ତାଲିବାନ ଓ ପଞ୍ଜଶୀର ନେତାଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ବିଫଳ ହୋଇଛି। ନ୍ୟୁଜ୍ ଏଜେନ୍ସି ଏଏଫ୍ପି ବୁଧବାର ଏହି ସୂଚନା ଦେଇଛି। ତାଲିବାନର ଆୟୋଗ ତଥା ମାର୍ଗଦର୍ଶନ ଆୟୋଗର ମୁଖ୍ୟ ମୁଲ୍ଲା ଅମୀର ଖାନ ମୁତ୍ତକି କହିଛନ୍ତି ଯେ ପରୱାନ ପ୍ରଦେଶରେ ବୟସ୍କ ଆଦିବାସୀ ତଥା ପଞ୍ଜଶୀର ନେତାଙ୍କ...
ଆଲ୍ହାବାଦ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ଗାଈକୁ ନେଇ ଏକ ମହତ୍ତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଗୋରକ୍ଷାକୁ କୌଣସି ବି ଧର୍ମ ସହିତ ଯୋଡିବା ଆବଶ୍ୟକ ନାହିଁ। ଗାଈକୁ ଏବେ ରାଷ୍ଟ୍ରୀୟ ପଶୁ ଘୋଷଣା କରିଦେବା ଉଚିତ। କେନ୍ଦ୍ରକୁ ଏହା ଉପରେ ବିଚାର କରିବାର...
ପୃଥିବୀ ପୃଷ୍ଠରେ ଏକମାତ୍ର ଜୀବ ହେଉଛି କଇଁଛ ଯିଏ ସବୁଠାରୁ ଅଧିକ ବର୍ଷ ବଞ୍ଚିଥାଏ। ଏହାର କେତେକ ପ୍ରଜାତି ୧୫୦ ବର୍ଷରୁ ଅଧିକ ମଧ୍ୟ ଜୀଇଁଥାନ୍ତି। ତେବେ ଏହାର ପଛରେ କ’ଣ ରହିଛି କାରଣ? କ’ଣ ରହିଛି ବାୟୋଲୋଜିକାଲ୍ ପ୍ରୋସେସ୍ ଯେଉଁ କାରଣରୁ କଇଁଛ ଦୀର୍ଘ ଜୀବନ ବଞ୍ଚିପାରେ?
ବଲିଉଡ୍ର ଜଣାଶୁଣା କୋରିଓଗ୍ରାଫର ତଥା ଡାଇରେକ୍ଟର ଫରାହ ଖାନଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି। ବର୍ତ୍ତମାନ ଫରାହ ଜୀ ଟିଭିରେ ଆସିବାକୁ ଥିବା କମେଡୀ ଶୋରେ ଜଜ ଭୂମିକାରେ ନଜର ଆସୁଥିଲେ। ଏହା ଛଡା ଫରାହ ଆହୁରି କିଛି ରିଏଲିଟି ଶୋରେ ମଧ୍ୟ ବ୍ୟସ୍ତ ଥିଲେ। କିଛି ଦିନ...
ବଲିଉଡ୍ ଅଭିନେତ୍ରୀ କୃତି ସାନନ ଆଜିକାଲି ନିଜ ଫିଲ୍ମ “ମିମି”ର ସଫଳତାକୁ ନେଇ ବେଶ ଖୁସି ଅଛନ୍ତି। ଏଥିରେ ସେ ଜଣେ ସରୋଗେଟେଡ୍ ମଦରର ଭୂମିକା ନିଭେଇଛନ୍ତି। ଏହି ଭୂମିକା ନେଇ ତାଙ୍କୁ ବହୁତ ପ୍ରଶଂସା କରାଯାଇଛି। ଫିଲ୍ମର ସଫଳତାକୁ ନେଇ ସେ ତାଙ୍କର ଖୁସି ବାଣ୍ଟିଛନ୍ତି ଏବଂ...
ବଲିଉଡ ଅଭିନେତା ଶିଳ୍ପା ଶେଟ୍ଟୀଙ୍କ ପତି ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଆଜିକାଲି ଜେଲର ଚାରିକାନ୍ଥ ଭିତରେ ଜୀବନ କାଟୁଛନ୍ତି। ଅଶ୍ଳୀଳତା ମାମଲାରେ ଜୁଲାଇ ୧୯ରୁ ସେ ଜେଲ୍ରେ ଅଛନ୍ତି। ତେବେ ଅଶ୍ଳୀଳତା ମାମଲାରେ ରାଜ କୁନ୍ଦ୍ରାଙ୍କ ନାମ ଆସିବା ଦିନରୁ ଶିଳ୍ପା ଶେଟ୍ଟୀ ଏହି ଘଟଣାକୁ ନେଇ...
ହିମାଚଳ ପ୍ରଦେଶରେ ଟିକାକରଣ ପ୍ରକ୍ରିୟାର ସଫଳତା ପାଇଁ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, ହିମାଚଳ ପ୍ରଦେଶ ଦେଶର ପ୍ରଥମ ରାଜ୍ୟ ହୋଇଛି ଯେଉଁଠାରେ ୧୮ ବର୍ଷରୁ ଅଧିକ ପ୍ରତ୍ୟେକ ନାଗରିକଙ୍କୁ କରୋନା ଭାଇରସ୍ରୁ ସୁରକ୍ଷା ପାଇଁ ଅତି...
ଭାରତରେ ମଙ୍ଗଳବାର ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ କୋଭିଡ -୧୯ ଟିକାକରଣ କରାଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଦେଶରେ ୧ କୋଟି ୧୬ ଲକ୍ଷ ୭୫ ହଜାର ୫୫୨ଟିକା ଦିଆଯାଇଛି, ଯାହା ଆଜି ପର୍ଯ୍ୟନ୍ତ ଟିକାକରଣରେ ସର୍ବାଧିକ ସଂଖ୍ୟା । ପ୍ରକାଶଥାଉ ଯେ ଗତ ୫ ଦିନରେ...
ମାନବ ମସ୍ତିଷ୍କକୁ ବୁଝିବା ଆମ ବୈଜ୍ଞାନିକମାନଙ୍କ ପାଇଁ ସବୁଠାରୁ କଠିନ ପାଠ। କିନ୍ତୁ ବୈଜ୍ଞାନିକମାନେ ଏହି ଚ୍ୟାଲେଞ୍ଜକୁ ସ୍ୱୀକାର ମଧ୍ୟ କରିଛନ୍ତି। ଏହି ପ୍ରୟାସରେ ସେମାନେ ମାନବ ମସ୍ତିଷ୍କର ନିର୍ଣ୍ଣୟ ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା କାରକର ଅଧ୍ୟୟନ କରିଛନ୍ତି। ସାଧାରଣତଃ ବୈଜ୍ଞାନିକମାନେ ଅସ୍ଥିରତା, ନିଶା ଏବଂ ଅନ୍ୟାନ୍ୟ ମାନସିକ...
ଆମ ପୃଥିବୀ ପୃଷ୍ଠରେ ଆଜି ବି ଏପରି ରହସ୍ୟମୟ ଘଟଣା ଅଛି ଯାହାର ଥଳ କୂଳ ବୈଜ୍ଞାନିକମାନେ ମଧ୍ୟ ପାଉ ନାହାନ୍ତି। ଏହିସବୁ ଘଟଣା ସହିତ ଜଡିତ ଅନେକ ରହସ୍ୟମୟ କାହାଣୀ ଆଜି ବି ଜନସମାଜରେ ପ୍ରଚଳିତ। ଏଥିରେ ଜଡିତ କିଛି ସ୍ଥାନ ଏତେ ଭୟଙ୍କର ଯେ ଲୋକେ...
ବର୍ତ୍ତମାନ ବଲିଉଡ ଅଭିନେତା ଟାଇଗର ଶ୍ରଫ୍ ୮ ବେଡ୍ରୁମ୍ବିଶିଷ୍ଟ ଲଗ୍ଜରୀ ଆପାର୍ଟମେଣ୍ଟ କିଣି ଚର୍ଚ୍ଚାରେ ଅଛନ୍ତି। ଏହି ଘରକୁ ସେ ତାଙ୍କ ବାପା ଜେକୀ ଶ୍ରଫ, ମା ଆୟଶା ଶ୍ରଫ ଓ ଭଉଣୀ କୃଷ୍ଣା ଶ୍ରଫ୍ଙ୍କ ସହ ସିଫ୍ଟ ହୋଇଯାଇଛନ୍ତି। ପୁଅର ଏଭଳି ଉପହାର ପାଇଁ କୋଉ ବାପା-ମା’ଙ୍କ...
ଏସ୍ଟିଏସ୍କ ଫିଲ୍ମ, ଇରୋସ୍ ଏସ୍ଟିଏସ୍କ ଗ୍ଲୋବାଲ କର୍ପୋରେସନ ଘୋଷଣା କରିଛି ଯେ ବଲିଉଡ୍ ଷ୍ଟାର୍ ଦୀପିକା ପାଦୁକୋନଙ୍କ ପାଇଁ ଏକ ରୋମାଣ୍ଟିକ୍ କମେଡୀ ଫିଲ୍ମ ତିଆରି କରିବ। ଏହାକୁ ଏହାର କୋ ପ୍ରଡକ୍ସନ ବ୍ୟାନର ମାଧ୍ୟମରେ ତିଆରି କରାଯିବ। ଏହି କଥା ଏସ୍ଟିଏସ୍କଫିଲ୍ମ ମୋଶନ୍ ପିକ୍ଚର ଗ୍ରୁପ୍ର ଚେୟାମ୍ୟାନ୍...
କୌନ ବନେଗା କରୋଡପତି ସିଜନ-୧୩ର ପ୍ରଥମ ବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି ଜଣେ ଦୃଷ୍ଟିହୀନ ମହିଳା। ସେ ହେଉଛନ୍ତି ଉତ୍ତରପ୍ରଦେଶ ଆଗ୍ରାର ହିମାନୀ ବୁନ୍ଦେଲା। ଶୋ’ର ହୋଷ୍ଟ ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ୍ସିଟ୍ରେ ବସି ହିମାନୀ ପୂରା ଆତ୍ମବିଶ୍ୱାସର ସହିତ ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ। ହିମାନୀ...
ଅଘୋଷିତ ବିଦ୍ୟୁତ କାଟ, ବିଲରେ ଅନିୟମିତତା ଭଳି ଦାବିରେ ବିକ୍ଷୋଭ। ଅଇଁଠାପାଲିରେ ଥିବା ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଫିସ୍ ଘେରାଉ।
ଉପରେ କଦଳୀ, ଭିତରେ ଗଞ୍ଜେଇ। ଏଭଳି କାଣ୍ତ ଘଟିଛି କୋରାପୁଟର ଜୟପୁର ସହରରେ। କଦଳୀ ଟ୍ରକରେ ଗଂଜେଇ ଭର୍ତ୍ତି ହୋଇ ଯାଉଥିଲା ବେଳେ ଜୟପୁର ଠାରେ ପୋଲିସ ଜବତ କରିଛି।
ହାତରେ ପୁଳାଏ ମେଡେଲ୍ ହେଲେ ବି ଚାକିରି ନାହିଁ । କ୍ରୀଡ଼ା ଓ ଯୁବସେବା ବିଭାଗ ନୟାପଲ୍ଲୀ ଅଫିସ ସାମ୍ନାରେ ଧାରଣା ଦେଇଛନ୍ତି । ସ୍ଥାୟୀ ନିଯୁକ୍ତି ଦାବିକରି ଓଡ଼ିଶା ପାରା ପ୍ଲେୟାର୍ସ ଫୋରମ ପକ୍ଷରୁ ଧାରଣା ଦିଆଯାଇଛି ।
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ହେଁ ପିଲାଙ୍କ ସଂକ୍ରମଣ ଚିନ୍ତା ବଢାଉଛି। ରାଜ୍ୟରେ ୨୪ ଘଣ୍ଟାରେ ୬୩୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୬୭ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୨୭୧ ।
କାଲିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ। ସରକାରଙ୍କୁ ଘେରିବା ପାଇଁ ବିଜେପି -କଂଗ୍ରେସର ଷ୍ଟ୍ରାଟେଜୀ। ଶାସକ ଦଳ ବି ମୁକାବିଲା ପାଇଁ ପ୍ରସ୍ତୁତ।
ଦୁର୍ଗାପୂଜା ପାଇଁ ଆଜି କଟକରେ ମାଟି ଉଠାଯିବ। ମୂର୍ତ୍ତିର ଉଚ୍ଚତା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ସେପ୍ଟେମ୍ବର ଗାଇଡଲାଇନ୍ ଉପରେ ଏବେ ସବୁ ପୂଜା କମିଟିର ନଜର।
ପୂରା ଆଫଗାନିସ୍ତାନ ଦଖଲ ପରେ ଜାରି ରହିଛି ତାଲିବାନର ବର୍ବରତା। କେତେବେଳେ ବନ୍ଧୁକ ମୁନ ତ କେତେବେଳେ ତଣ୍ଟି କାଟି ଅତି ନିର୍ମମ ଭାବେ କରୁଛନ୍ତି ହତ୍ୟା।