/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679977601.jpg)
Today Panchang
ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ସୋମବାର । ଚନ୍ଦ୍ର – ବୃଷ ରାତ୍ରି ୦୪.୨୫ ଗତେ ମିଥୁନ,ତିଥି – ୬ଷ୍ଠୀ ସନ୍ଧ୍ୟା ୦୫.୨୮ ଗତେ ୭ମୀ,ଘାତ ଚନ୍ଦ୍ର – ବିଛା ରାତ୍ରି ୦୪.୨୫ ଗତେ କନ୍ୟା,ଘାତ ବାର- ମିଥୁନ,ପୁଷ୍କର ଦୋଷ – ସନ୍ଧ୍ୟା ୦୫.୨୮ ଗତେ ୧ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ
Advertisment
ଶୁଭ ସମୟ...
- ଦିବା ୦୮.୪୯ ରୁ ୧୦.୩୯
- ଦିବା ୦୧.୦୪ ରୁ ୦୧.୨୩
- ସନ୍ଧ୍ୟା ୦୫.୫୬ ରୁ ୦୬.୪୩
- ରାତ୍ରି ୦୯.୦୫ ରୁ ୧୧.୨୭
ଅଧିକ ପଢ଼ନ୍ତୁ: ଲାଗି ରହୁଛି କି ଅର୍ଥାଭାବ ? ଏହିପରି ଦୂର ହେବ ଆର୍ଥିକ ସଙ୍କଟ
ଅଶୁଭ ସମୟ...
- ଋାହୁକାଳ – ଦିବା ୦୨.୫୪ ରୁ ୦୪.୨୫
- କାଳବେଳା – ଦିବା ୦୧.୨୩ ରୁ ୦୨.୫୪
- ବାରବେଳା – ପ୍ରାତଃ ୦୭.୧୮ ରୁ ୦୮.୪୯
- କାଳରାତ୍ରି – ସନ୍ଧ୍ୟା ୦୭.୨୪ ରୁ ୦୮.୫୩
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)