• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

 AIIMS Bhubaneswar
ସ୍ନେକ୍ ହେଲ୍ପଲାଇନ୍ ଆପ୍ ଓ ୱେବସାଇଟ୍ ଉନ୍ମୋଚିତ

ସ୍ନେକ୍ ହେଲ୍ପଲାଇନ୍ ଆପ୍ ଓ ୱେବସାଇଟ୍ ଉନ୍ମୋଚିତ। ଏହାକୁ ଉନ୍ମୋଚନ କରିଛନ୍ତି ଭୁବନେଶ୍ୱର ଏମ୍ସ ସଭାପତି ଓ ନିର୍ଦ୍ଦେଶିକା। ମଣିଷ-ସାପ ଦ୍ୱନ୍ଦ୍ୱ ପରିଚାଳନାରେ ଦିଗରେ ଶିକ୍ଷାଲାଭ ଦିଗରେ ନୂତନ ପ୍ରୟାସ।

ITBP Search dogs
ଆଇଟିବିପିର ୩ ସନ୍ଧାନୀ କୁକୁର ଭାରତ ଫେରିଲେ

ତାଲିବାନ କବଳିତ କାବୁଲରୁ ଉଦ୍ଧାର ହେଲେ ମାୟା, ବବି ଓ ରୁବି । ଆଇଟିବିପିର ୩ ସନ୍ଧାନୀ କୁକୁର ବିଦେଶ ମାଟିରେ ଭାରତ ପାଇଁ ୩ ବର୍ଷ ଧରି କାମ କରୁଥିବା । ଏହି ତିନି ସନ୍ଧାନୀ କୁକୁରଙ୍କୁ ଭାରତ ଫେରାଇ ଆଣିଛନ୍ତି । କେନ୍ଦ୍ର ସରକାର ଭାରତୀୟ...

Orangutan
ମାଙ୍କଡ ଦେଖାଇଲା ମାନବିକତା, ଜାଣନ୍ତୁ କିପରି...

ପ୍ରାୟ ସମସ୍ତେ କହିଥାନ୍ତି ଯେ କୁକୁର ହେଉଛି ମଣିଷର ପ୍ରକୃତ ବନ୍ଧୁ । ତେଣୁ ଲୋକମାନେ ନିଜ ସୁରକ୍ଷା ପାଇଁ କୁକୁରଙ୍କୁ ପୋଷିଥାନ୍ତି । କିନ୍ତୁ ଏମିତିବି ଘଟଣା ଅଛି ଯେଉଁଠି କୁକୁର ତା’ର ମାଲିକର ଜୀବନ ବଞ୍ଚାଇବାକୁ ଯାଇକି ନିଜ ଜୀବନକୁ ବାଜି ଲଗାଇଦିଏ । ସେପଟେ...

Covid-19
ଚିନ୍ତାର କାରଣ ହେଲା କୋଭିଡ୍-୧୯ର ନୂଆ ଭେରିଏଣ୍ଟ

କୋଭିଡ୍-୧୯ର ଆଉ ଏକ ନୂଆ ଭେରିଏଣ୍ଟ ସାରା ଦୁନିଆ ପାଇଁ ଚିନ୍ତାର କାରଣ ହୋଇ ଠିଆ ହୋଇଛି। C.1.2 ନାମକ ଏହି ନୂଆ ଭେରିଏଣ୍ଟ ଦକ୍ଷିଣ ଆଫ୍ରିକାରେ ମିଳିଛି। ଏହି ଭେରିଏଣ୍ଟକୁ ନେଇ ହୋଇଥିବା ଏକ ଅଧ୍ୟୟନ ଦାବି କରିଛି ଯେ ଏହା ସାରା ଦୁନିଆରେ ବ୍ୟାପିବା ସହିତ...

Odisha Guideline
କ’ଣ ହେବ ସେପ୍ଟେମ୍ବର ଗାଇଡ୍‌ଲାଇନ୍

ସେପ୍ଟେମ୍ବରରେ ସରକାର ସଂପୂର୍ଣ୍ଣ ଅନ୍‌ଲକ୍‌କୁ ଯିବେ ନା କଟକଣାକୁ ଆଉ ଟିକେ କୋହଳ କରିବେ ସେନେଇ ଲୋକେ ଚାହିଁ ବସିଛନ୍ତି। ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ନୂଆ ଗାଇଡ୍‌ଲାଇନ ଆସିବାକୁ ଥିବାବେଳେ ସରକାରଙ୍କ ନିଷ୍ପତ୍ତି ଉପରେ ନଜର ରହିଛି। ରାଜ୍ୟରେ କରୋନା ଦ୍ୱିତୀୟ ଲହରର ପ୍ରଭାବ ହ୍ରାସ ପାଇବା ସହ...

Fake Manababad
ଫିଟୁଛି ଗୁରୁଜୀଙ୍କ ନକଲି ମାନବବାଦର ଅସଲି ଗୁମର

ତଥାକଥିତ ମାନବବାଦ ସଂଗଠନର ଗୁମର ସାମ୍ନାକୁ ଆସୁଛି । କେଉଁଠି ଚାନ୍ଦା ନ ଦେଲେ ମାଡ଼ ତ କେଉଁଠି ସଂଗଠନକୁ ବିରୋଧ କଲେ ହତ୍ୟା ଅଭିଯୋଗ। ପୂର୍ବରୁ ଶାସକ ଦଳ ସହ ସଂପୃକ୍ତିର ନିଚ୍ଛକ ଚିତ୍ର ସାମ୍ନାକୁ ଆସିଥିବା ବେଳେ ଏବେ ସଂଗଠନର ଜାତି ଆଉ ଧର୍ମ ବିରୋଧୀ...

Tanmay Ghosh
ବିଜେପି ଛାଡି ଟିଏମ୍‌ସି ମଙ୍ଗ ଧରିଲେ ତନ୍ମୟ ଘୋଷ

ପଶ୍ଚିମବଙ୍ଗରେ ରାଜନୈତିକ ପଟ୍ଟପରିବର୍ତ୍ତନର ଧାରା ଜାରି ରହିଛି । ଏହାରି ମଧ୍ୟରେ ବିଷ୍ଣୁପୁରରୁ ବିଜେପି ବିଧାୟକ ଥିବା ତନ୍ମୟ ଘୋଷ ବିଜେପି ଛାଡ଼ି ଏବେ ତୃଣମୂଳ କଂଗ୍ରେସରେ ମିଶିଛନ୍ତି । ଦଳ ଛାଡ଼ିବା ପରେ ବିଜେପି ଉପରେ ଅସନ୍ତୋଷ ଜାହିର କରିଛନ୍ତି ତନ୍ମୟ । ସେ କହିଛନ୍ତି ବିଜେପି...

Jacqueline Fernandez
ଜ୍ୟାକ୍‌ଲୀନ୍ ଫର୍ଣ୍ଣାଡିସ୍‌ଙ୍କୁ ଇଡିର ଜେରା

ବଲିଉଡ ଅଭିନେତା ଜ୍ୟାକ୍‌ଲୀନ୍ ଫର୍ଣ୍ଣାଡିସ୍ ଏକ ବଡ ମାମଲାରେ ଫସିଥିବା ଦେଖାଦେଇଛି। ସୂଚନା ମୁତାବକ ଦିଲ୍ଲୀର ଏକ ମନୀ ଲାଣ୍ଡିଂ କେସ୍‌ରେ ଜ୍ୟାକ୍‌ଲୀନ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜେରାର ଶିକାର ହୋଇଛନ୍ତି। ଏହି ମନୀ ଲଣ୍ଡରିଙ୍ଗ କେସ୍‌ରେ ଜ୍ୟାକ୍‌ଲୀନଙ୍କ ବୟାନ୍ ରେକର୍ଡ କରାଯାଉଛି। ଏହି ମାମଲା କନ୍‌ମ୍ୟାନ୍ ସୁକେଶ ଚନ୍ଦ୍ରଶେଖରଙ୍କ...

Anupam Kher
ଆଜି ବି ଭଡା ଘରେ ରୁହନ୍ତି ଅନୁପମ ଖେର୍

ବଲିଉଡର ଜଣାଶୁଣା ଅଭିନେତା ଅନୁପମ ଖେର ଆଜିକାଲି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ ଚର୍ଚ୍ଚାରେ ରହୁଥିବା ଦେଖାଯାଏ। ଏହି ଅଭିନେତା ତାଙ୍କ ବ୍ୟକ୍ତିଗତ ଜୀବନର ଏକ କଥା ପ୍ରକାଶ କରିଛନ୍ତି ଯେ ମୁମ୍ବାଇର ଯେଉଁ ଘରେ ସେ ରହୁଛନ୍ତି ତାହା ତାଙ୍କ ନିଜର ନୁହେଁ ବରଂ ସେ...

Prabhas And Puja
୬ଟି ଭାଷାରେ ଜାରି ହେଲା ‘ରାଧେଶ୍ୟାମ୍’ ପୋଷ୍ଟର୍‌

ସାଉଥ ସିନେମା ସୁପରଷ୍ଟାର ପ୍ରଭାସ ଆଜିକାଲି ନିଜ ବହୁଚର୍ଚ୍ଚିତ ସିନେମା ‘ରାଧେଶ୍ୟାମ’କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ଏହି ସିନେମାର କିଛି ରୋମାଣ୍ଟିକ୍ ପୋଷ୍ଟର ରିଲିଜ୍ କରାଯାଇଛି। ଏହି ଜନ୍ମାଷ୍ଟମୀକୁ ଅଭିନେତା ଦର୍ଶକମାନଙ୍କ ପାଇଁ ଆହୁରି ଖାସ୍ କରିଦେଇଛନ୍ତି। ସେ ଏହି ମୌକାରେ ରାଧେଶ୍ୟାମର ଏକ ଜନ୍ମାଷ୍ଟମୀ ପୋଷ୍ଟର...

Kangana Ranaut
ରାଧା ହେଲେ ପଙ୍ଗା କ୍ୱିନ୍‌ କଙ୍ଗନା ରଣୱତ

ସାରା ଭାରତ ଆଜି ପାଳନ କରୁଛି ଜନ୍ମାଷ୍ଟମୀ। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ହିନ୍ଦୁ ପରମ୍ପରା ଅନୁସାରେ ଭାଦ୍ର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଏ। ହିନ୍ଦୁମାନେ ସମସ୍ତ ପର୍ବକୁ ଧୁମଧାମରେ ପାଳନ କରିବା ସହ ପରସ୍ପରଙ୍କ ସୁଖ ଓ ସୁସ୍ଥ ଜୀବନ କାମନା କରିଥାନ୍ତି। ଏନେଇ ବଲିଉଡ୍...

Covavax
ପିଲାଙ୍କ ପାଇଁ କୋଭୋଭାକ୍ସର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ଆରମ୍ଭ

କରୋନା ତୃତୀୟ ଲହରର ଭୟ ମଧ୍ୟରେ ଯଥାଶୀଘ୍ର ପିଲାମାନଙ୍କର ଟିକାକରଣ ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି। ନୟା ହମଦର୍ଦ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚରେ ପିଲାଙ୍କ ଟିକାକରଣ ପାଇଁ ରବିବାର ଠାରୁ ୨ ରୁ ୧୭ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ କୋଭିଡ୍-୧୯ ଟିକା କୋଭୋଭାକ୍ସର...

Explosion in Kabul
କାବୁଲ୍ ଏୟାରପୋର୍ଟ ନିକଟରେ ଆମେରିକାର ଏୟାରଷ୍ଟ୍ରାଇକ୍

ଆଫଗାନିସ୍ତାନର ରାଜଧାନୀ କାବୁଲରେ ଗୁରୁବାର ଦୁଇଟି ବୋମା ବିସ୍ଫୋରଣ ପରେ ରବିବାର ପୁଣି ଥରେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣର ଶବ୍ଦ ଖୁବ ଭୟଙ୍କର ଥିଲା। ଆଫଗାନିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବୁଗ୍ରା ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣର କିଛି ସମୟ ପରେ ଆମେରିକା କହିଛି ଯେ...

Hockey Stadium
କ୍ରୀଡ଼ା ଭିତ୍ତିଭୂମି ସଜାଡ଼ିବାରେ କେତେ ସଫଳ ରାଜ୍ୟ ସରକାର?

କ୍ରୀଡ଼ା ଦିବସରେ କ୍ରୀଡ଼ାବିତ୍‌ଙ୍କୁ ସମ୍ମାନ, ନିଶ୍ଚିତ ପକ୍ଷେ ନୂଆ ପିଢ଼ିଙ୍କ ପାଇଁ ଆହ୍ୱାନ। ହେଲେ ଯେଉଁ ହକି ଷ୍ଟାର ଅମିତ୍ ରୋହିଦାସଙ୍କୁ ଆଜି ରାଜ୍ୟ ସରକାର ସମ୍ମାନିତ କରିଛନ୍ତି ତାଙ୍କ ଜନ୍ମମାଟିରେ ଆଷ୍ଟୋଟର୍ଫ ନିର୍ମାଣ ନିଷ୍ପତ୍ତିର ବାସ୍ତବ ଚିତ୍ର କିନ୍ତୁ କ୍ରୀଡ଼ା ଭିତ୍ତିଭୂମି ଦିଗରେ ଆନ୍ତରିକତାର ପୋଲ୍ ଖୋଲି...

Cosmic Ray
ଜାଗତିକ ରଶ୍ମି ଖୋଜିବାରେ ବୈଜ୍ଞାନିକ ସଫଳ

ଆମ ପୃଥିବୀ ଉପରେ ଅନେକ ପ୍ରକାରର ବିକିରଣ ପହଞ୍ଚିଛି। ଆମ ଗ୍ରହର ଚୁମ୍ବକୀୟ କ୍ଷେତ୍ର ହେତୁ ଏହି ବିକିରଣ ମଧ୍ୟରୁ ଅନେକ ଭୂପୃଷ୍ଠରେ ପହଞ୍ଚେ ନାହିଁ, କିନ୍ତୁ ବାୟୁମଣ୍ଡଳରେ ଏହାର ସଂକେତ ବୈଜ୍ଞାନିକମାନଙ୍କୁ ଦୃଶ୍ୟମାନ ହୋଇଛି। ପ୍ରାୟ ଶହେ ବର୍ଷ ପୂର୍ବେ ବୈଜ୍ଞାନିକମାନେ ଆବିଷ୍କାର କରିବାକୁ ଲାଗିଥିଲେ ଯେ...

Kuldhara of Rajasthan
ଅଭିଶପ୍ତ ଗାଁ : ଅନେକ ବର୍ଷ ଧରି ନାହିଁ ଜନବସତୀ

ରହସ୍ୟମୟ ଗାଁ। ଅନେକ ବର୍ଷ ହେବ ଏଠାରେ ନାହିଁ ଜନବସତୀ। ଏହି ରହସ୍ୟ ନେଇ ଗାଁଟି ରହିଆସିଛି ସବୁବେଳେ ଚର୍ଚ୍ଚାରେ। ଭାରତରେ ରହିଛି ଏଭଳି ଏକ ଗାଁ। ଆମେ କହୁଛୁ ରାଜସ୍ଥାନର କୁଳଧରା ଗାଁର କଥା। କୁହାଯାଏ ଯେ ଗତ କିଛି ବର୍ଷ ହେବ ଏହି ଗାଁ ଅଭିଶପ୍ତ...

Arman Kohli
ସାମ୍ନାକୁ ଆସିଲା ଅଭିନେତା ଅରମାନଙ୍କ ଗିରଫ ଫଟୋ

ବଲିଉଡ୍ ଅଭିନେତା ଅରମାନ କୋହଲୀଙ୍କ ବାସଭବନରେ ଶନିବାର ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଟିମ୍(ଏନ୍‌ସିବି) ଚଢଉ କରିଥିଲା। ସୂଚନା ମୁତାବକ ଏନ୍‌ସିବି ଯେତେବେଳେ ଅରମାନଙ୍କ ଘର ଉପରେ ଚଢଉ କରିଥିଲା ସେତେବେଳେ ସେ ନିଶାରେ ଥିଲେ। ତାଙ୍କ ଘରୁ ୧ ଗ୍ରାମରୁ ଅଧିକ କୋକେନ୍ ଜବତ ହୋଇଥିଲା। ଏହା ପରେ...

Sherlyn Chopra
ଶିଳ୍ପା ଶେଟ୍ଟୀଙ୍କୁ ଟାର୍ଗେଟ୍ କଲେ ଶର୍ଲିନ୍ ଚୋପ୍ରା; କହିଲେ ନିଜ ଭୁଲ ମାନିଯାଅ

ରାଜ କୁନ୍ଦ୍ରାଙ୍କ ଉପରେ ଅଶ୍ଳୀଳ ସିନେମା ତିଆରି କରିବା ଓ ସେଗୁଡିକୁ ପ୍ରସାରଣ କରିବା ମାମଲା ଲାଗିଛି। ଏହି କାରଣରୁ ସେ ଏବେ ଜେଲ୍‌ର ଚାରି କାନ୍ଥରେ ଦିନ କାଟୁଛନ୍ତି। ଏହି ମାମଲାକୁ ନେଇ ଶିଳ୍ପା ଶେଟ୍ଟୀ ମଧ୍ୟ ଚର୍ଚ୍ଚାର ଘେରକୁ ଆସି ଯାଇଛନ୍ତି। ଏହି ଘଟଣା ଆରମ୍ଭରୁ...

Rajpal Yadav
ମୁଁ ପରଦାରେ ଗାଳିଦେଇ ପେଟ ପୋଶିବାକୁ ଚାହୁଁ ନ ଥିଲି : ରାଜପାଲ

ଲୋକପ୍ରିୟ ଅଭିନେତା ରାଜପାଲ ଯାଦବଙ୍କୁ ଶେଷ ଥର ପାଇଁ ଶିଳ୍ପା ଶେଟ୍ଟୀ ଓ ମିଜାନ ଜାଫରୀଙ୍କ ସହିତ ଫିଲ୍ମ ‘ହଙ୍ଗାମା-୨’ ରେ ଦେଖିବାକୁ ମିଳିଥିଲା। ନିକଟରେ ଏକ ସାକ୍ଷାତକାରରେ ଏହି ଅଭିନେତା କହିଛନ୍ତି ଯେ ଓଟିଟି ପ୍ଲାଟଫର୍ମରେ ସେ ତାଙ୍କୁ ଫିଟ୍ ହେବା ଦେଖିପାରୁ ନାହାନ୍ତି। କିନ୍ତୁ ରାଜପାଲ...

Jaish terrorist organization
ଭାରତ ବିରୋଧରେ ଷଡଯନ୍ତ୍ର ରଚୁଛି ଜୈଶ

ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଭାରତର ସମସ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହି ସମୟରେ, ଭାରତୀୟ ଗୁପ୍ତଚର ସଂସ୍ଥା ଖବର ପାଇଛି ଯେ କାନ୍ଦାହାରରେ ଆତଙ୍କବାଦୀ ସଂଗଠନ ଜୈଶ ତାଲିବାନଙ୍କ ନେତୃତ୍ୱଙ୍କୁ ଭେଟି ଭାରତକୈନ୍ଦ୍ରିକ କାର୍ଯ୍ୟ ପାଇଁ ସହାୟତା ଲୋଡିଛି।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।