Advertisment

ଦୀର୍ଘ ଅପେକ୍ଷାର ଅନ୍ତ: ଲୋକାର୍ପିତ ହେଲା ବିଜୁଙ୍କ ‘ଡାକୋଟା’

ଅନେକ ଦିନର ପ୍ରତୀକ୍ଷା ଶେଷ ହୋଇଛି। ବିଜୁ ବାବୁଙ୍କ ସ୍ମୃତି ବହନ କରୁଥିବା ଡାକୋଟା ବିମାନ ଲୋକାର୍ପିତ ହୋଇଛି। ଭୁବନେଶ୍ୱର ବିମାନବନ୍ଦର ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଛନ୍ତି। ବାରମ୍ବାର ଦାବି ପରେ ଗତ ମାସ ୧୮ ତାରିଖରେ କୋଲକାତାରୁ ଭାଗ ଭାଗ ହୋଇ ଓଡ଼ିଶା ଆସିଥିଲା ଡାକୋଟା ବିମାନ। ଏହି ବିମାନଟିକୁ ଏବେ ନୂଆ ରୂପ ଦିଆଯାଇଛି।

author-image
Pramod Behera
Naveen patnaik unveils biju Dakota

Naveen patnaik unveils biju Dakota

Advertisment
Advertisment