• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Revolution
ବିପ୍ଲବର ବୟସ

ପଚସ୍ତରୀ ବୟସ ତାତିପାରୁଛି ପଚିଶ୍ ବର୍ଷ ମାତିପାରୁନି? ସବୁ ବିପଦରୁ ବିପ୍ଲବ। ବିବାଦ ଭିତରୁ ବିପ୍ଲବ। ବିପ୍ଲବରୁ ଏଇ ଧରାରେ ମହାମହା ରଥୀ ମହାରଥୀଙ୍କର ଆବିର୍ଭାବ। ଇତିହାସର ସେମାନେ ସ୍ୱର୍ଣ୍ଣାକ୍ଷରରେ ବର୍ଣ୍ଣିତ। ଆମେ ସବୁ ଯୁଗଯୁଗ ଧରି ହେଉଛେ ଉତ୍ସାହିତ। ଗାଉଛେ ବିପ୍ଲବର ଜୟଗାନ। ବିପ୍ଲବ ଦୀର୍ଘାୟୁ ହେଉ।...

Javed Akhtar
ସଂଗୀତକୁ ନେଇ କ୍ଷୋଭ ପ୍ରକାଶ କଲେ ଜାଭେଦ୍ ଅଖତର

ପ୍ରବୀଣ ଗୀତିକାର ତଥା ସ୍କ୍ରିନ୍ ରାଇଟର୍ ଜାଭେଦ୍ ଅଖତର ଆଜିର ଚଳଚ୍ଚିତ୍ର ସଂଗୀତକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଅନୁଭବ କରିଛନ୍ତି ଯେ ବର୍ତ୍ତମାନର ଯୁଗର ଚଳଚ୍ଚିତ୍ର ନିର୍ମାତାମାନେ କାହାଣୀକୁ ବଢାଇବା ପାଇଁ ନିଜ ଚଳଚ୍ଚିତ୍ରରେ ଗୀତ ବ୍ୟବହାର କରୁ ନାହାନ୍ତି। ସେମାନେ କେବଳ ଅଧିକ ଟକା ରୋଜଗାର କରିବା...

Rhea Kapoor
ଅନିଲ କପୁରଙ୍କ ଘରେ ପୁଣି ବାଜିବ ଶେହେନାଇ

ବଲିଉଡ ପ୍ରେମୀଙ୍କ ପାଇଁ ଖୁସି ଖବର। ବଲିଉଡ ଇଣ୍ଡଷ୍ଟ୍ରିରୁ ଏଭଳି ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିବା ମାତ୍ରେ ଯେ କେହି ବି ସିନେ ପ୍ରେମୀ ଖୁସି ହୋଇଯିବେ। ଏହି ଖୁସି ଖବର ଅନିଲ କପୁରଙ୍କ ଝିଅ ତଥା ସୋନମ କପୁରଙ୍କ ଭଉଣୀ ରିୟା କପୁରଙ୍କ ସହ ଜଡିତ।...

Rakhi Sawant
ରାଖୀ ସାୱନ୍ତଙ୍କ ଘରର କବାଟ ଭାଙ୍ଗି ପଶିଗଲା ଦୁର୍ବୃତ

ବିଗ୍ ବସ୍‌ର ଡ୍ରାମା କୁଇନ୍ ରାଖୀ ସାୱନ୍ତ ସୋସିଆଲ ମିଡିଆରେ ସବୁବେଳେ ଚଳଚଞ୍ଚଳ ଥାଆନ୍ତି। ସେ ପ୍ରାୟତଃ ମୁମ୍ବାଇ ରାସ୍ତାରେ ବିଭିନ୍ନ ଫଟୋଗ୍ରାଫରମାନଙ୍କ ସହିତ କଥାବାର୍ତ୍ତା ହେଉଥିବାର ନଜର ଆସନ୍ତି। ଏହି ସମୟରେ, ସେ କେତେବେଳେ ଥଟ୍ଟାମଜା କରନ୍ତି ତ ପୁଣି କେତେବେଳେ ଏପରି ମତ ଦିଅନ୍ତି ଯାହା...

Odia Women Freedom Fighter
ମୁକ୍ତି ସଂଗ୍ରାମରେ ଓଡିଆ ମହିଳା

ଆମ ଦେଶ ଅନେକ ବୀରଙ୍କର ପବିତ୍ର ରକ୍ତରେ ସ୍ୱାଧୀନତା ହାସଲ କରିଛି । ବର୍ଷ ବର୍ଷ ଧରି ଦାସତ୍ୱର ଶିକୁଳିରେ ବନ୍ଧା ହୋଇଥିବା ଭାରତ ୧୯୪୭ ମସିହାରେ ମୁକ୍ତ ହୋଇଛି। ଭାରତର ଏହି ମୁକ୍ତି ସଂଗ୍ରାମରେ ଝାସ ଦେଇ ଅନେକ ବୀର କାଳ କାଳ ପାଇଁ ଅମର ହୋଇ...

Covid-19
୧୧ ଦିନରେ ୫୪୩ ପିଲା କରୋନା ପଜିଟିଭ୍ ; ଆତଙ୍କରେ ଅଭିଭାବକ

କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ପିଲାମାନଙ୍କ କ୍ଷେତ୍ରରେ କରୋନା ସଂକ୍ରମଣକୁ ନେଇ ଅଭିଭାବକ ଏବଂ ପ୍ରଶାସନ ମହଲରେ ଆତଙ୍କ ଖେଳିଯାଇଛି। ଗତ ୧ ରୁ ୧୧ ଅଗଷ୍ଟ ମଧ୍ୟରେ, ୦-୧୮ ବର୍ଷ ବୟସର ୫୪୬ ପିଲା କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି। ଏତେ ସଂଖ୍ୟକ ପିଲା କରୋନା ପଜିଟିଭ୍ ହୋଇ...

Solar System
ବାହାରିଲା ସୌର ମଣ୍ଡଳର ନୂଆ ସୂଚନା

ବ୍ରହ୍ମାଣ୍ଡର ଏବଂ ଏହାର ପିଣ୍ଡର ଉତ୍ପତ୍ତି ଆମର ଜ୍ୟୋତିର୍ବିଜ୍ଞାନୀ ଏବଂ ବୈଜ୍ଞାନିକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ସେମାନେ ଯେ କେବଳ ଆମ ପୃଥିବୀର ସୃଷ୍ଟି ପ୍ରକ୍ରିୟାକୁ ବୁଝିବା ଉପରେ ଅଧିକ ଧ୍ୟାନ ଦେଉଛନ୍ତି ତାହା ନୁହେଁ, ବରଂ ଆମର ସୌର ପ୍ରଣାଳୀର ସୃଷ୍ଟି ଏବଂ ସେହି ସମୟର...

Young Mother
ଫଟୋରେ ଲାଗୁଛନ୍ତି ଦୁଇ ସାଙ୍ଗ, ସତ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ଫଟୋରୁ ଅନେକ ବାସ୍ତବତା ଜଣାଯାଏ। କିନ୍ତୁ ବେଳେବେଳେ ଏମିତି ହୁଏ ଯେ ଏହା ଫଟୋରେ ଯାହା ଦେଖାଯାଏ ତାହା ବାସ୍ତବ ହୋଇ ନ ଥାଏ। ହଁ, ଆଖି ବି ପ୍ରତାରଣା କରିପାରେ। ଟିକ୍‌ଟକ୍‌ରେ ବହୁତ ଲୋକପ୍ରିୟ ହେଉଥିବା ଏହି ଫଟୋରେ ଦେଖାଯାଉଥିବା ମହିଳାମାନଙ୍କୁ ଦେଖି ଆପଣ ନିଶ୍ଚୟ ଦୁ‍ଇ...

china missile silo
ଚୀନର ନୂଆ ଚାଲ : ନିର୍ମାଣ କରୁଛି ତୃତୀୟ କ୍ଷେପଣାସ୍ତ୍ର ଘାଟି

ବିଶ୍ୱ ପାଇଁ ବିପଦ ସାଜିଥିବା ଏହି ଡ୍ରାଗନ୍ ଭାରତ ବିରୁଦ୍ଧରେ ନିଆଁ ପକାଇବାକୁ ପ୍ରସ୍ତୁତ ହେଉଛି ଏବଂ ଚୀନ୍‌ର ଏହି ଭୟାନକ ଚାଲକୁ ନେଇ ଭାରତ ସମ୍ପୂର୍ଣ୍ଣ ସତର୍କ ରହିବା ଉଚିତ୍। ଏହି ପରିପ୍ରେକ୍ଷୀରେ ଆମେରିକାର ଖବରକାଗଜ ୱାଶିଂଟନ୍ ଟାଇମ୍ସ ଏକ ସମ୍ବେଦନଶୀଳ ଦାବିକରି କରିଛି ଯେ ଚୀନ୍...

Sahadev Dirdo
ବଦଳିଗଲା ଜୀବନ; 'ବଚ୍‌ପନ୍‌ କା ପ୍ୟାର୍‌' ଗାୟକ ଏବେ ଇଣ୍ଟର୍‌ନେଟ୍‌ ଷ୍ଟାର୍‌

ଆଜିକାଲି ସୋସିଆଲ୍ ମିଡିଆ ବେଶ ଚମତ୍କାର କରୁଥିବା ଦେଖାଯାଏ। କେତେବେଳେ କୋଉ ଉପାନ୍ତ ଅଞ୍ଚଳର ବ୍ୟକ୍ତିକୁ ବିଶ୍ୱ ଦରବାରରେ ନେଇ ଠିଆ କରେଇ ଦଉଛି ତ ପୁଣି କେତେବେଳେ ଗରିବକୁ ରାତାରାତି ଧନୀ କରିଦେଉଛି। ନିକଟରେ ଦୁର୍ଗମ ଆଦିବାସୀ ଅଞ୍ଚଳର ଜଣେ ଶିଶୁ ହଠାତ୍ ସାରା ଦେଶରେ ଲୋକପ୍ରିୟ...

Kareena Kapoor
ନିଜ ସନ୍ତାନର ଟ୍ରୋଲ୍‌କୁ ନେଇ ମୁହଁ ଖୋଲିଲେ କରୀନା

ନିଜ ସନ୍ତାନର ଟ୍ରୋଲ୍‌କୁ ନେଇ ମୁହଁ ଖୋଲିଛନ୍ତି କରୀନା କପୁର। ସେ କୌଣସି ଟ୍ରୋଲକୁ ପସନ୍ଦ କରନ୍ତି ନାହିଁ ବୋଲି କହିଛନ୍ତି। ସେ ସବୁବେଳେ ସକାରାତ୍ମକ ରହିବାକୁ ଚାହାନ୍ତି ବୋଲି କହିଛନ୍ତି। କରୀନା କପୁର ଖାନ ଓ ସୈଫ୍‌ ଅଲି ଖାନ ଚଳିତ ବର୍ଷ ଫେବୃଆରୀରେ ସେମାନଙ୍କର ଦ୍ୱିତୀୟ...

Kangana Ranaut
କଙ୍ଗନାଙ୍କ ବୋଲ୍ଡ ଅବତାରକୁ ଟ୍ରୋଲ୍ କଲେ ପ୍ରଶଂସକ

କଙ୍ଗନା ରାଣାୱତ ପ୍ରାୟ ସମୟରେ ଏମିତି କିଛି କହିଦିଅନ୍ତି ଯାହାକୁ ନେଇ ରାଜନୀତି ଦୁନିଆ ହେଉ ବା ସିନେ ଜଗତ ହେଉ ଚାରିଆଡେ ହଇଚଇ ଖେଳିଯାଏ। କିନ୍ତୁ, ବର୍ତ୍ତମାନର କଥା ହେଉଛି ଟିକିଏ ଭିନ୍ନ। ଏବେ କଙ୍ଗନା ରାଣାୱତ ଯେଉଁ କାରଣ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି ତା’...

Dragon like flying reptile
ଡ୍ରାଗନ ଭଳି ଦେଖାଯାଉଥିଲା ଏହି ଉଡନ୍ତା ପ୍ରାଣୀ

ଜୀବାଶ୍ମ ବୈଜ୍ଞାନିକଙ୍କ ମତ ଯେ ସେମାନେ ଡାଇନୋସର୍‌ ଏବଂ ସେମାନଙ୍କ ଭଳି ପ୍ରାଣୀମାନଙ୍କର ବହୁତ କମ୍ ପ୍ରଜାତି ବିଷୟରେ ସୂଚନା ପାଇବାରେ ସକ୍ଷମ ହୋଇଛନ୍ତି। ପ୍ରତିଦିନ ନୂତନ ପ୍ରଜାତିର ଜୀବାଶ୍ମ ମଧ୍ୟ ଆବିଷ୍କୃତ ହେଉଛି। ଏଥର ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଡ୍ରାଗନ୍ ପରି ଉଡ଼ୁଥିବା ସରୀସୃପଙ୍କ ଜୀବାଶ୍ମ...

Mars Craters
କେତେ ଜରୁରୀ ମଙ୍ଗଳର କ୍ରାଟର ଅଧ୍ୟୟନ?

ସ୍ପେସ୍ ଏଜେନ୍ସିମାନେ ମଙ୍ଗଳକୁ ସେମାନଙ୍କର ବଡ ମିଶନ ପଠାଇବାକୁ ପ୍ରସ୍ତୁତ ହେଉଛନ୍ତି। ମଙ୍ଗଳରେ ବସତି ସ୍ଥାପନ ପାଇଁ ଏଲନ୍ ମସ୍କ ପ୍ରସ୍ତୁତ ହେଉଥିବାବେଳେ ୟୁଏଇ ମଧ୍ୟ ଆଗାମୀ ଶହେ ବର୍ଷ ମଧ୍ୟରେ ମଙ୍ଗଳ ଗ୍ରହକୁ ମାନବ ଅଭିଯାନ ପଠାଇବା ଦିଗରେ କାର୍ଯ୍ୟ ଆରମ୍ଭ କରିଛି। ଏହି ସମୟରେ, ନାସାର...

Father stole Money
ପୁଅ ପାଇଁ ଥିଲା ଲକ୍ଷାଧିକ ଟଙ୍କା; ନିଶା ଖାଇ ଉଡେଇଦେଲା ବାପା

ବାପା-ମା’ମାନେ ସେମାନଙ୍କ ପିଲାମାନଙ୍କର ଭବିଷ୍ୟତ ତିଆରି କରିବା ଏବଂ ଏହାକୁ ସୁରକ୍ଷିତ ରଖିବା ପାଇଁ ଅର୍ଥ ସଂଗ୍ରହ କରନ୍ତି। ଏହି ସଞ୍ଚିତ ଅର୍ଥ ପିଲାମାନେ ସେମାନଙ୍କର ଉନ୍ନତି ପାଇଁ ବ୍ୟବହାର କରିପାରିବେ। ଜଣେ ନାବାଳକର ମା’ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଟଙ୍କା ସଂଚୟ କରିଥିଲେ। ଦିନେ ଏହି...

KRK and Muskan Jatana
କେଆର୍‌କେଙ୍କ ଟାର୍ଗେଟ୍‌ରେ ମୁସ୍କାନ୍ ଜଟାନା

ମନୋରଞ୍ଜନ ଜଗତରେ ବିବାଦର କଥା ଉଠିଲେ ତେବେ ଅଭିନେତା କମଲ ଆର୍‌ ଖାନ୍‌ଙ୍କ ନାମ ଆଗରେ ଆସିବ। କେଆର୍‌କେ ଭାବରେ ଜଣାଶୁଣା ଏହି କଳାକାରଙ୍କର ସତେଯେପରି ବିବାଦ ସହିତ ପୁରୁଣା ସଂପର୍କ ଅଛି। ତାଙ୍କର ବିବାଦୀୟ ଟ୍ୱିଟ୍ ଯୋଗୁଁ ସେ ପ୍ରତିଦିନ ଚର୍ଚ୍ଚାରେ ରହିଛନ୍ତି। ଏହି ସମୟ ମଧ୍ୟରେ...

Tina Dabi and Athar Khan
ବିଚ୍ଛେଦ ହେଲେ ଚର୍ଚ୍ଚିତ ଆଇଏଏସ୍ ଯୋଡି

ଛାଡପତ୍ର ହୋଇଛି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ଟିନା ଦାବି ଓ ଅଥର ଆମୀର ଖାନ୍‌ଙ୍କ। ୨୦୧୮ରେ ଏମାନଙ୍କ ହୋଇଥିଲା ଚର୍ଚ୍ଚିତ ବିବାହ। ବିବାହ ଭୋଜିରେ ବରିଷ୍ଠ ରାଜନେତାମାନେ ଯୋଗ ଦେଇଥିଲେ। ଜୟପୁରର ଏକ ପରିବାର କୋର୍ଟ ସେମାନଙ୍କ ଛାଡପତ୍ର ଅନୁରୋଧକୁ ମଞ୍ଜୁର କରିଛନ୍ତି।

Sunny Deol
ସନ୍ନି ଦେଓଲଙ୍କ ଘରେ ରହିଛି ଥିଏଟର-ହେଲିପ୍ୟାଡ୍ ଆହୁରି କେତେ କ’ଣ

ବଲିଉଡ ଅଭିନେତା ସନ୍ନି ଦେଓଲ ନିଜର ରଫ୍-ଟଫ୍ ଷ୍ଟାଇଲ ପାଇଁ ବେଶ ଜଣାଶୁଣା। ସନିଙ୍କ ଆଙ୍ଗ୍ରି ୟଙ୍ଗ୍‌ମ୍ୟାନ୍ ଲୁକ୍, ସେ 'ଦାମିନୀ'ରେ ଥାଉ ବା 'ଗଦର : ଏକ୍‌ ପ୍ରେମ୍‌ କଥା'ରେ ପାକିସ୍ତାନ ବିପକ୍ଷରେ ମୋର୍ଚ୍ଚା ଖୋଲିବା ହେଉ ପ୍ରତ୍ୟେକ ଭୂମିକାରେ ଲୋକପ୍ରିୟତା ହାସଲ କରିଛନ୍ତି। ତେବେ ସନ୍ନି...

Kaun Banega Crorepati
ଆରମ୍ଭ ହେବାକୁ ଯାଉଛି 'କୌନ୍‌ ବନେଗା କରୋଡ୍‌ପତି'

ଅନେକ ସିରିୟଲ ଥାଏ ଯାହା ବନ୍ଦ ହୋଇଯିବା ମାତ୍ରେ ଦର୍ଶକ ହତୋତ୍ସାହିତ ହୋଇପଡନ୍ତି। ସେହିଭଳି ସିରିୟଲଗୁଡିକ ମଧ୍ୟରୁ 'କୌନ୍‌ ବନେଗା କରୋଡ୍‌ପତି'(କେବିସି) ଅନ୍ୟତମ। ତେବେ ଲୋକଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ କେବିସି ପୁଣି ଥରେ ଆସୁଛି। କେବିସିର ୧୩ ତମ ସିଜନ୍ ଆୟୋଜନ କରିବାକୁ ବଲିଉଡ୍‌ ମେଗାଷ୍ଟାର୍‌...

Marburg Virus
ଆସିଲା ନୂଆ ବିପଦ : ମାରାତ୍ମକ ହେଉଛି ମାରବର୍ଗ ଭାଇରସ

ଦୁନିଆରେ କରୋନା ଭାଇରସକୁ ନେଇ ଆତଙ୍କ ରହିଛି। ଏହାରି ଭିତରେ ଆଉ ଏକ ନୂଆ ବିପଦ ସାମ୍ନାକୁ ଆସିଲାଣି। ପଶ୍ଚିମ ଆଫ୍ରିକୀୟ ଦେଶ ଗିନିରେ ମାରାତ୍ମକ ମାରବର୍ଗ ଭାଇରସର ପ୍ରଥମ ମାମଲା ସାମ୍ନାକୁ ଆସିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଏହା ନିଶ୍ଚିତ କରିଛି। ଏହି ଭାଇରସକୁ ଇବୋଲା ଏବଂ...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।