ଋଷି କପୁରଙ୍କ ଫିଲ୍ମ ‘ଶର୍ମାଜୀ ନମକୀନ’ର ପ୍ରଥମ ପୋଷ୍ଟର ଜାରି ହୋଇଛି। ଋଷି କପୁରଙ୍କ ଏହି ଅନ୍ତିମ ଫିଲ୍ମକୁ ଦେଖିବା ନେଇ ତାଙ୍କ ପ୍ରଶସଂକମାନେ କେବେଠାରୁ ଚାହିଁ ବସିଛନ୍ତି। ଶେଷରେ ଅଭିନେତାଙ୍କ ୬୯ତମ ଜନ୍ମଦିନ ଅବସରରେ ନିର୍ମାତା ଦର୍ଶକମାନଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦେଇଛନ୍ତି। ନିର୍ମାତା ‘ଶର୍ମାଜୀ ନମକୀନ’ର...
ସୋସିଆଲ ମିଡିଆ ଜୀବନର ଏକ ମହତ୍ୱପୂର୍ଣ୍ଣ ପ୍ଲାଟଫର୍ମ ରୂପରେ ଆସିଛି। ଏହା ଏପରି ଏକ ପ୍ଲାଟଫର୍ମ ଯାହା ଅନେକ ଲୋକଙ୍କୁ ରାତାରାତି ଷ୍ଟାର କରିଦେଉଛି। ଆପଣଙ୍କର ନିଶ୍ଚୟ ମନେଥିବ ରେଲ୍ୱେ ପ୍ଲାଟ୍ଫର୍ମରେ ଗୀତ ଗାଉଥିବା ରାନୁ ମଣ୍ଡଳଙ୍କ କଥା। ଲତା ଲଙ୍ଗେସକରଙ୍କ ଏକ ଗୀତ “ଏକ୍ ପ୍ୟାର କା...
ପ୍ରଥମେ ନିଅଣ୍ଟିଆ ବର୍ଷା, ଆଉ ଏବେ ତଳି ପୋତିବାର ୮ ଦିନ ପରେ ଥୋଡ଼ ବାହାରିବାରୁ ଚିନ୍ତାରେ ଚାଷୀ ।
ଟୋକିଓ ପାରାଲିମ୍ପିକ୍ସ ସୁଟିଂରେ ଭାରତକୁ ଆଉ ୨ଟି ପଦକ। ମନୀଷ ନରୱାଲଙ୍କୁ ସ୍ୱର୍ଣ୍ଣ, ସିଂହରାଜଙ୍କୁ ରୌପ୍ୟ ପଦକ।
୬ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା।
ଆଗକୁ ଆସୁଛି ବଲିଉଡ୍ ଅଭିନେତ୍ରୀ ତଥା ପଙ୍ଗା କ୍ୱିନ୍ କଙ୍ଗନା ରଣୱତଙ୍କ ‘ଥଲାଇବୀ’। ଏହାକୁ ଦର୍ଶକ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି। ତାଲିମନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମ ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମରେ କଙ୍ଗନା...
କରୋନା ଟିକା ପାଇଁ ସାଂଘାତିକ ଭିଡ଼। ୧୩ ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେବା ପରେ ବି ଲୋକଙ୍କୁ ମିଳିଲାନି ଟିକା।
ରାଜ୍ୟରେ ୨୪ ଘଣ୍ଟାରେ ୬୮୧ ସଂକ୍ରମିତ ଚିହ୍ନଟ। ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୮ ଆକ୍ରାନ୍ତ ଚିହ୍ନଟ।ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୦୪୦କୁ ବୃଦ୍ଧି ପାଇଛି।
ଦେଶରେ ଡିସେମ୍ବର ସୁଦ୍ଧା କମିପାରେ ଖାଇବା ତେଲ ଦର। ଦେଶରେ ଡିସେମ୍ବର ସୁଦ୍ଧା କମିପାରେ ଖାଇବା ତେଲ ଦର। ଆଗକୁ ବଢ଼ିବ ଘରୋଇ ଶସ୍ୟ ଉତ୍ପାଦନ ଓ କମିବ ତେଲ ଉପରୁ ଆମଦାନୀ ଶୁଳ୍କ।
ଅଦରକାରୀ ଭଙ୍ଗା ଦଦରା ଜିନିଷରେ ସୁନ୍ଦର କଳାକୃତି । ଯିଏ ଥରେ ଦେଖିବ, ସେଇଠି ଅଟକି ଯିବ ।
୩ ମାସ ଇକ୍ମୋ ଚିକିତ୍ସା ସତ୍ତ୍ୱେ ଅଭିଷେକଙ୍କ ପରଲୋକ । ଜୁନ ୯ରେ କୋଲକାତାକୁ ଏୟାର ଲିଫ୍ଟ କରାଯାଇଥିଲା ।
ଚୀନ ପ୍ରତ୍ୟେକ କ୍ଷେତ୍ରରେ କିଛି ବଡ କରିବା ପାଇଁ ସବୁବେଳେ ଚେଷ୍ଟା ଚଲାଇଥାଏ। ସେ ରାସ୍ତା ହେଉ କି ଜନସଂଖ୍ୟା ଓ ନୂତନ ଟେକ୍ନୋଲୋଜି ସବୁ ଜିନିଷରେ ଚୀନ ଆଗୁଆ। ବର୍ତ୍ତମାନ ଚୀନ ଦୁନିଆର ସବୁଠାରୁ ବଡ ମହାକାଶଯାନ ନିର୍ମାଣ କରିବାକୁ ଯାଉଛି ଏବଂ ଏଥିପ୍ରତି ସେ ସମସ୍ତ...
ଖୁବ ଶୀଘ୍ର ମିଳିବ ଯାନବାହାନ ହର୍ଣ୍ଣର କର୍କଶ ଶବ୍ଦରୁ ମୁକ୍ତି। ବର୍ତ୍ତମାନ ଯାନବାହାନର ହର୍ଣ୍ଣର କର୍କଶ ଶବ୍ଦ ବଦଳରେ ଭାରତୀୟ ବାଦ୍ୟ ଯନ୍ତ୍ରର ସୁମଧୁର ଶବ୍ଦ ଶୁଣିବାକୁ ମିଳିବ। ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଯାନବାହାନର ହର୍ଣ୍ଣର ଶବ୍ଦକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି...
ଆଜିର ଦୌଡମୟ ଜୀବନରେ ସମସ୍ତେ ପ୍ରାୟ ନିଜ ନିଜ କାମକୁ ନେଇ ବ୍ୟସ୍ତ। ଏନେଇ ନା କେହି ଠିକ୍ ସମୟରେ ଖାଉଛନ୍ତି ନା କେହି ଠିକ ସମୟରେ ଶୋଉଛନ୍ତି। ଫଳରେ ଏ ସବୁର ଖରାପ ପ୍ରଭାବ ଆମ ଶରୀର ଉପରେ ପଡୁଛି। ଏସିଡିଟି ହେଉଛି ସେହିଭଳି ଏକ ସମସ୍ୟା।...
ପାରାଲମ୍ପିକ୍ ପ୍ରଥମରୁ ଛାଇ ଯାଇଛନ୍ତି ଅବନୀ ଲଖେରା। ସେ ପୂର୍ବରୁ ଗୋଲ୍ଡ ଜିତିଥିବା ବେଳେ ଏବେ ବ୍ରୋଞ୍ଜ୍ ଜିତି ଇତିହାସ୍ ରଚିଛନ୍ତି। ସେ ଏହି ପଦକ ଜିତି ଭାରତର ପ୍ରଥମ ମହିଳା ପାରାଲମ୍ପିକ୍ ବିଜେତା ହୋଇଯାଇଛନ୍ତି। ତେବେ ତାଙ୍କ ଜୀବନୀ ବିଷୟରେ ଜାଣିଲେ ଯେ କେହି ବି ଦୁଃଖି...
ବଲିଉଡ୍ ଅଭିନେତ୍ରୀ ସନୀ ଲିଓନେ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ବେଳେ ନିଜର ବୋଲ୍ଡ ଫଟୋ ଓ ଭିଡିଓ ସେୟାର କରି ଲୋକଙ୍କୁ ପାଗେଳା କରିଦିଅନ୍ତି। ତାଙ୍କ ବୋଲ୍ଡ ଅବତାରକୁ ମଧ୍ୟ ଦେଖିବା ପାଇଁ ସୋସିଆଲ୍ ମିଡିଆ ଉପଭୋକ୍ତାମାନେ ଚାହିଁ ବସିଥାନ୍ତି। ସନୀ ବର୍ତ୍ତମାନ ନିଜ ପରିବାର...
ଆପଣମାନେ ବେଳେ ବେଳେ ରହସ୍ୟମୟ ସଂଗଠନ ଇଲୁମିନାଟୀ ବିଷୟରେ ଶୁଣିଥିବେ। ତେବେ ଏହି ସଂଗଠନ କ’ଣ ଓ ଏହା ପଛରେ କି ସତ ଲୁଚିରହିଛି, ଯାହା ଆଜି ବି ରହସ୍ୟ ହୋଇ ରହିଛି। ଅନେକ ଲୋକ କୁହନ୍ତି ଯେ ଦୁନିଆରେ ଯାହାବି କିଛି ହେଉଛି ଏହାର ପଛରେ ଏହି...
ନିକଟରେ ନାସାର ଅନ୍ତରୀକ୍ଷ ଯାତ୍ରୀ ମେଗନ ମେକଆର୍ଥର ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ ଏକ ଭିଡିଓ ଶେୟାର କରିଛନ୍ତି, ଯାହା ଏବେ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଆପଣମାନେ ଏହି ଭିଡିଓରେ ଦେଖିପାରିବେ ଯେ ସ୍ପେସ୍ରେ ଜଣେ ଅନ୍ତରୀକ୍ଷ ଯାତ୍ରୀ କିପରି ତାଙ୍କ ଚୁଟିକୁ ଧୋଉଛନ୍ତି। ପୃଥିବୀପୃଷ୍ଠରେ...
ପଞ୍ଚଭୂତରେ ଲୀନ ହୋଇଛନ୍ତି ଟିଭିର ଲୋକପ୍ରିୟ କଳାକାର ସିଦ୍ଧାର୍ଥ ଶୁକ୍ଳା। ତାଙ୍କ ମୃତ୍ୟୁକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ମା’। କାନ୍ଦି କାନ୍ଦି ଶୁଖୁନି ଆଖି ଲୁହ। ସତେ ଯେପରି ଦେହରୁ ଆତ୍ମା ଚାଲିଯାଇଛି। ୪୦ ବର୍ଷରେ ହୃଦଘାତ ଆରପାରିକୁ ଚାଲିଯାଇଛନ୍ତି ସିଦ୍ଧାର୍ଥ। ତାଙ୍କର ଅନ୍ତିମ ସଂସ୍କାର ହୋଇଯାଇଛି। ହେଲେ ତାଙ୍କ ମା’...
ପ୍ରାୟତଃ ଏପରି ଅନେକ ଘଟଣା ଦେଶ ଦୁନିଆରେ ସାମ୍ନାକୁ ଆସେ ଯାହା ଜାଣିବା ପରେ ମଧ୍ୟ ବିଶ୍ୱାସ କରି ହୁଏନି। ସେହିପରି ଏକ ଘଟଣା ହେଲା ଜଣେ ମହିଳା ଚାକିରି ଛାଡି ଅଳିଆ ସଂଗ୍ରହ କରିବା ଆରମ୍ଭ କରିଥିଲେ। ଦେଖୁ ଦେଖୁ ଏହି ମହିଳା କିଛି ଦିନ ମଧ୍ୟରେ...