ ଏହାକୁ ନେଇ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ ।

Kerala Transgender Man Pregnant
ଆଶ୍ଚର୍ଯ୍ୟ ! ଝିଅ ଥିଲେ ପୁଅ ହେଲେ, ଏବେ ଜନ୍ମ ଦେବେ ଛୁଆ

ମା’ ବଦଳରେ ଯଦି ବାପା ଗର୍ଭରେ ପିଲା ବଢ଼େ ? ତା’ହେଲେ ଆପଣ କ’ଣ କହିବେ ? ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ କେରଳର କୋଝିକୋଡରେ ଏଭଳି ଅଭୂତପୂର୍ବ ଘଟଣା ଘଟିଛି।

India-made artificial tears linked to vision loss in US
ସାବଧାନ ! ଜୀବନ ନେଉଛି ଏହି ଆଖି ଡ୍ରପ୍‌...

ଭାରତରେ ପ୍ରସ୍ତୁତ ଆଖି ଡ୍ରପ୍ (Eye Drop)ଘାତକ ପ୍ରମାଣିତ ହୋଇଛି। ଏହା ସାମ୍ନାକୁ ଆସିବା ପରେ ଚେନ୍ନାଇର ଫାର୍ମା କମ୍ପାନୀ ଔଷଧ ପ୍ରସ୍ତୁତି ବନ୍ଦ କରିଛି। 

Naba Das Murder Case: Crime Branch Seize Goapl's Dairy
କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କଲା ଗୋପାଳ ? ଡାଏରୀ ଖୋଲିବ ମୃତ୍ୟୁ ରହସ୍ୟ !

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ଡାଏରୀ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ୍‌ ଗୋପାଳର ସରକାରୀ କ୍ୱାର୍ଟର୍ସ ଯାଞ୍ଚ କରିଥିଲା।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।