Advertisment

ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ ବେଳେ ବିଜେପି କର୍ମୀ ଓ ପୋଲିସ ମୁହାଁମୁହିଁ

ମନ୍ତ୍ରୀ ନବ ଦାସ ହତ୍ୟାକୁ ନେଇ ରାଜ୍ୟ ରାଜନୀତି ଥମିବାର ନାଁ ଧରୁନାହିଁ। ଏନେଇ ଆଜି ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ରାଲି କରାଯାଇଛି । ଏହି ଅବସରରେ ଯୁବ ମୋର୍ଚ୍ଚା ପକ୍ଷରୁ ହା ହୋଲ୍ଲା କରାଯାଉଥିବା ବେଳେ ପୋଲିସ କର୍ମୀମାନେ ବିଜେପି କର୍ମୀମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଆସନ୍ତୁ କିଛି ଫଟୋ ଉପରେ ନଜର ପକେଇବା…

author-image
Pramod Behera
BJP workers and police face off during bjp yuva morcha rally

BJP workers and police face off during bjp yuva morcha rally

Advertisment
Advertisment