ରୋଜଗାର ଦୃଷ୍ଟିରୁ ‘କଳ୍କୀ ୨୮୯୮ ଏଡି’ ବକ୍ସ ଅଫିସ୍ର ସମସ୍ତ ରେକର୍ଡ ଭାଙ୍ଗିଛି। ଗତ ୧୦ ଦିନ ମଧ୍ୟରେ ଏହି ଫିଲ୍ମର ରୋଜଗାରରେ କୌଣସି କମି ହୋଇନି। ଆରମ୍ଭରୁ, ‘କଳ୍କୀ ୨୮୯୮ ଏଡି’ ବିରୁଦ୍ଧରେ ଅଭିଯୋଗ ହେଉଛି ଯେ ଏହି ଫିଲ୍ମଟି ବଲିଉଡରୁ ନେଇ ହଲିଉଡ୍ ପର୍ଯ୍ୟନ୍ତ ଅନେକ...
ବର୍ତ୍ତମାନ ସୋସିଆଲ ମିଡିଆରେ ଲୋକଙ୍କ ମଧ୍ୟରେ ଚା’ ସହିତ ଘିଅ ମିଶେଇ ପିଇବାର କ୍ରେଜ୍ ବଢିବାରେ ଲାଗିଛି। ସମସ୍ତେ ସକାଳେ ଏକ କପ୍ ଚା’ ପିଇବାକୁ ଚାହାଁନ୍ତି, କିନ୍ତୁ ଏଥିରେ ଘିଅ କିମ୍ବା ବଟର ପକେଇ ନୁହେଁ। କିନ୍ତୁ କୁହାଯାଉଛି ଯେ ଘିଅ ମିଶା ଚା’ ପିଇବା ଅତ୍ୟନ୍ତ...
ଅନେକ ସମୟରେ ବାପାମାଆ ଭାଇଭଉଣୀଙ୍କ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଦାୟୀ ଅଟନ୍ତି। ଯଦି ଘରେ ଚାରି/ପାଞ୍ଚ ପିଲା ଥାଆନ୍ତି, କିଛି ବାପାମାଆ ଅଜାଣତରେ ଏମିତି କିଛି କରିଦିଅନ୍ତି ଯେଉଁ କାରଣରୁ ପିଲାମାନଙ୍କ ମନରେ ପରସ୍ପର ପ୍ରତି ଈର୍ଷା, ରାଗ, କ୍ରୋଧ ଏବଂ ହୀନ ଭାବନା ସୃଷ୍ଟି ହୁଏ।
ଆଣ୍ଡ୍ରଏଡ୍ ଉପଭୋକ୍ତାମାନଙ୍କୁ ସେମାନଙ୍କ ଫୋନ୍ ସ୍କାନ୍ କରିବାର ସୁବିଧା ରହିଛି। ଉପଭୋକ୍ତାମାନେ ଏହି ଉପାୟରେ ଫୋନ୍ ସ୍କାନ୍ କରି ମାଲୱେର୍ କିମ୍ବା ଭାଇରସ୍ ଚିହ୍ନଟ କରିପାରିବେ। ଆପଣ ନିଜ ଫୋନରେ କୌଣସି ଆଣ୍ଟିଭାଇରସ୍ ଆପ୍ ଲୋଡ୍ ନ କରି ମାଲୱେର୍ ସ୍କାନ୍ କରିପାରିବେ। ତେବେ ଆସନ୍ତୁ ସେହି ଉପାୟ...
ଭାରତୀୟ ସେନାରେ ଚାକିରି କରିବା ଅନେକ ଯୁବକଙ୍କ ସ୍ୱପ୍ନ ଥାଏ। ଏଥିରେ ଅଧିକାରୀ ହେବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଭଲ ସୁଯୋଗ ଆସିଛି। ସଶସ୍ତ୍ର ବାହିନୀ ମେଡିକାଲ ସର୍ଭିସେସ୍ (AFMS) ଅଧୀନରେ ଏହି ପଦବୀ ପୂରଣ ହେବ।
ଅନନ୍ତ ଏବଂ ରାଧିକାଙ୍କ ସଂଗୀତ ସମାରୋହରେ ବଡ ବଡ ଅନ୍ତର୍ଜାତୀୟ ଗାୟକ-ଗାୟିକା ସାମିଲ୍ ହୋଇଥିଲେ। ଅନନ୍ତ ଏବଂ ରାଧିକାଙ୍କ ସଂଗୀତ ସମାରୋହjl ଜଷ୍ଟିନ ବିବର କନସର୍ଟ ଦେଇଥିଲେ। ତେବେ ଆସନ୍ତୁ ଏଥିରେ ସାମିଲ ହୋଇଥିବା ଏହିସବୁ ଅନ୍ତର୍ଜାତୀୟ ଗାୟକ-ଗାୟିକା କେତେ ଫିସ୍ ନେଇଛନ୍ତି ଜାଣିବା।
ଆଜି ପୁରୀ ଶ୍ରୀକ୍ଷେତ୍ର ଭକ୍ତ ପ୍ରେମରେ ଜନସମୁଦ୍ରରେ ପରିଣତ। ଆପଣ ଯଦି ପୁରୀ ନ ଯାଇ ଘରେ ଅଛନ୍ତି ତେବେ ଜଗନ୍ନାଥଙ୍କୁ ନେଇ ଆଧାରିତ ଏହି ୬ଟି ଓଡ଼ିଆ ଫିଲ୍ମ ନିଶ୍ଚିତ ଦେଖନ୍ତୁ, ଯାହାର ଲିଙ୍କ୍ ଆମେ ଏଠାରେ ଦେଉଛୁ।
ଚକୋଲେଟ୍ ହୃଦୟ ସ୍ୱାସ୍ଥ୍ୟ ପାଇଁ ଭଲ। ଏହା ବ୍ୟତୀତ ଚାପ ହ୍ରାସ, ମନୋବଳକୁ ଉତ୍ତମ ରଖିବା, ଚର୍ମରେ ଚମକ ଆଣିବା ଏବଂ ଶକ୍ତି ବୃଦ୍ଧିରେ ଏହା ମଧ୍ୟ ଲାଭଦାୟକ। ତେବେ ଗ୍ୟାସ୍ କିମ୍ବା ମାଇକ୍ରୋୱେଭ୍ ବ୍ୟବହାର ନକରି ଘରେ ସହଜରେ ଦୁଇଟି ଚକୋଲେଟ୍ ଡିସ୍ କିପରି ପ୍ରସ୍ତୁତ କରିପାରିବେ...
ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (SAIL) ରେ ଚାକିରି ପାଇବା ପାଇଁ ଏକ ବଡ଼ ସୁଯୋଗ ଆସିଛି। GATE-୨୦୨୪ ମାଧ୍ୟମରେ SAIL ନିଯୁକ୍ତି ଦେବ। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।
ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ସଂଗୀତ ସମାରୋହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଯୋଡି ୧୨ ଜୁଲାଇରେ ବିବାହ କରିବାକୁ ଯାଉଛନ୍ତି। ସମ୍ପ୍ରତି ସଂଗୀତ ସମାରୋହରେ ପ୍ରସିଦ୍ଧ ସେଲିବ୍ରିଟିମାନଙ୍କୁ ଦେଖିବାକୁ ମିଳିଥିଲା। ଏହି ସମାରୋହରେ ଆଲିଆ ଭଟ୍ଟ, ରଣବୀର କପୁର, ଦୀଶା...
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଚେୟାରମ୍ୟାନ୍ ତଥା ଏମ୍ଡି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ବିରେନ୍ ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚାଣ୍ଟ ଜୁଲାଇ ୧୨ରେ ହାତକୁ ଦି’ ହାତ ହେବାକୁ ଯାଉଛନ୍ତି, କିନ୍ତୁ ମାର୍ଚ୍ଚ ଠାରୁ ସେମାନଙ୍କର ବିବାହ ପୂର୍ବ ଉତ୍ସବ ପୂରା ଜୋରସୋରରେ ଚାଲିଛି।
ନବଯୌବନ ଦର୍ଶନ ପରେ ଶ୍ରୀଗୁଣ୍ଡିଚା ଦିନ ନେତ୍ରୋତ୍ସବ ନୀତି ପାଳିତ ହୋଇଥାଏ। ଏହାର ବିଧି ସ୍ୱତନ୍ତ୍ର। ନବଯୌବନ ଦର୍ଶନ ପୂର୍ବରୁ ବନକଲାଗି ସମୟରେ ଶ୍ରୀମୁଖ-ଶିଙ୍ଗାରୀ ଦତ୍ତ ମହାପାତ୍ର ସେବକ ଶ୍ରୀଜୀଉଙ୍କର ନେତ୍ର ଅଙ୍କନ କରିଥାଆନ୍ତି। କିନ୍ତୁ ତାହା ସମ୍ପୂର୍ଣ୍ଣ ହୋଇ ନ ଥାଏ। ଜାଣନ୍ତୁ ଏହା କେବେ ଶେଷ...
ହିନ୍ଦୁ ପରମ୍ପରା ଅନୁସାରେ କୌଣସି ବିବାହ ବିନା ପଣ୍ଡିତରେ ହୁଏ ନାହିଁ। କାରଣ ପଣ୍ଡିତଙ୍କ ମନ୍ତ୍ର ଧ୍ୱନୀରେ ଦୁଇ ଅଜଣା ବ୍ୟକ୍ତି ପରସ୍ପରଙ୍କୁ ସାତ ଜନ୍ମ ପାଇଁ ନିଜର କରନ୍ତି। କିନ୍ତୁ ସୋସିଆଲ୍ ମିଡିଆରେ ଏବେ ଏମିତି ଏକ ବିବାହ ଦେଖିବାକୁ ମିଳୁଛି ଯେଉଁଠି ପଣ୍ଡିତଙ୍କ ଡ୍ୟାନ୍ସ ସମସ୍ତଙ୍କୁ...
ଶ୍ରୀମନ୍ଦିରରେ ଅନୁଷ୍ଠିତ ଅନେକ ଯାତ୍ରା ବା ପର୍ବରେ ତାଙ୍କର ବିଜେପ୍ରତିମା ପ୍ରତିନିଧିତ୍ୱ କରୁଥିବା ବେଳେ ସ୍ନାନଯାତ୍ରା ଓ ରଥଯାତ୍ରାରେ ଶ୍ରୀଜୀଉ ସ୍ୱୟଂ ରତ୍ନସିଂହାସନରୁ ଶ୍ରୀମନ୍ଦିର ବାହାରକୁ ଆସିଥାଆନ୍ତି। ସ୍ନାନଯାତ୍ରାରୁ ରଥଯାତ୍ରା ପର୍ଯ୍ୟନ୍ତ ଠାକୁରଙ୍କର ରହିଛି ଅନେକ ନୀତି। ନବଯୌବନ ବେଶ ସେଥିରୁ ଅନ୍ୟତମ।
ବ୍ୟାଙ୍କରେ ଚାକିରି କରିବାକୁ ଇଛା ଓ ଜରୁରୀ ଯୋଗ୍ୟତା ଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। UCO ବ୍ୟାଙ୍କ ଏହି ସୁଯୋଗ ନେଇଆସିଛି। ଏନେଇ UCO ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଜାଣନ୍ତୁ ଓଡ଼ିଶାରେ କେତେ ପଦବୀ ପୂରଣ ହେବ।
ବର୍ଷ ଶେଷ ହେବାକୁ ଆଉ ଛଅ ମାସ ବାକି ଅଛି ଏବଂ ବଡ ତାରକାଙ୍କ ଅଭିନୀତ ଆଉ କିଛି ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ସେମାନଙ୍କର ପ୍ରଦର୍ଶନ କିପରି ହେବ ତାହା କେବଳ ସମୟ କହିବ, କିନ୍ତୁ ଏହାପୂର୍ବରୁ ଆମକୁ ସେହି ଚଳଚ୍ଚିତ୍ରଗୁଡ଼ିକ ବିଷୟରେ ଜାଣିବା ଯାହା ବର୍ତ୍ତମାନ...
ଫିଲ୍ମ 'କଲ୍କୀ ୨୮୯୮ ଏଡି' କୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି। ଏହି ଫିଲ୍ମ ରିଲିଜ୍ ହେବାର ଗୋଟିଏ ସପ୍ତାହ ମଧ୍ୟରେ ବହୁତ ଭଲ ରୋଜଗାର ମଧ୍ୟ କରିଛି। ଏହାରି ଭିତରେ ଆସନ୍ତୁ ଜାଣିନେବା ଏହି ଫିଲ୍ମରେ କାମ କରି କିଏ କେତେ ଟଙ୍କା ନେଇଛନ୍ତି।
କ୍ରେଡିଟ୍ କାର୍ଡ ମାଧ୍ୟମରେ ଅନେକ ଠକେଇ ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ସଚେତନତା ବହୁତ ବୃଦ୍ଧି ପାଇଛି। ଏହାପରେ ମଧ୍ୟ ଅନେକ ଲୋକ କ୍ରମାଗତ ଭାବରେ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ତେବେ କ୍ରେଡିଟ୍ କାର୍ଡ ଠକେଇକୁ କିପରି ଏଡାଯାଇପାରିବ ଆସନ୍ତୁ ସେ ବିଷୟରେ ଜାଣିବା।
ସ୍ତନ୍ୟପାନ କେବଳ ଶିଶୁ ପାଇଁ ଶାରୀରିକ ପୋଷଣର ମାଧ୍ୟମ ନୁହେଁ, ବରଂ ଏହା ମା’ ଏବଂ ଶିଶୁ ମଧ୍ୟରେ ଭାବପ୍ରବଣତାକୁ ଦୃଢ କରିବାର ଏକ ସମୟ। ଏପରି ସମୟରେ ମା’ର ଧ୍ୟାନ ସମ୍ପୂର୍ଣ୍ଣ ପିଲା ଉପରେ ରହିବା ଉଚିତ। ଏହି ସମୟରେ ଯଦି ମା’ର ଧ୍ୟାନ ଅନ୍ୟ ଆଡେ...
ଆମେ ଯଦି କହିବୁ ଏମିତି କିଛି ଉପାୟ ଅଛି ଯାହାକୁ ଆପଣେଇଲେ ମାତ୍ର ୨୦/୨୨ ଦିନରେ ଜଣେ ପତଳା ହୋଇଯିବ। ଆପଣ କ’ଣ ଏହାକୁ ବିଶ୍ୱାସ କରିବେ? ବୋଧହୁଏ ନା। କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ମାତ୍ର ୨୧ ଦିନରେ ତାଙ୍କ ଓଜନ କମେଇଛନ୍ତି।