• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Afghanistan
ଆଫଗାନିସ୍ତାନ ସଂକଟ ବେଳେ ଭାଇରାଲ୍ ହେଲା ‘ରାମ୍ବୋ’

ଆଫଗାନିସ୍ତାନକୁ ତାଲିବାନ କବ୍ଜାକୁ ନେବା ପରେ ଏହା ଏବେ ସାରା ବିଶ୍ୱର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ହଜାର ହଜାର ଆଫଗାନିସ୍ତାନ ନାଗରିକ ବିନା ପାସ୍‌ପୋର୍ଟରେ ବିମାନବନ୍ଦରରେ ପହଞ୍ଚି ଦେଶ ଛାଡି ପଳାଇବାକୁ ଚେଷ୍ଟା କରୁଛନ୍ତି। ସମଗ୍ର ଦେଶରେ ବିଶୃଙ୍ଖଳା ପରିସ୍ଥିତି ଦେଖାଦେଇଛି। ତେବେ ସବୁଠାରୁ ରୋଚକ କଥା ହେଲା...

Bigg Boss
ବିଗ୍ ବସ୍ ଓଟିଟିରେ ଶମିତା-ରାକେଶ, ଅକ୍ଷରା-ପ୍ରତୀକଙ୍କୁ ମିଳିଲା ଦଣ୍ଡ

ବିଗ୍ ବସ୍ ଓଟିଟିର ୧୪ତମ ଦିନ ଖୁବ ମନୋରଞ୍ଜନ ଥିବା ଦେଖାଯାଇଥିଲା। ଶୋ’ର ଏହା ଦ୍ୱିତୀୟ ରବିବାର ଥିଲା। ଏହି ସପ୍ତାହରେ ଦୁଇ ଜଣଙ୍କୁ ଶୋ’ରୁ ବାହାର କରାଯାଇଛି। ତେବେ ଦୁଃଖର କଥା ଏହା ଯେ ଭୋଟ୍ ଅଭାବରୁ ରିଦ୍ଧିମା ପଣ୍ଡିତ ଏବଂ କରଣ ନାଥଙ୍କୁ ବେଘର ହେବାକୁ...

Galaxy
ଭାଙ୍ଗିଯାଉଛି କି ଆକାଶଗଙ୍ଗା, ଯେଉଁଠି ରହିଛି ପୃଥିବୀ

ଆମ ଗାଲାକ୍ସି ମିଲ୍କି ୱେର ଆକୃତି ସର୍ପିଳ ଏବଂ ଏହାର ଅନେକ ଅଂଶ ଆମ ବୈଜ୍ଞାନିକମାନଙ୍କ ପାଇଁ ଅଜ୍ଞାତ। ଆମ ପୃଥିବୀ ଗାଲାକ୍ସି ଭିତରେ କେଉଁଠି ଅବସ୍ଥିତ ତାହା ଅଧ୍ୟୟନ କରିବା ଅତ୍ୟନ୍ତ କଷ୍ଟକର, କିନ୍ତୁ ନିକଟରେ ହୋଇଥିବା ଏକ ଅଧ୍ୟୟନ ଏହି ବିସ୍ତୃତ ସ୍ତରର ଗଠନ ବିଷୟରେ...

Salima Mazari
ତାଲିବାନ କାବୁରେ ସଲିମା ମଜାରୀ; କିଏ ଏହି ମହିଳା?

ବର୍ତ୍ତମାନ ତାଲିବାନ ଆଫଗାନିସ୍ତାନର ପ୍ରଥମ ମହିଳା ରାଜ୍ୟପାଳ ସଲିମା ମଜାରୀଙ୍କୁ କାବୁ କରିଛି। ମଜାରୀ ବଲ୍ଖ ପ୍ରଦେଶର ଚାହର କିଣ୍ଟ୍ ଜିଲ୍ଲାର ରାଜ୍ୟପାଳ। ତାଲିବାନ ସହିତ ଲଢିବା ପାଇଁ ସେ ନିଜର ଏକ ସେନା ଗଠନ କରିଥିଲେ ଏବଂ ନିଜେ ଅସ୍ତ୍ର ଉଠାଇଥିଲେ। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସଲିମା...

RBI Guideline
ବ୍ୟାଙ୍କ୍‌ ଲକର୍‌ ଗାଏବ ହେଲେ କ୍ଷତିପୂରଣ ଦେବେ କର୍ତ୍ତୃପକ୍ଷ

ବ୍ୟାଙ୍କ୍‌ ଲକର୍‌ରେ ରଖାଯାଇଥିବା ସାମଗ୍ରୀ ଗାଏବ ହେଲେ କିମ୍ବା କୌଣସି ପ୍ରକାର କ୍ଷତି ହେଲେ ଏଥିପାଇଁ କ୍ଷତିପୂରଣ ଦେବେ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ। ଲକରର ବାର୍ଷିକ ଦେୟ ଯେତେ ଥିବ, ତା’ର ଶହେ ଗୁଣା କ୍ଷତିପୂରଣ ଗ୍ରାହକକୁ ଦେବେ ବ୍ୟାଙ୍କ କର୍ତ୍ତୃପକ୍ଷ। ବୁଧବାର ଏହି ନିର୍ଦ୍ଦେଶ ଦେଇଛନ୍ତି ରିଜର୍ଭ ବ୍ୟାଙ୍କ୍‌।...

Bigg Boss 15
'ବିଗ୍ ବସ୍ ୧୫'ର ଲିଭିଙ୍ଗ୍‌ ରୁମ୍ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଲୋକପ୍ରିୟ ହେଉଛି 'ବିଗ୍ ବସ୍ ଓଟିଟି'। ଦର୍ଶକେ ଏହାକୁ ଖୁବ୍ ଆପଣଉଥିବା ଦେଖାଯାଉଛି। ଏହା ଦୁଇ ସପ୍ତାହ ହେବ ଆରମ୍ଭ ହୋଇଥିବା ବେଳେ କରଣ ଜୋହର ଏହାକୁ ହୋଷ୍ଟ୍‌ କରୁଛନ୍ତି। 'ବିଗ୍ ବସ୍ ଓଟିଟି' ୬ ସପ୍ତାହ ଚାଲିବ। ଏହା ପରେ 'ବିଗ୍ ବସ୍ ୧୫'ର ଆରମ୍ଭ ହେବ।...

Kaun Banega Crorepati-13
କେବିସିର ପ୍ରଥମ ଶୁକ୍ରବାର ହେବ ଶାନଦାର : ହଟ୍‌ସିଟ୍‌ରେ ଦୁ‍ଇ ପ୍ରସିଦ୍ଧ ଖେଳାଳି

ମନୋରଞ୍ଜନ ସହିତ ଜ୍ଞାନକୁ ବିକାଶ କରୁଥିବା ପ୍ରସିଦ୍ଧ ଟିଭି ଶୋ 'କୌନ ବନେଗା କରୋଡପତି'ର ୧୩ ତମ ସିଜନ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହି ସିଜନର ପ୍ରୋମୋ ବହୁତ ଚମତ୍କାର ଏବଂ ହୃଦୟସ୍ପର୍ଶୀ ହୋଇଛି। ଏହି ଶୋ’ରେ ଗ୍ରାମବାସୀ କିପରି ଜିତିବାକୁ ପ୍ରସ୍ତୁତ ହୁଅନ୍ତି, ଏହି...

Rakshabandhan
ରକ୍ଷାବନ୍ଧନ ପଛରେ ଥିବା ଇତିହାସ

ଭାଇ ଉଉଣୀଙ୍କ ପବିତ୍ର ବନ୍ଧନ ରକ୍ଷାବନ୍ଦନ। ଏହା ମନେପକେଇ ଦିଏ ଭାଇ-ଭଉଣୀଙ୍କ ସ୍ନେହ ଓ ପ୍ରେମର କାହାଣୀ। ଏନେଇ ଏହି ଉତ୍ସବ ସେମାନଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ। ଭଉଣୀ ଭାଇ ହାତରେ ରାଖୀ ବାନ୍ଧି ନିଜ ଭାଇ ପ୍ରତି ଥିବା ପ୍ରେମକୁ ଦର୍ଶାଇଥିବାବେଳେ ଭାଇ ମଧ୍ୟ ସାରା ଜୀବନ...

Brown Sugar
କୁଟୀର ଶିଳ୍ପ ପାଲଟିଲାଣି ଧଳା ଜହର କାରବାର

ବାଲେଶ୍ୱର: କେତେବେଳେ ଚା ପ୍ୟାକେଟ୍‌ରେ ତ କେତେବେଳେ ପରିବା ଟ୍ରକ୍‌ରେ । ବେଙ୍ଗଲ୍ ମୁର୍ଶିଦାବାଦ୍‌ରୁ ଖଡ଼ଗପୁର ଦେଇ ବାଲେଶ୍ୱର ଓ ଜଳେଶ୍ୱର । ଆଉ ସେଠୁ ଭୁବନେଶ୍ୱର । ଏଭଳି ଚାଲିଛି ଧଳାଜହର ବ୍ରାଉନସୁଗରର ବଡ଼ କାରବାର । ପୋଲିସର ଧରପଗଡ଼ ହେଉଛି ସତ । କିନ୍ତୁ ରଣନୀତି...

Manoranjan
ତାଲିବାନ ବର୍ବରତା ନେଇ ପ୍ରତ୍ୟକ୍ଷ ଅନୁଭୂତି ରଖିଲେ ଓଡିଆ ଯୁବ ଇଂଜିନିୟର୍‌

ତାଲିବାନ ବର୍ବରତା ନେଇ ପ୍ରତ୍ୟକ୍ଷ ଅନୁଭୂତି ରଖିଲେ ଓ ଇଂଜିନିୟର୍‌ ଯୁବକ ଆଫଗାନରେ ୫ ବର୍ଷର ଅଭିଜ୍ଞତା କହିଲେ। କେନ୍ଦ୍ରାପଡ଼ାର ମନୋରଞ୍ଜନ ସାହୁ ଆମେରିକାନ୍ ଆର୍ମି ବେସ୍‌ରେ ପ୍ରପର୍ଟି ସ୍ପେଶାଲିଷ୍ଟ ଭାବେ କାମ କରୁଥିଲେ। ଆର୍ମି ବେସ୍‌ରୁ ବାହାରକୁ ଆସିବା ଅନୁମତି ନ ଥିଲା, କମ୍ ସମୟ...

Asha Karmi
ଭୁବନେଶ୍ୱର ରାସ୍ତାରେ ଦୁଷ୍କର୍ମକାରୀମାନେ ଆଶା କର୍ମୀଙ୍କୁ ହ୍ୟାକ୍ କରୁଛନ୍ତି

ଭୁବନେଶ୍ୱରରେ ଆଶାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ। ଫାର୍ସାରେ ହାଣିଲେ ୩/୪ ଦୁର୍ବୃତ୍ତ। ଭୁବନେଶ୍ୱରର ୟୁନିଟ୍ ୬ ମା ତାରେଣୀ ବସ୍ତିରେ ଦୁର୍ବୃତ୍ତମାନେ ଆଶାକର୍ମୀଙ୍କ ଭାଇକୁ ଆକ୍ରମଣ କରୁଥିବା ବେଳେ ସେ ଅଟକାଇବାରୁ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ୍...

Science
ବିସ୍ଫୋଟିତ ତାରାରୁ ମିଳିଲା ସୌରମଣ୍ଡଳର ପ୍ରାରମ୍ଭିକ ସୂଚନା

ପୃଥିବୀ ଏବଂ ଆମର ସୌର ପ୍ରଣାଳୀର ଜନ୍ମ ରହସ୍ୟ ଜାଣିବା ପାଇଁ ଆମ ଜ୍ୟୋତିର୍ବିଜ୍ଞାନୀମାନଙ୍କର ବହୁତ ଆଶା ଅଛି। ଏଥିରୁ ସେମାନେ ଏହିପରି ଅନେକ ପ୍ରଶ୍ନର ଉତ୍ତର ପାଇପାରିବେ ଯାହା କେବଳ ଜୀବନର ଉତ୍ପତ୍ତି ବିଷୟରେ କହିପାରିବ ତାହା ନୁହେଁ ବରଂ ଆମର ବର୍ତ୍ତମାନ ଜୀବନର ଅନେକ ସମସ୍ୟାର...

Pakistan
ମହିଳାଙ୍କ ପୋଷାକ ଚିରି ମାଡ ମାରିଲେ; ଭିଡିଓ ହେଲା ଭାଇରାଲ୍‌

ପାକିସ୍ତାନର ଜଣେ ମହିଳାଙ୍କ ଉପରେ ନିର୍ମମ ଆକ୍ରମଣର ଏକ ଭୟଙ୍କର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ମହିଳା ଟିକ୍‌ଟକ୍‌ରେ ଭିଡିଓ ପ୍ରସ୍ତୁତ କରି ବହୁତ ଲୋକପ୍ରିୟ ହୋଇପାରିଛନ୍ତି। ଭିଡିଓରେ ଏକ ପୁରୁଷ ଗୋଷ୍ଠୀ ମହିଳାଙ୍କୁ ଅତି ନିର୍ମମ ଭାବରେ ଆକ୍ରମଣ କରି ତାଙ୍କ ପୋଷାକ ଚିରି ଦଉଥିବା...

British Student
ସବୁଠାରୁ ବିପଜ୍ଜନକ ଯାଗାକୁ ଯାଇଥିଲେ, ପରିସ୍ଥିତି ଏମିତି ହେଲା…

ବେଳେବେଳେ କିଛି ଅଲଗା କରିବାକୁ ଇଚ୍ଛା ନେଇ ଅନେକ ଲୋକ ଏପରି ଅସୁବିଧାରେ ପଡ଼ିଯାଆନ୍ତି ଯେଉଁଠାରୁ ବାହାରିବା ବହୁତ କଷ୍ଟକର ହୋଇପଡେ। ବ୍ରିଟେନର ଜଣେ ଛାତ୍ରଙ୍କ ସହ ଏଭଳି କିଛି ଘଟଣା ଘଟିଛି। ୨୪ ବର୍ଷୀୟ ମାଇଲ୍ସ ରୁଟ୍‌ଲେଜ୍ ଗୁଗୁଲରେ ଟାଇପ୍ କରିଥିଲେ ଯେ ପର୍ଯ୍ୟଟକଙ୍କ ପାଇଁ ଦୁନିଆର...

Suhana Khan
ବଲିଉଡ ଡେବ୍ୟୁ କରିବେ ଶାହରୁଖ ଲଳନା ସୁହାନା ଖାନ୍

ବଲିଉଡ ବାଦଶାହା ଶାହରୁଖ ଖାନ୍ ଲଳନା ସୁହାନା ଖାନ୍ ଆଜିଯାଏ ବଲିଉଡରେ ପ୍ରବେଶ କରି ନ ଥିଲେ ବି ତାଙ୍କର ଫ୍ୟାନ ଫଲୋର୍ସ କମ ନୁହନ୍ତି। ସୁହାନାଙ୍କ ପ୍ରଶଂସକମାନେ ଚାହୁଛନ୍ତି ଯେ ସେ ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରନ୍ତୁ। ତେବେ ବର୍ତ୍ତମାନ ଏହା ଲାଗୁଛି ଯେ ସୁହାନାଙ୍କ...

Bell Bottom
‘ବେଲ୍ ବଟମ୍’ ରିଲିଜ୍ ପୂର୍ବରୁ ଲଣ୍ଡନରେ ଅକ୍ଷୟ କୁମାର

'ବେଲ୍ ବଟମ୍' ରିଲିଜ୍ ହେବା ପୂର୍ବରୁ ଅକ୍ଷୟ କୁମାର ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରର ସୁଟିଂ ପାଇଁ ଲଣ୍ଡନରେ ପହଞ୍ଚିଛନ୍ତି। କ୍ୱାରେଣ୍ଟାଇନ୍ ଶେଷ ହେବା ପରେ ଅକ୍ଷୟ କୁମାର ମଧ୍ୟ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ ଏକ ବଗିଚାରେ ସାଇକେଲ ଚଳାଉଥିବାର ନଜର ଆସିଛନ୍ତି। ତେବେ...

Love Story
ସେପ୍ଟେମ୍ବର ୧୦ରେ ରିଲିଜ୍ ହେବ ଫିଲ୍ମ “ଲଭ୍‌ ଷ୍ଟୋରୀ”

ଦର୍ଶକଙ୍କ ପାଇଁ ଖୁସି ଖବର। ସବୁ ପ୍ରତିକ୍ଷାର ଅନ୍ତ ଘଟେଇ ଫିଲ୍ମ “ଲଭ୍‌ ଷ୍ଟୋରୀ” ରିଲିଜ ହେବାକୁ ଯାଉଛି। ଏ କଥା ସ୍ପଷ୍ଟ କରିଛନ୍ତି ଫିଲ୍ମର ନିର୍ମାତା ସେଖର କମ୍ମୁଲା । ନାଗ୍ ଚୈତନ୍ୟ ଓ ସାଇ ପଲ୍ଲବୀଙ୍କର “ଲଭ୍‌ ଷ୍ଟୋରୀ”ର ନୂଆ ରିଲିଜ ତାରିଖ ଘୋଷଣା କରାଯାଇଛି।...

Taliban Brutality
ତାଲିବାନ ବର୍ବରତା ନେଇ ପ୍ରତ୍ୟକ୍ଷ ଅନୁଭୂତି ରଖିଲେ ଓଡିଆ ଯୁବ ଇଂଜିନିୟର୍‌

ତାଲିବାନ ବର୍ବରତା ନେଇ ପ୍ରତ୍ୟକ୍ଷ ଅନୁଭୂତି ରଖିଲେ ଓ ଇଂଜିନିୟର୍‌ ଯୁବକ ଆଫଗାନରେ ୫ ବର୍ଷର ଅଭିଜ୍ଞତା କହିଲେ। କେନ୍ଦ୍ରାପଡ଼ାର ମନୋରଞ୍ଜନ ସାହୁ ଆମେରିକାନ୍ ଆର୍ମି ବେସ୍‌ରେ ପ୍ରପର୍ଟି ସ୍ପେଶାଲିଷ୍ଟ ଭାବେ କାମ କରୁଥିଲେ। ଆର୍ମି ବେସ୍‌ରୁ ବାହାରକୁ ଆସିବା ଅନୁମତି ନ ଥିଲା, କମ୍ ସମୟ ବାହାରୁ...

Taliban
ତାଲିବାନ ଆଗରେ କାହିଁକି ତିଷ୍ଠି ପାରିଲା ନାହିଁ ଆଫଗାନିସ୍ତାନ ସେନା

ଆଫଗାନିସ୍ତାନ ଯାହାକୁ ନେଇ ଭୟ କରୁଥିଲା ଶେଷରେ ତାହା ହିଁ ହେଲା। ଏହି ଆଶଙ୍କା ପାଇଁ କୌଣସି ଜ୍ୟୋତିଷଙ୍କର ଆବଶ୍ୟକତା ନ ଥିଲା। ସମସ୍ତେ ଜାଣିଥିଲେ ଯେ ତାଲିବାନ କାବୁଲକୁ ଶୀଘ୍ର କବ୍ଜା କରିବ। କିନ୍ତୁ ଏହା ଏତେ ଶୀଘ୍ର ଘଟିବ, ବୋଧହୁଏ ଖୁବ୍ କମ୍ ଲୋକ ଆଶା...

Dolphin Metabolism
ମଣିଷ ପରି ଡଲ୍‌ଫିନ୍‌ର ବି ମେଟାବୋଲିଜିମ୍‌ରେ ମନ୍ଥରତା ଦେଖାଯାଏ

ମେଦବହୁଳତାକୁ ଏବେ ସାରା ବିଶ୍ୱ ଚିନ୍ତାରେ। ତେବେ ଏଥିପାଇଁ ମେଟାବୋଲିଜିମ୍‌ର ମନ୍ଥରତା ମୁଖ୍ୟ କାରଣ ବୋଲି ବିବେଚନା କରାଯାଏ, ଯେଉଁଥିପାଇଁ ଅଧିକାଂଶ ଜୀବନଶୈଳୀ ଦାୟୀ ବୋଲି କୁହାଯାଏ। ଆମେ ଭାବୁ ଯେ ଏହା କେବଳ ମାନବ କ୍ଷେତ୍ରରେ ହୋଇଥାଏ। କିନ୍ତୁ ନୂଆ ଅନୁସନ୍ଧାନରୁ ଜଣାପଡିଛି ଯେ ଡଲଫିନ୍ ସହିତ...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।