ବଲିଉଡ ଜଗତର ଦୁଇ ଆଗ ଧାଡିର ଅଭିନେତ୍ରୀ ହେଲେ ଦୀପିକା ପାଦୁକୋନ୍ ଓ କାଟ୍ରିନା କୈଫ୍। ଏହି ଦୁଇ ଅଭିନେତ୍ରୀଙ୍କୁ ଗୋଟିଏ ଫ୍ରେମ୍ରେ ଦେଖିବା ଏତେ ସହଜ ନୁହେଁ। କେବେ କେବେ ଏମିତି ସୁଯୋଗ ଆସିଥାଏ ଯେତେବେଳେ ଏହି ଦୁଇ ଅଭିନେତ୍ରୀଙ୍କୁ ଗୋଟିଏ ଫ୍ରେମ୍ରେ ଦେଖିବାକୁ ମିଳେ। ତେବେ...
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଅଭିଯୋଗ କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି-ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ ଜମ୍ମୁ କଶ୍ମୀରର ମିଶ୍ରିତ ସଂସ୍କୃତିକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ଦୁଇ ଦିନିଆ ଜମ୍ମୁ ଗସ୍ତର ଦ୍ୱିତୀୟ ଦିନରେ ଏଠାରେ କଂଗ୍ରେସ କାର୍ଯ୍ୟକ୍ରମରେ ଦଳର ପଦାଧିକାରୀ ତଥା କର୍ମୀଙ୍କୁ ସମ୍ବୋଧିତ...
ଜମ୍ମୁ କଶ୍ମୀର ଆଜି ବି ଦୟନୀୟ ଅବସ୍ଥାରେ ରହିଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ସମ୍ବିତ ପାତ୍ର ଜମ୍ମୁ କଶ୍ମୀରର ଏହି ସମସ୍ୟା ନେଇ କଂଗ୍ରେସ ଓ ନେହେରୁଙ୍କୁ ଦୋଷୀ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଜବାବ ଦେଇ ଶୁକ୍ରବାର ସମ୍ବିତ ପାତ୍ର କହିଛନ୍ତି ଯେ ଆଜିଯାଏ କଶ୍ମୀରରେ ଯେଉଁ...
କଥାରେ ଅଛି “ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ”। ଏହାକୁ ସତ କରି ଦେଖେଇଛନ୍ତି ଜଣେ କୁନି ଛାତ୍ରୀ। ଏହି ଛାତ୍ରୀ ଜଣକ ହେଲେ ମଧ୍ୟପ୍ରଦେଶର ପିପିରିଆର ଡୋକରୀ ଖେଡାରେ ରହୁଥିବା ଦଶମ ଶ୍ରେଣୀର ନବଶ୍ରୀ ଠାକୁର। ନବଶ୍ରୀଙ୍କ ପିତା-ମାତା ମୂଲ ଲାଗି ପରିବାର ଚଳାନ୍ତି। ମା ଘରର କାମ...
ସମୁଦ୍ରରେ ଘୂରି ବୁଲୁଛି ଭୂତ ଜାହାଜ। ଯିଏ ଦେଖିବ ତାହାର ମୃତ୍ୟୁ ହେବ। ଆପଣମାନେ କେବେ ନା କେବେ ନିଶ୍ଚିତ ଫ୍ଲାଇଙ୍ଗ୍ ଡଚ୍ମ୍ୟାନ୍ ସିପ୍ ବିଷୟରେ ଶୁଣିଥିବେ। କୁହାଯାଏ ଯେ ଏହା ହେଉଛି ଏକ ଅଭିଶପ୍ତ ଜାହାଜ। ଏହି ଜାହାଜ ଦୀର୍ଘ ୪୦୦ ବର୍ଷ ହେଲା ଅଭିଶପ୍ତ ହୋଇ...
ଅଶ୍ଳୀଳତା ମମଲାକୁ ନେଇ ମଡେଲ୍ ଗହନା ବଶିଷ୍ଠ ଖୁବ ଚର୍ଚ୍ଚାରେ ଅଛନ୍ତି। ରାଜ କୁନ୍ଦ୍ରା ମାମଲାରେ ତାଙ୍କ ନାମ ବି ଯୋଡା ଯାଉଛି। ଏବେ ସେ ସୋସିଆଲ୍ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ସେୟାର କରି ଅଶ୍ଳୀଳ ଫଟୋ ଆଉ ଭିଡିଓ କିପରି ସୁଟିଂ...
ବହୁଦିନର ବ୍ୟବଧାନ ପରେ ବଲିଉଡ ଅଭିନେତା ଡିନୋ ମୋରିୟା ଏବେ ତାଙ୍କ ନୂଆ ୱେବ୍ ସିରିଜ୍ ‘ଏମ୍ପାୟର’କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ୱେବ୍ ଶୋ’ରେ ତାଙ୍କ କାମକୁ ନେଇ ଲୋକେ ବେଶ ପ୍ରସଂଶା କରୁଛନ୍ତି। ୨୦୧୦ ପରେ ଏହି ଅଭିନେତା ଅଭିନୟ ଦୁନିଆରୁ ଦୂରେଇ ଯାଇଥିଲେ। ଏବେ...
ହଲିଉଡ୍କୁ ହତୋତ୍ସାହିତ କରିବ ଆବଶ୍ୟକ। ଗୁରୁବାର ବଲିଉଡ୍ ଅଭିନେତା ତଥା ପଙ୍ଗା କ୍ୱିନ୍ କଙ୍ଗନା ରଣୱତ ଏହି କଥା କହିଛନ୍ତି। ଏହା ବଦଳରେ ବିଭିନ୍ନ ଭାଷାର ଭାରତୀୟ ଫିଲ୍ମକୁ ବୃଦ୍ଧି କରିବା ଦରକାର ବୋଲି ସେ କହିଛନ୍ତି। ଦିବଂଗତ ଜେ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ ନିଜ ଫିଲ୍ମ...
ପ୍ରିୟବ୍ରତଙ୍କ ପରେ କିଏ ହେବେ ସଂଭ୍ରାନ୍ତ ଭୁବନେଶ୍ୱର କ୍ଲବ୍ର ନୂଆ ମୁଖିଆ ? ସ୍ୱର୍ଗତ ପ୍ରିୟବ୍ରତ ପଟ୍ଟନାୟକଙ୍କ ବିୟୋଗ ଓ କରୋନା ମହାମାରୀ ଯୋଗୁଁ ଖାଲି ପଡ଼ିଛି ଭୁବନେଶ୍ୱର କ୍ଲବର ସଭାପତି ପଦ। ସେହିଭଳି ଅନ୍ୟାନ୍ୟ ପଦବୀ ପୂରଣ ଲାଗି କ୍ଲବ୍ ପକ୍ଷରୁ ଆରମ୍ଭ ହୋଇଛି ନିର୍ବାଚନ ପ୍ରକ୍ରିୟା।...
ଟି -୨୦ ବିଶ୍ୱକପ୍ ୨୦୨୧ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଭାରତୀୟ ଚୟନକର୍ତ୍ତା ମୁମ୍ବାଇରେ ଟିମ୍ ଘୋଷଣା କରିଛନ୍ତି। ସବୁଠାରୁ ବଡ ଖବର ହେଉଛି ଆର୍ ଅଶ୍ୱିନଙ୍କୁ ଦଳରେ ସୁଯୋଗ ଦିଆଯାଇଛି। ଅନ୍ୟପକ୍ଷରେ ମହେନ୍ଦ୍ର ସିଂ ଧୋନିଙ୍କୁ ଦଳର ପରାମର୍ଶଦାତା କରାଯାଇଛି। ଦଳରେ ଅକ୍ଷର ପଟେଲ, ବରୁଣ...
୧୯୯୦ର ପ୍ରତ୍ୟେକ ଭାରତୀୟ କ୍ରିକେଟ୍ ପ୍ରଶଂସକ ପାକିସ୍ତାନର ପେସ୍ ଆକ୍ରମଣ ପ୍ରତି ଈର୍ଷା କରୁଥିଲେ। ୱାସିମ୍ ଆକ୍ରାମ, ୱାକର ୟୁନିସ୍ ଏବଂ ଜଣେ ସ୍ପିନର (ମୁଶତାକ୍ ଅହମ୍ମଦ କିମ୍ବା ସାକ୍ଲେନ୍ ମୁସ୍ତାକ) ଙ୍କ ବିଦେଶରେ ଏକ ମ୍ୟାଚ୍କୁ ଟର୍ଣ୍ଣ କରିବାର କ୍ଷମତା ଆମକୁ ଭୟଭୀତ କରିଥିଲା ଯେହେତୁ ଆମେ...
ଡିସ୍କଭରୀ ଚାନେଲ୍ରେ ଆରମ୍ଭ ହୋଇଯାଇଛି ଷ୍ଟାର୍ ଭର୍ସେସ୍ ଫୁଡ୍ର ସେକେଣ୍ଡ ସିଜିନ୍। ଶୋ’ର ପ୍ରଥମ ଏପିଶୋଡରେ ଜାହ୍ନବୀ କପୁର ଯୋଗ ଦେଇଥିବା ବେଳେ ସେ କୋରିୟାନ୍ ମିଲ୍ ତିଆରି କରୁଥିବା ଦେଖାଯାଇଛି। ତେବେ ଜାହ୍ନନୀ କପୁରଙ୍କ ଏହି କୁକିଂ ଏକ୍ସପେରିମେଣ୍ଟ୍ରେ ତାଙ୍କୁ ସହଯୋଗ କରିଥିଲେ ଜେଡବ୍ଲ୍ୟୁ ମେରିୟମର କାର୍ଯ୍ୟକାରୀ...
ବଲିଉଡର ବୋଲ୍ଡ କ୍ୱିନ୍ କଥା ଉଠିଲେ ସନ୍ନି ଲିଓନଙ୍କ ନାମ ଆଗକୁ ଆସିବ। ସନ୍ନି ସବୁବେଳେ ସୋସିଆଲ୍ ମିଡିଆରେ ସକ୍ରିୟ ରହୁଥିବା ବେଳେ ତାଙ୍କ ବୋଳ୍ଡ ଫଟୋ ଓ ଭିଡିଓରେ ଉପଭୋକ୍ତାଙ୍କୁ ପାଗଳ କରିଦିଅନ୍ତି। ଏବେ ସେ ମାଲଦୀପରେ ତାଙ୍କର ଛୁଟି କାଟୁଥିବା ବେଳେ ଗୋଟିଏ ପରେ ଗୋଟିଏ...
ଚାଷୀଙ୍କୁ କେନ୍ଦ୍ର ସରକାରର ଉପହାର। କେନ୍ଦ୍ର କ୍ୟାବିନେଟ୍ ୨୦୨୨-୨୩ ପାଇଁ ରବି ଫସଲ ଉପରେ ସର୍ବନିମ୍ନ ସମର୍ଥନ ମୂଲ୍ୟ(ଏମ୍ଏସ୍ପି)କୁ ବୃଦ୍ଧି କରିଛି। କୃଷି ଆଇନକୁ ନେଇ ଚାଷୀମାନେ କରୁଥିବା ଆନ୍ଦୋଳନ ମଧ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି।
ମଧ୍ୟପ୍ରଦେଶ ରାଜଧାନୀ ଭୋପାଲରେ ଏକ ଯୁବକ-ଯୁବତୀ ଚଳନ୍ତା ବାଇକରେ କରୁଥିଲେ ପ୍ରେମ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ପରେ ପୋଲିସ ସେମାନଙ୍କୁ ଖୋଜିବାରେ ଲାଗିଛି। ଭାଇରାଲ ହେଉଥିବା ଏହି ଭିଡିଓ ଭୋପାଲର ଜଣାଶୁଣା ସହର ଭିଆଇପି ରୋଡର। ଏହି ଭିଡିଓରେ ଜଣେ...
ଚୁକ୍ତିଭିତ୍ତିକ ଭିତ୍ତିରେ ଓଡିଶା ପୋଲିସ୍ ସିଗ୍ନାଲ୍ ସେବା ପାଇଁ ୨୪୪ କନଷ୍ଟେବଳ ପଦବୀ (ଯୋଗାଯୋଗ) ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନକୁ ଓଡିଶା ପୋଲିସ ଚୟନ ବୋର୍ଡ ଆମନ୍ତ୍ରଣ କରିଛି।
କ୍ରମାଗତ ଦ୍ୱିତୀୟ ଦିନ ଭାରତୀୟ ବଜାରରେ ସୁନା ମୂଲ୍ୟରେ ହ୍ରାସ ଘଟିଛି। ଏଥି ସହିତ ଆଜି ରୂପା ମଧ୍ୟ ଶସ୍ତା ହୋଇଛି। ଦୁର୍ବଳ ବିଶ୍ୱସ୍ତରୀୟ ସୂତ୍ର ଯୋଗୁଁ ସୁନା-ରୂପା ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଆଜି, MCX ଉପରେ ସୁନା ମୂଲ୍ୟ ୦.୪ ପ୍ରତିଶତ ହ୍ରାସ ପାଇ ୧୦...
ଉପହାସ କରୁଥିଲେ ଗାଁ ଲୋକେ । ହେଲେ ନିଜ ଲକ୍ଷ୍ୟ ପଥରୁ ଓହରି ନ ଥିଲେ । ଫଳରେ ଆଜି ସେ ସଫଳତା ସ୍ୱାଦ ଚାଖିବାକୁ ଯାଉଛନ୍ତି। ପ୍ରଥମ ମହିଳା କ୍ରିକେଟ ଖେଳାଳିଭାବେ ଏବେ ଜିଲ୍ଲା ପାଇଁ ଖେଳିବେ। ସେ ରାଜସ୍ଥାନ ବାଡମେରର ଏକ ଛୋଟ ଗାଁ କାନାସରର...
ମାୟା ସଭ୍ୟତା ବିଷୟରେ ଆପଣମାନେ ନିଶ୍ଚିତ ଅଳ୍ପ ବହୁତେ ଜାଣିଥିବେ। ଏହି ରହସ୍ୟମୟ ସଭ୍ୟତାକୁ ନେଇ ଦେଶ ଦୁନିଆରେ ଅନେକ ଦାବି ରହିଛି। ଅନେକ ଲୋକ କୁହନ୍ତି ଯେ ମାୟା ସଭ୍ୟତାର ସଂପର୍କ ଏଲିୟନ୍ସ ସହିତ ଥିଲା। ତେବେ ଏହି କଥା କେତେ ସତ ଓ କେତେ ଗୁଜବ...
ସତରେ କ’ଣ ଆତ୍ମା ଅଛି? ଭୂତ-ପ୍ରେତ କ’ଣ ସତରେ ଅଛନ୍ତି? ଏହି ପ୍ରଶ୍ନର ଠୋସ୍ ଉତ୍ତର ଆଜିଯାଏ ମିଳିନି। କିନ୍ତୁ ଧର୍ମ କୁହେ ଯେ ଆତ୍ମା ଅଛି। ଏହାର ଅସ୍ତିତ୍ୱ କେବଳ ଆମ ଭିତରେ ହିଁ ବିଦ୍ୟମାନ। କିନ୍ତୁ ଧର୍ମର ଏହି ଦାବିକୁ ବିଜ୍ଞାନ ସ୍ୱୀକାର କରୁନି। ବିଜ୍ଞାନର...