ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସୀ ମାଧ୍ୟମରେ ଜାଲିଆନାୱାଲା ବାଗ୍ ସ୍ମାରକର ପୁନର୍ନିର୍ମିତ ପରିସରକୁ ଉଦଘାଟନ କରିଛନ୍ତି। ନୂଆ ପରିସରକୁ ଉଦ୍ଘାଟନ କଲା ପରେ ସେଠାରେ ଉପସ୍ଥିତ ସମସ୍ତଙ୍କୁ ମୋଦୀ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ପଞ୍ଜାବର ବୀର ଭୂମି ଏବଂ ଜାଲିଆନାୱାଲା ବାଗର...
ଆଧାର କାର୍ଡକୁ ପାନ୍ ବା ଇପିଏଫ ସହିତ ସଂଯୁକ୍ତ କରିବା ନେଇ ସୁବିଧାରେ ଆସୁଥିବା ରୋକଦେବାର ଖବରକୁ ନେଇ ୟୁଆଇଡିଏଆଇ ସୂଚନା ଦେଇଛି। ଏହା ସହିତ ଲୋକଙ୍କୁ ସୂଚେଇ ଦେଇଛି ଯେ ଯଥା ଶୀଘ୍ର ଆଧାରକୁ ପାନ୍ ସହିତ ସଂଯୁକ୍ତ କରିବାକୁ। ଆଜି ୟୁଆଇଡିଏଆଇ କହିଛି ଯେ ଏହାର ସମସ୍ତ ସେବା...
ତାଲିବାନକୁ କୂଟନୀତିକ ଭାବେ ମାନ୍ୟତା ଦେବା ନେଇ ଆମେରିକା ଭିନ୍ନ ମତ ଦେଇଛି। ଏନେଇ ସଂଗଠନ ଠାରୁ କଥା ନୁହେଁ ବରଂ କାମ ଚାହିଁବା ନେଇ ଆମେରିକା କହିବା ସହିତ ଏହାର ପ୍ରତିବଦ୍ଧତା ଉପରେ ବଞ୍ଚିବାକୁ ଆଶା କରିଛି। ବେଦେଶ ମନ୍ତ୍ରାଳୟ ପ୍ରବକ୍ତା ନେଡ୍ ପ୍ରାଇସ୍ ଶୁକ୍ରବାର ଏକ...
ମଦ କଥା ଶୁଣିଲେ ଅନେକ ଭାରତୀୟ ହୁଏତ ନାକ ଟେକି ପାରନ୍ତି। କାରଣ ଭାରତରେ ମଦ୍ୟପାନକୁ ଏକ ଘୃଣ୍ୟ ଦୃଷ୍ଟିରେ ଦେଖାଯାଏ। ଏଭଳି କ୍ଷେତ୍ରରେ ଏମିତି ମଦ ଅଛି ଯାହାର ଦାମ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ। ଏହା ନାମ ହେଉଛି ସିଙ୍ଗଲ ମାଲ୍ଟ ହ୍ୱିସ୍କି। ଏହାକୁ ତିଆରି...
ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯାହା ନିଜ ଭିତରେ ଏକ ସ୍ୱତନ୍ତ୍ର ଜାଗା ତିଆରି କରେ। ସେଥିମଧ୍ୟରୁ ଗିଜାର ପିରାମିଡ୍ ଅନ୍ୟତମ। ଏହାର ନିର୍ମାଣ ଆଜକୁ ପ୍ରାୟ ୪ ହଜାର ବର୍ଷ ପୂର୍ବେ ହୋଇଥିଲା। ଇଜିପ୍ଟରେ ଥିବା ଏହି ପିରାମିଡ ଅନେକ ରହସ୍ୟରେ ବନ୍ଧା। ଏହି ପିରାମିଡ୍...
ନିକଟରେ ‘ଦି କପିଲ୍ ଶର୍ମା ଶୋ’ର ନୂଆ ସିଜନ ଆରମ୍ଭ ହୋଇଛି। ଏହି ସିଜନର ପ୍ରଥମ ଗେଷ୍ଟ୍ ଅକ୍ଷୟ କୁମାର, ବାଣୀ କପୁର ଓ ହୁମା କୁରେଶୀ ଥିଲେ। ଏହି ସମସ୍ତ ସେଲିବ୍ରିଟି ଫିଲ୍ମ୍ ‘ବେଲ୍ବଟମ୍’ର ପ୍ରମୋଶନ ପାଇଁ ଆସିଥିଲେ। ଏହି ଶୋ’ରେ ଦେଖାଯାଇଥିଲା ଯେ ଅକ୍ଷୟ କୁମାର...
ବଲିଉଡ ଅଭିନେତା ତଥା ଶକ୍ତି କପୁରଙ୍କ ଝିଅ ଶ୍ରଦ୍ଧା କପୁର ଆଜିକାଲି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ ଚର୍ଚ୍ଚାରେ ରହୁଛନ୍ତି। କିଛି ମାସ ପୂର୍ବରୁ ଅନୁମାନ କରାଯାଉଥିଲା ଯେ ଶ୍ରଦ୍ଧା ଖୁବ ଶୀଘ୍ର ତାଙ୍କ ସେଲିବ୍ରିଟି ଫଟୋଗ୍ରାଫର୍ ରୋହନ ଶ୍ରେଷ୍ଠଙ୍କୁ ବିବାହ କରିବେ। ବଲିଉଡ ଦୁନିଆରେ ମଧ୍ୟ...
ସିଙ୍ଗର ତଥା ରାପର୍ ହନୀ ସିଂ ଗତ କିଛି ଦିନ ହେବ ବିବାଦରେ ଛନ୍ଦିହୋଇ ଯାଇଛନ୍ତି। ନିକଟରେ ତାଙ୍କ ପତ୍ନୀ ଶାଲିନୀ ତଲ୍ୱାର୍ ତାଙ୍କ ଉପରେ ଘରୋଇ ହିଂସା ମାମଲା ଦାଖଲ କରିଥିଲେ। ଆଜି ଦିଲ୍ଲୀର ଏକ ଅଦାଲତରେ ଏହି ମାମଲାର ଶୁଣାଣି ହୋଇଛି। ତେତେ ଶୁଣାଣି ସମୟରେ...
ରାଜଧାନୀ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ ସରକାର ସେପ୍ଟେମ୍ବର ୧ ରୁ ୯ମରୁ ଦ୍ୱାଦଶ ଏବଂ ୮ ତାରିଖରୁ ୬ଷ୍ଠରୁ ୮ମ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଘୋଷଣା କରିଛନ୍ତି। ଗଠିତ ବିଶେଷଜ୍ଞ କମିଟିର ମତାମତକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ରାଜଧାନୀରେ ଧୀରେ ଧୀରେ...
ଦୁନିଆର ସବୁଠାରୁ ଦାମୀ ଜେଲ୍। କ୍ୟୁବାରେ ରହିଛି ଏହି ଜେଲ୍, ଯାହାର ନାମ ଗ୍ୱାନ୍ତାନାମୋ। କାରାଗାରଟି ଗ୍ୱାନ୍ତାନାମୋ କୂଳରେ ଅବସ୍ଥିତ ଥିବାରୁ ଏହାର ନାମ ଏପରି ହୋଇଛି। ଦେଶ ତଥା ବିଶ୍ୱର ଭୟଙ୍କର ଆତଙ୍କବାଦୀଙ୍କୁ ଏହି ଜେଲରେ ରଖାଯାଏ। ପ୍ରତିବର୍ଷ ଏଠାରେ ଥିବା ପ୍ରତ୍ୟେକ କଏଦୀଙ୍କ ପାଇଁ ୯୩...
ଦ୍ୱାପର ଯୁଗରେ ଭଗାବାନ କୃଷ୍ଣ ବୁଧବାର ରୋହିଣୀ ନକ୍ଷତ୍ରରେ ଦେବକୀଙ୍କ ଗର୍ଭରୁ ଜନ୍ମଲାଭ କରିଥିଲେ। ତିଥି ଥିଲା ଅଷ୍ଟମୀ ଓ ସମୟ ଥିଲା ରାତ୍ରି। ଏହା ପଛର କାରଣ ଥିଲା ଯେ ଶ୍ରୀକୃଷ୍ଣ ଚନ୍ଦ୍ରବଂଶୀ ହେବାକୁ ଚାହୁଥିଲେ। ଚନ୍ଦ୍ରଦେବ ତାଙ୍କ ପୂର୍ବଜ ଏବଂ ବୁଧ ଚନ୍ଦ୍ରମାଙ୍କ ପୁତ୍ର। ଏନେଇ...
ଓଡିଶାର ଜଗନ୍ନାଥ ପ୍ରେମୀ ତଥା ଶ୍ରୀମନ୍ଦିର ସହ ଜଡିତ ଥିବା ବ୍ୟକ୍ତିଙ୍କ ପାଇଁ ଖୁସିର କଥା ଯେ ଶ୍ରୀମନ୍ଦିର ସାକ୍ଷୀ ଥିବା କିଛି ତ୍ୟାଗ ଓ ଗୌରବମୟ କାହାଣୀକୁ ନେଇ ତରଙ୍ଗ ଟିଭି ପ୍ରସ୍ତୁତ କରିଛି ନୂଆ ଧାରାବାହିକ – ଶ୍ରୀମନ୍ଦିର। ଶ୍ରୀମନ୍ଦିର ଧାରାବାହିକର ଭିନ୍ନ ଭିନ୍ନ ସିରିଜ୍ରେ ଭିନ୍ନ...
ଗ୍ଲୋବାଲ୍ ଆଇକନ୍ ପ୍ରିୟଙ୍କା ଚୋପ୍ରା ବିଗତ କିଛି ମାସ ହେବ ନିଜର ଆଗାମୀ ଫିଲ୍ମ ‘ସିଟାଡେଲ୍’ର ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି। ତେବେ ସେ ଲଣ୍ଡନରେ କରୁଥିବା ଏହି ଫିଲ୍ମର ସୁଟିଂକୁ ନେଇ ସୋସିଆଲ ମିଡିଆରେ କିଛି ଫଟୋ ପୋଷ୍ଟ୍ କରି ନିଜ ଚରିତ୍ରର କିଛି ଝଲକ ଦେଖେଇଛନ୍ତି।...
ଛତିଶଗଡ ହୋଇକୋର୍ଟ ସ୍ୱାମୀ ଉପରେ ସ୍ତ୍ରୀକୁ ଦୁଷ୍କର୍ମ ନେଇ ଏକ ବଡ ନିଷ୍ପତ୍ତି ଶୁଣେଇଛନ୍ତି। ମାମଲାରେ ଆଇନ ଅନୁସାରେ ବିବାହିତ ପତ୍ନି ସହିତ ବଳପୂର୍ବକ ବା ଇଛା ବିରୋଧରେ ଯୌନ ସମ୍ବନ୍ଧ ବା ଯୌନକ୍ରିୟା ବଳାତ୍କାର ନୁହେଁ ବୋଲି ଛତିଶଗଡ ହାଇକୋର୍ଟ କହିଛନ୍ତି। କିନ୍ତୁ ଏ କ୍ଷେତ୍ରରେ ସ୍ତ୍ରୀର...
‘ବିଗ୍ ବସ୍ ଓଟିଟି’ରେ ପ୍ରତିଯୋଗୀଙ୍କ ଛଡା ଶୋ’ର ହୋଷ୍ଟ କରଣ ଜୋହର ଅଧିକ ଚର୍ଚ୍ଚାରେ ରହିଆସୁଛନ୍ତି। କରଣ ଜୋହର ଏହି ଶୋ’କୁ ପୂର୍ବ ଦୁଇ ସପ୍ତାହ ହେବ ହୋଷ୍ଟ କରିଆସୁଛନ୍ତି। ନିକଟରେ ‘ସଣ୍ଡେ କା ୱାର୍’ ଏପିସୋଡ୍ରେ କରଣ ଜୋହର ଘରର ସଦସ୍ୟଙ୍କୁ ଜମେଇକି ଟାର୍ଗେଟ୍ କରିଛନ୍ତି। ସେହିପରି...
ବିହାରର ପାଟନାବାସୀଙ୍କ ପାଇଁ ଖୁସି ଖବର । ପରିବା କିଣିବା ପାଇଁ ଆଉ ବଜାର କିମ୍ବା ମଣ୍ଡିକୁ ଯିବାକୁ ପଡିବ ନାହିଁ । ଘରେ ବସି ରାଜଧାନୀବାସୀ ପାଇପାରିବେ ତାଜା ଓ ସତେଜ ପନିପରିବା । ମାତ୍ର କିଛି ଘଣ୍ଟାରେ ସିଧାସଳଖ କ୍ଷେତରୁ ଘରେ ଆସି ପହଞ୍ଚିବ ପରିବା...
ଜାମିନ ପାଇବା ପରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି। ତାଙ୍କ କହିବା କଥା ସେ ଯାହା କହିଛନ୍ତି, ସେଥିରେ ସେ ଅଟଳ। ସେ କହିଛନ୍ତି ଯେ- “ମୁଁ ଏମିତି କ’ଣ କହିଲି ଯେ ଯାହା ଦ୍ୱାରା ସେହି ଲୋକମାନେ ରାଗିଗଲେ? ମୁଁ...
ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପମାତ୍ରାର ଖରାପ ପ୍ରଭାବ ବର୍ତ୍ତମାନ ସମଗ୍ର ବିଶ୍ୱ ସାମ୍ନା କରୁଛି। ବୈଜ୍ଞାନିକମାନେ ଏହା ପଛରେ ଥିବା କାରଣଗୁଡିକ ଅଧ୍ୟୟନ କରୁଛନ୍ତି ଏବଂ ଏଥିରେ ମାନବଜନିତ କାର୍ଯ୍ୟକଳାପ ସହିତ ପ୍ରାକୃତିକ କାରଣଗୁଡିକ କ’ଣ ଏବଂ ଆମେ କିପରି ଏହି ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିପାରିବା ଜାଣିବାକୁ...
ଦୁନିଆରେ ଏମିତି ଅନେକ ଘଟଣା ଘଟେ ଯାହା ଅଜବ ଲାଗେ। ଏହାକୁ ନେଇ ଦେଶ-ବିଦେଶରେ ଅନେକ ଚର୍ଚ୍ଚା ମଧ୍ୟ ହୁଏ। ବେଳେ ବେଳେ ଏପରି ଘଟଣା ଶୁଣି ବିଶ୍ୱାସ ମଧ୍ୟ କରିହୁଏନି। ଏହିଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଭାରତରେ ଏମିତି ଏକ ଜାଗା ଅଛି ଯେଉଁଠାରେ...
ଆଫଗାନିସ୍ତାନରେ ଚାଲିଛି ତାଲିବାନ ଶାସନ। ଏହା ଅନେକ ସମ୍ପ୍ରଦାୟ ପାଇଁ ଚିନ୍ତା ଏବଂ ଆହ୍ୱାନରେ ବିଷୟ ହୋଇପଡିଛି। ସବୁଠୁ ବେଶି ହଇରାଣର ଶିକାର ହେଉଛନ୍ତି ମହିଳା। ସେମାନେ ଭୟଭୀତ ଅଛନ୍ତି। LGBTQ ସମ୍ପ୍ରଦାୟର ଲୋକମାନେ ଖୁବ୍ ଭୟଭୀତ ହୋଇପଡିଛନ୍ତି। ଏହି ସମ୍ପ୍ରଦାୟରୁ ଆସୁଥିବା ଅଧିକାଂଶ ଲୋକ ବିଶ୍ୱାସ କରନ୍ତି...