/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701170167.jpg)
Odisha Panchayat Level Various Posts Recruitment
ଓଡ଼ିଶାରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ନୀଳାଚଳ ପ୍ରତିଷ୍ଠାନ ବିଭିନ୍ନ ପୋଷ୍ଟ୍ ପାଇଁ ବିଜ୍ଞପ୍ତି ବାହାର କରିଛି। ଆବେଦନ ପ୍ରକ୍ରିୟା ଉଭୟ ଅନ୍ଲାଇନ୍ / ଅଫ୍ଲାଇନ୍ ମୋଡ୍ରେ ହେବ।
Advertisment
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍ସାଇଟ୍ nsp.org.inକୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Odisha Panchayat Level Various Posts Recruitment Notification ଉପରେ କ୍ଲିକ୍ କରି ଦେଖିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଆବେଦନ ଆରମ୍ଭ - ଚାଲିଛି
- ଆବେଦନ ଶେଷ - ୧୬ ଡିସେମ୍ବର ୨୦୨୩
ଖାଲି ପଦବୀ:
- ହାଉସ୍ ମଦର୍ – ୨ଟି ପୋଷ୍ଟ୍
- ହାଉସ୍ ଫାଦର୍ – ୨ଟି ପୋଷ୍ଟ୍
- ପାରାମେଡିକାଲ୍ ଷ୍ଟାଫ୍ – ୧ଟି ପୋଷ୍ଟ୍
- ରୋଷେୟା – ୨ଟି ପୋଷ୍ଟ୍
- ହେଲ୍ପର୍ – ୧ଟି ପୋଷ୍ଟ୍
- ହାଉସ୍ କିପର୍ – ୧ଟି ପୋଷ୍ଟ୍
- ଆୟା – ୨ଟି ପୋଷ୍ଟ୍
- ପରିଚାଳକ / ସଂଯୋଜକ – ୧ଟି ପୋଷ୍ଟ୍
- ମୋଟ୍ ପଦବୀ - ୧୨ଟି ପୋଷ୍ଟ୍
Advertisment
ଶିକ୍ଷାଗତ ଯୋଗ୍ୟତା:
- ହାଉସ୍ ମଦର୍ – କଳା / ବିଜ୍ଞାନରେ ସ୍ନାତକ ଡିଗ୍ରୀ
- ହାଉସ୍ ଫାଦର୍ – କଳା / ବିଜ୍ଞାନରେ ସ୍ନାତକ ଡିଗ୍ରୀ
- ପାରାମେଡିକାଲ୍ ଷ୍ଟାଫ୍ – ଫାର୍ମାସିଷ୍ଟ / ଆୟୁର୍ବେଦିକରେ ଡିପ୍ଲୋମା
- ରୋଷେୟା / ହେଲ୍ପର୍ / ହାଉସ୍ କିପର୍ / ଆୟା - ଦଶମ ପାସ୍ / ଫେଲ୍
- ପରିଚାଳକ / ସଂଯୋଜକ – ସୋସିଆଲ୍ ୱାର୍କ / ସମାଜବିଜ୍ଞାନ / ସାଇକୋଲୋଜିରେ ମାଷ୍ଟର ଡିଗ୍ରୀ ସହିତ କମ୍ପ୍ୟୁଟର ଜ୍ଞାନ
ବୟସ ସୀମା:
- ସର୍ବନିମ୍ନ ବୟସ - ୨୧ ବର୍ଷ
- ସର୍ବାଧିକ ବୟସ - ୩୮ ବର୍ଷ
ବୟସ କୋହଳ:
- OBC – ୦୩ ବର୍ଷ
- ST / SC / PWD / ESM – ୦୫ ବର୍ଷ
- PWD + SC / ST –୧୫ ବର୍ଷ
ମାସିକ ଦରମା:
- ହାଉସ୍ ମଦର୍ – ୧୪,୫୬୪ ଟଙ୍କା
- ହାଉସ୍ ଫାଦର୍ – ୧୪,୫୬୪ ଟଙ୍କା
- ପାରାମେଡିକାଲ୍ ଷ୍ଟାଫ୍ – ୧୧,୯୧୬ ଟଙ୍କା
- ରୋଷେୟା / ହେଲ୍ପର୍ / ହାଉସ୍ କିପର୍ / ଆୟା – ୯,୯୩୦ ରୁ ୭,୯୪୪ଟଙ୍କା
- ପରିଚାଳକ / ସଂଯୋଜକ – ୨୩,୧୭୦ ଟଙ୍କା
ଚୟନ ପ୍ରକ୍ରିୟା
- ମାର୍କ ବେସିସ୍ରେ ପ୍ରାର୍ଥୀ ଚୟନ ହେବ
- ମାଧ୍ୟମିକ – ୧୦ ମାର୍କ
- ଉଚ୍ଚ ମାଧ୍ୟମିକ – ୧୫ ମାର୍କ
- ସ୍ନାତକ – ୨୫ ମାର୍କ
- ସ୍ନାତକୋତ୍ତର – ୩୦ ମାର୍କ
- ଅନ୍ୟ କୌଣସି ପାଠ୍ୟକ୍ରମ – ୧୦ ମାର୍କ
- କାର୍ଯ୍ୟ ଅଭିଜ୍ଞତା – ୧୦ ମାର୍କ
ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:
- ଯୋଗ୍ୟତା ପ୍ରମାଣପତ୍ର
- ଜନ୍ମ ତାରିଖ ସୂଚୀତ ପ୍ରମାଣପତ୍ର (SSLC / HSC)
- ଦୁଇଟି ସାମ୍ପ୍ରତିକ କଲର୍ ପାସପୋର୍ଟ ସାଇଜ୍ ଫଟୋ
- ଜାତି ପ୍ରମାଣପତ୍ର
- ଅଭିଜ୍ଞତା ପ୍ରମାଣପତ୍ର(ଯଦି ଥାଏ)
କିପରି କରିବେ ଆବେଦନ:
- ଅଫିସିଆଲ୍ ୱେବସାଇଟ୍ nsp.org.inକୁ ଯାଆନ୍ତୁ
- ହୋମ୍ପେଜ୍ରେ Carrer ଟ୍ୟାବ୍କୁ ଯାଇ Apply Now ବଟନ୍ ଉପରେ କ୍ଲିକ୍ କରନ୍ତୁ
- ସ୍କ୍ରିନ୍ରେ ଏକ ଆବେଦନ ଫର୍ମ ଦେଖାଯିବ, ଏହାକୁ ପୂରଣ କରନ୍ତୁ
- ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପ୍ଲୋଡ୍ କରନ୍ତୁ
- Submit ବଟନ୍ ଉପରେ ଶେଷ କ୍ଲିକ୍ କରନ୍ତୁ
- ଅଫଲାଇନରେ ଦାଖଲ କରିବା ପାଇଁ ଏକ ହାର୍ଡ କପି କାଢନ୍ତୁ
- ଏହାକୁ ନିମ୍ନ ଠିକଣାରେ ପଠାନ୍ତୁ
ଡାକ ଠିକଣା:
Secretary, Nilachal Seva Pratisthan, At – Daya vihar ( Bangaon ), Po – Gadasahi, Ps – Kanas, District – Puri, Pin – 752017
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)