Advertisment

NABARD Recruitment 2024: NABARD ରେ ପୂରଣ ହେବ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ; ସୁଯୋଗ ନେବେ ଏହି ପିଲା

NABARDରେ ଚାକିରି ପାଇବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ସୁଯୋଗ। ଏନେଇ NABARD ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଏହି ନିଯୁକ୍ତି ବିଷୟରେ ବିସ୍ତୃତ ଭାବେ ଜାଣିବା ପାଇଁ ପୂରା ଖବରକୁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
NABARD Recruitment 2024  Apply for 102 posts

NABARD Recruitment 2024 Apply for 102 posts

ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍‌ ଫର୍‌ ଏଗ୍ରିକଲ୍‌ଚର୍ ଆଣ୍ଡ୍ ରୁରାଲ୍ ଡେଭେଲପ୍‌ମେଣ୍ଟ୍ (NABARD) ରେ ଚାକିରି ପାଇବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ସୁଯୋଗ। ଆପଣ ଯଦି ଇଞ୍ଜିନିୟରିଂରେ ଗ୍ରାଜୁଏସନ କରିଛନ୍ତି ତେବେ NABARD ରେ ଚାକିରି ପାଇବା ପାଇଁ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଛି। ଏନେଇ NABARD ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଏହି ନିଯୁକ୍ତି ବିଷୟରେ ବିସ୍ତୃତ ଭାବେ ଜାଣିବା ପାଇଁ ପୂରା ଖବରକୁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ NABARD ରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ‍ଇଂଜିନିୟରିଂ କରିଥିବା ପିଲା ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ପାଖାପାଖି ୧୦୨ଟି ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: RRB JE Recruitment: RRBରେ ପୂରଣ ହେବ ଜୁନିୟର୍ ଇଂଜିନିୟରିଂ ପଦବୀ; ପାଖାପାଖି ୮ହଜାର ପିଲା ନେବେ ସୁଯୋଗ

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ NABARDର ଅଫିସିଆଲ୍ ୱେବ୍‌ସାଇଟ୍‌ nabard.orgକୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ NABARD Recruitment 2024 Apply for 102 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୭ ଜୁଲାଇ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୫ ଅଗଷ୍ଟ ୨୦୨୪
  • ଅନ୍‌ଲାଇନ୍ ପରୀକ୍ଷା - ୦୧ ସେପ୍ଟେମ୍ବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • UR – ୪୬ଟି ପୋଷ୍ଟ୍
  • SC – ୧୧ଟି ପୋଷ୍ଟ୍
  • ST – ୧୦ଟି ପୋଷ୍ଟ୍
  • OBC – ୨୬ଟି ପୋଷ୍ଟ୍
  • EWS – ୦୯ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: SBI Recruitment 2024: ଗ୍ରାଜୁଏସନ୍ କରିଥିଲେ SBIରେ ଚାକିରି; ଦରମା ପାଖାପାଖି ୮୬ ହଜାର

ଯୋଗ୍ୟତା:

  • ବିଭିନ୍ନ ବ୍ରାଞ୍ଚ୍ ନେଇ ଯୋଗ୍ୟତା ମଧ୍ୟ ଭିନ୍ନ
  • ଅଧିକାଂଶ ପଦବୀ ପାଇଁ ଗ୍ରାଜୁଏସନ୍ ଦରକାର
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୩୦ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ସର୍ବନିମ୍ନ ଦରମା – ୪୪,୫୦୦ ଟଙ୍କା
  • ସର୍ବାଧିକ ଦରମା – ୧,୦୦,୦୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ – ୮୦୦ଟଙ୍କା
  • SC/ ST/ ଦିବ୍ୟାଙ୍ଗ – ୧୫୦ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ପ୍ରିଲିମିନାରୀ ପରୀକ୍ଷା
  • ମୁଖ୍ୟ ପରୀକ୍ଷା
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଅଧିକ ପଢ଼ନ୍ତୁ: RBI Recruitment: RBI ରେ ପୂରଣ ହେବ B ଗ୍ରେଡ୍ ଅଫିସର ପଦବୀ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

Govt Jobs Job Search NABARD Job Seekers NABARD Jobs NABARD Recruitment
Advertisment
Advertisment